ଚାଇନା ଲଞ୍ଚ୍ କଲା କରୋନା ପାସପୋର୍ଟ, ଲୋକଙ୍କୁ ମିଳିବ ଏସବୁ ସୁବିଧା
ବେଜିଂ,୧୦।୩: ଇତିମଧ୍ୟରେ କରୋନା ମହାମାରୀକୁ ବର୍ଷେ ପୂରିଗଲାଣି। ଏହି ପରିପ୍ରେକ୍ଷୀରେ ଚାଇନା ଏବେ ଡିଜିଡାଲ କରୋନା ଭ୍ୟାକ୍ସିନ ସାର୍ଟିଫିକେଟ ଲଞ୍ଚ କରିଛି। ଏହି ସାର୍ଟିଫିକେଟ ବା ପ୍ରମାଣପତ୍ର ଜରିଆରେ ଲୋକେ ବାହାରକୁ ଯାତ୍ରା କରିପାରିବେ। ଅନ୍ୟପକ୍ଷରେ କରୋନା ମହାମାରୀ ଯୋଗୁ ଦେଶର…
ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇ ଭୋ ଭୋ କାନ୍ଦିଲେ ଏହି କୁନି କଳାକାର
ବେଜିଂ,୧୦।୩: ୮ ବର୍ଷର କୁନି କଳାକାର ଆଲାନ କିମ୍ ଭାବପ୍ରବଣ ହୋଇଯାଇଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଲାନଙ୍କୁ ଫିଲ୍ମ ‘ମିନାରୀ’ରେ ନିଜର ପରଫର୍ମାନ୍ସ ପାଇଁ ଚଳିତବର୍ଷ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଏହି ଫିଲ୍ମ ଆଲାନଙ୍କ…
ଗୋଟିଏ ସାକ୍ଷାତକାର ପାଇଁ ଏହି ମହିଳାଙ୍କୁ ୫୧ କୋଟି ଦେଲା ଟିଭି ଚ୍ୟାନେଲ
ବ୍ରିଟେନର ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ସ୍ତ୍ରୀ ମେଘାନ ମର୍କେଲଙ୍କର ଏକ ଟିଭି ସାକ୍ଷାତକାର ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସାକ୍ଷାତକାର ଆମେରିକାର ଟିଭି ଚ୍ୟାନେଲ ସିବିସିରେ ପ୍ରସାରିତ ହୋଇଛି। ଏହି ସାକ୍ଷାତକାରରେ ହ୍ୟାରି ଏବଂ ମେଘାନ…
ରାଗିଗଲେ ପ୍ରଧାନମନ୍ତ୍ରୀ: ଖବରଦାତାଙ୍କ ଉପରେ ସାନିଟାଇଜର୍ ସିଞ୍ଚିଲେ
ବ୍ୟାଙ୍କକ୍,୧୦।୩: ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ ସଚା ନିଜ ବ୍ୟବହାରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ ଖବରଦାତାଙ୍କୁ ଉପରକୁ ରାଗିଯାଇ ସାନିଟାଇଜର୍ ସିଞ୍ଚି ଥିଲେ। ଏଠାରେ ପ୍ରଧାନମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳ ବିସ୍ତାର ବିଷୟରେ ପଚରାଯିବାର ସେ ଏତେ ରାଗିଯାଇଥିଲେ…
ବାଲ୍ୟବିବାହରେ ନିଖୋଜ ଜୀବନ
କାଠମାଣ୍ଡୁ,୧୦।୩: ଜଣେ ସରକାରୀ ଅଫିସର ହେବାକୁ ସ୍ବପ୍ନ ଦେଖୁଥିଲେ ସ୍ବପ୍ନା। ପ୍ରତି ରାତିରେ ଧୂଳିଧୂସରିତ ରାସ୍ତାକଡ଼ରେ ଥିବା କୁଡ଼ିଆ ଭିତରେ ଏହି ୧୭ ବର୍ଷୀୟା ଝିଅ ଏକ ସୌର ବଲ୍ବ ଜଳାଇ ବହି ଖଣ୍ଡେ ଧରି ବସୁଥିଲେ। ସେ ମନେ ମନେ…
ଲୋକଙ୍କ ବଦଳରେ ମୋ ଜୀବନ ନିଅ
ନାପିତାଓ, ୧୦ା୩: ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍ ସାନ୍ ସ୍ୟୁ ଚୀଙ୍କ ନିର୍ବାଚିତ ସରକାରକୁ ମ୍ୟାନ୍ମାରରୁ ହଟାଇ ସେନା କ୍ଷମତା ମାଡ଼ିବସିବା ପରଠାରୁ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି। ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ଶକ୍ତିଶାଳୀ ସେନାର ନ୍ୟାୟ ବହିର୍ଭୂତ କାର୍ଯ୍ୟାନୁଷ୍ଠାନ ଜାରି…
ଖବର ପଢି କାନ୍ଦି ପକାଇଲେ ପ୍ରଥମ କିନ୍ନର ନ୍ୟୁଜ ଆଙ୍କର
ଢାକା,୯।୩: ବାଂଲାଦେଶର ପ୍ରଥମ କିନ୍ନର ନ୍ୟୁଜ ଆଙ୍କର ତଶ୍ନୁଭା ଆନନ ଶିଶିର ମହିଳା ଦିବସରେ ପ୍ରଥମଥର ନ୍ୟୁଜ୍ ପଢିଛନ୍ତି। ବୋଇଶାଖୀ ନ୍ୟୁଜ ଚ୍ୟାନେଲରେ ୩ ମିନିଟ୍ର ବୁଲେଟିନ୍ ପଢି ସାରିବା ପରେ ତଶ୍ନୁବାଙ୍କ ଆଖିରେ ଲୁହ ଆସିଯାଇଥିଲା। ତାଙ୍କ ସହକର୍ମୀମାନେ ତାଳି…
ଜୀବନସାଥି ବିଦେଶି ହୋଇଥିଲେ ମିଳିବ ନାହିଁ କରୋନା ଟିକା
ଇସ୍ଲାମାବାଦ,୯ ।୩: ପାକିସ୍ତାନରେ ବୁଧବାର ଅର୍ଥାତ୍ ମାର୍ଚ୍ଚ ୧୦ରୁ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ କାର୍ଯ୍ୟକ୍ରମ । ଏଥିରେ କିନ୍ତୁ ସେହି ବରିଷ୍ଠ ନାଗରିକଙ୍କୁ ସାମିଲ କରାଯାଇ ନାହିଁ ଯେଉଁମାନେ ପାକିସ୍ତାନୀ ଅରିଜିନ୍ କାର୍ଡ ହୋଲଡର । ସରକାର ଏମାନଙ୍କୁ…
ଭାରତର ଟିକା କୂଟନୀତି ସ୍ବାଗତଯୋଗ୍ୟ: ଆଇଏମ୍ଏଫ୍
ଓ୍ବାଶିଂଟନ,୯।୩: କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇରେ ଭାରତ ଆଗୁଆ ରହିଛି। ପୃଥିବୀରେ ଭାରତ ଏକ ନୂଆ ଉଦାହରଣ ସୃଷ୍ଟି କରିପାରିଛି। ଅନ୍ୟ ଦେଶକୁ କରୋନା ଟିକା ପଠାଇ ଭାରତ ମହାନତାର ପରିଚୟ ଦେଇଛି। ଭାରତର ଏହି ଟିକା କୂଟନୀତିକୁ…
ବ୍ରିଟିଶ୍ ସଂସଦରେ କୃଷକ ଆନ୍ଦୋଳନ ଚର୍ଚ୍ଚା: ଭାରତ ପକ୍ଷରୁ ବିରୋଧ
ନୂଆଦିଲ୍ଲୀ/ଲଣ୍ଡନ,୯।୩: କୃଷି ଆଇନ ବିରୋଧରେ ଭାରତରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ବ୍ରିଟିଶ୍ ସଂସଦରେ ଆଲୋଚନା କରାଯାଇଛି। ଏଭଳି ଆଲୋଚନାକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି। ଲଣ୍ଡନରେ ଅବସ୍ଥାପିତ ଥିବା ଭାରତୀୟ ଉଚ୍ଚାୟୁକ୍ତ ଏହାର କଡ଼ା…
ଛଟେଇ ହେଉଛନ୍ତି ଗର୍ଭବତୀ
ଓ୍ବାଶିଂଟନ୍, ୯ା୩: କରୋନା ମହାମାରୀ ଯୋଗୁ ଅନେକ ଦେଶରେ ଲିଙ୍ଗଗତ ଅସମାନତା ବୃଦ୍ଧି ପାଇଛି। ମହିଳା ହିଂସା ବଢ଼ିବା ସହ ମାତ୍ର ୩ ଚତୁର୍ଥାଂଶ ମହିଳାଙ୍କ ପାଖରେ ଆଇନଗତ ଅଧିକାର ରହିଛି ବୋଲି ବିଶ୍ୱ ବ୍ୟାଙ୍କର ପ୍ରମୁଖ ଅର୍ଥନୀତିଜ୍ଞ କାର୍ମେନ ରେନହାର୍ଟ…
ଶିକ୍ଷକଙ୍କୁ ବିବାହ କଲେ ସ୍କଟ୍
ଓ୍ବାଶିଂଟନ୍, ୯ା୩: ଇ-କମର୍ସ କମ୍ପାନୀ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ଙ୍କ ପୂର୍ବତନ ସ୍ତ୍ରୀ ମାକେଞ୍ଜି ସ୍କଟ୍ ମାରିସ୍(୫୦) ପୁଣି ବିବାହ କରିଛନ୍ତି। ୫୩.୫ ବିଲିୟନ ଡଲାର ସମ୍ପତ୍ତି ଥିବା ବିଶ୍ୱର ୨୨ତମ ଧନୀ ସ୍କଟ୍ ବିଜ୍ଞାନ ଶିକ୍ଷକ ଡେନ୍ ଜିଓ୍ବେଟଙ୍କ ହାତ…
Archives


