ଆଉ ରକ୍ଷା ନାହିଁ, ଏବେ ଏଭଳି ବ୍ୟାପୁଛି କରୋନା…
ଓ୍ବାଶିଂଟନ/ଲଣ୍ଡନ,୧୭।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ୨୦୧୯ରେ ଚାଇନାର ଉହାନ ସହରରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା। ପୂର୍ବରୁ କରୋନା ଭୁତାଣୁ ସଂକ୍ରମଣ ବାୟୁରେ ହୋଇ ନ ଥାଏ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଥିଲେ। ତେବେ ଏବେ…
ଗୁଳିକାଣ୍ଡରେ ୮ ମୃତ
ଇଣ୍ଡିଆନାପଲିସ,୧୭ା୪: ଆମେରିକାର ଇଣ୍ଡିଆନାପଲିସ୍ସ୍ଥିତ ବିମାନବନ୍ଦର ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି। ଫେଡ୍ଏକ୍ସ ଫାସିଲିଟିରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରମଣରେ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଆକ୍ରମଣକାରୀ ଏହି କାଣ୍ଡ ଭିଆଇବା…
କିମ୍ ଦକ୍ଷିଣ କୋରିଆ ପ୍ରଧାନମନ୍ତ୍ରୀ
ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଏ-ଇନ୍ ଶୁକ୍ରବାର କିମ୍ ବୁ-କ୍ୟୁମ୍ଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ବାଛିଛନ୍ତି। ତାଙ୍କ ରାଷ୍ଟ୍ରପତିତ୍ୱରେ କିମ୍ ହେଉଛନ୍ତି ତୃତୀୟ ପ୍ରଧାନମନ୍ତ୍ରୀ। ୪ ଥର ଏମ୍ପି ହୋଇଥିବା କିମ୍ ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କୁ ନୂଆ…
ନୀରବ ମୋଦିଙ୍କ ପ୍ରତ୍ୟର୍ପଣକୁ ମିଳିଲା ଅନୁମତି : ଏବେ ମଧ୍ୟ ଖସିବାର ବାଟ ଅଛି
ନୂଆଦିଲ୍ଲୀ,୧୬।୪: ଦୁର୍ନୀତି କରି ବ୍ରିଟେନ ପଳାଇଥିବା ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଲାଗିଛି ଶକ୍ତ ଧକ୍କା। ମୋଦିଙ୍କ ପ୍ରତ୍ୟର୍ପଣ ନର୍ଦ୍ଦେଶରେ ମୋହର ମାରିଛନ୍ତି ବ୍ରିଟେନ ଗୃହ ସଚିବ ପ୍ରିତି ପଟେଲ। କିନ୍ତୁ ଏବେ ମଧ୍ୟ ବ୍ରିଟେନ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାର…
ନଦୀରୁ ମିଳିଲା ଭାରତୀୟ ବଂଶୋଦ୍ଭବ ଗଣିତଜ୍ଞଙ୍କ ମୃତଦେହ
ନ୍ୟୁୟର୍କ, ୧୬ା୪- କ୍ରିପ୍ଟୋକରେନ୍ସି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ କାର୍ଯ୍ୟ କରୁଥିବା ଭାରତୀୟ ବଂଶୋଦ୍ଭବ ଗଣିତଜ୍ଞଙ୍କ ମୃତଦେହ ହଡ୍ସନ ନଦୀରୁ ଉଦ୍ଧାର କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୩୧ ବର୍ଷୀୟ ଗଣିତଜ୍ଞ ମାନସିକ ରୋଗରେ ପୀଡ଼ିତ ଥିଲେ। ଶୁଭ୍ରୋ ବିଶ୍ୱାସଙ୍କ ମୃତ୍ୟୁ ଯୋଗୁ…
ପାକିସ୍ତାନରେ ସୋସିଆଲ ମିଡିଆ ଉପରେ ଲାଗିଲା ପ୍ରତିବନ୍ଧକ
ଇସଲାମାବାଦ୍,୧୬।୪: ପାକିସ୍ତାନରେ ସୋସିଆଲ ମିଡିଆ ସର୍ଭିସେସ୍ ଉପରେ ଶୁକ୍ରବାର ସାମୟିକ ପ୍ରତିବନ୍ଧକ ଲାଗିଛି। ଏଥିରେ ଫେସ୍ବୁକ୍, ଟୁଇଟର୍, ହ୍ବାଟ୍ସଆପ୍, ୟୁଟ୍ୟୁବ୍ ଏବଂ ଟେଲିଗ୍ରାମ ରହିଛି। ପାକିସ୍ତାନ ଟେଲିଗ୍ରାମ ଅଥରିଟୀକୁ ଏହି ସମସ୍ତ ଆପ୍ ଏବଂ ଓ୍ବେ୍ସାଇଟ୍ ବ୍ଲକ କରିବାକୁ ପାକିସ୍ତାନ ସରକାର…
ଏହି କାରଣରୁ ପରସ୍ପରଠାରୁ ଅଲଗା ରହୁଥିଲେ ବୃଦ୍ଧ ଦମ୍ପତି, ଏକାଠି ହେବାର ଭିଡିଓ ଦେଖିଲେ ଆଖିରେ ରହିବନି ଲୁହ
ଲଣ୍ଡନ,୧୬।୪: ସୋସିଆଲ ମିଡିଆରେ ଏକ ବୃଦ୍ଧ ଦମ୍ପତିଙ୍କ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଆଖିରେ ଲୁହ ରହିବନି। କାରଣ କରୋନା ମହାମାରୀ ଯୋଗୁ ଦୀର୍ଘ ୮ ମାସ ଧରି ବୃଦ୍ଧ ଦମ୍ପତି ପରସ୍ପରଠାରୁ ଅଲଗା ରହୁଥିଲେ। ଯେତେବେଳେ ଦୁଇଜଣ…
ଜେଲରେ ଗଲା ମ୍ୟାଡ୍ଅଫ୍ଙ୍କ ଜୀବନ
ଓ୍ବାଶିଂଟନ୍, ୧୬ା୪: ହଜାର ହଜାର ନିବେଶକଙ୍କ ପାଇଁ ଭରସାର ଅନ୍ୟନାମ ପାଲଟିଥିଲେ ବର୍ନାଡ ମ୍ୟାଡ୍ଅଫ୍। ତାଙ୍କ ନିକଟରେ ନୋବେଲ ବିଜେତା ଏଲି ଓ୍ବିସେଲ, ଫିଲ୍ମ ନିର୍ମାତା ଷ୍ଟିଭେନ ସ୍ପାଇଲବର୍ଗ, ଅଭିନେତା କେଭିନ୍ ବେକନ, କାଏରା ସେଜଓ୍ବିକ୍ଙ୍କ ସମେତ ବହୁ ବ୍ୟାଙ୍କ, କଲେଜ,…
ଅଶ୍ଳୀଳ ମେସେଜ୍ ପଠାଉଥିଲେ ବସ୍: ମହିଳା କର୍ମଚାରୀ କଲେ ଏପରି….
ବେଜିଂ,୧୫।୪: ଚାଇନାର ଏକ ସରକାରୀ ଅଫିସର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା କର୍ମଚାରୀ ଅଫିସରେ ଚେୟାରରେ ବସିଥିବା ବସ୍ଙ୍କୁ ଝାଡୁରେ ନିସ୍ତୁକ ପିଟୁଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ଦକ୍ଷିଣ ଚାଇନାର ଏକ ସରକାରୀ…
ଏମ୍ପି ବିନା ପୋଷାକରେ ପହଞ୍ଚିଲେ ଭିଡ଼ିଓ କନଫରେନ୍ସିଂ ବୈଠକରେ, ତାପରେ….
ଓଟଓ୍ବା,୧୫।୪: ଦେଶ ପାଇଁ ନିୟମ ପ୍ରସ୍ତୁତ କରୁଥିବା ନେତା ପାର୍ଲାମେଣ୍ଟ ବୈଠକରେ ବିନା ପୋଷାକରେ ପହଞ୍ଚିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ୍ୟ। ଏଭଳି ଏକ ଅଭାବନୀୟ ଘଟଣା କାନାଡ଼ାରେ ଘଟିଛି। ବୁଧବାର ସଂସଦର ବୈଠକ ଭିଡ଼ିଓ…
ନିଜ ସନ୍ତାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ବ୍ୟକ୍ତି, ମାଗିଲେ ଅନୁମତି
ନ୍ୟୁୟର୍କ, ୧୫।୪: ଆମେରିକାର ନ୍ୟୁୟର୍କରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସନ୍ତାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଆଇନର ସହାୟତା ଲୋଡିଛନ୍ତି। ଅଦାଲତରେ ଏକ ମାମଲା ଦାୟର କରି ସେ କହିଛନ୍ତି, କୋର୍ଟ…
ଶାରୀରିକ ସମ୍ପର୍କ ପାଇଁ ମନା କରି ପାରନ୍ତିନି ଗରିବ ଦେଶର ମହିଳା…
ଜେନେଭା,୧୫।୪: ପୃଥିବୀର ବିଭିନ୍ନ ଗରିବ ଦେଶରେ ମହିଳାଙ୍କର ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ନିଜସ୍ବ କୌଣସି ସ୍ବାଧୀନତା ନାହିଁ। ସେମାନେ ଶାରୀରିକ ସମ୍ପର୍କକୁ ମନା କରି ପାରନ୍ତି ନାହିଁ। ଦାମ୍ପତ୍ୟ ଜୀବନରେ ସ୍ବାମୀ ତାଙ୍କୁ ନିଜର ସମ୍ପତ୍ତି ବୋଲି ଭାବିଥାନ୍ତି। ସ୍ବାମୀ…
Archives


