କରୋନା ଭ୍ୟାକ୍ସିନ ଘୋଟାଲା ମାମଲାରେ ଇସ୍ତଫା ଦେଲେ ପେରୁ ବୈଦେଶିକ ମନ୍ତ୍ରୀ
ଲିମା,୧୫ ।୨: ପେରୁର ବୈଦେଶିକ ମନ୍ତ୍ରୀ ଏଲିଜାବେଥ ଏଷ୍ଟେଟ କରୋନା ଭ୍ୟାକ୍ସିନ ଘୋଟାଲା ସ୍ୱୀକାର କରିବା ପରେ ଇସ୍ତଫା ଦେଇଛନ୍ତି । ସେ କରୋନା ଭ୍ୟାକ୍ସିନ ସିନୋପାର୍ମ(ଚାଇନା)ର ଗୋଟିଏ ଡୋଜ୍ ନେଇଥିବା ସ୍ୱୀକାର କରିଛନ୍ତି । ତେବେ ରାଷ୍ଟ୍ରୀୟ ଟିକାକରଣ ଆରମ୍ଭ…
ମହାଭିଯୋଗରୁ ଟ୍ରମ୍ପ୍ ମୁକ୍ତ
ୱାଶିଂଟନ,୧୫ା୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଶନିବାର ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଆଗତ ଦ୍ୱିତୀୟ ମହାଭିଯୋଗ ପ୍ରସ୍ତାବ କାଟ୍ ଖାଇଛି। କ୍ୟାପିଟୋଲ ହିଲ୍ ଦଙ୍ଗା ଉସୁକାଇବା ଅଭିଯୋଗରୁ ସିନେଟ ଟ୍ରମ୍ପ୍ଙ୍କୁ ମୁକ୍ତ କରିଦେଇଛି। ଏହା ପୂର୍ବରୁ ଉଚ୍ଚ…
ପୁଣି ଫେରିଲା କରୋନା, ଲକଡାଉନ ଘୋଷଣା
ଅକଲାଣ୍ଡ,୧୪।୨: ନ୍ୟୁଜିଲାଣ୍ଡରେ ପୁଣି କରୋନା ମାମଲା ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ରବିବାର ଅକଲ୍ୟାଣ୍ଡ ସହରରେ ତିନି ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ଲକଡାଉନ ସମୟରେ ଆବଶ୍ୟକ ସେବା ବ୍ୟତୀତ ସବୁକିଛି ବନ୍ଦ ରହିବ।…
ନିଜ ସମ୍ପତିକୁ ଉପହାରରେ ଦେବାକୁ ଚାହୁଁଛନ୍ତି ଦିଲିପ କୁମାର!
ଇସ୍ଲାମାବାଦ,୧୪ ।୨: ବଲିଉଡ୍ ଟ୍ରାଜେଡି କିଙ୍ଗ ଦିଲିପ କୁମାରଙ୍କ ଜଣେ ବନ୍ଧୁ ଶୁକ୍ରବାର ଦାବି କରିଛନ୍ତି କି ପାକିସ୍ତାନରେ ଥିବା ଦିଲିପଙ୍କ ଏକ ଘରର ପାୱାର ଅଫ୍ ଆଟର୍ନି ତାଙ୍କ ନିକଟରେ ରହିଛି । ଦିଲିପ କୁମାର ତାଙ୍କ ପୈତୃକ ସମ୍ପତିକୁ…
ମାରିଓ ଡ୍ରାଘି ଇଟାଲୀ ପ୍ରଧାନମନ୍ତ୍ରୀ
ରୋମ୍, ୧୪।୨(ପି.ଟି.): ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ମୁଖ୍ୟ ମାରିଓ ଡ୍ରାଘି ଇଟାଲୀର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ନୂଆ କ୍ୟାବିନେଟ ଘୋଷଣା କରିଛନ୍ତି। ଗତ ମାସରେ ପୂର୍ବ ସରକାର ଭାଙ୍ଗିଯିବା…
ଜାତିସଂଘ ମହାସଚିବ ପ୍ରାର୍ଥୀ ଆକାଂକ୍ଷା
ନ୍ୟୁୟର୍କ, ୧୪ା୨: ଜାତିସଂଘର ମହାସଚିବ ପଦରେ ନିଜକୁ ପ୍ରାର୍ଥୀ ଘୋଷଣା କରିଛନ୍ତି ଭାରତୀୟ ବଂଶୋଦ୍ଭବ ଆକାଂକ୍ଷା ଅରୋରା। ୩୪ ବର୍ଷୀୟା ଆକାଂକ୍ଷା ଏବେ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍ଡିପି)ରେ ଅଡିଟ୍ କୋଅର୍ଡିନେଟର ରହିଛନ୍ତି। ବର୍ତ୍ତମାନ ମହାସଚିବ ଥିବା ଆଣ୍ଟୋନିଓ ଗୁଟେରେସ୍ଙ୍କ ବିପକ୍ଷରେ…
ଜାପାନରେ ଭୂକମ୍ପ
ଟୋକିଓ,୧୩।୨: ଶନିବାର ରାତିରେ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଫୁକୁସିମା ଅଞ୍ଚଳରେ ଏହି ଭୂମିକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି। ଫୁକୁସିମା ସଂଲଗ୍ନ ପ୍ରଶାନ୍ତ ମହାସାଗରର ୫୪ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ରହିିଛି।…
କରୋନା ଆକ୍ରାନ୍ତ ହେବା ପରେ ଏପରି କଳାପଡ଼ିଗଲା ମହିଳାଙ୍କ ଆଙ୍ଗୁଠି
ରୋମ,୧୩।୨: କରୋନା ମହାମାରୀ ପରେ ଜଣେ ମହିଳାଙ୍କ ଆଙ୍ଗୁଠି କଳା ପଡ଼ିଯାଇଥିଲା। ଫଳରେ ଡାକ୍ତରମାନେ ତାଙ୍କର ୩ଟି ଆଙ୍ଗୁଠି କାଟି ଦେଇଛନ୍ତି। ଇଟାଲୀର ଜଣେ ମହିଳା କରୋନା ଆକ୍ରାନ୍ତ ହୋଇଥିଲେ। ଏହି ଭୂତାଣୁ ମହିଳାଙ୍କ ଆଙ୍ଗୁଠିର ରକ୍ତବାହୀକୁ ନଷ୍ଟ କରି ଦେଇଥିଲା।…
ଟିକା ନେବାକୁ ମନା କଲେ ପୁଟିନ
ସେଣ୍ଟପିଟର୍ସବର୍ଗ,୧୩।୨: ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ନିଜ ଦେଶରେ କରୋନା ଟିକାର ପ୍ରଶଂସା କରୁଥିବା ବେଳେ ନିଜେ ଟିକା ନେବାକୁ ମନା କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ମୁଁ ଟିକା ନେବି ନାହିଁ। ୨୦୨୧ ଶେଷ ସୁଦ୍ଧା ନେଇପାରେ। ୬୮ ବର୍ଷୀୟ…
ଇନଷ୍ଟାଗ୍ରାମରୁ ସମସ୍ତ ପୋଷ୍ଟ ହଟାଇଲେ ମେଲାନିଆ
ୱାଶିଂଟନ,୧୩ ।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶାସନ କ୍ଷମତା ହଟାଇବା ପରେ ଏବେ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ସହ ତାଙ୍କର ସମ୍ପର୍କ କୁଆଡେ ଭଲ ନ ଥିବା ଆଲୋଚନା ହେଉଛି । ଫ୍ଲୋରିଡା ଯିବା ପରେ ମେଲାନିଆ ଅଧିକାଂଶ…
ସମଲିଙ୍ଗୀ ସମ୍ପର୍କ ବୈଧ
ଲୁଆଣ୍ଡା,୧୩ା୨: ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ଆଙ୍ଗୋଲାରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତ କରାଯାଇଛି। ଏହାକୁ ବୈଧ କରିବା ଲାଗି ଦେଶରେ ପୂର୍ବ ପ୍ରଚଳିତ ଆଇନକୁ ଉଚ୍ଛେଦ କରି ଏକ ନୂଆ ଆଇନ ଅଣାଯାଇଛି। ସମଲିଙ୍ଗୀ ସମ୍ପର୍କକୁ ‘ପ୍ରକୃତି ବିରୋଧରେ ପାପ’ ବିବେଚନା…
ଆକାଶରେ ଉଡ଼ିଲା କାର
ଇସ୍ତାନବୁଲ, ୧୨।୨: ତୁର୍କୀର ପୂର୍ବାଞ୍ଚଳର ଇଜମିରରେ ଟର୍ନାଡୋର କରାଳ ରୂପ ଦେଖିବାକୁ ମିଳିଛି। ମଧ୍ୟରାତ୍ରରେ ଆସିଥିବା ଟର୍ନାଡୋ ଯୋଗୁ ଆଖପାଖ ଅଞ୍ଚଳରେ କାର, ଗଛ ଉଡ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଘଟଣାରେ ବହୁ ବିଲ୍ଡିଂର ଛାତ ଭୁଷୁଡ଼ି ପଡ଼ିଥିବାବେଳେ ୧୬…
Archives


