ଜନ୍ମ ଦିନର ଉପହାର: ଜୁଲାଇ ୧୨ ତାରିଖ ଘୋଷଣା ହେଲା ‘ମଲାଲା ଦିବସ’

ଜେନେଭା,୧୨।୭: ମାତ୍ର ୧୭ ବର୍ଷ ବୟସରେ ନୋବେଲ ପୁରସ୍କାର ପାଇଥିବା ମଲାଲା ୟୁସୁଫଜାଇଙ୍କର ଆଜି ହେଉଛି ଜନ୍ମଦିନ। ଏହିଦିନ ଅବସରରେ ଜାତିସଂଘ ମଲାଲାଙ୍କୁ ସମ୍ମାନ ଜଣାଇ ଜୁଲାଇ ୧୨କୁ ମଲାଲା ଡେ’ ଭାବେ ଘୋଷଣା କରିଛି। ତେବେ ମଲାଲା ଦିବସ ପୂର୍ବରୁ ଅତ୍ୟାଚାର ବିରୋଧରେ ଲଢିଥିବା ୨୫ ଜଣ ସାହସୀ ଝିଅଙ୍କ ଉପରେ ଏକ ପୁସ୍ତକ ପ୍ରସ୍ତୁତ ହେବ ବୋଲି ପ୍ରକାଶକମାନେ ମତ ରଖିଛନ୍ତି। HarperCollins Indiaକୁ ଏହି ଦାୟିତ୍ୱ ଦିଆଯାଇଥିବା ବେଳେ ୨୦୨୧ରେ ଏହା ମଲାଲା ପାଣ୍ଠି ଦ୍ୱାରା ପ୍ରକାଶ ପାଇବ ବୋଲି ଜଣାପଡିଛି। ଟେସ୍‌ ଥୋମାସ ଏହାର ସମ୍ପାଦନା କରିଥିବା ବେଳେ ଏହାର ଡିଜିଟାଲ ପ୍ରକାଶନ କରାଯିବ ଓ ଏଥିରେ ସ୍କୁଲ ପିଲାମାନେ କିପରି ସାମ୍ପ୍ରଦାୟିକ ସ୍ଥାନୀୟ ସମସ୍ୟାର ମୁକାବିଲା କରିବେ ଓ ପରବର୍ତ୍ତି ପିଢିକୁ ବାଟ ଦେଖାଇବେ ତାକୁ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଟିଭି ସିରିଏଲ୍‌ ଯୋଗୁ ବଢୁଛି ଛାଡ଼ପତ୍ର ମାମଲା

ଓ୍ବାଶିଂଟନ,୧୪।୩: ଏବେ ଟିଭି, କମ୍ପ୍ୟୁଟର, ମୋବାଇଲ ଆଦି ଆମ ଦୈନଦିନ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରିଛି। ଏସବୁରେ ବ୍ୟସ୍ତ ରହି କେତେକ ନିଜର ବାସ୍ତବ ଜୀବନରେ...

ଭଟିକାନ ସିଟିରେ ପୋପ୍‌ ଫ୍ରାନ୍ସିସଙ୍କୁ ବିରୋଧ ଜାରି…

ଭଟିକାନ ସିଟି,୧୧।୨ : ଖ୍ରୀଷ୍ଟିଆନ ଧର୍ମର କେନ୍ଦ୍ର ଭଟିକାନ ସିଟିରେ ପୋପ୍‌ ଫ୍ରାନ୍ସିସଙ୍କୁ ବିରୋଧ ଜାରି ରହିଛି  ବିରୋଧୀମାନେ ତାଙ୍କୁ ତାଙ୍କର ବୈଦେଶିକ ସମ୍ପର୍କ ଏବଂ...

ୟୁକ୍ରେନ ସବୁ ସର୍ତ୍ତ ମାନିଲେ ବନ୍ଦ ହେବ ଯୁଦ୍ଧ: ପୁଟିନ୍‌

ମସ୍କୋ,୬।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୧ ଦିନ ହେବଜାରି ରହିଛି। କିନ୍ତୁ ପରିସ୍ଥିତି ସ୍ବାଭାବିକ ହୋଇନାହିଁ। ରୁଷିଆ ୟୁକ୍ରେନ ଉପରେ ପ୍ରବଳ ବୋମା ମାଡ କରୁଛି।...

ମୋଦିଙ୍କୁ ସର୍ପ ଦଂଶନରେ ମାରିବାକୁ ଧମକ ଦେଲେ ପାକିସ୍ତାନୀ ପପ୍‌ ଗାୟିକା

ଇସ୍‌ଲାମାବାଦ,୪।୯: ଏବେ ସୋସିଆଲ ମିଡିଆରେ ଜଣେ ପାକିସ୍ତାନୀ ପପ୍‌ ଗାୟିକାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଆଉ ଏହାକୁ ଦେଖି ଲୋକେ ହସି ହସି ବେଦମ୍‌...

କରୋନା ଗଲା ପରେ ମୁଖ୍ୟଧାରାକୁ ଫେରି ପାରିବ କି ସାମାଜିକ ବ୍ୟବସ୍ଥା !

ଓ୍ବାଶିଂଟନ,୨୧।୩: ପୃଥିବୀ ସାରା କରୋନା ସୃଷ୍ଟି କରିଛି ଆତଙ୍କ। ସଂକ୍ରମଣକୁ ରୋକିବା ପାଇଁ କେତେକ ସୁରକ୍ଷିତ ମାର୍ଗଦର୍ଶିକା ଜାତିସଂଘ ପକ୍ଷରୁ ଜାରି କରାଯାଇଛି। ସେଥିମଧ୍ୟରେ ପରସ୍ପରଠାରୁ...

୧୫ କୋଟି ବର୍ଷ ପୂର୍ବେ ଏମିତି ଦେଖାଯାଉଥିଲା ବିଶ୍ୱ, ସତ୍ୟ ଉନ୍ମୋଚନ କରିବ ଏହି ଟେଲିସ୍କୋପ୍‌

ଓ୍ବାଶିଂଟନ,୭ା୧୧: ଆଜି ବି ବୈଜ୍ଞାନିକମାନେ ବିଶ୍ୱର ରହସ୍ୟ ଉନ୍ମୋଚନ କରିବାରେ ସମ୍ପୂର୍ଣ୍ଣ ସକ୍ଷମ ହୋଇନାହାନ୍ତି। ବୈଜ୍ଞାନିକମାନଙ୍କ ପାଇଁ ବିଶ୍ୱ ଯେମିତି ଏକ ପଜଲ ହୋଇ ରହିଯାଇଛି।...

ଉତ୍ତର କୋରିଆକୁ ଆମେରିକା-ଜାପାନର ଭର୍ତ୍ସନା

ସିଓଲ,୮ା୬: କରୋନା ମହାମାରୀ ପରି ଖରାପ ସମୟରେ ଉତ୍ତର କୋରିଆ ଗୋଟେ ପରେ ଗୋଟେ କ୍ଷେପଣାସ୍ତ୍ର ପରୀକ୍ଷଣ କରିଚାଲିଛି। ଏନେଇ ଦକ୍ଷିଣ କୋରିଆ, ଆମେରିକା ସମେତ...

ଲାପ୍‌ଟପ୍‌ରୁ ବାହାରିଲା ଧୂଆଁ: ବିମାନବନ୍ଦରରେ ଯାତ୍ରୀଙ୍କୁ କରାଗଲା ଖାଲି

ନ୍ୟୁୟର୍କ,୨୫ା୧୨: ନ୍ୟୁୟର୍କ ସହରର ଜେଏଫ୍‌କେ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଜେଟ୍‌ ବ୍ଲ୍ୟୁ ବିମାନରେ ଲାପଟପରୁ ଧୂଆଁ ବାହାରିବା ନ୍ୟୁୟର୍କ ବିମାନ ବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା ବୋଲି...

Advertisement
Archives

Model This Week