ଅନ୍ତର୍ଜାତୀୟ

ଭାଙ୍ଗିବ ଶତାବ୍ଦୀର ପରମ୍ପରା, କେମ୍ବ୍ରିଜ୍ ଖ୍ରୀଷ୍ଟମାସ ଗୀତର ହେବନାହିଁ ସିଧା ପ୍ରସାରଣ

ୱାଶିଂଟନ,୨୪ ।୧୨: ଖ୍ରୀଷ୍ଟମାସ ବା ବଡଦିନର ପୂର୍ବ ସନ୍ଧ୍ୟାରେ କେମ୍ବ୍ରିଜର ପ୍ରସିଦ୍ଧ ଗାୟକ ମଣ୍ଡଳୀଙ୍କ ଲାଇଭ୍ ସଙ୍ଗିତ ଚଳିତ ବର୍ଷ ବିଶ୍ୱବାସୀ ଶୁଣିବାରୁ ବଞ୍ଚିତ ହେବେ । କରୋନାର ନୂଆ ରୂପଠାରୁ ଦୂରେଇ ରହିବା ପାଇଁ ବ୍ରିଟେନରେ ଜାରି କରାଯାଇଥିବା ପ୍ରତିବନ୍ଧକ…

‘ରିପବ୍ଲିକ୍‌ ଭାରତ’କୁ ବ୍ରିଟେନରେ ୨୦,୦୦୦ ପାଉଣ୍ଡ ଜରିମାନା

ଲଣ୍ଡନ, ୨୪।୧୨: ବ୍ରିଟେନରେ ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲ ‘ରିପବ୍ଲିକ୍‌ ଭାରତ’କୁ ଅପରେଟ୍‌ କରୁଥିବା ଓ୍ବାଲର୍‌ଡଓ୍ବାଇଡ୍‌ ମିଡିଆ ନେଟ୍‌ଓ୍ବର୍କ ଲିମିଟେଡ୍‌ ଉପରେ ବ୍ରିଟିଶ ଟିଭି ନିୟାମକ ସଂସ୍ଥା ଅଫ୍‌କମ୍‌ ୨୦,୦୦୦ ପାଉଣ୍ଡ (ପାଖାପାଖି ୧୯.୭ ଲକ୍ଷ ଟଙ୍କା) ଜରିମାନା ଲଗାଇଛି। ୨୦୧୯ ସେପ୍ଟେମ୍ବର…

ବ୍ରିଟେନରେ ମିଳିଲା କରୋନା ଭାଇରସର ଆଉ ଏକ ନୂଆ ରୂପ, ପ୍ରଥମ ଅପେକ୍ଷା ଅଧିକ ମାରାତ୍ମକ

ଲଣ୍ଡନ,୨୪ ।୧୨: କରୋନା ଭାଇରସର ନୂଆ ରୂପକୁ ନେଇ ଚିନ୍ତାରେ ଥିବା ବ୍ରିଟେନ ପୁଣିଥରେ ଅଡୁଆରେ ପଡିଯାଇଛି । ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମେଟ ହେନକଁକ ବୁଧବାର ସୂଚନା ଦେଇଛନ୍ତି କି ଏବେ ଯେଉଁ ଦୁଇଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କଠାରେ କରୋନା…

ମହାକାଶ ବ୍ୟବସାୟ ପାଇଁ ଆମାଜନ, ଓ୍ବାନ୍‌ଓ୍ବେବ୍‌ର ଆବେଦନ

ବେଙ୍ଗାଲୁରୁ, ୨୪।୧୨: ମହାକାଶ ସେକ୍ଟରରେ ଘରୋଇ କମ୍ପାନୀଙ୍କୁ ସୁଯୋଗ ଦେବା ଲାଗି ସରକାର ନିଷ୍ପତ୍ତି ନେବା ପରେ ୪ଟି ବିଦେଶୀ କମ୍ପାନୀ ସମେତ ମୋଟ ୨୨ଟି ପ୍ରସ୍ତାବ ଆସିଛି। ମହାକାଶ ବ୍ୟବସାୟକୁ ନିୟନ୍ତ୍ରଣ ପାଇଁ ଗଠିତ ଇଣ୍ଡିଆନ ନ୍ୟାଶନାଲ ସ୍ପେସ୍‌ ପ୍ରମୋଶନ…

୧୫ ଜଣଙ୍କୁ କ୍ଷମା ଦେଲେ ଟ୍ରମ୍ପ୍‌

ଓ୍ବାଶିଂଟନ, ୨୪।୧୨: ଆମେରିକା ନିର୍ବାଚନରେ ପରାଜିତ ହୋଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷମତାରୁ ଯିବା ପୂର୍ବରୁ ୧୫ ଜଣଙ୍କୁ କ୍ଷମା ଦେବା ସହ ୫ ଜଣଙ୍କ ଦଣ୍ଡ କୋହଳ କରିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ରିପବ୍ଲିକାନ କଂଗ୍ରେସ ସଦସ୍ୟ ଅଛନ୍ତି।…

ସଂସଦୀୟ ଦଳ ନେତା ପଦରୁ ଓଲି ବିଦା

କାଠମାଣ୍ଡୁ, ୨୪।୧୨ (ଆଇଏଏନ୍‌ଏସ୍‌): ନେପାଳ ପାର୍ଲାମେଣ୍ଟ ଭଙ୍ଗ ପରେ ଶାସକ ନେପାଳୀ କମ୍ୟୁନିଷ୍ଟ ପାର୍ଟି (ଏନ୍‌ସିପି)ରେ ଅନ୍ତର୍ଦ୍ୱନ୍ଦ୍ୱ ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ ବୁଧବାର ସଂସଦୀୟ ଦଳ ନେତା ପଦରୁ ହଟାଇଦିଆଯାଇଛି। ଫଳରେ ସେଠାରେ ରାଜନୈତିକ ସଙ୍କଟ ଗମ୍ଭୀର…

କେଶ କାଟିବାକୁ ଯାଇ ବଦଳିଗଲା ଜୀବନ: ୧୦ ବର୍ଷ ତଳେ ହଜିଯାଇଥିବା ପୁଅକୁ ଫେରି ପାଇଲା ମା’

କେଶ କାଟିବାରୁ ପରିବାରକୁ ଫେରି ପାଇଲେ ବ୍ୟକ୍ତି। ଆପଣ ଭାବୁଥିବେ କେଶ କାଟି କିପରି ଜଣେ ତାଙ୍କ ପରିବାରକୁ ଫେରି ପାଇବ। ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ବ୍ରାଜିଲରେ ଜଣେ ବ୍ୟକ୍ତି ତିନି ବର୍ଷ ଧରି ଗୃହହୀନ ହୋଇ ଘୁରି…

ପାକିସ୍ତାନକୁ ସୁପର୍‌ ଝଟ୍‌କା ଦେଲା ଚାଇନା

ବେଜିଂ,୨୩।୧୨: ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି ବିପଦ ସମୟରେ ପାକିସ୍ତାନର ସହାୟତା ପାଇଁ ବନ୍ଧୁ ଚାଇନା ସର୍ତ୍ତ ରଖିବା ଆରମ୍ଭ କରିଛି। ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର ଅଧୀନରେ ଚାଇନା ପାକିସ୍ତାନରେ ବିପୁଳ ପରିମାଣର ବିନିଯୋଗ କରୁଛି।…

ଇମ୍ରାନଙ୍କ ନୂଆ ପାକିସ୍ତାନ: ଅଣ୍ଡା ୩୦, ଚିନି ୧୦୪, ଅଦା କିଲୋ ୧୦୦୦ ଟଙ୍କା

ଇସଲମାବାଦ,୨୩।୧୨: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶାସନରେ ପଡୋଶୀ ପାକିସ୍ତାନ ଦେବାଳିଆ ହୋଇପଡିଛି। ‘ନୂଆ ପାକିସ୍ତାନ’ ନିର୍ମାଣ କରିବାର ସ୍ବପ୍ନ ଦେଖିବା ଇମ୍ରାନଙ୍କ ଶାସନରେ ମହଙ୍ଗା ମାଡ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପନିପରିବା ଏବଂ ଡାଲି ସମେତ ଅଣ୍ଡାର ମୂଲ୍ୟ ଆକାଶ…

ବ୍ରିଫ୍‌କେସ୍‌କୁ ବିବାହ କଲେ ଏହି ଯୁବତୀ: ପ୍ରେମକାହାଣୀ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଅନେକ ରୋଚକ ପ୍ରେମ କାହାଣୀ ବିଷୟରେ ଆପଣ ଜାଣିଥିବେ ଏବଂ ଶୁଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଥିବା ଏହି ପ୍ରେମ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଅଦ୍ଭୁତ। ଏହି ଲଭଷ୍ଟୋରୀଟି ହେଉଛି ରୁଷିଆର ଜଣେ ୨୪ ବର୍ଷୀୟା ଯୁବତୀଙ୍କର।…

ଚଳନ୍ତା ବିମାନ ଡୋର ଖୋଲି ବାହାରକୁ ଆସିଥିଲେ ଯାତ୍ରୀ, ଆଉ ତା’ ପରେ…

ଆମେରିକାରେ ଚଳନ୍ତା ବିମାନ ଡୋର ଖୋଲି ଦୁଇ ଜଣ ହଠାତ୍‌ ବାହାରକୁ ଆସିବା ଘଟଣା ସାମ୍ନାକୁ ଆସିଛି। ଡେଲଟା ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି, ବିମାନ ଉଡ଼ାଣ ପାଇଁ ରନୱେ ଆଡକୁ ଯାଉଥିବାବେଳେ ଜରୁରୀକାଳୀନ ଫାଟକ ଖୋଲି ଦୁଇଜଣ ବ୍ୟକ୍ତି ସ୍ଲାଇଡରରୁ ବାହାରି…

ଆଣ୍ଟାର୍କଟିକାରେ ପହଞ୍ଚିଲା କରୋନା: ୩୬ ଗବେଷକ ଆକ୍ରାନ୍ତ

ଓ୍ବାଶିଂଟନ,୨୩।୧୨: ଏବେ ପୃଥିବୀର ସମସ୍ତ ସ୍ଥାନରେ କରୋନା ସଂକ୍ରମଣ ପହଞ୍ଚି ସାରିଛି। କୌଣସି ଅଞ୍ଚଳ କରୋନା ସଂକ୍ରମଣରୁ ମୁକ୍ତ ରହିବାକୁ ସକ୍ଷମ ହୋଇନାହିଁ। ଶେଷରେ ଅଣ୍ଟାର୍କଟିକାରେ କରୋନା ପହଞ୍ଚିଛି। ଏଠାରେ କାର୍ଯ୍ୟରତ ୩୬ ଜଣ ଗବେଷକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗବେଷକଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri