ଅନ୍ତର୍ଜାତୀୟ

ଆମେରିକାରେ ପ୍ରତିବାଦ: ମୂଳ ଭାରତୀୟ ନ୍ୟାୟ ପାଇଁ କଲେ ଦାବି

ଓ୍ବାଶିଂଟନ,୨୬।୧୧: ମୁମ୍ବାଇରେ ୨୦୦୮ ନଭେମ୍ବର ୨୬ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ନେଇ ଆମେରିକାରେ ମୂଳ ଭାରତୀୟଙ୍କ ପକ୍ଷରୁ ପ୍ରତିବାଦ କରାଯାଇଛି। ଆମେ ନ୍ୟାୟ ଚାହୁଁଛୁ ବୋଲି ସେମାନେ ଦାବି କରିଛନ୍ତି। ପାକିସ୍ତାନ ଦୂତାବାସ ସମ୍ମୁଖରେ ଏକତ୍ରିତ ହୋଇ ମୂଳ ଭାରତୀୟମାନେ ସ୍ଲୋଗାନ…

ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସୈନ୍ୟ ବାହିନୀଙ୍କୁ ପରାମର୍ଶ ଦେଲେ ଶି ଜିନ୍‌ପିଙ୍ଗ୍‌

ବେଜିଂ,୨୬।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଚାଇନା ସୈନ୍ୟ ବାହିନୀକୁ ବାସ୍ତବିକ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। ଜିନ୍‌ପିଙ୍ଗ୍‌ ଏଭଳି ମନ୍ତବ୍ୟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ…

୨୫ ବର୍ଷ ପଛକୁ ଘୁଞ୍ଚିବ ବୟସ

ଜେରୁଜେଲମ୍‌,୨୬ା୧୧: ଗଡ଼ିଗଲା ସମୟ କେବେ ଫେରେନାହିଁ କି ଢଳିଯାଇଥିବା ବୟସ ପଛକୁ ଘୁଞ୍ଚେନାହିଁ। କିନ୍ତୁ ଏହି ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ଇସ୍ରାଏଲ୍‌ର ବୈଜ୍ଞାନିକମାନେ। ସେମାନେ ଏପରି ଏକ ଚମତ୍କାରୀ ଉପାୟ ବାହାର କରିଛନ୍ତି, ଯାହାକୁ ଆପଣାଇବା ଦ୍ୱାରା ଜଣେ ବ୍ୟକ୍ତି ୨୫…

ଦ୍ରୁତ ଗତିରେ ଆସି ଘରେ ପଶିଗଲା କାର୍‌, ଆଉ ତା’ ପରେ…

ଲଣ୍ଡନ,୨୫ା୧୧: ବ୍ରିଟେନର ଜଣେ ଯୁବକ ଦ୍ରୁତଗତିରେ ଏକ କାର୍‌ ଚଳାଇ ଏକ ଘର ଭିିତରେ ପଶିଗଲେ। ଯେତେବେଳେ ବାହାରକୁ ଆସିଲେ, ସେତେବେଳେ ଘରର ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ତାଙ୍କ କାର୍‌ରେ ଲାଖି ରହିଥିଲା। ଏହି ଘଟଣା ଜଣା ପଡ଼ିବା ପରେ…

ହେଲିକପ୍ଟର ଉଡ଼ାଣ ସମୟରେ ସାମ୍ନାକୁ ଆସିଲା ରହସ୍ୟମୟ ଜିନିଷ, ପାଇଲଟ ହେଲେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୫ା୧୧: ଆମେରିକାରେ ହେଲିକପ୍ଟରରେ ଉଡ଼ିବା ସମୟରେ ପାଇଲଟ ଏକ ରହସ୍ୟମୟ ତଥା ଅଜବ ଜିନିଷ ଦେଖିବାକୁ ପାଇଥିଲେ। ଯାହା ବହୁତ ବଡ଼ ଏବଂ ଅସାଧାରଣ ଆକୃତିର ଥିଲା। ସ୍ଥାନୀୟ ଅଧିକାରୀମାନେ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଏକ ରିପୋର୍ଟ…

ସମୁଦ୍ର କୂଳରେ ୧୦୦ ତିମି-ଡଲଫିନ୍‌ଙ୍କ ମୃତଦେହ: ଚିନ୍ତାରେ ପରିବେଶ ବିଜ୍ଞାନୀ

ଓ୍ବିଲିଙ୍ଗଟନ୍‌,୨୫।୧୧: ନ୍ୟୁଜିଲାଣ୍ଡର ସମୁଦ୍ର କୂଳରେ ତିମି ଏବଂ ଡଲଫିନ୍‌ଙ୍କ ମୃତ ଦେହ ଆସି ଜମା ହେବାରେ ଲାଗିଛି। ବୁଧବାର ସୁଦ୍ଧା ଚାଥମ୍‌ ଦ୍ୱୀପର ସମୁଦ୍ର କୂଳରେ ୯୭ ତିମି ଏବଂ ୩ଟି ଡଲଫିନ୍‌ଙ୍କ ମୃତ ଦେହ ଲାଗିଛି। ୨୬ ଜୀବିତ ତିମିଙ୍କୁ…

ମଙ୍ଗଳରେ ବାସ କରିପାରିବେ ପୃଥିବୀର ୪ ପ୍ରଜାତିର ମିଥାନୋଜେନ୍ସ୍‌

ଓ୍ବାଶିଂଟନ,୨୫।୧୧: ମଙ୍ଗଳରେ ବସତି ସ୍ଥାପନ କରିବା ଲାଗି ମନୁଷ୍ୟ ଉଦ୍ୟମ ଜାରି ରଖିଛି। ଏପରିସ୍ଥଳେ ମହାକାଶ ବିଜ୍ଞାନୀମାନେ କହିଛନ୍ତି ଯେ, ପୃଥିବୀରେ ଥିବା ୪ ପ୍ରଜାତିର ସୁକ୍ଷ୍ମ ଅଣୁଜୀବ ମଙ୍ଗଳରେ ସହଜରେ ବାସ କରିପାରିବେ। ମଙ୍ଗଳରେ ସହଜରେ ମିଥାନୋଥର୍ମୋବ୍ୟାକ୍ଟର ଓ୍ବଲଫେଲି, ମିଥାନୋ…

ପାକିସ୍ତାନ ସୈନ୍ୟ ବାହିନୀ-ଆଇଏସ୍‌ଆଇର ଶକ୍ତି ହେବ ବୃଦ୍ଧି

ଇସଲାମାବାଦ୍‌,୨୫।୧୧: ପାକିସ୍ତାନରେ ସୈନ୍ୟ ବାହିନୀ ଏବଂ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ଶକ୍ତିରେ ଏବେ ବୃଦ୍ଧି ଘଟିବ। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ନ୍ୟାଶନାଲ ଇଣ୍ଟେଲଜେନ୍ସ୍‌ କୋର୍ଡିନେଶନ କମିଟି ଗଠନ ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛନ୍ତି। ସରକାରଙ୍କ ସ୍ବୀକୃତି ମିଳିବା ପରେ ଏବେ ଦେଶର…

ବଳାତ୍କାରୀଙ୍କୁ କରାଯିବ ନପୁଂସକ: କଡ଼ା ଆଇନକୁ ମଞ୍ଜୁରୀ  !

ଇସଲାମାବାଦ୍‌,୨୫।୧୧: ଏବେ ବଳାତ୍କାରୀଙ୍କୁ କଡ଼ା ଦଣ୍ଡ ମିଳିବ। ସେମାନଙ୍କୁ ନପୁଂସକ କରି ଦିଆଯିବ। ଏନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ନୂଆ ଆଇନକୁ ମଞ୍ଜୁରୀ ଦେଇଛନ୍ତି। ସେହିପରି ଏଭଳି ମାମଲାର ଶୁଣାଣି ଶୀଘ୍ର କରାଯିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି।…

କ୍ଷମତା ହସ୍ତାନ୍ତର ପାଇଁ ଟ୍ରମ୍ପ୍‌ ରାଜି

ଓ୍ବାଶିଂଟନ,୨୫ା୧୧(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶେଷରେ ପ୍ରେସିଡେଣ୍ଟ ଇଲେକ୍ଟ ଜୋ ବାଇଡେନ୍‌ଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ରାଜି ହୋଇଛନ୍ତି। ମିଶିଗାନ୍‌ ଷ୍ଟେଟ୍‌ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ବିଜୟୀ ଘୋଷଣା କରିବା ପରେ ଏହି ବରିଷ୍ଠ ଡେମୋକ୍ରାଟ୍‌ଙ୍କ ଶପଥ ଗ୍ରହଣ ପାଇଁ…

ସମ୍ପର୍କ ଲୁଚାଇବାକୁ ୫୦ କୋଟି

ଲଣ୍ଡନ,୨୫ା୧୧: ୪୬ ବର୍ଷୀୟା ପ୍ରିନ୍ସେସ୍‌ ହୟା ବିଣ୍ଟ ହୁସେନ୍‌ ହେଉଛନ୍ତି ଜୋର୍ଡାନ୍‌ ରାଜା ହୁସେନ ଓ ତାଙ୍କ ତୃତୀୟ ସ୍ତ୍ରୀ କ୍ୱିନ୍‌ ଆଲିଆଙ୍କ ଝିଅ ତଥା କିଙ୍ଗ୍‌ ଅବ୍‌ଦୁଲ୍ଲା ଦ୍ୱିତୀୟଙ୍କ ସାବତ ଭଉଣୀ। ୧୯୭୪ ଜୁଲାଇ ୧୫ରେ ଜନ୍ମିତ ହୟା ଅକ୍ସଫୋର୍ଡ…

ସ୍ତ୍ରୀ-ସ୍ବାମୀଙ୍କ ସାଙ୍ଗିଆ ସମାନ ରହିବ ନାହିଁ

ଟୋକିଓ,୨୪।୧୧: ଜାପାନରେ ଏକ ଅଜବ ନିୟମ ଲାଗୁ ହେବାକୁ ଯାଉଛି। ନିୟମ ଅନୁଯାୟୀ ସ୍ତ୍ରୀ-ସ୍ବାମୀଙ୍କର ସମାନ ସାଙ୍ଗିଆ ରହିବ ନାହିଁ। ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦା ସୁଗା ପୂର୍ବ ନିୟମ ବଦଳାଇ ଖୁବ୍‌ଶୀଘ୍ର ନୂଆ ନିୟମ ଲାଗୁ କରିବା ସପକ୍ଷରେ ଅଛନ୍ତି। ଏଥିପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri