ଅନ୍ତର୍ଜାତୀୟ

ଅରୁଣାଞ୍ଚଳ ପ୍ରଦେଶରେ ଗାଁ ନିର୍ମାଣ କରିଛି ଚାଇନା

ନୂଆଦିଲ୍ଲୀ,୧୮।୧: ଅରୁଣାଞ୍ଚଳ ପ୍ରଦେଶରେ ଏକ ନୂଆ ଗାଁ ନିର୍ମାଣ କରିଛି ଚାଇନା। ଏଥିରେ ୧୦୧ ଘର ଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ଏହି ଫଟୋ ଗତବର୍ଷ ନଭେମ୍ବର ୧ ତାରିଖରେ ଉତ୍ତୋଳନ କରାଯାଇଥିଲା। ପ୍ରାୟ ୪.୫ କିମି ଭାରତ ସୀମା ଭିତରେ…

୫ ବର୍ଷଧରି ଯୁବତୀଙ୍କୁ ରଖାଯାଇଛି ପଞ୍ଜୁରୀରେ, କାରଣ ଜାଣିଲେ…

୫ ବର୍ଷ ଧରି ଫିଲିପାଇନ୍ସର ଜଣେ ମହିଳାଙ୍କୁ ଏକ ପଞ୍ଜୁରୀରେ ରଖାଯାଇଛି। ଯଦିଓ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ, ଏହା ତାଙ୍କ ସୁରକ୍ଷା ପାଇଁ । କାରଣ ଏହି ମହିଳା ଜଣକ ଗମ୍ଭୀର ମାନସିକ ସମସ୍ୟାରେ ଜଡ଼ିତ। ୨୯…

ଆହୁରି ମହାମାରୀ ଆଣିବ ଚାଇନା: ଆମେରିକା!

ୱାଶିଂଟନ,୧୮ ।୧: ଆମେରିକା ପ୍ରଥମଥର ପାଇଁ ଦାବି କରିଛି ଯେ ମହାମାରୀ ବ୍ୟାପୁଥିବା କରୋନା ଭାଇରସ ଚାଇନାର ଉହାନ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି(ଡବ୍ଲୁଆଇବି)ରୁ ଆସିଛି । ଏହାକୁ ଚାଇନା ସେନା ଗୁପ୍ତ ଗବେଷଣା ପାଇଁ ବ୍ୟବହାର କରୁଛନ୍ତି । ଏହି ଅଭିଯୋଗରୁ…

ମରୁଭୂମିରେ ତୁଷାରପାତ: ବାଲିରେ ବରଫ ଚାଦର

ତାବୁକ,୧୮।୧: ସାହାରା ମରୁଭୂମି ଏବଂ ସୌଦି ଆରବର ତାବୁକ୍‌ ମରୁଭୂମିରେ ତୁଷାରପାତ ହୋଇଛି। ଫଳରେ ବାଲି ଉପରେ ଘନ ବରଫ ଚାଦର ଆଚ୍ଛାଦିତ ହୋଇପଡ଼ିଛି। ଆଫ୍ରିକାର ଆଲଜେରିଆସ୍ଥିତ ସାହାରା ମରୂଭୁମି ଅଞ୍ଚଳର ଏଇନ୍‌ ସେଫ୍ରା ସହରର ରାଜରାସ୍ତା ବରଫରେ ଢାଙ୍କି ହୋଇ…

ହାତରେ ମୋଦିଙ୍କ ଫଟୋ ଧରି ପ୍ରଦର୍ଶନ କଲେ ପାକିସ୍ତାନୀ

ସାନ୍ନ୍‌,୧୮।୧: ପାକିସ୍ତାନରେ ପ୍ରଦର୍ଶନକାରୀ ହାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଧରି ରାଲି କରିଛନ୍ତି। ସ୍ବତନ୍ତ ସିନ୍ଧ୍‌ ଦେଶ ଦାବି କରି ସାନ୍ନ୍‌ ସହରରେ ଏହି ପ୍ରଦର୍ଶନ କରାଯାଇଛି। ପୃଥିବୀର ବିଭିନ୍ନ ଦେଶର ନେତାଙ୍କ ଫଟୋ ଥିବା ପ୍ଲାକାର୍ଡ ଧରି ପ୍ରଦର୍ଶନକାରୀ…

ମୋଦିଙ୍କ ଆଭିମୁଖ୍ୟ ବଦଳିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮ା୧: ଦୁଇଦିନ ପରେ ଆମେରିକାରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। ୨୦ ତାରିଖରେ ରିପବ୍ଲିକାନ୍‌ ନେତା ଡୋନାଲ୍ଡ ଟ୍ରମ୍ପ୍‌ ବିଦାୟ ନେବା ସହ ୭୮ ବର୍ଷୀୟ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ। ଗତ ନଭେମ୍ବରରେ…

ସୁପ୍ରିମକୋର୍ଟର ୨ ମହିଳା ବିଚାରପତିଙ୍କୁ ହତ୍ୟା

କାବୁଲ,୧୮ା୧: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ଆତଙ୍କବାଦୀମାନେ ବର୍ବରତାର ସୀମା ଲଂଘିଛନ୍ତି। ରାଜଧାନୀ କାବୁଲରେ ସେମାନେ ରବିବାର ସୁପ୍ରିମକୋର୍ଟର ୨ ଜଣ ମହିଳା ବିଚାରପତିଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ମହିଳା ବିଚାରପତିଙ୍କ କାର୍‌ ଡ୍ରାଇଭରଙ୍କ ସମେତ ଆଉ ଜଣେ କର୍ମଚାରୀ…

ଇସ୍ରାଇଲ: କରୋନା ଭାକ୍ସିନ ନେବା ପରେ ପାରାଲିସସ୍‌ର ସମ୍ମୁଖୀନ ହେଲେ ୧୩ ବ୍ୟକ୍ତି

ଜେରୁସେଲମ,୧୭।୧: ଇସ୍ରାଏଲରେ କରୋନା ଭାକ୍ସିନ ନେବା ପରେ ଅତିକମ୍‌ରେ ୧୩ ଜଣ ବ୍ୟକ୍ତିଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ଲୋକ ମଧ୍ୟମ ଧରଣର ମୁଖ ପାରାଲିସସ୍‌ (ପକ୍ଷାଘାତ)ର ସମ୍ମୁଖୀନ ହୋଇଥିବା ସ୍ପଷ୍ଟ କରିଛି ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ଏଭଳି…

ତାମିଲନାଡୁର ପବିତ୍ର ରଙ୍ଗୋଲିରେ ହେବ ବାଇଡେନ୍‌-ହାରିସଙ୍କ ଶପଥ ଗ୍ରହଣ ସମାରୋହର ଶୁଭାରମ୍ଭ

ୱାଶିଂଟନ,୧୭ ।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କ ଶପଥ ଗ୍ରହଣ ସହ ଜଡିତ ଅନଲାଇନ ସମାରୋହର ଆରମ୍ଭ ପରମ୍ପରାଗତ ଭାରତୀୟ ରଙ୍ଗୋଲି ସହ କରାଯିବ । ତାମିଲନାଡୁରେ କୋଲମ ନାମରେ ଜଣାଶୁଣା ଏହି…

ଭାରତୀୟଙ୍କ ସହ ବାଇଡେନଙ୍କ ରହିଛି ଏମିତି ସମ୍ପର୍କ, ନିଜେ କରିଛନ୍ତି ଖୁଲାସା

ଓ୍ବାଶିଂଟନ,୧୭।୧ : ଜୋ ବାଇଡେନ ଜାନୁୟାରୀ ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଶପଥ ନେବେ। ଶପଥ ନେବା ପୂର୍ବରୁ ବାଇଡେନଙ୍କ ସମ୍ପର୍କରେ ନୂଆ ନୂଆ କଥା ସବୁ ସାମ୍ନାକୁ ଆସୁଛି। ଯାହାକି ଆମେରିକାରେ ଖୁବ୍‌ ଚର୍ଚ୍ଚା ହେଉଛି। ଏହି…

୩୦ ଦିନରେ ୭୮୨ ଥର ଭୂକମ୍ପ: ଲୋକେ ଆତଙ୍କିତ

ଜାକର୍ତ୍ତା,୧୭।୧: ଇଣ୍ଡୋନେସିଆରେ ଘଟିଥିବା ଭୂକମ୍ପରେ ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୫୬ ଛୁଇଁଛି। ସେହିପରି ଏହି ଘଟଣାରେ ଆହତଙ୍କ ସଂଖ୍ୟା ୮୦୦ ଟପିଛି। ସୁରକ୍ଷା ଦୃଷ୍ଟିରୁ ୧୫ ହଜାରରୁ ଅଧିକ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଛି। ଲଗାତାର ଭୂକମ୍ପ ଯୋଗୁ ଲୋକଙ୍କ…

ପ୍ରବଳ ଥଣ୍ଡାରେ କେ-୨ ଶୃଙ୍ଗ ଆରୋହଣ କରି ଇତିହାସ ରଚିଲେ ନେପାଳୀ ପର୍ବତାରୋହୀ

କାଠମାଣ୍ଡୁ,୧୭।୧: ଶୀତଦିନର ପ୍ରବଳ ଥଣ୍ଡାରେ ହିମାଳୟର କେ-୨ ଗିରିଶୃଙ୍ଗ ଆରୋହଣ କରି ୧୦ ଜଣ ନେପାଳୀ ପର୍ବତାରୋହୀ ଇତିହାସ ରଚିଛନ୍ତି। ଶୀତଦିନେ ଖରାପ ପାଗ ଯୋଗୁ ୮,୬୧୧ ମିଟର (୨୮,୨୫୧ ଫୁଟ) ଉଚ୍ଚ ଶିଖରରେ ପହଞ୍ଚିବା କଷ୍ଟକର ହୋଇଥାଏ। କାରାକୋରମ୍‌ ପର୍ବତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?