ରାଷ୍ଟ୍ରପତିଙ୍କୁ ୧୦ ଦିନ ଧରି ହାକୁଟି, ହସ୍ପିଟାଲରେ ଭର୍ତ୍ତି…

ରିଓ ଡି ଜେନେରିଓ,୧୫।୭: ବ୍ରାଜିଲ୍‌ର ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କୁ ଗତ ୧୦ ଦିନ ଧରି ହାକୁଟି ଆସୁଛି। ହାକୁଟି ବନ୍ଦ ନ ହେବାରୁ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବରୁ ରାଷ୍ଟ୍ରପତି କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ଅନ୍ତନାଳୀରେ କିଛି ସମସ୍ୟା ଥିବା ଡାକ୍ତର କହିଛନ୍ତି। ବୋଲସୋନାରୋଙ୍କୁ ବ୍ରାସିଲିଆ ସ୍ଥିତ ସୈନ୍ୟ ବାହିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେ ସୁସ୍ଥ ଅନୁଭବ କରୁଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନ ପ୍ରଦାନ କରାଯାଇଛି। ୨୦୧୮ରେ ନିର୍ବାଚନ ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କ ଅନ୍ତନାଳୀରେ ଆଘାତ ଲାଗିଥିଲା। ଏହା ଯୋଗୁ କେତେକ ସମୟରେ ତାଙ୍କୁ କଥା ହେବାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଥିବାର କେତେକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେହବାଜ ସରକାରଙ୍କ ସମସ୍ୟା ପୁଣି ବଢ଼ାଇବେ ଇମ୍ରାନ…

ଇସଲାମାବାଦ,୩୧।୧୨ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେହବାଜ ଶରିଫ ସରକାରଙ୍କ ବିରୋଧରେ ପୁଣିଥରେ ରାସ୍ତାକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି। ଫଳରେ ଶେହବାଜ ସରକାରଙ୍କ...

ଚାଇନା ଜନସଂଖ୍ୟା ବୃଦ୍ଧି ମନ୍ଥର

ବେଜିଂ, ୧୨ା୫: ଗତ ଦଶନ୍ଧି ମଧ୍ୟରେ ଚାଇନାର ଜନସଂଖ୍ୟା ବୃଦ୍ଧି ମନ୍ଥର ହୋଇଛି। ୧୦ ବର୍ଷ ମଧ୍ୟରେ ଏହା ୭ କୋଟି ୨୦ ଲକ୍ଷ ବୃଦ୍ଧି...

ୟୁକ୍ରେନ୍‌ର ପଡୋଶୀ ଦେଶ ପୋଲାଣ୍ଡରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି

ଓ୍ବାର୍ସ,୨୫।୩: ୩୧ ଦିନରେ ପହଞ୍ଚିଛି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ। ପ୍ରତ୍ୟକ୍ଷରେ ନହେଲେ ହେଁ ପରୋକ୍ଷରେ ଯୁଦ୍ଧକୁ ନେଇ ୟୁକ୍ରେନକୁ ସବୁ ପ୍ରକାରର...

ବଦଳିବନି ଏସବୁ ସୋସିଆଲ ମିଡିଆ

ନ୍ୟୁୟର୍କ,୨୯ା୧୦: ସୋସିଆଲ ମିଡିଆ ଜିଆଣ୍ଟ ଫେସ୍‌ବୁକ୍‌ର ନାଁ ପରିବର୍ତ୍ତନ କରାଯାଇ ‘ମେଟା’ ରଖାଯିବ ବୋଲି କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଗୁରୁବାର ବାର୍ଷିକ କନେକ୍ଟ-୨୦୨୧ ବୈଠକରେ...

ଆକାଶରୁ ହେଲା ଚଢ଼େଇ ବର୍ଷା

ଫିଲାଡେଲଫିଆ, ୧୦।୧୦: ଆକାଶରୁ ମେଘ ବର୍ଷା ହେବା ଜଣାଅଛି। ତେବେ ହଠାତ୍‌ ଆକାଶରୁ ଚଢ଼େଇ ବର୍ଷା ହେବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଏଭଳି ଘଟଣା...

ଭାରତରେ ୮୩ ଶହ କୋଟି ଟିକସ ଦେବ ଓ୍ବାଲମାର୍ଟ…

ସିଙ୍ଗାପୁର,୫।୧ : ଫୋନ ପେ ମୁଖ୍ୟାଳୟ ସିଙ୍ଗାପୁରରୁ ଭାରତକୁ ସ୍ଥାନାନ୍ତରିତ କରିବା ଯୋଗୁ ୱାଲମାର୍ଟ ଏବଂ ଡିଜିଟାଲ ପେମେଣ୍ଟ କମ୍ପାନୀର ସମସ୍ତ ଅଂଶୀଦାରଙ୍କୁ ପ୍ରାୟ ଏକ...

ବିଶ୍ୱର ସବୁଠାରୁ ହାଲୁକା ମିଠା

ଲଣ୍ଡନ: ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ। ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଠା ଖାଇବାକୁ ପସନ୍ଦ କରନ୍ତି। ବିଶ୍ୱରେ ଅନେକ ପ୍ରକାରର...

ପୃଥିବୀ ମୁହାଁ ଚାଇନା ରକେଟ ଭଗ୍ନାବଶେଷ, କେଉଁଠି ପଡ଼ିବ ସେନେଇ ଆତଙ୍କ…

ବେଜିଂ, ୨୬।୭ : ମହାକାଶରେ ନିଜର ସ୍ପେସ ଷ୍ଟେସନ ନିର୍ମାଣ କରିବାକୁ ଚେଷ୍ଟା କରୁଥିବା ଚାଇନା ନିକଟରେ ଲ୍ୟାବ ମଡ୍ୟୁଲ ଓ୍ବେଣ୍ଟିଆନ ଲଞ୍ଚ କରିଛି। ଲଙ୍ଗ...

Advertisement
Archives

Model This Week