ଗାଈ ଆଲିଙ୍ଗନ ପାଇଁ ୨୦୦ ଡଲାର…

ଓ୍ବାଶିଂଟନ,୩୧।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ସାମାଜିକ ଦୂରତା ଯୋଗୁ ପରସ୍ପର ମଧ୍ୟରେ ସାକ୍ଷାତ୍‌ ହେବା ସମ୍ଭବ ହେଉନାହିଁ। ଆମେରିକାରେ ଏବେ ଗାଈ ଆଲିଙ୍ଗନ( କାଓ ହଗିଙ୍ଗ୍‌) ନେଇ ଲୋକଙ୍କ ମଧ୍ୟ ଏକ ପ୍ରକାର ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି। ଗାଈକୁ ଆଲିଙ୍ଗନ କରିବା ଲାଗି ମାଲିକଙ୍କୁ ୨୦୦ ଡଲାର ଦେବାକୁ ପଡୁଛି। ତେବେ ବି ଲୋକେ ଏଭଳି କରିବାକୁ ଚାହୁଁଛନ୍ତି। ଏହାଦ୍ୱାରା ସାମାଜିକ ଦୂରତା ଯୋଗୁ ମନରେ ସୃଷ୍ଟି ହେଉଥିବା ଅବସାଦରୁ ମୁକ୍ତି ମିଳୁଥିବା ଲୋକେ କହୁଛନ୍ତି।

କଂଗ୍ରେସ ନେତା ମିଲନ୍ଦ ଦଓ୍ବେରା ଗାଈକୁ ଆଲିଙ୍ଗନ କରୁଥିବାରୁ ଭିଡ଼ିଓ ଅପଲୋଡ୍‌ କରି ଏହାକୁ ତାରିଫ୍‌ କରିଛନ୍ତି। ଭାରତୀୟ ସଂସ୍କୃତିକୁ ଏବେ ବିଦେଶରେ ଆପଣାଯାଉଥିବା ବହୁ ୟୁଜର ଭିଡ଼ିଓକୁ ନେଇ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ଦିନ ବଢିବାରେ ଲାଗିଛି ପାକିସ୍ତାନ ଆଫଗାନିସ୍ତାନ ବିବାଦ

ଇସଲାମାବାଦ,୧୯ ।୧୨: ଚଳିତ ମାସରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ବେଳକୁ ବେଳ ତିକ୍ତ ହେବାରେ ଲାଗିଛି । ପାକିସ୍ତାନ ସୀମାରେ ବାରମ୍ବାର ଆତଙ୍କବାଦୀ...

ମାନସିକ ରୋଗଗ୍ରସ୍ତ ଯୁବକଙ୍କ ଲାଗି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କଲା ପାକିସ୍ତାନ କୋର୍ଟ

ଇସଲାମାବାଦ୍‌, ୧୭।୬: ପାକିସ୍ତାନର ରାଓ୍ବଲପିଣ୍ଡିର ଏକ କୋର୍ଟ ଜଣେ ମାନସିକ ରୋଗଗ୍ରସ୍ତ ଯୁବକଙ୍କ ଲାଗି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କରିଛି। ଯୁବକଙ୍କୁ ଫାଶିଦଣ୍ଡ ଦିଆଯିବ ବୋଲି...

ସେନ୍ୟ ବାହିନୀ-ନ୍ୟାୟପାଳିକା ବିରୋଧରେ ମନ୍ତବ୍ୟ ଦେଲେ ୫ ବର୍ଷ ଜେଲ୍‌: ପାକିସ୍ତାନରେ ନୂଆ ଆଇନ…

ଇସଲାମାବାଦ,୫।୨ : ପାକିସ୍ତାନରେ ସେନା ଏବଂ ନ୍ୟାୟପାଳିକା ବିରୋଧରେ ମନ୍ତବ୍ୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାର ଏକ ନୂତନ ବିଲ ପ୍ରସ୍ତୁତ କରିଛନ୍ତି। ଏହି...

କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଆଇଏଏସ୍‌ ଅଫିସରଙ୍କ ମନ ଜିଣିଲା ଏହି ଭିଡିଓ, ଆପଣ ବି ଦେଖିଲେ…

ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେଉଛି ତା’ର ଠିକଣା ନାହିଁ। କିଛି ଭିଡିଓ ଦେଖି ଲୋକେ ହସିହସି ଗଡ଼ିଯାନ୍ତି। ଠିକ୍‌ ଏବେ ଏମିତି ଏକ...

ନିପ୍ରୋର ଭଙ୍ଗା କୋଠାତଳୁ ୪୦ ମୃତଦେହ ଉଦ୍ଧାର, ୪୬ ଲୋକ ଏବେବି ନିଖୋଜ, ରୁଷିଆ କହିଲା କରିନାହିଁ ଆକ୍ରମଣ

ମସ୍କୋ/ବର୍ଲିନ,୧୭ ।୧: ୟୁକ୍ରେନ ସହର ନିପ୍ରୋରେ ଥିବା ଘରୋଇ କୋଠା ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ରୁଷିଆ ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନର ପ୍ରବକ୍ତା ଦିମିତ୍ରି...

ବିଶ୍ୱର ସବୁଠୁ ବଡ଼ ଏଟିଏମ୍‌

ଇସଲାମାବାଦ୍‌,୨୦।୩: ପାକିସ୍ତାନର ଆର୍ଥିକ ଅବସ୍ଥା ବିଗିଡି ଯାଇଛି। ମୁଦ୍ରାସ୍ଫୀତି ଏତେ ଅଧିକ ଯେ, ଏଟିଏମରୁ ଟଙ୍କା ଉଠାଇଲେ ତାହା କ୍ଷଣକ ମଧ୍ୟରେ ଶେଷ ହୋଇଯାଉଛି। ପାକିସ୍ତାନ...

ଭାରତରେ ପରିବେଶ ସୁରକ୍ଷା କାର୍ଯ୍ୟ କରୁଛନ୍ତି ବିଦେଶିନୀ

କୋବଲମ୍‌,୨୯।୨: ଦେଶରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ସରକାର ତଥା ବିଭିନ୍ନ ସେଚ୍ଛାସେବୀ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟ ଜାରି ରହିଛି। ତେବେ...

ସମୁଦ୍ରକୂଳରେ ଦେଖାଗଲା ରହସ୍ୟମୟ ଜୀବର ମୃତଦେହ, ଆଉ ତା’ ପରେ..

ସମୁଦ୍ରକୂଳରେ ଜୀବଜନ୍ତୁଙ୍କ ମରଶରୀର ପଡ଼ିରହିବା ଦେଖିବାକୁ ମିଳିଥାଏ। ହେଲେ ବ୍ରିଟେନ୍‌ର ଏନ୍ସଡେଲ୍‌ ସମୁଦ୍ରକୂଳରେ ଏକ ରହସ୍ୟମୟ ଜୀବର ମୃତଦେହ ଦେଖାଯାଇଛି। ଏହାକୁ ନେଇ ସେଠାରେ ଭୟର...

Advertisement
Archives

Model This Week