୫ ଦିନରେ ହସ୍ପିଟାଲ ନିର୍ମାଣ କଲା ଚାଇନା
ବେଜିଂ, ୧୭ା୧: ଚାଇନାକୁ କରୋନା ସଂକ୍ରମଣ ଫେରିଥିବାବେଳେ ସାଉଥବେଜିଂର ଏକ ସହରରେ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚାଇନା ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ୧୫ ଶହ କୋଠରି ବିଶିଷ୍ଟ ହସ୍ପିଟାଲ ୫ ଦିନରେ ନିର୍ମାଣ କରିଛି। ଦେଶରେ…
ହ୍ବାଇଟ୍ ହାଉସ୍ରେ ସମୀରା
ଓ୍ବାଶିଂଟନ୍, ୧୭ା୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଟିମ୍ରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ସମୀରା ଫେଜିଲି। ଭାରତୀୟ-ଆମେରିକୀୟ କମ୍ୟୁନିଟି ଏବଂ ଅର୍ଥନୈତିକ ବିକାଶ ବିଶେଷଜ୍ଞ ସମୀରାଙ୍କୁ ହ୍ବାଇଟ୍ ହାଉସ୍ରେ ଜାତୀୟ ଅର୍ଥନୈତିକ ପରିଷଦର ଡେପୁଟି ନିର୍ଦ୍ଦେଶକ ଭାବେ…
ନାବାଳକଙ୍କୁ ହୋଟେଲରେ ନିର୍ଧୂମ ପିଟୁଥିଲେ ସାବତ ବାପା, ଏଭଳି କଲେ ମହିଳା ଓ୍ବେଟର
ଓ୍ବାଶିଂଟନ,୧୬।୧: ଆମେରିକାର ଜଣେ ମହିଳା ଓ୍ବେଟର ଜଣେ ନାବାଳକଙ୍କ ଜୀବନ ବଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ବାଳକ ଜଣଙ୍କୁ ତାଙ୍କ ମା ଏବଂ ସାବତ ବାପା ହୋଟେଲରେ ଖୁବ୍ ଜୋରରେ ପିଟୁଥିଲେ। ବିଚରା ପିଲାଟି କିଛି ବି ପ୍ରତିବାଦ କରୁ ନ…
କରୋନା ଭ୍ୟାକ୍ସିନ ‘ଫାଇଜର’ର ସାଇଡ ଇଫେକ୍ଟ: ନରୱେରେ ୨୩ ମୃତ
ଓସଲୋ,୧୬ ।୧: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ଭ୍ୟାକ୍ସିନ ମୁଖ୍ୟ ଅସ୍ତ୍ର ପାଲଟିଛି । ବିଶ୍ୱର ବିଭିନ୍ନ ବିକାଶଶୀଳ ଦେଶରେ ଏହି ଭ୍ୟାକ୍ସିନ ପ୍ରସ୍ତୁତ ହୋଇଥିବା ବେଳେ ଏବେ ଏହା ଲୋକଙ୍କୁ ଦିଆଗଲାଣି । ନରୱେରେ ଫାଇଜର ଭ୍ୟାକ୍ସିନର ସାଇଡ…
ଦୀର୍ଘଦିନର ବ୍ୟବଧାନ ପରେ ଚାଇନାରେ କରୋନା: ଯାଞ୍ଚ ପାଇଁ ପହଞ୍ଚିଲା ଡବ୍ଲ୍ୟୁଏଚ୍ଓ ଟିମ୍
ଓ୍ବାଶିଂଟନ,୧୬।୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏକ ଟିମ୍ ଚାଇନା ସହରରେ ପହଞ୍ଚିଛି। କରୋନା ମହାମାରୀର ବର୍ଷେ ପରେ ଡବ୍ଲୁଏଚ୍ଓର ୧୩ ବୈଜ୍ଞାନିକ ଏହି ମିଶନରେ ଭାଗ ନେଇ ଚାଇନାରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।…
ବିଲ୍ ଗେଟସ୍ ଆମେରିକାର ଏକ ନମ୍ବର ଚାଷୀ: କିଣିଲେ ୨୪୨ ହଜାର ଏକର ଚାଷ ଜମି
ଓ୍ବାଶିଂଟନ,୧୬।୧: ମାଇକ୍ରୋସଫ୍ଟ ସଂସ୍ଥାପକ ତଥା ପୃଥିବୀର ଚତୁର୍ଥ ଧନୀକ ଭାବେ ଖ୍ୟାତି ହାସଲ କରିଥିବା ବିଲ୍ ଗେଟସ୍ ଏବେ ଆମେରିକାର ଏକ ନମ୍ବର ଚାଷୀ ପାଲଟିଛନ୍ତି। ସେ ଦେଶର ୧୮ଟି ରାଜ୍ୟରେ ମୋଟ ୨୪୨ ହଜାର ଏକର ଚାଷ ଜମି କିଣିଛନ୍ତି।…
୪,୮୦୦ରୁ ଅଧିକ ଆଇସ୍ କ୍ରିମ୍ ବାକ୍ସରେ କରୋନା ଭୂତାଣୁ
ବେଜିଂ,୧୬।୧: କରୋନା ସଂକ୍ରମଣ ନେଇ ଚାଇନାରେ ପୁଣି ଆତଙ୍କ ଦେଖାଦେଇଛି। ଏଠାରେ ୪,୮୩୬ ଆଇସ୍ କ୍ରିମ୍ ବାକ୍ସ୍ରେ କରୋନା ଭୂତାଣୁ ରହିଥିବା ସ୍ବାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ଦେଶର ଉତ୍ତର ପୂର୍ବ ଅଞ୍ଚଳରେ ଥିବା ତିଆନ୍ଜିିନ୍ ନଗର ପାଳିକାରେ ଥିବା ତିଆନ୍ଜିିନ୍…
ଡଚ୍ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା
ହେଗ୍, ୧୬।୧: ନେଦରଲାଣ୍ଡ୍ସରେ ଶିଶୁଯତ୍ନ ସବ୍ସିଡି ଦୁର୍ନୀତିକୁ ନେଇ ଡଚ୍ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ଟେ ଓ ତାଙ୍କ ସରକାର ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଏହି ସବ୍ସିଡି ଦୁର୍ନୀତିରେ ହଜାର ହଜାର ମାତାପିତାଙ୍କୁ ଭୁଲ୍ରେ ସମ୍ପୃକ୍ତ କରାଯାଇଥିଲା। ବ୍ୟବସ୍ଥା ଭୟଙ୍କର ଭାବେ ତ୍ରୁଟିପୂର୍ଣ୍ଣ…
ଶତାଧିକ ଦଙ୍ଗାକାରୀ ଗିରଫ
ଓ୍ବାଶିଂଟନ, ୧୬।୧(ପି.ଟି.): ଆମେରିକା ସଂସଦ ଭବନ କ୍ୟାପିଟୋଲ ବିଲ୍ଡିଂ ଦଙ୍ଗା ଘଟଣାରେ ସୁରକ୍ଷା ସଂସ୍ଥା ଏପର୍ଯ୍ୟନ୍ତ ଶତାଧିକ ଲୋକଙ୍କୁ ଗିରଫ କଲାଣି। ୨୦ରେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଶପଥ ନେବାକୁ ଯାଉଥିବାବେଳେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଉଥିବା ଏଫ୍ବିଆଇ ନିର୍ଦ୍ଦେଶକ…
ଇଣ୍ଡୋନେସିଆ ଭୂକମ୍ପରେ ୪୨ ମୃତ
ମାମୁଜୁ, ୧୬।୧: ଇଣ୍ଡୋନେସିଆର ସୁଲାଓ୍ବେସି ଦ୍ୱୀପରେ ଗୁରୁବାର ବିଳମ୍ବିତ ରାତ୍ରରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ କୋଠା ଭୁଶୁଡ଼ିବା ସହ ୪୨ ଜଣ ପ୍ରାଣ ହରାଇଛନ୍ତି ଓ ୮୨୦ରୁ ଅଧିକ ଆହତ ହୋଇଛନ୍ତି। ଘରଗୁଡ଼ିକର ଭଗ୍ନାବଶେଷ…
ଫିଲିଫାଇନ୍ସ ବିୟୁଟି କୁଇନଙ୍କୁ ଗଣବଳାତ୍କାର ପରେ ହତ୍ୟା
ମାନିଲା,୧୫।୧: ଫିଲିଫାଇନର କାକାଟି ସହରରୁ ଆସିଛି ଏକ ହୃଦୟ ବିଦାରକ ଖବର। ଜଣେ ୨୩ ବର୍ଷୀୟା ବିୟୁଟି କୁଇନ କ୍ରିଷ୍ଟାଇନ ଆଞ୍ଜେଲିକା ଡାସେରାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଛି। ଗତ ସପ୍ତାହରେ ମାକାଟିସ୍ଥିତ ୪ ତାରକା ବିଶିଷ୍ଟ ହୋଟେଲ ସିଟି ଗାର୍ଡେନରେ…
ପାକିସ୍ତାନକୁ ବନ୍ଧୁ ମାଲେସିଆର ଝଟକା: ଟଙ୍କା ନଦେବା ଯୋଗୁ ଜବତ କରିନେଲା ବିମାନ
କୁଆଲାଲମ୍ପୁର,୧୫।୧: ବନ୍ଧୁ ମାଲେସିଆ ଦ୍ୱାରା ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ମାଲେସିଆ କର୍ତ୍ତୃପକ୍ଷ ଶୁକ୍ରବାର କୁଆଲାଲମ୍ବୁର ବିମାନବନ୍ଦରରେ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ(ପିଆଇଏ)ର ପ୍ଲେନ୍କୁ ଜବତ କରିଛନ୍ତି। ସ୍ଥାନୀୟ କୋର୍ଟଙ୍କ ଆଦେଶ ପରେ ବିମାନକୁ ଜବତ କରାଯାଇଛି। ୨୦୧୫ରେ ଭିଏତନାମ୍ କମ୍ପାନୀରୁ ଲିଜ୍…
Archives


