ହିମନଦୀରୁ ମିଳିଲା ୫୪ ବର୍ଷ ତଳର ଭାରତୀୟ ଖବର କାଗଜ…
ଲଣ୍ଡନ, ୧୪।୭: ଫ୍ରାନ୍ସ୍ର ହିମନଦୀରୁ ୫୪ ବର୍ଷ ତଳର ଭାରତୀୟ ଖବର କାଗଜ ମିଳିଛି। ସ୍ଥାନୀୟ ମୋଣ୍ଟ୍ ବ୍ଲାଙ୍କ୍ ପର୍ବତଶ୍ରେଣୀର ବୋସନ୍ସ୍ ହିମନଦୀରୁ ନ୍ୟାଶନାଲ୍ ହେର୍ଲାଡ୍, ଇକୋନୋମିକ୍ସ୍ ଟାଇମ୍ସ, ଦି ହିନ୍ଦୁ, ଦି ଷ୍ଟେଟସ୍ ମ୍ୟାନ୍ ଆଦି ସମେତ ୧୨ରୁ...
କରୋନା ସଂକ୍ରମଣ ଅତି ଖରାପ ସ୍ଥିତିରେ ପହଞ୍ଚିବ: ଡବ୍ଲ୍ୟୁଏଚ୍ଓ
ଜେନେଭା, ୧୪।୭: ଆଗାମୀ ଦିନରେ ପୃଥିବୀରେ କରୋନା ସଂକ୍ରମଣ ଅତି ଖରାପ ସ୍ଥିତିରେ ପହଞ୍ଚିବ। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ସୂଚନା ଦିଆଯାଇଛି। ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଟେଡ୍ରୋସ୍ ଏଡ଼ନୋମ୍ ଗେବ୍ରିୟେସସ୍ କହିଛନ୍ତି ଯେ, ଲୋକ ସଚେତନ ହେଉ ନ ଥିବାରୁ...
ଆଣ୍ଡ୍ରେଜେଜ୍ ଡୁଡା ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ
ଓ୍ବାର୍ସ,୧୪ା୭ (ଆଇଏଏନ୍ଏସ୍): ଆଣ୍ଡ୍ରେଜେଜ୍ ଡୁଡା ପୋଲାଣ୍ଡ ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଓ୍ବାର୍ସ ମେୟର ରାଫାଲ ଟ୍ରାସ୍କୋସ୍କିଙ୍କଠାରୁ ଅଳ୍ପ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଜାତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।...
ନେପାଳରେ ବର୍ଷା ସହ ଭୂସ୍ଖଳନ
କାଠମାଣ୍ଡୁ,୧୪।୭: ନେପାଳରେ ଗତ ୪ ଦିନ ହେବ ଲଗାଣ ବର୍ଷା ଓ ଭୂସ୍ଖଳନ ଜାରି ରହିଛି। ଏଥିଯୋଗୁ ୬୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୪୧ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ପଶ୍ଚିମ ନେପାଳର ମିଆଗ୍ଡି ଜିଲା ସବୁଠାରୁ ଅଧିକ...
ଯୁଦ୍ଧଜାହାଜରେ ନିଆଁ: ୫୭ ଆହତ
ସାନ୍ ଡିଏଗୋ(ୟୁଏସ୍),୧୪ା୭: ଆମେରିକା ନୌସେନାର ଏକ ଯୁଦ୍ଧଜାହାଜରେ ନିଆଁ ଲାଗିଯିବାରୁ ୫୭ ଜଣ ଆହତ ହୋଇଛନ୍ତି। ମେଣ୍ଟେନାନ୍ସ ପାଇଁ ୟୁଏସ୍ଏସ୍ ବୋନହୋମେ ରିଚାର୍ଡ ନାମକ ଏହି ଜାହାଜ ବର୍ଥ ମଧ୍ୟରେ ରହିଥିବାବେଳେ ଭିତରେ ଥିବା ଷ୍ଟୋରେଜ୍ ଅଞ୍ଚଳରେ ରବିବାର ସକାଳେ...
ଭାଙ୍ଗିପାରେ କପୁର ବଂଶର ୧୦୨ବର୍ଷ ପୁରୁଣା ପୈତୃକ ଘର
ଇସ୍ଲାମାବାଦ୍,୧୩।୭: ପାକିସ୍ତାନ ପେଶାଓ୍ବର ସହରରେ ଥିବା କପୁର ବଂଶଜଙ୍କ ଐତିହାସିକ ଉତ୍ତରଧିକାରୀ ଏବେ ସଙ୍କଟରେ। ପୃଥ୍ବୀରାଜ କପୁର ଓ ଶୋ ମ୍ୟାନ ରାଜ କପୁରଙ୍କ ଜନ୍ମର ସାକ୍ଷୀ ଥିବା ତାଙ୍କ ପୈତୃକ ଘର ଏବେ ମାଟିରେ ମିଶିପାରେ। ପେଶାଓ୍ବର କିଶା...
କୋଭିଡ-୧୯ ପାର୍ଟିରେ ଯୋଗ ଦେଇ ପ୍ରାଣ ହରାଇଲେ ଯୁବକ
ଟେକ୍ସାସ,୧୩।୭: ବିଶ୍ୱରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ଏବେସୁଦ୍ଧା ବିଶ୍ୱରେ ୧.୩୦ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷରୁ ଅଧିକଙ୍କର ଜୀବନ ଗଲାଣି। ଆମେରିକାରେ ଏବେବି କରୋନା ସଂକ୍ରମଣ କମିବାର ନାଁ...
ନିଃଶ୍ୱାସ ଛାଡିବାର ୧ ଘଣ୍ଟା ପର୍ଯ୍ୟନ୍ତ ବାୟୁରେ ସକ୍ରିୟ ରହେ କରୋନା ଭାଇରସ୍
ଲଣ୍ଡନ,୧୩।୭: ନିଃଶ୍ୱାସ ଛାଡିବାର ୧ ଘଣ୍ଟା ପର୍ଯ୍ୟନ୍ତ ବାୟୁରେ ସକ୍ରିୟ ରହେ କରୋନା ଭାଇରସ୍। ବ୍ରିଟେନର ଇମ୍ପେରିୟଲ୍ କଲେଜ୍ ଲଣ୍ଡନର ପ୍ରଫେସର ବେଣ୍ଡି ବାର୍କଲୀ ଏହି ସୂଚନା ଦେଇଛନ୍ତି। କରୋନା ଭାଇରସ୍ ବାୟୁ ଦ୍ୱାରା ସଂକ୍ରମଣ ସୃଷ୍ଟି କରେ। କୌଣସି...
ପ୍ରଥମ କୋଭିଡ୍ ଟିକାର ସଫଳ ପରୀକ୍ଷା
ମସ୍କୋ,୧୩ା୭: ରୁଷିଆ ଦ୍ୱାରା ପ୍ରସ୍ତୁତ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ ପରୀକ୍ଷା ସଫଳ ହୋଇଛି। ସେଚେନୋଭ୍ ଫାଷ୍ଟ ମସ୍କୋ ଷ୍ଟେଟ୍ ମେଡିକାଲ ୟୁନିଭର୍ସିଟିରେ ଏହାର ପରୀକ୍ଷା ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିବା ଇନ୍ଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଲେଶନାଲ ମେଡିସିନ୍ ଆଣ୍ଡ...
ଭୋଟ୍ ଦେଲେ ୫ ଲକ୍ଷ ହଂକଂବାସୀ
ହଂକଂ,୧୩ା୭: ଚାଇନା ପକ୍ଷରୁ ହଂକଂରେ ଲାଗୁ ହୋଇଥିବା ନୂତନ ସୁରକ୍ଷା ଆଇନକୁ ସେଠାରେ ଜୋର୍ଦାର ବିରୋଧ କରାଯାଇଛି। ଲକ୍ଷାଧିକ ହଂକଂ ନାଗରିକ ଚାଇନାର ଏହି ଆଇନ ବିରୋଧରେ ଅଣଆନୁଷ୍ଠାନିକ ଭୋଟ ଦେଇଛନ୍ତି। ଏହା ବେଜିଂର କଠୋର ଆଇନ ବିରୋଧରେ ଏକ...
ଜନ୍ମ ଦିନର ଉପହାର: ଜୁଲାଇ ୧୨ ତାରିଖ ଘୋଷଣା ହେଲା ‘ମଲାଲା ଦିବସ’
ଜେନେଭା,୧୨।୭: ମାତ୍ର ୧୭ ବର୍ଷ ବୟସରେ ନୋବେଲ ପୁରସ୍କାର ପାଇଥିବା ମଲାଲା ୟୁସୁଫଜାଇଙ୍କର ଆଜି ହେଉଛି ଜନ୍ମଦିନ। ଏହିଦିନ ଅବସରରେ ଜାତିସଂଘ ମଲାଲାଙ୍କୁ ସମ୍ମାନ ଜଣାଇ ଜୁଲାଇ ୧୨କୁ ମଲାଲା ଡେ’ ଭାବେ ଘୋଷଣା କରିଛି। ତେବେ ମଲାଲା ଦିବସ...
ବଡ଼ ସହରରେ କାର୍ ଚଳାଇବା ମନା: ସରକାର ତିଆରି କରୁଛନ୍ତି ୧୪୦୦ କିମି ସାଇକେଲ ରାସ୍ତା
ପ୍ୟାରିସ୍, ୧୨।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍ଡାଉନ୍ ଜାରି ରହିଛି। କେତେକ ବଡ଼ ବଡ଼ ସହରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କାର୍ ଚଳାଇବାକୁ ବାରଣ କରାଯାଇଛି। ଯିବା ଆସିବା ପାଇଁ ଲୋକଙ୍କୁ ସାଇକେଲ ଚଳାଇବା...
Archives


