ଅନ୍ତର୍ଜାତୀୟ

୨୬ ବର୍ଷ ବୟସ୍କା ମହିଳାଙ୍କର ୨ଟି ଗୁପ୍ତାଙ୍ଗ-୨ଟି ଗର୍ଭାଶୟ: ଥିଲେ ବିରଳ ରୋଗରେ ପୀଡ଼ିତ…

ଓ୍ବାଶିଂଟନ,୧୧।୪: ଆମେରିକାରେ ଜଣେ ୨୬ ବର୍ଷ ବୟସ୍କା ମହିଳା ବିରଳ ରୋଗରେ ପୀଡିତ ଥିବା ଜଣାପଡ଼ିଛି। ମହିଳା ଜଣକ ଗର୍ଭବତୀ ଥିଲେ। ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ୩୦ ଘଣ୍ଟାର ଗର୍ଭଯନ୍ତ୍ରଣା ପରେ ବ୍ରିଟନି ଜ୍ୟାକବ୍ସ ନାମକ…

ଭିକାରିଙ୍କ ହାତରେ କ୍ୟୁଆର୍‌ କୋଡ୍‌…

ବେଜିଂ,୧୧।୪: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାରେ ଭିକାରିମାନେ ଏବେ ଡିଜିଟାଲ ପେମେଣ୍ଟ୍‌ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ସଂକ୍ରମଣର ଭୟ ରହିବ ନାହିଁ ବୋଲି ଭିକାରିମାନେ କହିଛନ୍ତି। ଚାଇନାରେ ସୂଚନା ପ୍ରଯୁକ୍ତି…

୮ ମାସର ଶିଶୁକୁ ଗୁଳି ମାରିଲା ୩ ବର୍ଷର ଶିଶୁ

ଓ୍ବାଶିଂଟନ,୧୦।୪: କେବେ ଶୁଣିଛନ୍ତି ଜଣେ ୩ ବର୍ଷର ଶିଶୁ ଗୁଳି କରି ଜଣକ ଜୀବନ ନେଇପାରେ ବୋଲି। ଏମିତି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ଫଳରେ ଆମେରିକାର ବନ୍ଧୁକ ରଖିବା ସଂସ୍କୃତିର ବିଭତ୍ସ ତଥା ନିଷ୍ଠୁର ଚେହେରା ସାମ୍ନାକୁ ଆସିଛି।…

୩ ହଜାର ବର୍ଷ ପୁରୁଣା ସହର

ଇଜିପ୍ଟରେ ‘ଲଷ୍ଟ ଗୋଲ୍ଡେନ୍‌ ସିଟି’ ନାମକ ୩,୦୦୦ ବର୍ଷ ପୁରୁଣା ଏକ ସହର ଠାବ ହୋଇଛି। ପ୍ରତ୍ନତତ୍ତ୍ୱବିତ୍‌ମାନେ ଦାକ୍ଷିଣାତ୍ୟ ସହର ଲକ୍ସରରେ ଖନନ ବେଳେ ଏହାକୁ ପାଇଛନ୍ତି। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ବୋଲି ଜନ୍ସ ହୋପ୍‌କିନ୍ସ ୟୁନିଭର୍ସିଟି ପ୍ରଫେସର ତଥା…

ଜରିମାନା ଦେଲେ ପ୍ରଧାନମନ୍ତ୍ରୀ

ନରଓ୍ବେ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗ କୋଭିଡ୍‌-୧୯ ନିୟମ ଭାଙ୍ଗି ଜରିମାନା ଦେଇଛନ୍ତି। ତାଙ୍କ ଜନ୍ମଦିନ ପାଳନ ପାଇଁ ଏକ ପାରିବାରିକ ଉତ୍ସବର ଆୟୋଜନ କରାଯାଇଥିଲା। ସେଠାରେ ସେ ସୋସିଆଲ ଡିଷ୍ଟାନ୍ସିଂ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କଠାରୁ ୨୦,୦୦୦ କ୍ରାଉନ୍‌ (୨,୩୫୨ ଡଲାର)…

ଆମେରିକାରେ ଭାରତୀୟ ଦମ୍ପତିଙ୍କ ମୃତଦେହ ଜବତ

ନ୍ୟୁଜର୍ସି /ମୁମ୍ବାଇ,୧୦ା୪: ଆମେରିକାର ନ୍ୟୁଜର୍ସି ସ୍ଥିତ ନର୍ଥ ଅର୍ଲିଂଟନର ଏକ ଆପାର୍ଟମେଣ୍ଟ ବାଲକୋନିରେ ଜଣେ ୪ ବର୍ଷର ଝିଅ କାନ୍ଦୁଥିବା ପଡ଼ୋଶୀମାନେ ଦେଖିବାକୁ ପାଇଥିଲେ। ସେମାନଙ୍କଠାରୁ ଖବର ପାଇ ପୋଲିସ ଆସି ଦେଖିବାବେଳକୁ ଘରେ ପଡ଼ିଥିଲା ଭାରତୀୟ ଦମ୍ପତିଙ୍କ ମୃତଦେହ। ମୃତକ…

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ବାମୀ ଫିଲିପ୍‌ଙ୍କ ପରଲୋକ

ଲଣ୍ଡନ, ୯ା୪- ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ବାମୀ ପ୍ରିନ୍ସ ଫିଲିପ୍‌ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଶେଷ ନିଃଶ୍ୱାସ ତ୍ୟାଗ କଲା ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ବକିଂହାମ ପାଲେସ ପକ୍ଷରୁ ପ୍ରକାଶ…

ଯୁବତୀଙ୍କ ପରି ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ବାଇଡେନଙ୍କ ସ୍ତ୍ରୀ

ଓ୍ବାଶିଂଟନ,୯।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ଏବେ ଚର୍ଚ୍ଚାରେ ରହିଛନ୍ତି। ୬୯ ବର୍ଷୀୟା ଜିଲ୍‌ ବାଇଡେନ ଫିଟ୍‌ନେସ ଟାଇଟ୍‌ସ, ବ୍ଲାକ୍‌ ହିଲ୍‌ ବୁଟ୍‌ସ ଏବଂ ଲେଦରର ସ୍କର୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଏହା ପରେ ଜିଲ୍‌ ସୋସିଆଲ ମିଡିଆରେ ଟ୍ରୋଲ…

ସ୍କୁଲ ନ ଯିବା ପାଇଁ ଆଶ୍ଚର୍ଯ୍ୟଜନକ ବାହାନା କଲେ ଛାତ୍ର

ଜୁରିକ୍‌, ୮।୪ : ସ୍କୁଲରେ ବଙ୍କ୍‌ ମାରିବା ପାଇଁ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ ଆସିଥିବା ମେସେଜ କରିଥିଲେ ୩ ଛାତ୍ର। ଫଳରେ ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ରଙ୍କୁ ରହିବାକୁ ପଡ଼ିଥିଲା କ୍ୱାରେଣ୍ଟିନରେ। ସୁଇଜରଲାଣ୍ଡର ବାସେଲର କିର୍ସଗାର୍ଟେନ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା।…

ଗିରଫ ହେଲେ ବିଶ୍ୱ ସୁନ୍ଦରୀ

କଲମ୍ବୋ,୮।୪ : ନିକଟରେ ମିସ୍‌ ଶ୍ରୀଲଙ୍କାଙ୍କ ମୁଣ୍ଡରୁ ମୁକୁଟ ଛଡ଼ାଇ ନେଇଥିବା ବର୍ତ୍ତମାନ ମିସ୍‌ ଓ୍ବାଲର୍‌ଡ (ବିଶ୍ୱ ସୁନ୍ଦରୀ) କରୋଲିନ ଜୁରିଙ୍କୁ ଗୁରୁବାର ଗିରଫ କରିଛି କଲମ୍ବୋ ପୋଲିସ। ତାଙ୍କ ବିରୋଧରେ ମଞ୍ଚ ଉପରେ ନିର୍ଯ୍ୟାତନା ଦେବା ଭଳି ଗୁରୁତର ଅଭିଯୋଗ…

ଆମେରିକାରେ ଭିନ୍ନ ବିବାହ: ଦମ୍ପତି ପରସ୍ପରକୁ ଡିଜିଟାଲରେ ପିନ୍ଧାଇଲେ ରିଙ୍ଗ୍‌

ଆମେରିକାର କାଲିଫର୍ନିଆ ରାଜ୍ୟରେ ଏକ ଭିନ୍ନ ବିବାହ ଦେଖିବାକୁ ମିଳିଛି। ଏଠାରେ ଏକ ଦମ୍ପତି ରେବେକୋ ରୋଜ ଏବଂ ପିଟର କାଚେରଗିନସ୍କି ଆମେରିକାର କ୍ରିପ୍ଟୋ କରେନ୍ସି ଏକ୍ସଚେଞ୍ଜ ପ୍ଲାଟଫର୍ମରେ କାମ କରନ୍ତି। ଉଭୟ ଗତ ୧୪ ତାରିଖରେ ପରସ୍ପରଙ୍କୁ ଡିଜିଟାଲ ରିଙ୍ଗ୍‌…

ପାକିସ୍ତାନ ଯୁବକଙ୍କ ପ୍ରେମରେ ଓଡ଼ିଶାର ଏହି ମହିଳା, ଭେଟିବା ପାଇଁ ପହଞ୍ଚିଲେ ସୀମାରେ; ଆଉ ତା’ ପରେ…

ଇସଲାମାବାଦ,୮।୪: ସୋସିଆଲ ମିଡିଆ ଜରିଆରେ ଭାରତର ଜଣେ ମହିଳା ପାକିସ୍ତାନର ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି। ଏଥିପାଇଁ ଘର ଛାଡ଼ି ପଞ୍ଜାବର ଡେରା ବାବା ନାନକସ୍ଥିତ କରତାପୁର ସୀମାରେ ପହଞ୍ଚିଛନ୍ତି। ଏହି ମହିଳା ଜଣକ ବିବାହିତ ହୋଇଥିବା ବେଳେ ତାଙ୍କର ୫ ବର୍ଷର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri