ଅନ୍ତର୍ଜାତୀୟ

କରୋନା ଆକ୍ରାନ୍ତଙ୍କ ସହ ଡାକ୍ତରଖାନାରେ ଶାରୀରିକ ସମ୍ପର୍କ ରଖିଲେ ସ୍ବାସ୍ଥ୍ୟକର୍ମୀ, ଫଟୋ ଭାଇରାଲ ପରେ…

ଜାକର୍ତ୍ତା,୧।୧: ଇଣ୍ଡୋନେସିଆରେ ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଘଟଣା ସାମ୍ନାକୁ ଆସିବା ପରେ ଏହି ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କୁ ନିଲମ୍ବନ କରାଯିବା ସହ ଗିରଫ କରାଯାଇଛି। ଖବର ଅନୁଯାୟୀ, ଡାକ୍ତରଖାନା ଶୌଚାଳୟରେ ଦୁଇଜଣ ସମ୍ପର୍କ ସ୍ଥାପନ କରିଥିଲେ।…

ଚାଇନାରେ କରୋନାର ନୂଆ ରୂପ

ବେଜିଂ,୧।୧: ଚାଇନାରେ କରୋନାର ଏକ ନୂଆ ରୂପ ଦେଖିବାକୁ ମିଳିଛି। ବ୍ରିଟେନରୁ ଫେରିଥିବା ଜଣେ ମହିଳା କରୋନାର ନୂଆ ଷ୍ଟ୍ରେନ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ମହିଳାଙ୍କ ଭିତରେ ନୂଆ ଷ୍ଟ୍ରେନ ଦେଖାଦେବା ପରେ ତାଙ୍କୁ ଏବେ କ୍ୱାରାଣ୍ଟାଇନ କରିଦିଆଯାଇଛି। ଏହାସହ ତାଙ୍କ…

କରୋନା ସମୟରେ ବଢିଛି ମୋଦିଙ୍କ ଲୋକପ୍ରିୟତା!

ନୂଆଦିଲ୍ଲୀ,୩୧ ।୧୨: କରୋନା ଭାଇରସ ସଂକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢିଛି । ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଦ୍ୱାରା କରାଯାଇଥିବା ଏକ ବିଶ୍ଲେଷଣରେ ଏହା ଜଣାପଡିଛି । କରୋନା ମହାମାରୀ ସମୟରେ ମୋଦିଙ୍କ ଆପ୍ରୁଭାଲ ରେଟିଂ ୫୫…

ହିନ୍ଦ ମହାସାଗରରେ ଚାଇନାର ଅଣ୍ଡରୱାଟର ଡ୍ରୋନ୍‌!

ନ୍ୟୁଜର୍ସି,୩୧ ।୧୨: ହିନ୍ଦ ମହାସାଗରରେ ଚାଇନା, ପାଣି ଭିତରେ ଡ୍ରୋନ୍ ସଜାଇ ରଖିଥିବା ଜଣାପଡିଛି । ଯାହା ମାସ ମାସ ଧରି କାମ କରିବ । ଏହି ଡ୍ରୋନ୍ ଖଞ୍ଜିବା ପଛର କାରଣ ହେଉଛି ଏହା ଚାଇନା ନୌସେନାକୁ ଗୁପ୍ତ ତଥ୍ୟ…

ପୁଣି ଭବିଷ୍ୟବାଣୀ କଲେ ବିଲ୍‌ ଗେଟ୍ସ, କହିଲେ ଏମିତି ରହିବ ୨୦୨୧ ବର୍ଷ

ଓ୍ବାଶିଂଟନ,୩୧ା୧୨: ବିଜ୍‌ନେସ ଟାଇକୁନ ଏବଂ ମାଇକ୍ରୋସଫ୍ଟ କର୍ପୋରେଶନର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ କରୋନା ମହାମାରୀ ସହ ମୁକାବିଲା କରୁଥିବା ବିଶ୍ୱ ପାଇଁ ନିଜର ମତ ପ୍ରକାଶ କରିଛନ୍ତି। ଭୂତାଣୁ ବିରୋଧରେ ଟିକା ହେତୁ ୨୦୨୧ ବର୍ଷ ଭଲ ଆଶା ବଢ଼ାଉଥିବା ବିଲ୍‌…

ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ: ୨୮ ଯାତ୍ରୀ ମୃତ

ଦାମାସକସ୍‌,୩୧।୧୨: ଦକ୍ଷିଣ ସିିରିଆର ଡେର୍‌ ଅଲ୍‌-ଜୌର ପ୍ରଦେଶରେ ଏକ ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ୨୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ପ୍ରଦେଶର କୋବାଜ୍ଜେପ୍‌ ଅଞ୍ଚଳରେ ବସ୍‌ ଉପରେ ଆକ୍ରମଣ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସିରିଆରେ…

ସିନୋଫାର୍ମ କରୋନା ଟିକାକୁ ଚାଇନାରେ ମଞ୍ଜୁରୀ

ବେଜିଂ,୩୧।୧୨: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ କରୋନା ପ୍ରତିଷେଧକ ଟିକାକୁ ଗୁରୁବାର ମଞ୍ଜୁରୀ ମିଳିଛି। ଏବେ ଏହାକୁ ଜରୁରୀକାଳୀନ ପରିସ୍ଥିିତିରେ ବ୍ୟବହାର କରାଯାଇପାରିବ। ଚାଇନାରେ ୫ଟି କରୋନା ଟିକାର କ୍ଲିନିକାଲ ଟ୍ରାଲଏ୍‌ ବିଭିନ୍ନ ପର୍ଯ୍ୟାୟରେ…

ମଡର୍ନା ନେଲେ କମଲା ହାରିସ୍‌

ଓ୍ବାଶିଂଟନ୍‌, ୩୧ା୧୨: ଆମେରିକାର ନବନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍‌ ବୁଧବାର କୋଭିଡ୍‌ ଟିକା ମଡର୍ନାର ପ୍ରଥମ ଡୋଜ ନେଇଛନ୍ତି। ଟିକାର ବିଶ୍ୱସନୀୟତା ଏବଂ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବା ପାଇଁ କମଲା ଭାକ୍ସିନ ନେବା ଦୃଶ୍ୟର ସିଧାପ୍ରସାରଣ କରାଯାଇଥିଲା। ହାରିସ୍‌ଙ୍କ ସହ…

ଆର୍ଜେଣ୍ଟିନାରେ ଗର୍ଭପାତକୁ ଅନୁମତି

ବୁଏନ୍ସ ଏରିସ୍‌, ୩୧ା୧୨: ପ୍ରସବ ପାଇଁ ଇଚ୍ଛା କରୁ ନ ଥିବା ମହିଳା ଗର୍ଭପାତ କରାଇଲେ ତାହା ଆଇନସମ୍ମତ। ଏ ସଂକ୍ରାନ୍ତ ବିଲ୍‌ ଆର୍ଜେଣ୍ଟିନା ସିନେଟ୍‌ରେ ଅନୁମୋଦିତ ହୋଇଛି। ଦଶନ୍ଧି ଧରି ମହିଳାଙ୍କ ଏହି ଅଧିକାର ପାଇଁ ଦାବି ରଖି ଆସୁଥିବା…

ଡିଜାଇନର ପିୟରେ କାର୍ଡିନ୍‌ଙ୍କ ପରଲୋକ

ପ୍ୟାରିସ୍‌, ୩୧।୧୨: ଫ୍ରାନ୍ସର ଖ୍ୟାତନାମା ଡିଜାଇନର ପିୟରେ କାର୍ଡିନ୍‌ଙ୍କର ୯୮ ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଯାଇଛି। ଏହି ଡିଜାଇନରଙ୍କ ନାଁ ବ୍ରାଣ୍ଡରେ ପରିଣତ ହୋଇଥିଲା। ହାତଘଡ଼ିଠାରୁ ଆରମ୍ଭ କରି ବେଡ୍‌ଶିଟ୍‌ ସବୁଥିରେ ତାଙ୍କର ସ୍ବତନ୍ତ୍ର ସ୍ପେସ୍‌ ଏଜ୍‌ ଷ୍ଟାଇଲ୍‌ ୬୦…

ଜାନୁୟାରୀ ୭ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ବନ୍ଦ

ନୂଆଦିଲ୍ଲୀ,୩୧।୧୨: କୋଭିଡ୍‌-୧୯ ମହାମାରୀର ନୂଆ ଷ୍ଟ୍ରେନ୍‌ କାରଣରୁ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆସନ୍ତା ଜାନୁୟାରୀ ୭ ତାରିଖ ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ସେବା ବନ୍ଦ କରିଥିବା ସୂଚନା ମିଳିଛି। ବ୍ରିଟେନରୁ ଭାରତ କିମ୍ବା ଭାରତରୁ ବ୍ରିଟେନକୁ ବିମାନ ଆଗାମୀ…

ଫାଇଜର ଟୀକା ନେବାର ୬ ଦିନ ପରେ ମଧ୍ୟ ପଜିଟିଭ ଆସିଲା ଟେଷ୍ଟ ରିପୋର୍ଟ

ସାନ ଡିଏଗୋ (କାଲିଫର୍ନିଆ), ୩୦।୧୨: କୋଭିଡ୍‌-୧୯ ଭାଇରସର ମୁକାବିଲା ପାଇଁ ଅନୁମତି ପାଇଥିବା ଫାଇଜର ଟୀକାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଆମେରିକାର କାଲିଫର୍ନିଆର ଦକ୍ଷିଣାଞ୍ଚଳରେ ଜଣେ ନର୍ସ ଫାଇଜର ଟୀକା ନେବାର ୬ ଦିନ ପରେ ମଧ୍ୟ ରିପୋର୍ଟ ଆସିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri