ତାଲିବାନ ଦେଖାଉଛି ଅସଲ ଚେହେରା: ଦାଢି କାଟିଲେ ମିଳିବ ଦଣ୍ଡ

କାବୁଲ,୨୭ ।୯: ଆଫଗାନିସ୍ତାନରେ ଜୋର ଜବରଦସ୍ତ କବଜା କରି ସରକାର ଚଲାଉଥିବା ତାଲିବାନ ୨୦ ବର୍ଷ ତଳର ରଙ୍ଗ ପୁଣିଥରେ ଦେଖାଉଛି । ମହିଳା, ଶିଶୁ, ପୁରୁଷ ସମସ୍ତଙ୍କ ପାଇଁ ନୂଆ ନୂଆ ଆଇନ କରୁଛି ତାଲିବାନ । ଆଉ ଏହି ଆଇନକୁ ଯିଏ ମାନୁନାହାନ୍ତି ସେମାନଙ୍କୁ ଅତି ବର୍ବର ଭାବେ ଦଣ୍ଡ ଦିଆଯାଉଛି । ମହିଳାମାନଙ୍କୁ ରାଜରାସ୍ତାରେ ପିଟିବାଠାରୁ ଆରମ୍ଭ କରି ଏମାନଙ୍କୁ ଫାଶୀରେ ମଧ୍ୟ ଚଢାଇ ଦିଆଯାଉଛି । ଏହାସହ ପୁରୁଷ ଓ ଶିଶୁମାନଙ୍କ ସହ ବି ଅମାନବୀୟ ବ୍ୟବହାର ସାରା ବିଶ୍ୱକୁ ଚକିତ କରିଛି । ତାଲିବାନ ପକ୍ଷରୁ ପୁରୁଷଙ୍କ ପାଇଁ ମଧ୍ୟ ଅନେକ ନୂଆ ଆଇନ ଜାରି କରାଯାଇଛି । ଏବେ ତାଲିବାନ କହିଛି ପୁରୁଷମାନେ ଦାଢି କାଟିଲେ ସେମାନଙ୍କୁ ଶରିୟା ଆଇନ ଭଳି କଠୋର ଦଣ୍ଡ ଦିଆଯିବ । ତାଲିବାନର ଏସବୁ ନୂଆ ଆଇନରେ ବ୍ୟସ୍ତ ବିବ୍ରତ ହୋଇ ଗଲେଣି ଆଫଗାନବାସୀ ।


Enter your email to get our daily news in your inbox.

All Right Reserved By Dharitri.Com

ମୋଷ୍ଟ ଓ୍ବାଣ୍ଟେଡ୍‌ ବାଘ ଶିକାରୀ ଗିରଫ

ଢାକା, ୧।୬: ୨୦ ବର୍ଷରେ ପ୍ରାୟ ୭୦ ବାଘଙ୍କ ଜୀବନ ନେଇଥିବା ମୋଷ୍ଟ ଓ୍ବାଣ୍ଟେଡ୍‌ ଶିକାରୀକୁ ଗିରଫ କରିଛି ବାଂଲାଦେଶ ପୋଲିସ। ‘ହବିବ ଟାଇଗର’ ଭାବେ...

‘ୟୁକ୍ରେନକୁ ବଞ୍ଚାଇବା ପାଇଁ ସବୁକିଛି କରିବୁ’

କିଭ୍‌,୨୨ା୫: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ବର୍ତ୍ତମାନ ୪ମାସ ବିତିଗଲାଣି। ତଥାପି ଦୁଇ ଦେଶ ମଧ୍ୟରେ କୌଣସି ସମନ୍ବୟ ଦେଖାଯାଉ ନାହିଁ। ଉଭୟ ଦେଶ ପରସ୍ପର ଉପରେ...

କ୍ଷମତା ଦଖଲ ଭୟ, ୨୦ ମାସ ହେଲା ଚାଇନା ବାହାରକୁ ଯାଇ ନାହାନ୍ତି ଜିନ୍‌ପିଙ୍ଗ୍‌…

ବେଜିଂ,୧।୧୧: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ଏବେ କ୍ଷମତାରୁ ହଟିବା ଭୟ ଘାରିଛି। ତେଣୁ ସେ ବେଶ୍‌ ଚିନ୍ତିତ ରହୁଛନ୍ତି। ଜିନପିଙ୍ଗ ଗତ ୨୦ ମାସ...

ରୁଷିଆ କୋଭିଶିଲ୍ଡ ବ୍ଲୁ ପ୍ରିଣ୍ଟ୍‌ ଚୋରି କରି ପ୍ରସ୍ତୁତ କରିଛି ସ୍ପୁଟନିକ୍‌ !…

ଲଣ୍ଡନ,୧୧।୧୦: ବ୍ରିଟେନ୍‌ ପକ୍ଷରୁ ରୁଷିଆ ବିରୋଧରେ ଗୁୁରୁତର ଅଭିଯୋଗ ଅଣାଯାଇଛି। ବ୍ରିଟେନ କହିଛି ଯେ, ରୁଷିଆ କୋଭିଶିଲ୍ଡ ବ୍ଲୁ ପ୍ରିଣ୍ଟ୍‌ ଚୋରି କରି ପ୍ରସ୍ତୁତ କରିଛି...

କରୋନା ପାଇଁ ଡିଜାଇନିଂ ହେଲା ସୁରକ୍ଷା କବଚ

ବେଜିଂ,୫।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ଏକ ସୁରକ୍ଷା କବଚ ଡିଜାଇନିଂ କରାଯାଇଛି। ଏହାକୁ ଆର୍କିଟେକଚର ଡାୟୋଙ୍ଗ୍‌ ସନ୍‌ ପ୍ରସ୍ତୁତ କରିଛନ୍ତି। ଏଥିରେ...

‘ଯେସାକୁ ତେସା’ ନୀତି ଆପଣେଇଲା ଭାରତ

ନୂଆଦିଲ୍ଲୀ,୧।୧୦: ଆସନ୍ତା ସୋମବାରଠାରୁ ଭାରତ ଆସୁଥିବା ପ୍ରତ୍ୟେକ ବ୍ରିଟିଶ ନାଗରିକଙ୍କୁ ବାଧ୍ୟତାମୂଳକ ୧୦ ଦିନିଆ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। କୋଭିଡ୍‌ ଭାକ୍ସିନର ଉଭୟ ଡୋଜ ନେଇଥିବା...

ଆଣବିକ ଅସ୍ତ୍ର ପ୍ରସ୍ତୁତ

ମସ୍କୋ,୨୮ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗୋଟିଏପଟେ ୟୁକ୍ରେନ୍‌ ସହ ଆଲୋଚନା ପାଇଁ ଆଗ୍ରହ ଦେଖାଉଥିବାବେଳେ ଅନ୍ୟପକ୍ଷେ ଯୁଦ୍ଧକୁ ଆଉ ପାଦେ ଆଗେଇବା ଲାଗି ପ୍ରସ୍ତୁତି...

ଖବର ପଢି କାନ୍ଦି ପକାଇଲେ ପ୍ରଥମ କିନ୍ନର ନ୍ୟୁଜ ଆଙ୍କର

ଢାକା,୯।୩: ବାଂଲାଦେଶର ପ୍ରଥମ କିନ୍ନର ନ୍ୟୁଜ ଆଙ୍କର ତଶ୍ନୁଭା ଆନନ ଶିଶିର ମହିଳା ଦିବସରେ ପ୍ରଥମଥର ନ୍ୟୁଜ୍‌ ପଢିଛନ୍ତି। ବୋଇଶାଖୀ ନ୍ୟୁଜ ଚ୍ୟାନେଲରେ ୩ ମିନିଟ୍‌ର...

Advertisement
Archives

Model This Week