ସୁପରଷ୍ଟାର ହେବାକୁ ଚାହୁଁଥିଲେ ଏହି ମଡେଲ, ପରେ ତାଙ୍କ ସହ ଘଟିଲା ଏମିତି କିଛି
ପୋଲାଣ୍ଡ,୧ା୧୦: ସାଡୋସ୍କା ରାପର୍ ପୋପେକଙ୍କ ପରି ସୁପରଷ୍ଟାର ହେବାକୁ ଚାହୁଁଥିଲେ ଜଣେ ମଡେଲ। ଏଥିପାଇଁ ସେ ଆଖିରେ ଟାଟୁ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଟାଟୁ ଡିଜାଇନରଙ୍କ ଭୁଲ୍ ଯୋଗୁ ସବୁଦିନ ପାଇଁ ଆଖି ଦୁଇଟିକୁ ସେ ହରାଇବସିଲେ। ଆଇବଲ ଟାଟୁଗୁଡ଼ିକ…
ମୃତ୍ୟୁ ପୂର୍ବରୁ ୨୫ ଶହ ପିଲାଙ୍କ ବାପା ହେବାକୁ ଲକ୍ଷ୍ୟ ରଖିଛନ୍ତି ଏହି ବ୍ୟକ୍ତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ପ୍ରତ୍ୟେକ ବ୍ୟକ୍ତିର କିଛି ନା କିଛି ଲକ୍ଷ୍ୟ ରହିଥାଏ। ଯେମିତିକି, କିଏ ନିଜ ସ୍ବାସ୍ଥ୍ୟକୁ ନେଇ ଲକ୍ଷ୍ୟ ରଖିଥାଏ ତ ଆଉ କିଏ କ୍ୟାରିୟରକୁ ନେଇ। ସବୁ ଲୋକଙ୍କର ଭିନ୍ନ ପ୍ରକାରର ଲକ୍ଷ୍ୟ ରହିଥାଏ। ଏହି ଲକ୍ଷ୍ୟ ଦ୍ୱାରା ସେ ନିଜର…
ପ୍ରାକୃତିକ ପରିବେଶର ସଂରକ୍ଷଣ କଲେ ହିଁ କରୋନା ଭଳି ମହାମାରୀ ହଟିବ
ଜେନେଭା, ୧।୧୦: ପ୍ରାକୃତିକ ପରିବେଶର ସଂରକ୍ଷଣ କଲେ ହିଁ କରୋନା ଭଳି ମହାମାରୀ ପୃଥିବୀରୁ ହଟିପାରିବ। ଏନେଇ କେନ୍ଦ୍ରୀୟ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡ୍କର ଜାତିସଂଘର ଜୈବ ବିବିଧତା ଶିଖର ସମ୍ମିଳନୀରେ ଯୋଗଦେଇ ମତପୋଷଣ କରିଛନ୍ତି। ମଣିଷ ନିଜ ସୁବିଧା ପାଇଁ…
କରୋନାରୁ ଦୂରେଇ ରହିବା ପାଇଁ ଖୋଲା ପବନ, ସ୍ବଚ୍ଛତା ଅପରିହାର୍ଯ୍ୟ: ସର୍ଭେ
ତିବିଲିସି, ୧।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। କେତେକ ଦେଶରେ କରୋନା ସଂକ୍ରମଣର ଦୋହରା ମାଡ଼ ମଧ୍ୟ ଆରମ୍ଭ ହୋଇଛି। ତେବେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଖୋଲା ପବନ ଏବଂ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି…
କରୋନାରୁ ସୁସ୍ଥ ହେବାପରେ ଦେଖାଦେଉଛି ପାର୍ଶ୍ୱ ପ୍ରତିକ୍ରିୟା: ୧୦ରୁ ୯ ଜଣଙ୍କର ରହିଛି ଏହି ସମସ୍ୟା
ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ମାତ୍ର କୋଟି କୋଟି ସଂଖ୍ୟାର ଲୋକ ଏହି ମରାମାରୀରୁ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ଏଥିରୁ ସୁସ୍ଥ…
କୋଭିଡିଅଟ୍ ଶବ୍ଦର ସଂଜ୍ଞା ଅକ୍ସଫୋର୍ଡ ଡିକ୍ସନାରୀରେ ପ୍ରକାଶ
ଓ୍ବାଶିଂଟନ, ୩୦।୯: କରୋନା ମହାମାରୀ ସଙ୍କଟ ସମୟରେ ଅକ୍ସଫୋର୍ଡ ଡିକ୍ସନାରୀ ପକ୍ଷରୁ କୋଭିଡିଅଟ୍ ଶବ୍ଦର ସଜ୍ଞା ପ୍ରକାଶ ପାଇଛି। ଏହି ଶବ୍ଦକୁ ‘ନିର୍ଦ୍ଦେଶ ମାନୁ ନ ଥିବା ବ୍ୟକ୍ତି ବିଶେଷ’ ଭାବେ ଉଲ୍ଲେଖ କରାଯାଇଛି। କୋଭିଡ୍ ଏବଂ ଇଡିଅଟ୍ ଦୁଇ ଶବ୍ଦର…
ଦୁଇବର୍ଷ ତଳୁ ନିଖୋଜ ଥିଲେ ମହିଳା: ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର, ପରେ ଏମିତି ବଖାଣିଲେ ଜୀବନ କାହାଣୀ
ବୋଗୋଟା,୩୦ା୯: ଦୁଇବର୍ଷ ତଳେ ନିଖୋଜ ଥିବା କଲମ୍ବିଆର ଜଣେ ମହିଳାଙ୍କୁ ସମୁଦ୍ରରୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସମୁଦ୍ରରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ଏହି ମହିଳାଙ୍କୁ ଉଦ୍ଧାର କରିଛନ୍ତି। ଏହି ମହିଳାଙ୍କୁ ୪୬ ବର୍ଷୀୟ ରୋନାଲ୍ଡ ବିସ୍ବଲ ଏବଂ ତାଙ୍କ ବନ୍ଧୁ…
୪ ଦିନରେ ୨୩,୦୦ ଆର୍ମେନିଆ ସୈନ୍ୟ ମୃତାହତ ହୋଇଛନ୍ତି: ଆଜରବୈଜାନ ପ୍ରତିରକ୍ଷା ମନ୍ତ୍ରଣାଳୟ
ବାକୁ, ୩୦।୯: ଗତ ୪ ଦିନରେ ସେପ୍ଟେମ୍ବର ୨୭ଠାରୁ ୩୦ ମଧ୍ୟରେ ୨୩,୦୦ ଆର୍ମେନିଆ ସୈନ୍ୟ ମୃତାହତ ହୋଇଛନ୍ତି। ଏନେଇ ଆଜରବୈଜାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ନାଗୋର୍ନୋ ଏବଂ କାରାବାଖାରେ ଘଟିଥିବା ସଂଘର୍ଷରେ ଏଭଳି ଘଟିଛି। ଏଥିରେ…
ଭାରତ ଲୁଚାଉଛି କରୋନା ମୃତ୍ୟୁ ସଂଖ୍ୟା: ଟ୍ରମ୍ପ୍
ଓ୍ବାଶିଂଟନ, ୩୦।୯: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଜୋ ବାଇଡେନ୍ଙ୍କ ମଧ୍ୟରେ ପ୍ରଥମ ନିର୍ବାଚନୀ ତର୍କ ଅନୁଷ୍ଠିତ ହୋଇଛି। ଏଥିରେ ଟ୍ରମ୍ପ୍ଙ୍କର ଭାରତର ବନ୍ଧୁ ପଣିଆ ଧରା ପଡ଼ିଯାଇଛି। କରୋନା ମହାମାରୀ ମୃତ୍ୟୁ ସଂଖ୍ୟା ନେଇ…
ନିର୍ବାଚନ ହାରିଲେ ବି ସହଜରେ ଛାଡ଼ିିବିନି କ୍ଷମତା: ଟ୍ରମ୍ପ୍
ଓ୍ବାଶିଂଟନ, ୩୦।୯: ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଜୋ ବାଇଡେନ୍ଙ୍କ ମଧ୍ୟରେ ପ୍ରଥମ ନିର୍ବାଚନୀ ତର୍କ ଅନୁଷ୍ଠିତ ହୋଇଛି। ଟ୍ରମ୍ପ୍ କହିଛନ୍ତି ଯେ, ନିର୍ବାଚନରେ ହାରିଲେ ବି ସେ ସହଜରେ କ୍ଷମତା ଛାଡ଼ିବେନି।…
ଗିଲଗିଟ୍-ବଲ୍ଟିସ୍ତାନରେ ନିର୍ବାଚନ ଘୋଷଣା: ଜାତିସଂଘରେ ବିରୋଧ କଲା ଭାରତ
ଜେନେଭା, ୨୯।୯: ପାକିସ୍ତାନ ପକ୍ଷରୁ ଗିଲଗିଟ୍-ବାଲ୍ଟିସ୍ତାନରେ ନିର୍ବାଚନ କରାଯିବା ଲାଗି ଘୋଷଣା କରାଯାଇଛି। ଏହାକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହା ସମ୍ପୂର୍ଣ୍ଣଭାବେ ମାନବାଧିକାରର ଉଲ୍ଲଂଘନ ବୋଲି କୁହାଯାଇଛି। ୧୯୪୭ ସୀମା ପରିଗ୍ରହଣ ନିଷ୍ପତ୍ତି ଅନୁସାରେ…
ବ୍ଲୁ ଆମୋନିଆ: ପ୍ରଥମଥର ସୌଦି ଆରବରୁ ଯାଉଛି ଜାପାନ
ଟୋକିଓ,୨୯ ।୯: ପ୍ରଥମଥର ଲାଗି ବ୍ଲୁ ଆମୋନିଆ ଅନ୍ତର୍ଜାତୀୟ ସ୍ତରରେ ବ୍ୟବହାର ହେବାକୁ ଯାଉଛି । ଏହା ଏବେ ସøଦି ଆରବରୁ ଜାପାନ ପଠାଯାଉଛି । ଏହା ସେଠାରେ ବିଜୁଳି ଘରେ ଅର୍ଥାତ୍ ବିଜୁଳି ଉତ୍ପାଦନରେ ବ୍ୟବହାର କରାଯିବ ବୋଲି ଜଣାପଡିଛି…
Archives


