ଅନ୍ତର୍ଜାତୀୟ

ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ : ମୁତୟନ ହୋଇଥିବା ୨୦୦ ସୁରକ୍ଷାକର୍ମୀ କରୋନା ପଜିଟିଭ୍‌

ଓ୍ବାଶିଂଟନ, ୨୩।୧: ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା କାର୍ଯ୍ୟରେ ମୁତୟନ ହୋଇଥିବା ୨୦୦ ସୁରକ୍ଷାକର୍ମୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପିଜିଟିଭ୍‌ ଆସିଛି। ସୁରକ୍ଷା କାର୍ଯ୍ୟରେ ୨୫ ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା।…

ଭାରତ ସଚ୍ଚୋଟ ବନ୍ଧୁ: ଆମେରିକା

ୱାଶିଂଟନ,୨୩ ।୧: ଭାରତକୁ ଏବେ ପ୍ରଶଂସା କରିଛି ଆମେରିକା । କୋଭିଡ ମହାମାରୀଠାରୁ ଦୂରେଇ ରହିବାକୁ ଭାରତ ଏବେ ବିଭିନ୍ନ ଦେଶକୁ କରୋନା ଟିକା ଯୋଗାଇ ଦେଉଛି । ଏହାକୁ ଦେଖିବା ପରେ ଆମେରିକା କହିଛି ଭାରତ ଏକ ସଚ୍ଚୋଟ ବନ୍ଧୁ…

ମୋଦିଙ୍କୁ ଧନ୍ୟବାଦ୍‌ ଜଣାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ଢାକା,୨୨।୧: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି। ପଡ଼ୋଶୀ ଦେଶକୁ ଉପହାର ଆକାରରେ ୨ ନିୟୁତ କୋଭିଡ୍‌-୧୯ କୋଭିଡିଲ୍ଡ ଭାକ୍ସିନ ଯୋଗାଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ବାଂଲାଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା…

ଏହି ଦେଶରେ କରୋନା ପଜିଟିଭ୍‌ ମହିଳାଙ୍କ ସହ ଅସଦାଚରଣ ହେବାରୁ ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା

ଉଲାନବାଟର,୨୨।୧ : ମଙ୍ଗୋଲିଆର ପ୍ରଧାନମନ୍ତ୍ରୀ ଖୁରେଲସୁଖ ଉଖନା ସଂସଦରେ ତାଙ୍କର ଇସ୍ତଫାପତ୍ର ଦାଖଲ କରିଛନ୍ତି। କାରଣ ମଙ୍ଗୋଲିଆର ଜଣେ କରୋନା ପଜିଟିଭ୍‌ ମହିଳାଙ୍କ ସହ ଅସଦାଚରଣ କରାଯାଇଥିଲା। ମହିଳାଙ୍କ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମଙ୍ଗୋଲିଆର ରାଜଧାନୀ ଉଲାନବାଟରରେ…

ଏହି ଯୁବତୀଙ୍କ ପଛରେ ପାଣି ପରି ପଇସା ଖର୍ଚ୍ଚ କରନ୍ତି ପୁଟିନ୍‌

ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ନାଁରେ ଜଣେ ବ୍ୟକ୍ତି ଏକ ଗୁରୁତର ଅଭିଯୋଗ କରିଛନ୍ତି। ତାହା ପୁଣି ସୋସିଆଲ ମିଡିଆରେ ଶେୟାର କରି କହିଛନ୍ତି। ଆଲେକ୍ସି ନାଓ୍ବଲନୀ ନିଜର ବ୍ଲଗରେ କହିଛନ୍ତି, ପୁଟିନଙ୍କ ନିକଟରେ ୧୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏକ…

ଅରୁଣାଚଳ ପ୍ରଦେଶରେ ଗାଁ ନିର୍ମାଣ କରି ଭାରତକୁ ନାଲି ଆଖି ଦେଖାଉଛି ଚାଇନା

ବେଜିଂ,୨୨।୧: ଭାରତ ଏବଂ ଚାଇନା ମଧ୍ୟରେ ଲଦାଖରେ ସୀମା ବିବାଦ ଏପର୍ଯ୍ୟନ୍ତ ଥମି ନାହିଁ। ଚାଇନା ପୁଣିଥରେ ଅରୁଣାଚଳ ପ୍ରଦେଶ ଉପରେ ନିଜ ହକ୍‌ ଜାହିର କରିଛି। ଅରୁଣାଚଳ ପ୍ରଦେଶରେ ଚାଇନା ଏକ ନୂଆ ଗାଁ ନିର୍ମାଣ କରୁଥିବା ଜଣାପଡିଛି। ଏନେଇ…

ଆର୍‌ଏସ୍‌ଏସ୍ ସହ ଜଡିତ ସଦସ୍ୟଙ୍କର ବାଇଡେନଙ୍କ ଟିମ୍‌ରେ ସ୍ଥାନ ନାହିଁ!

ୱାଶିଂଟନ,୨୨ ।୧: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ୨୦ ଜାନୁୟାରୀ ବୁଧବାର ଶପଥ ଗ୍ରହଣ କରି ସାରିଛନ୍ତି । ଏବେ ତାଙ୍କ ଟିମ୍‌ରେ କିଏ ସାମିଲ ହୋଇଛନ୍ତି କିଏ ସାମିଲ ହୋଇ ନାହାନ୍ତି ତାକୁ ନେଇ ଆଲୋଚନା…

ବାଇଡେନ୍‌ଙ୍କୁ ଟ୍ରମ୍ପ୍‌ଙ୍କ ଚିଠି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଉଦାରତାପୂର୍ଣ୍ଣ ଚିଠି ଲେଖିଛନ୍ତି। ଏ ନେଇ ବାଇଡେନ୍‌ ହ୍ବାଇଟ ହାଉସ୍‌ ପରିସରରେ ଖବରଦାତାଙ୍କୁ ସୂଚନା ଦେଇଛନ୍ତି। ତେବେ ଏହା ବ୍ୟକ୍ତିଗତ ଏବଂ ଟ୍ରମ୍ପ୍‌ଙ୍କ ସହ କଥା ନ ହେବା…

ବାଇଡେନ୍‌ ଅର୍ଡର

ଓ୍ବାଶିଂଟନ,୨୨ା୧:ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଜୋ ବାଇଡେନ୍‌ ନିଜ ପୂର୍ବସୂରୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନୀତିଗୁଡ଼ିକୁ ପଲଟାଇବା ଆରମ୍ଭ କରିଦେଇଛନ୍ତି । ଶପଥ ଗ୍ରହଣ ପରେ କାମ ଆରମ୍ଭ କରିବା ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ଅଭିମୁଖେ ଯିବାବେଳେ…

୫୫ ଲକ୍ଷ ଖର୍ଚ୍ଚକରି ୨ ଇଞ୍ଚ ବଢ଼ିଲେ ଡାକ୍ତରୀ ଛାତ୍ର

ଓ୍ବାଶିଂଟନ୍‌, ୨୧।୧: ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଲୋକ କସ୍‌ମେଟିକ୍‌ ସର୍ଜରୀ କରିଥାନ୍ତି। ଏବେ ଏହା ଦ୍ୱାରା ଉଚ୍ଚତା ବୃଦ୍ଧି ହେଉଥିବା ଚର୍ଚ୍ଚା ହେଉଛି। ଆମେରିକାର ଡେଲ୍ଲାସରେ ରହୁଥିବା ଛାତ୍ର ଅନଫୋନ୍‌ସୋ ଫ୍ଲୋର୍ସଙ୍କ ଉଚ୍ଚତା ୫ ଫୁଟ ୧୧ ଇଞ୍ଚ…

ବାଗଦାଦ ଆତ୍ମଘାତି ବିସ୍ଫୋରଣ: ୮ ମୃତ ୧୫ ଆହତ

ବାଗଦାଦ,୨୧ ।୧: ଇରାକର ରାଜଧାନୀ ବାଗଦାଦରେ ଗୁରୁବାର ଏକ ଆତ୍ମଘାତି ବିସ୍ଫୋରଣ ହୋଇଛି । ଏଥିରେ ପାଖାପାଖି ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ ଅନେକେ ଗୁରୁତର ଥିବା…

ପାକିସ୍ତାନ କ୍ଷେପଣାସ୍ତ୍ର ପାଲଟିଲା ବୁମେରାଂ

ଇସଲାମାବାଦ୍‌, ୨୧।୧: ପାକିସ୍ତାନ ପକ୍ଷରୁ ଶାହିନ୍‌-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ତେବେ ଏହା ବୁମେରାଂ ପାଲଟିଛି। କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ବହୁ ଲୋକ ଆହତ ହୋଇଛନ୍ତି। ପରୀକ୍ଷଣ ବାଲୁଚିସ୍ତାନର ଡେରା ଗାଜି ଖାଁସ୍ଥିତ ରାଖିଠାରେ କରାଯାଇଥିଲା। ଏହା ଡେରା ବୁଗ୍‌ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri