ରୁଷିଆକୁ ଘାରିଛି ଜୈବିକ ଅସ୍ତ୍ର ନିଶା: ପୁରାତନ ଜୀବାଶ୍ମରୁ ସଂଗ୍ରହ କରୁଛି ଭୂତାଣୁ
ମସ୍କୋ,୧୭।୨: ପୃଥିବୀରେ କରୋନା ମହାମାରୀ ଆତଙ୍କ ଥମିନି। ଏପରିସ୍ଥଳେ ରୁଷିଆର ଗବେଷକ ପୁରାତନ ଭୂତାଣୁ ବିଷୟରେ ଗବେଷଣା ଆରମ୍ଭ କରିଛନ୍ତି। ସେମାନେ ୫୦ ବର୍ଷ ପୁରାତନ ସ୍ତନ୍ୟପାୟୀ ପ୍ରାଣୀଙ୍କ ଜୀବାଶ୍ମରୁ ଭୂତାଣୁ ବାହାର କରୁଛନ୍ତି। ଜୈବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ଗବେଷକ…
ପ୍ରଥମେ ସେଲ୍ଫି ନେଇ ୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହଜାର ଫୁଟ ଉଚ୍ଚରୁ ଠେଲିଦେଲେ ସ୍ବାମୀ, ଆଉ ତା’ ପରେ…
ଅଙ୍କାର,୧୭।୨: ତୁର୍କୀର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ମୃତ୍ୟୁ ପରେ ବିବାଦ ଘେରକୁ ଆସିଛନ୍ତି। ଏହି ବ୍ୟକ୍ତି ଜଣକ ପ୍ରଥମେ ହଲିଡେ ସ୍ପଟ୍କୁ ଯାଇ ସ୍ତ୍ରୀଙ୍କ ସହ ସେଲ୍ଫି ନେଇଥିଲେ। ପରେ ୧୦୦୦ ଫୁଟ ଉଚ୍ଚରୁ ୭ ମାସର ଗର୍ଭବତୀ ଥିବା ସ୍ତ୍ରୀଙ୍କୁ…
ଦୀର୍ଘ ବର୍ଷେ ପରେ ବାହରକୁ ଆସିଲେ ଶାସକ କିମ୍ଙ୍କ ସ୍ତ୍ରୀ
ପ୍ୟାଙ୍ଗୟେଙ୍ଗ,୧୭।୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ସ୍ତ୍ରୀ ରି ସୋଲ ଜୁ ଦୀର୍ଘ ଏକବର୍ଷ ପରେ ପ୍ରଥମଥର ପାଇଁ ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ସେ ସ୍ବାମୀଙ୍କ ସହ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଉତ୍ତର କୋରିଆର…
କ୍ଷମା ମାଗିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ
କାନ୍ବେରା,୧୭ା୨: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ମଙ୍ଗଳବାର ଜଣେ ମହିଳାଙ୍କୁ କ୍ଷମା ମାଗିଛନ୍ତି, ଯାହାଙ୍କୁ ଦେଶର ପାର୍ଲାମେଣ୍ଟରେ ଜଣେ ସହକର୍ମୀ ବଳାତ୍କାର କରିଥିଲେ। ସରକାରୀ କାର୍ଯ୍ୟସ୍ଥଳରେ ବଳାତ୍କାର ସଂସ୍କୃତିର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ ପୀଡ଼ିତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ପୀଡ଼ିତା…
ଶିକ୍ଷିତ ପୁରୁଷ ବଳାତ୍କାର କରନ୍ତି ନାହିଁ
କେପ୍ଟାଉନ୍,୧୭ା୨: ଦକ୍ଷିଣ ଆଫ୍ରିକାରେ ମହିଳାମାନଙ୍କ ବିରୋଧରେ ଯୌନ ନିର୍ଯାତନା ବଢ଼ିଚାଲିଥିବାବେଳେ ଦେଶର ମୌଳିକ ଶିକ୍ଷାମନ୍ତ୍ରୀ ଆଙ୍ଗିଏ ମୋଟ୍ଶେକ୍ଗା କହିଛନ୍ତି, ଶିକ୍ଷିତ ପୁରୁଷମାନେ ବଳାତ୍କାର କରନ୍ତି ନାହିଁ। ତାଙ୍କର ଏହି ମନ୍ତବ୍ୟକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଶିକ୍ଷାମନ୍ତ୍ରୀ ଉକ୍ତ ବିବାଦୀୟ ମନ୍ତବ୍ୟକୁ…
ସିରମ ଇନ୍ଷ୍ଟିଚ୍ୟୁଟର ଭାକ୍ସିନ ଫେରାଇ ନେବାକୁ ଅନୁରୋଧ କଲା ଏହି ଦେଶ
ବେଙ୍ଗାଲୁରୁ,୧୬।୨: ସିରମ ଇନ୍ଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ଭାକ୍ସିନ କୋଭିଡ୍-୧୯ ଉପରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ବୋଲି ଦାବି କରୁଥିବା କେନ୍ଦ୍ର ସରକାରଙ୍କୁ ମଙ୍ଗଳବାର ଶକ୍ତ ଝଟ୍କା ଲାଗିଛି। ସିରମ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସ୍ଆଇଆଇ)କୁ ତା’ର ଏକ ନିୟୁତ ଡୋଜ ଫେରାଇ ନେବାକୁ…
ଆଫ୍ରିକାବାସୀଙ୍କୁ ଡରାଇଲାଣି ଇବୋଲା
କୋନାକ୍ରି,୧୬ ।୨: କରୋନା ମହାମାରୀ ଭିତରେ ପଶ୍ଚିମ ଆଫ୍ରିକା ଦେଶ ଗିନିରେ ୫ ବର୍ଷ ପରେ ପୁଣିଥରେ ଇବୋଲା ବ୍ୟାପିବା ଆରମ୍ଭ କରିଛି । ଏବେ ପର୍ଯ୍ୟନ୍ତ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ…
୧୫ ଦେଶରେ ନେତୃତ୍ୱ ପଦବୀରେ ୨୦୦ରୁ ଅଧିକ ଭାରତୀୟ ବଂଶୋଦ୍ଭବ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୨: ପୃଥିବୀର ୧୫ ଦେଶରେ ନେତୃତ୍ୱ ପଦବୀରେ ୨୦୦ରୁ ଅଧିକ ଭାରତୀୟ ବଂଶୋଦ୍ଭବ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ଜଣ କ୍ୟାବିନେଟ୍ ପଦବୀରେ କାର୍ଯ୍ୟ କରୁଛନ୍ତି। ଆମେରିକା ଏବଂ ବ୍ରିଟେନ୍ ସମେତ ଅଷ୍ଟ୍ରେଲିଆ, କାନାଡ଼ା, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ୟୁଏଇ ଆଦି…
ଫିଙ୍ଗର ୪ ଖାଲି କଲା ଚାଇନା
ବେଜିଂ, ୧୬ା୨: ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟ ଫିଙ୍ଗର ୪ରୁ ସେନା ପ୍ରତ୍ୟାହାର କରିଛି ଚାଇନା। ଗତ ବର୍ଷ ଚାଇନାର ପିପଲ୍ସ ଲିବରେଶନ ଆର୍ମୀ ଏହି ଅଞ୍ଚଳକୁ ଦଖଲ କରିବା ସହ ନିଜର ବୋଲି ଦାବି କରିଥିଲା। ନିକଟରେ ଭାରତ…
ଖରାପ ହେଉଥିବା ଲୁହବୁହା ଗ୍ୟାସକୁ କର୍ମଚାରୀଙ୍କ ଉପରେ ପରୀକ୍ଷା କଲା ପାକିସ୍ତାନ!
ଇସ୍ଲାମାବାଦ,୧୫ ।୨: ପାକିସ୍ତାନର ଗୃହମନ୍ତ୍ରୀ ଶେଖ ରସିଦ ଅହମ୍ମଦ ଅଧିକାଂଶ ସମୟରେ କିଛି ନା କିଛି ବେକାବୁ ବୟାନକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ଏବେ ପୁଣିଥରେ ସେ ଆସିଛନ୍ତି ଚର୍ଚ୍ଚାକୁ । ଦେଶରେ ଦରମା ବୃଦ୍ଧିକୁ ନେଇ କର୍ମଚାରୀମାନେ ବିରୋଧ…
ମେଘାନ ପୁଣି ଗର୍ଭବତୀ
ଲଣ୍ଡନ,୧୫।୨: ବ୍ରିଟିଶ୍ ରାଜବଂଶରେ ଏବେ ଖୁସିର ସମୟ ଆସିଛି। ପ୍ରିନ୍ସ୍ ହ୍ୟାରି ଆଉ ଜଣେ ସନ୍ତାନର ପିତା ପାଲଟିବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ମେଘାନ ମାର୍କେଲ ପୁଣିଥରେ ଗର୍ଭବତୀ ହୋଇଛନ୍ତି। ଏନେଇ ତାଙ୍କ ପ୍ରବକ୍ତା ସୂଚନା ଦେଇଛନ୍ତି। ହ୍ୟାରି ଏବଂ ମେଘାନଙ୍କ…
ପାକିସ୍ତାନରେ ଜରୁରି ଅବତରଣ କଲା ଭାରତୀୟ ଏୟାର ଆମ୍ବୁଲାନ୍ସ୍
ଇସଲାମାବାଦ୍,୧୫।୨: ଭାରତୀୟ ଏୟାର ଆମ୍ବୁଲାନ୍ସ୍ ପାକିସ୍ତାନରେ ଜରୁରି ଅବତରଣ କରିଛି। ମଝି ଆକାଶରେ ଇନ୍ଧନ ସରିଯିବାରୁ ଭାରତୀୟ ଏୟାର ଆମ୍ବୁଲାନ୍ସ୍ ପକ୍ଷରୁ ପାକିସ୍ତାନ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ଅନୁମତି ମିଳିବା ପରେ ଏହା ରବିବାର ଇସଲାମାବାଦ୍…
Archives


