ଛାତ୍ରଙ୍କ ସହ କାର୍‌ରେ ଏମିତି କାମ କରୁଥିଲେ ଶିକ୍ଷୟିତ୍ରୀ

ମିଆମି,୬।୧୦: ଫ୍ଲୋରିଡା ମିଡଲ ସ୍କୁଲର ୩୧ ବର୍ଷୀୟା ଡ୍ରାମା ଶିକ୍ଷୟିତ୍ରୀ ବ୍ରିଟନି ଲୋପେଜ ମୁରେଙ୍କୁ ସୋମବାର ଗିରଫ କରାଯାଇଛି। ତାଙ୍କ ବିରୋଧରେ ଆସିଛି ଛାତ୍ରଙ୍କ ସହ ସେକ୍ସ କରିବାର ଅଭିଯୋଗ।

ମିଆମି ହେରାଲ୍ଡରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଶିକ୍ଷୟିତ୍ରୀ ଜଣକ ଗତ ଅଗଷ୍ଟରେ ନାବାଳକ ଛାତ୍ରଙ୍କୁ ଏକ ମେସେଜ ପଠାଇଥିଲେ। ତା’ ପରେ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଅନୈତିକ ସମ୍ପର୍କ। ଦିନେ ଛାତ୍ରଙ୍କ ଫୋନରେ ତାଙ୍କ ଭଉଣୀ ଶିକ୍ଷୟତ୍ରୀଙ୍କ ଅଶ୍ଳୀଳ ଫଟୋ ଦେଖିବା ପରେ ଘଟଣାଟି ପଦାକୁ ଆସିଥିଲା। ଏ ନେଇ ଛାତ୍ରଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ମୁରେଙ୍କୁ ନିର୍ଯାତନା ଓ ନାବାଳକଙ୍କ ସହ ଯୌନ ସମ୍ପର୍କ ରଖିବା ପାଇଁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବିଚ୍ଛେଦ ପାଇଁ ସରଳ କରାଯାଉ ଆଇନ

ଡବଲିନ,୨୭।୫: ଆୟରଲାଣ୍ଡରେ ବିବାହ ବିଚ୍ଛେଦ ଆଇନକୁ ସରଳୀକରଣ କରିବା ପାଇଁ ୮୨ ପ୍ରତିଶତ ଲୋକ ଦାବି କରିଛନ୍ତି। ଏଥିପାଇଁ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଥିବା ଜଣାପଡ଼ିଛି।...

ବିଶ୍ୱ ପର୍ଯ୍ୟଟନ ୩୨୦ ବିଲିୟନ ଡଲାର ହରାଇଛି

ଜାତିସଂଘ, ୨୬।୮: କରୋନା ମହାମାରୀ ବିଶ୍ୱ ପର୍ଯ୍ୟଟନ ଶିଳ୍ପରେ ବିପର୍ଯ୍ୟୟ ଆଣିଛି। ଚଳିତ ବର୍ଷର ପ୍ରଥମ ୫ ମାସରେ ଏହି ଶିଳ୍ପ ୩୨୦ ବିଲିୟନ ଡଲାର...

ଲାଇଭ୍‌ ଶୋ’ରେ ଡିଗ୍ରୀ ପେପର ଫାଡିଲେ ପ୍ରଫେସର

କାବୁଲ,୨୮।୧୨: ତାଲିବାନ ସରକାର ମହିଳାମାନଙ୍କୁ କଲେଜରେ ପଢିବାକୁ ବାରଣ କରିବା ପରେ ଆଫଗାନିସ୍ତାନର ଶିକ୍ଷକ ସଂଘ ମଧ୍ୟରେ ବ୍ୟାପକ ଅସନ୍ତୋଷ ରହିଛି। ଆଫଗାନିସ୍ତାନରେ ଏକ ଲାଇଭ...

କରଜରେ ବୁଡି ରହିଛି ପାକସ୍ତାନ, ପ୍ରତି ମାସରେ ୨.୬ପ୍ରତିଶତ ହାରରେ ୫୮.୬ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ଋଣ ଭାର

ଇସଲାମବାଦ,୬।୬: ପଡୋଶୀ ଦେଶ ପାକିସ୍ତାନ ବର୍ତ୍ତମାନ କରଜ ଭାରରେ ବୁଡି ରହିଛି। ଦେଶର ଆର୍ଥିକ ସ୍ଥିତି ଏବେ ତଳମୁହାଁ ହେବାସହ ଅତ୍ୟାବଶକ ଦ୍ରବ୍ୟର ଦରଦାମ ଆକାଶଛୁଆଁ...

କଶ୍ମୀର ପାକିସ୍ତାନର: ମୁଶରଫ

ଇସ୍‌ଲାମାବାଦ,୮।୧୦: ପାକିସ୍ତାନର ପୂର୍ବତନ ସେନାମୁଖ୍ୟ ପରଭେଜ ମୁଶରଫ ପୁଣିଥରେ ସକ୍ରିୟ ରାଜନୀତିରେ ଯୋଗଦେବେ ବୋଲି ଶୁଣିବାକୁ ମିଳିଛି। ଆଉ ଫେରିବା ପୂର୍ବରୁ ସେ ପୁଣିଥରେ ଭାରତ...

ଭାରତକୁ ଏସ୍‌-୪୦୦ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମକୁ ଶୀଘ୍ର ପଠାଇବ ରୁଷିଆ, ୟୁକ୍ରେନ ଯୁଦ୍ଧ କାରଣରୁ ବିଳମ୍ବ ହେବା ନେଇ ଥିଲା ଆଶଙ୍କା

ମସ୍କୋ,୧୪।୮: ରୁଷିଆ ସୋମବାର ଦିନ କହିଛି ଯେ, ସେ ଭାରତକୁ ନିର୍ଦ୍ଧାରିତ ସମୟାନୁସାରେ ଏସ୍‌-୪୦୦ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମ ଯୋଗାଇଦେବ। ୟୁକ୍ରେନ ଯୁଦ୍ଧ କାରଣରୁ ଯୋଗାଣରେ ବିଳମ୍ବ...

ତାଲିବାନ ସରକାରକୁ ମାନ୍ୟତା ଦେବ ନାହିଁ ଆମେରିକା: ଜୋ ବାଇଡେନ

ୱାଶିଂଟନ,୭ ।୯: ଆଫଗାନିସ୍ତାନ ଉପରେ ତାଲିବାନ ସମ୍ପୂର୍ଣ୍ଣ ଭାବେ କବଜା କରିଥିବା ଦାବି କରିଛି । ଏବେ ସେଠାରେ ମହା ସମାରୋହ ମାଧ୍ୟମରେ ତାଲିବାନ ସରକାର...

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଟ୍ରମ୍ପ-ବିଡେନଙ୍କ ମଧ୍ୟରେ ହେବାକୁ ଥିବା ପ୍ରେସିଡେନ୍‌ସିଆଲ ଡିବେଟ ବାତିଲ

ୱାଶିଂଟନ,୧୦ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଅକ୍ଟୋବର ୧୫ରେ ହେବାକୁ ଥିବା ଦ୍ୱିତୀୟ ପ୍ରେସିଡେନସିଆଲ ଡିବେଟକୁ ବାତିଲ କରି ଦିଆଯାଇଛି । ଗଣମାଧ୍ୟମର ସୂଚନା...

Advertisement
Archives

Model This Week