ଅନ୍ତର୍ଜାତୀୟ

ଆମେରିକାରେ ଝଡ଼ବାତ୍ୟା: ୩୫ ମୃତ

ସାନ୍‌ ସାଲ୍‌ଭାଡର, ୨୦ା୧୧:କେନ୍ଦ୍ରୀୟ ଆମେରିକାରେ ଝଡ଼ବାତ୍ୟା ଯୋଗୁ ୩୫ ଜଣଙ୍କ ପ୍ରାଣହାନି ଘଟିଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନିକାରଗୁଆରେ। ଏଠାରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ହଣ୍ଡୁରାସ୍‌ରେ ୧୪ ଜଣ ପ୍ରାଣ ହରାଇଛନ୍ତି। ଦୁଇ ସପ୍ତାହ ପୂର୍ବରୁ ବାତ୍ୟା ‘ଇଟା’…

ନେପାଳରେ ତେଜିଲା ରାଜନୈତିକ ସଙ୍କଟ

ନୂଆଦିଲ୍ଲୀ, ୨୦ା୧୧(ପି.ଟି.):ଭାରତ-ନେପାଳ ମଧ୍ୟରେ ନିକଟ ଅତୀତରେ ଦେଖାଦେଇଥିବା ବିବାଦ ଯୋଗୁ ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଥିଲା। ଏହାକୁ ସୁଧାରିବା ଲାଗି ଦୁଇଦେଶ ଉଦ୍ୟମ ଆରମ୍ଭ କରୁଥିବାବେଳେ ନେପାଳରେ ପୁଣି ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଇସ୍ତଫା…

ବିନା ସଂକ୍ରମଣରେ ଶିଶୁଙ୍କ ନିକଟରେ ଦେଖାଯାଉଛି ଆଣ୍ଟିବଡି, ଚିନ୍ତାରେ ବିଶେଷଜ୍ଞ

ମେଲବୋର୍ନ,୧୯ ।୧୧: ଅଷ୍ଟ୍ରେଲିଆରେ ଗୋଟିଏ ପରିବାରର ୩ ଶିଶୁ କରୋନାରେ ସଂକ୍ରମିତ ହୋଇ ନ ଥିଲେ ବି ଏମାନଙ୍କ ନିକଟରେ ଆଣ୍ଟିବଡି ଦେଖାଯାଇଛି । ଯାହାକୁ ଦେଖିବା ପରେ ବିଶେଷଜ୍ଞମାନେ ଚିନ୍ତାରେ ପଡି ଯାଇଛନ୍ତି । ଏହି ୩ ଶିଶୁଙ୍କ ମାତାପିତା…

୩୯ ଆଫଗାନୀଙ୍କୁ ହତ୍ୟା କରିଥିଲେ ଅଷ୍ଟ୍ରେଲିଆ ସୈନ୍ୟ

କାନବେରା,୧୯।୧୧: ଅଷ୍ଟ୍ରେଲିଆ ସୈନ୍ୟ ଅନ୍ୟାୟ ଭାବେ ୩୯ ଜଣ ଆଫଗାନିସ୍ତାନ ନାଗରିକଙ୍କୁ ହତ୍ୟା କରିଥିଲେ। ଗୁରୁବାର ଏସମ୍ପର୍କରେ ଅଷ୍ଟ୍ରେଲିଆ ପ୍ରତିରକ୍ଷା ବାହିନୀ ମୁଖ୍ୟ ଅଙ୍ଗସ କ୍ୟାମ୍ପ୍‌ବେଲ୍‌ ସୂଚନା ଦେଇଛନ୍ତି। ୨୦୦୫ରୁ ୨୦୧୬ ମଧ୍ୟରେ ଅଷ୍ଟ୍ରେଲିଆ ସୈନ୍ୟ ଏଭଳି କରିଥିବା ସେ କହିଛନ୍ତି।…

ଡ୍ରାଗନର ଷଡ଼ଯନ୍ତ୍ର: ଅକ୍ସାଇ ଚୀନ୍‌ରେ କରୁଛି ବଙ୍କର ନିର୍ମାଣ

ବେଜିଂ,୧୯।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଚାଇନା ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି। ଏବେ ଡ୍ରାଗନର ଷଡ଼ଯନ୍ତ୍ର ସମ୍ପର୍କରେ ରିପୋର୍ଟ ମିଳିଛି। ଗତ ମାସେ ଧରି ଅକ୍ସାଇ ଚୀନ୍‌ରେ ଚାଇନା ସୈନ୍ୟ ବାହିନୀ ଜମା ହେବାରେ ଲାଗିଛନ୍ତି। ସେଠାରେ ସଡ଼କ ନିର୍ମାଣ କରାଯାଉଛି।…

ପାକିସ୍ତାନ ସମେତ ୧୨ ଦେଶକୁ ୟୁଏଇ ଭିଜା ମନା

ଇସଲାମାବାଦ୍‌,୧୯।୧୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ୟୁଏଇ ପକ୍ଷରୁ ସାମୟିକ ଭାବେ ଏହାର ଭିଜା ଉପରେ କଟକଣା ଲଗାଯାଇଛି। ପାକିସ୍ତାନ ସମେତ ୧୨ ଦେଶକୁ ଭିଜା ମନା କରାଯାଇଛି। ଏନେଇ ପାକିସ୍ତାନର ବିଦେଶ କାର୍ଯ୍ୟାଳୟ ମୁଖପାତ୍ର ଜାହିଦ୍‌ ହାଫିଜ୍‌…

କରୋନା, ଇବୋଲା ପରେ ଆଉ ଏକ ମାରାତ୍ମକ ରୋଗ ଚିହ୍ନଟ, ଲୋକଙ୍କଠାରେ ପ୍ରକାଶ ପାଇବ ଏସବୁ ଲକ୍ଷଣ

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ଅନୁସନ୍ଧାନକାରୀମାନେ ଏକ ବିରଳ ଭୂତାଣୁ ଆବିଷ୍କାର କରିଛନ୍ତି, ଯାହା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ଏହି ଭୂତାଣୁ ଠିକ୍‌ ଇବୋଲା ପରି ଜ୍ୱର ବ୍ୟାପିଥାଏ। ୨୦୧୯ରେ ବୈଜ୍ଞାନିକମାନେ…

ଜନବସତି ଉପରେ ତାଲିବାନର ମୋର୍ଟାର ମାଡ଼: ୭ ସାଧାରଣ ଲୋକ ମୃତ

କାବୁଲ,୧୯।୧୧: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ଜନବସତିକୁ ଟାର୍ଗେଟ୍‌ କରାଯାଇଛି। ତାଲିବାନର ମୋର୍ଟାର ମାଡ଼ରେ ୭ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଏବଂ ଛୋଟ ଶିଶୁଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଆପଗାନିସ୍ତାନର ଉତ୍ତର-ପୂର୍ବ…

ବାଇଡେନ୍‌ଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି କେତେଜଣ ଭାରତୀୟ ମୂଳ ବାସିନ୍ଦା

ୱାଶିଂଟନ,୧୯ ।୧୧: ଆମେରିକାରେ ଏବେ ନୂଆ ରାଷ୍ଟ୍ରପତିଙ୍କ ଶାସନ ଆରମ୍ଭ ହେବାକୁ ଯାଉଛି । ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍ ଦେଶର ଶାସନ ଦାୟିତ୍ୱ ବହନ କରିବେ । ଏଥର କେତେଜଣ ମୂଳ ଭାରତୀୟଙ୍କୁ…

ଫ୍ରାନ୍ସ୍‌ ରାଷ୍ଟ୍ରପତିଙ୍କୁ ଧମକ ଦେଲା ଜୈଶ୍‌-ଇ-ମହମ୍ମଦ

ପ୍ୟାରିସ୍‌,୧୯।୧୧: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ପକ୍ଷରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାର୍କନ୍‌ଙ୍କୁ ଧମକ ଦିଆଯାଇଛି। ମାର୍କନ୍‌ ପରବର୍ତ୍ତୀ ଟାର୍ଗେଟ୍‌ ବୋଲି ଜୈଶ୍‌ ପକ୍ଷରୁ କୁହାଯାଇଛି। ଏହା ସହିତ ମାର୍କନ୍‌ଙ୍କ ବିରୋଧରେ ଅପଶବ୍ଦ ମଧ୍ୟ ପ୍ରୟୋଗ କରାଯାଇଛି। ଅଲ୍‌ କଲାମ୍‌ ନାମକ ଏକ…

ମୋଦିଙ୍କ ସହ କଥା ହେଲେ ବାଇଡେନ୍‌

ନ୍ୟୁୟର୍କ, ୧୯।୧୧(ଆଇଏଏନ୍‌ଏସ୍‌): ଜାନୁୟାରୀରେ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଜୋ ବାଇଡେନ୍‌ ଫୋନ୍‌ ଯୋଗେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବାକୁ ସେ ଓ କମଲା ହାରିସ୍‌ ଚାହାନ୍ତି।…

ସମୁଦ୍ରକୁ ରେଡିଓଆକ୍ଟିଭ୍‌ ଜଳ ଛାଡ଼ିବ ଜାପାନ

ନୂଆଦିଲ୍ଲୀ, ୧୯।୧୧: ଫୁକୁସିମାରେ ଅକାମୀ ହୋଇପଡ଼ିଥିବା ଆଣବିକ ପ୍ଲାଣ୍ଟର ରେଡିଓଆକ୍ଟିଭ୍‌ ବିଷାକ୍ତ ଜଳକୁ ୨୦୨୨ ସୁଦ୍ଧା ସମୁଦ୍ରକୁ ଛାଡ଼ିଦେବା ଲାଗି ଜାପାନ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ସମେତ ଏସୀୟ ଉପକୂଳବର୍ତ୍ତୀ ଦେଶଗୁଡ଼ିକ ପାଇଁ ବିପଦ ସୃଷ୍ଟି ହେବାକୁ ଯାଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri