ରୁଷିଆ କରୋନା ଟିକା ‘ସ୍ପୁଟନିକ ଭି’ ୯୫% ଫଳପ୍ରଦ ଦାବି
ମସ୍କୋ,୨୪।୧୧: ବିଶ୍ୱର ଅନେକ ଦେଶ ଏବେ କରୋନା ଟିକା ପ୍ରସ୍ତୁତିରେ ଲାଗିପଡିଛନ୍ତି। ରୁଷିଆ ମଧ୍ୟ ନିଜ ଦେଶରେ ପ୍ରସ୍ତୁତ କରୋନା ଟିକା ‘ସ୍ପୁଟନିକ ଭି’ ନେଇ ବେଶ୍ ଆଶାବାଦୀ ରହିଛି। ଋଷିଆର ସ୍ବାସ୍ଥ୍ୟ ମନ୍ତ୍ରଣାାଳୟ ପକ୍ଷରୁ କୁହାଯାଇଛି ଯେ ‘ସ୍ପୁଟନିକ ଭି’…
ଓବାମାଙ୍କ ରାଷ୍ଟ୍ରପତି ପଦ ଯିବା ପରେ ସବୁଠୁ ଅଧିକ ଖୁସି ହୋଇଥିଲେ ସ୍ତ୍ରୀ, ଜାଣନ୍ତୁ କାହିଁକି
ଓ୍ବାଶିଟନ୍,୨୪।୧୧:ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିଜ ପୁସ୍ତକ ଏ ପ୍ରମିଜଡ୍ ଲ୍ୟାଣ୍ଡ୍କୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଛାଡିବା ପରେ ତାଙ୍କ ସ୍ତ୍ରୀ ଅଧିକ…
୧୦ଡଲାରରୁ କମ୍ରେ ମିଳିବ ସ୍ପୁଟନିକ୍-ଭି ଭାକ୍ସିନ
ମସ୍କୋ,୨୪।୧୧: ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରୀର ମୁକାବିଲା ପାଇଁ ଏଯାଏଁ ଔଷଧ ପ୍ରସ୍ତୁତ ହୋଇ ନ ଥିବା ବେଳେ ସମସ୍ତଙ୍କର ଆଶା ଭାକ୍ସିନ ଉପରେ ରହିଛି। ତେବେ କରୋନାର ଭାକ୍ସିନ ମାର୍କେଟକୁ…
ରାଷ୍ଟ୍ରପତି ପଦ ଛାଡିବାକୁ ପ୍ରସ୍ତୁତ ହେଲେଣି ଟ୍ରମ୍ପ!
ୱାଶିଂଟନ,୨୪ ।୧୧: ଶେଷରେ ଆମେରିକା ରାଷ୍ଟ୍ରପତି ପଦ ଓ ହ୍ୱାଇଟ ହାଉସ ଛାଡିବାକୁ ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଥିବା ସୂଚନା ମିଳିଛି । ସୋମବାର ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ପାଇଁ ସରକାର ଗଠନ କରିବାକୁ ଯାଉଥିବା ସରକାରୀ…
କରୋନା କାରଣରୁ ବନ୍ଦ ହେବାକୁ ଯାଉଥିଲା ରେଷ୍ଟାରାଣ୍ଟ: ଶେଷ ବ୍ୟକ୍ତି ଦେଇଥିଲେ ୨ ଲକ୍ଷ ଟିପ୍ସ
ଆମେରିକା ସମେତ ସମଗ୍ର ବିଶ୍ୱରେ ପୁଣିଥରେ କରୋନା ଭାଇରସ ବ୍ୟାକ୍ କରିଛି। ଯେଉଥିପାଇଁ ସରକାରଙ୍କୁ ପୁଣିଥରେ ଲକ୍ଡାଉନ୍ ଭଳି କଠୋର ନିଷ୍ପତ୍ତି ନେବାକୁ ପଡୁଛି। ଆମେରିକାରେ କରୋନା ବୃଦ୍ଧି ପାଉଥିବାରୁ ଏକ ରେଷ୍ଟୁରାଣ୍ଟ ମାଲିକ ସ୍ବେଚ୍ଛାକୃତ ଭାବେ ନିଜ ରେଷ୍ଟୁରାଣ୍ଟକୁ ବନ୍ଦ…
ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍: ୬ ତାଲିବାନ୍ ଆତଙ୍କବାଦୀ ମୃତ
କାବୁଲ,୨୪।୧୧: ଆଫଗାନିସ୍ତାନର ଉତ୍ତର ବଲଖା ପ୍ରଦେଶରେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ୬ ତାଲିବାନ୍ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ରୁ ଅଧିକ ଆତଙ୍କବାଦୀ ଆହତ ହୋଇଥିବା ଆଫଗାନିସ୍ତାନ ଏୟାର ଫୋର୍ସ ପକ୍ଷରୁ କୁହାଯାଇଛି। ଜାରି ଜିଲାରେ ଥିବା ତାଲିବାନ ଆତଙ୍କବାଦୀ ଶିବିର…
ବାଇଡେନ୍ଙ୍କ ନୂଆ କ୍ୟାବିନେଟ ଘୋଷଣା
ୱାଶିଂଟନ,୨୪ ।୧୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କର ନୂଆ କ୍ୟାବିନେଟ ଘୋଷଣା କରିଛନ୍ତି । ଆସନ୍ତା ଜାନୁୟାରୀ ୨୦ରେ ବାଇଡେନ୍ କାର୍ଯ୍ୟଭାର ଗ୍ରହଣ କରିବାକୁ ଥିଲେ ସୁଦ୍ଧା ଏବେଠାରୁ ସେ କ୍ୟାବିନେଟର ରୂପରେଖ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି…
ଚନ୍ଦ୍ର ମୁହାଁ ଚାଙ୍ଗ୍ ଇ-୫
ବେଜିଂ,୨୪।୧୧: ଚାଇନାର ମହାକାଶ ଯାନ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ହେନାନ୍ ପ୍ରଦେଶର ଓ୍ବେନ୍ଚାଙ୍ଗ୍ ମହାକାଶ କେନ୍ଦ୍ରରୁ ଚାଙ୍ଗ୍ ଇ-୫ ଯାନ ମାର୍ଚ୍ଚ-୫ ରକେଟ ଦ୍ୱାରା ମଙ୍ଗଳବାର ଭୋର୍ ୪ଟା ୩୦ରେ ଉତ୍କ୍ଷେପଣ କରାଯାଇଛି। ଏହା ଚନ୍ଦ୍ରରୁ ମାଟି ସମେତ…
ମାନିଲା ଗ୍ଲୋବାଲ ଟାଇମ୍ସ୍: ଭୁଟାନରେ ଗାଁ ସ୍ଥାପନ କରିଛି ଚାଇନା
ବେଜିଂ,୨୪।୧୧: ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ୍ ଟାଇମ୍ସ୍ରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶିତ ହୋଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭୁଟାନରେ ଚାଇନା ଏକ ଗାଁ ସ୍ଥାପନ କରିଛି। ବିବାଦୀୟ ଜମିରେ ଚାଇନାର ପାଙ୍ଗଡ଼ା ଗାଁ ରହିଛି। ଗାଁର ଫଟୋ ମଧ୍ୟ…
ମାଡ଼ି ଆସୁଛି ବିପଦ: ହିମ ପାହାଡ଼ ତରଳିଲେ ଅଜଣା ଅଣୁଜୀବ ମାନବ ସଭ୍ୟତା ପାଇଁ ସୃଷ୍ଟି କରିବ ସଙ୍କଟ
ଓ୍ବାଶିଂଟନ,୨୪।୧୧: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ ଏବେ ବୈଜ୍ଞାନିକମାନେ ଅନ୍ୟ ଏକ ବିପଦ ମାଡ଼ି ଆସୁଥିବା ସମ୍ପର୍କରେ ଚେତାବନୀ ଦେଇଛନ୍ତି। ଉତ୍ତରମେରୁରେ ହିମ ପାହାଡ଼ ତରଳିଲେ ମାନବ ସଭ୍ୟତା ପ୍ରତି ବିପଦ ମାଡ଼ି ଆସିବ ବୋଲି ବୈଜ୍ଞାନିକ କହିଛନ୍ତି।…
ଜୀବସତ୍ତା ପାଇଁ ମଙ୍ଗଳ ସମର୍ଥ ଥିଲା
ନ୍ୟୁୟର୍କ, ୨୪।୧୧(ପି.ଟି.): ମଙ୍ଗଳ ଗ୍ରହରେ ପାଖାପାଖି ୪୦୦ କୋଟି ବର୍ଷ ପୂର୍ବେ ବଡ଼ ଧରଣର ବନ୍ୟା ଆସିଥିଲା। ଏହି ବନ୍ୟା ଗାଲେ କ୍ରାଟର (ଶୁଷ୍କ ହ୍ରଦ)ରେ ମାଡ଼ିଯାଇଥିଲା ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିବା ପରେ ଲାଲ୍ ଗ୍ରହରେ ଜୀବସତ୍ତା ତିଷ୍ଠି ରହିବା…
ଦୁର୍ବଳ ରାଷ୍ଟ୍ରପତି ଯୁଦ୍ଧ କରିପାରନ୍ତି
ବେଜିଂ, ୨୪ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍ ବାଜିମାରିବା ପରେ ଚାଇନା ଅଧିକ ଚିନ୍ତିତ ହୋଇପଡ଼ିଛି। ବାଇଡେନ୍ ବିଜୟୀ ହେବା ପରେ ବେଜିଂ ସହ ଆମେରିକାର ସମ୍ପର୍କ ସୁଧୁରିବ ଭାବିବା ଠିକ୍ ନୁହେଁ ବୋଲି ଚାଇନାର ବୈଦେଶିକ ନୀତି ଉପଦେଷ୍ଟା…
Archives


