କରୋନା ପୃଥିବୀରେ ନ ବ୍ୟାପିବା ପୂର୍ବରୁ ଉହାନ୍‌ ଲ୍ୟାବ୍‌ର ଗବେଷକ ହୋଇଥିଲେ ଆକ୍ରାନ୍ତ: ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲ…

ଓ୍ବାଶିଂଟନ,୨୪।୫: କକରୋନା ମହାମାରୀ ଭୂତାଣୁ ସଂକ୍ରମଣ ପ୍ରଥମେ ଚାଇନାର ଉହାନରେ ଦେଖାଦେଇଥିଲା। ଉହାନ୍‌ ଲ୍ୟାବ୍‌ରୁ ଏହା ଅସାବଧାନତାରୁ ବାହାରକୁ ଆସିଥିବାର ସନ୍ଦେହ ଏବେ ସତ୍ୟରେ ପରିଣତ ହେବାକୁ ଯାଉଛି। ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନ ବ୍ୟାପିବା ପୂର୍ବରୁ ଉହାନ୍‌ ଲ୍ୟାବ୍‌ରେ କେତେକ ଗବେଷକ ଏଥିରେ ଆକ୍ରାନ୍ତ ହୋଇଥିବା ସମ୍ପର୍କରେ ଆମେରିକା ଖବର କାଗଜ ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୯ ନଭେମ୍ବରରେ ଉହାନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭିରୋଲୋଜିରେ କାର୍ଯ୍ୟ କରୁଥିବା କେତେକ ଗବେଷକ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ଲ୍ୟାବ୍‌ ପକ୍ଷରୁ ୩ ଜଣ ଗବେଷକ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଇଥିଲା। ଗବେଷକମାନେ ହସ୍ପିଟାଲରେ ଚିକିତ୍ସିତ ହେବା ଲାଗି ଅନୁରୋଧ କରିଥିଲେ। ଏହାର ଏକ ମାସ ପରେ ଡିସେମ୍ବର ୮ରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏନେଇ ଚାଇନା ବିଶ୍ୱସ୍ବାସ୍ଥ୍ୟ ସଂଗଠନକୁ ମଧ୍ୟ ଅବଗତ କରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ଅତିକ୍ରମ କଲା

ମୁମ୍ବାଇ,୨୭।୪: କରୋନା ଭାଇରସ ମହାରାଷ୍ଟ୍ରରେ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳ ସୁଦ୍ଧା ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮,୦୬୮ରେ ପହଞ୍ଚିଥିବା ବେଳେ...

ଆଜି ଭୁବନେଶ୍ୱରରୁ ୪ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୨ ଜଣ...

ସଂସଦୀୟ ଡିଭାଇସ୍‌,ନେଟ୍‌ଓ୍ବାର୍କରୁ ହଟିବ ଟିକ୍‌ଟକ୍‌

ଲଣ୍ଡନ,୨୪ା୩: ବ୍ରିଟେନରେ ଚାଇନାର ମାଲିକାନା ସୋସିଆଲ ମିଡିଆ ଆପ୍‌ ଟିକ୍‌ଟକ୍‌କୁ କଡ଼ାକଡ଼ି କରାଯାଉଛି। ବର୍ତ୍ତମାନ ଲାଗୁ ହୋଇଥିବା ନୂତନ ନିଷେଧାଦେଶରେ ଏହାକୁ ସଂସଦୀୟ ଡିଭାଇସ ଏବଂ...

ଚାଇନାକୁ ପଛରେ ପକାଇଲା ବ୍ରିଟେନ୍‌: ୧୦ ଦିନରେ ୪୦୦୦ ଶଯ୍ୟା ବିଶିଷ୍ଟ ନାଇଟେଙ୍ଗଲ୍‌ ହସ୍ପିଟାଲର ନିର୍ମାଣ ଶେଷ

ଲଣ୍ଡନ,୨।୪: କରୋନା ସଂକ୍ରମଣର ମୁକାବିଲା ପାଇଁ ଚାଇନାର ପ୍ରସ୍ତୁତିକୁ ବ୍ରିଟେନ୍‌ ପଛରେ ପକାଇ ଦେଇଛି। ଲଣ୍ଡନରେ ବ୍ରିଟେନ ସୈନ୍ୟ ବାହିନୀ ପକ୍ଷରୁ ୪୦୦୦ ଶଯ୍ୟା ବିଶିଷ୍ଟ...

କରୋନା ଚିକିତ୍ସା ପାଇଁ ରାଜଧାନୀରେ ହେବ ପ୍ଲାଜମା ବ୍ୟାଙ୍କ, ସମସ୍ତେ କରନ୍ତୁ ଦାନ: କେଜରିଓ୍ବାଲ

ନୂଆଦିଲ୍ଲୀ,୨୯।୬: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡି ଯାଇଥିବା ବେଳେ ଏହାର ଏପର୍ଯ୍ୟନ୍ତ କୌଣସି ସଫଳ ଚିକିତ୍ସା ପଦ୍ଧତି ମିଳିପାରି ନାହିଁ।...

ଏଣିକି ବିନା ଆଙ୍ଗୁଳି ଛାପରେ ନେଇପାରିବେ ରାଶନ

ଭୁବନେଶ୍ୱର,୧୮ା୭(ବ୍ୟୁରୋ)-ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ସ୍କିମ୍‌ରେ ଖାଦ୍ୟ ସାମଗ୍ରୀ ପାଉଥିବା ହିତାଧିକାରୀମାନେ ଏଣିକି ସେମାନଙ୍କର ରାଶନ କେବଳ କାର୍ଡ...

୧୦୦ରୁ ଅଧିକ ସିନେମା ହଲ, ବଡ ସହରରେ ସ୍କ୍ରିନରେ ପ୍ରଦର୍ଶିତ ହେବ ମହାରାଣୀଙ୍କ ଅନ୍ତିମ ସଂସ୍କାର

ଲଣ୍ଡନ,୧୮ ।୯: ବ୍ରିଟେନ ମହାରାଣୀ ସ୍ୱର୍ଗତ ଏଲିଜାବେଥ ଦ୍ୱିତୀୟଙ୍କ ରାଜକୀୟ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ ଲଣ୍ଡନର ୱେଷ୍ଟମିଂଷ୍ଟର ଏବେରେ କରାଯିବ । ଏହା ପୂର୍ବରୁ...

ଘର ଖୋଳୁଥିଲେ ପାଇପ୍‌ ମିସ୍ତ୍ରୀ, ଭିତରୁ ମିଳିଲା ଖାଲି ବିଡ଼ା ବିଡ଼ା ଟଙ୍କା; ଆଉ ତା’ ପରେ…

ଓ୍ବାଶିଂଟନ,୧୧ା୧୨: ଆମେରିକାର ଜଣେ ପାଇପ ମିସ୍ତ୍ରୀ ବାଥ୍‌ରୁମ ମରାମତି କରୁଥିବା ସମୟରେ ଭିତରୁ ଖାଲି ବିଡ଼ା ବିଡ଼ା ଟଙ୍କା ବାହାରିଥିଲା। ମାତ୍ର ସେ ସଚ୍ଚୋଟତା ଦେଖାଇ...

Advertisement
Archives

Model This Week