କରୋନାକୁ ନେଇ ଏବେବି ମିଛ କହୁଛି ଚାଇନା!
ୱାଶିଂଟନ,୮ ।୨: ଏବେ ଯଦିଓ କରୋନା ମହାମାରୀର ପ୍ରକୋପ ଚାଇନାରେ କମ୍ ହୋଇଯାଇଛି ତଥାବି ବିଶେଷଜ୍ଞଙ୍କ କହିବା କଥା ହେଲା କରୋନାକୁ ନେଇ ଏବେବି କିଛି ତଥ୍ୟ ଲୁଚାଉଛି ଚାଇନା । ଆମେରିକା ବୈଦେଶିକ ମନ୍ତ୍ରୀ କିଛିଦିନ ତଳେ କହିଥିଲେ କି…
ଆମେରିକାରେ ଏବେ କାହାକୁ ମିଳିବ ନାହିଁ ମୃତ୍ୟୁଦଣ୍ଡ!
ୱାଶିଂଟନ,୮ ।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ ଦେଶରେ କୌଣସି ଅପରାଧିଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ନିୟମରେ ପରିବର୍ତ୍ତନ କରିବାକୁ ଚିନ୍ତା କରିଛନ୍ତି । ଗତ ନଭେମ୍ବରରେ ନିର୍ବାଚନ ଜିତିବା ବେଳେ ବାଇଡେନ୍ ଏହି ଘୋଷଣା କରିଥିବା ବେଳେ ଏବେ ଏହା…
ନିଜକୁ ହିନ୍ଦୁ କହିଲେ ମୀନା ହାରିସ୍
ଓ୍ବାଶିଂଟନ୍, ୮ା୨: ଦିଲ୍ଲୀରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ଚର୍ଚ୍ଚାରେ ଥିବା ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ଝିଆରୀ ମୀନା ହାରିସ୍ ଟ୍ରୋଲ୍ର ଶିକାର ହୋଇଛନ୍ତି। ଏପରିକି ଟୁଇଟର ବ୍ୟବହାରକାରୀ ତାଙ୍କୁ ଟୁଇଟ କରି ‘ହିନ୍ଦୁ ଫୋବିୟା’ ବୋଲି କହିଥିଲେ। ନିଜ…
ନ୍ୟୁୟର୍କ ଆସେମ୍ବ୍ଲିରେ କଶ୍ମୀର ପ୍ରସଙ୍ଗ ଗୃହୀତ
ନ୍ୟୁୟର୍କ, ୮।୨(ପି.ଟି.): ଫେବୃୟାରୀ ୫କୁ ଗଭର୍ନର ଆଣ୍ଡ୍ର୍ୟୁ କୁମୋ ‘କଶ୍ମୀର ଆମେରିକୀୟ ଦିବସ’ ଭାବେ ଘୋଷଣା କରିବା ପାଇଁ ନ୍ୟୁୟର୍କ ରାଜ୍ୟ ଆସେମ୍ବ୍ଲିରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଜମ୍ମୁ-କଶ୍ମୀରର ଉନ୍ନତ…
ଗାଁ ରାସ୍ତାରେ ବହିଲା ରକ୍ତର ନଦୀ !
ଜାକର୍ତ୍ତା,୭।୨: ଏବେ ସୋସିଆଲ୍ ମିଡ଼ିଆରେ ଇଣ୍ଡୋନେସିଆର ଏକ ଗାଁର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଗାଁ ରାସ୍ତାରେ ରକ୍ତ ଭଳି ଲାଲ୍ ରଙ୍ଗର ପାଣି ବହୁଥିବାରୁ ଦେଖିବାକୁ ମିଳୁଛି। ପ୍ରକୃତରେ ଗାଁରେ ଥିବା ଏକ ଡାଇଙ୍ଗ୍ ଫ୍ୟାକ୍ଟ୍ରିରୁ ନିର୍ଗତ…
ସ୍ବର ଚପାଇ ପାରିବନି ସେନା
ୟାଙ୍ଗୁନ୍, ୭।୨: ମ୍ୟାନ୍ମାରରେ ସାମରିକ ବିଦ୍ରୋହ ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି। ଶନିବାର ଏଠାରେ ସବୁଠୁ ବଡ଼ ବିକ୍ଷୋଭ ଦେଖିବାକୁ ମିଳିଥିଲା। ନୂଆ ସାମରିକ ଶାସନ ବିରୋଧରେ ସୋସିଆଲ ମିଡିଆରେ ଜନମତ ଜାଗ୍ରତ ହେଉଥିବାରୁ ଏହାକୁ ଚାପିଦେବା ପାଇଁ ସୈନ୍ୟବାହିନୀ ଦେଶବ୍ୟାପୀ…
ଆତଙ୍କବାଦୀ ଶିବିର ଉପରେ ବୋମା ମାଡ଼: ୧୮ ତାଲିବାନୀ ମୃତ
ନାନଗରହାର, ୬।୨: ଆଫଗାନିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ବୋମାମାଡ଼ କରାଯାଇଛି। ଏଥିରେ ୧୮ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରବକ୍ତା ସୂଚନା ଦେଇଛନ୍ତି। ପୂର୍ବ ନାନଗରହାର ପ୍ରଦେଶର ଶେରଜାଦ୍ ଜିଲାର ପାହାଡ଼ିଆ ଅଞ୍ଚଳରେ ଥିବା ଆତଙ୍କବାଦୀ ଶିବିର ଉପରେ…
ଟ୍ରମ୍ପ୍ଙ୍କୁ ମିଳିବନି ସୁରକ୍ଷା ସୂଚନା
ଓ୍ବାଶିିଂଟନ,୬।୨: ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଏକ ଘଟଣା ଘଟିବାକୁ ଯାଉଛି। ପୂର୍ବତନ ରାଷ୍ଟ୍ରପତିଙ୍କୁ ଦେଶର ସୁରକ୍ଷା ସମ୍ପର୍କିତ ସୂଚନା ଯୋଗାଇ ଦିଆଯିବା ଏକ ପ୍ରକାର ସୌଜନ୍ୟତା। ମାତ୍ର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ସୁରକ୍ଷା ସମ୍ପର୍କିତ କୌଣସି ସୂଚନା…
ଚାଇନାକୁ ବାଇଡେନ୍ଙ୍କ ବାର୍ତ୍ତା: ଆମେରିକା ଇଜ୍ ବ୍ୟାକ୍
ୱାଶିଂଟନ,୫ ।୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଥମଥର ଲାଗି ଗୁରୁବାର ତାଙ୍କର ରାଜନୈତିକ ଉଦ୍ବୋଧନ ଦେଇଛନ୍ତି । ଏହି ସମୟରେ ସେ ଚାଇନାକୁ ଏକ କଡା ବାର୍ତ୍ତା ଦେଇ କହିଛନ୍ତି ‘ଆମେରିକା ଇଜ୍ ବ୍ୟାକ୍’ । ସେ…
ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କଲା ଇରାନ
ଇସଲାମାବାଦ,୫।୨: ପାକିସ୍ତାନ ଭିତରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ କରିଛି ଇରାନ। ଇରାନର ରିଭୋଲ୍ୟୁସନାରୀ ଗାର୍ଡ(ଆଇଆରଜିସି) ପକ୍ଷରୁ ଗୁଇନ୍ଦା ସୂଚନା ଆଧାରରେ ପାକିସ୍ତାନରେ ଅପରେସନ କରିଥିଲା ବୋଲି କୁହାଯାଇଛି। ଇରାନ ସର୍ଜିକାଲ ଷ୍ଟ୍ରାଇକ କରି ବାଲୋଚ ଆତଙ୍କବାଦୀଙ୍କ କଳବରେ ଥିବା ନିଜ…
୧୨ ବର୍ଷ ଧରି ବଳାତ୍କାର କରି ଆସୁଥିବା ସ୍ବାମୀଙ୍କୁ ଗୁଳି ମାରିଲେ ସ୍ତ୍ରୀ
ଆଙ୍କରା,୪।୨: ତୁର୍କୀର ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କାରଣ ଗତ ୧୦ ବର୍ଷରୁ ଅଧିକ ହେବ ସେ ମାନସିକ,ଶାରୀରିକ ଏବଂ ବଳାତ୍କାର ପରି ନିର୍ଯାତନାର ଶିକାର ହୋଇଆସୁଛନ୍ତି। ଏପରିକି ସ୍ବାମୀ ତାଙ୍କୁ ଜୀବନରୁ ମାରି ଦେବା…
୧୫ ତାଲିବାନ ଆତଙ୍କବାଦୀ ନିହତ
କନ୍ଧାହାର, ୪।୨: ଆଫଗାନିସ୍ତାନରେ ସୈନ୍ୟବାହିନୀଙ୍କ ପାଲଟା ଆକ୍ରମଣରେ ୧୫ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। କନ୍ଧାହାରର ଦକ୍ଷିଣ ଅଞ୍ଚଳରେ ଏଭଳି ଘଟିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଅରଘଣ୍ଡାବ ଏବଂ ଦାଣ୍ଡ ଜିଲାରେ ଆତଙ୍କବାଦୀଙ୍କ ଶିବିର ଥିବା ଅଞ୍ଚଳରେ…
Archives


