ଛାତ୍ରଙ୍କ ସହ କାର୍‌ରେ ଏମିତି କାମ କରୁଥିଲେ ଶିକ୍ଷୟିତ୍ରୀ

ମିଆମି,୬।୧୦: ଫ୍ଲୋରିଡା ମିଡଲ ସ୍କୁଲର ୩୧ ବର୍ଷୀୟା ଡ୍ରାମା ଶିକ୍ଷୟିତ୍ରୀ ବ୍ରିଟନି ଲୋପେଜ ମୁରେଙ୍କୁ ସୋମବାର ଗିରଫ କରାଯାଇଛି। ତାଙ୍କ ବିରୋଧରେ ଆସିଛି ଛାତ୍ରଙ୍କ ସହ ସେକ୍ସ କରିବାର ଅଭିଯୋଗ।

ମିଆମି ହେରାଲ୍ଡରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଶିକ୍ଷୟିତ୍ରୀ ଜଣକ ଗତ ଅଗଷ୍ଟରେ ନାବାଳକ ଛାତ୍ରଙ୍କୁ ଏକ ମେସେଜ ପଠାଇଥିଲେ। ତା’ ପରେ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଅନୈତିକ ସମ୍ପର୍କ। ଦିନେ ଛାତ୍ରଙ୍କ ଫୋନରେ ତାଙ୍କ ଭଉଣୀ ଶିକ୍ଷୟତ୍ରୀଙ୍କ ଅଶ୍ଳୀଳ ଫଟୋ ଦେଖିବା ପରେ ଘଟଣାଟି ପଦାକୁ ଆସିଥିଲା। ଏ ନେଇ ଛାତ୍ରଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ମୁରେଙ୍କୁ ନିର୍ଯାତନା ଓ ନାବାଳକଙ୍କ ସହ ଯୌନ ସମ୍ପର୍କ ରଖିବା ପାଇଁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କ ଉପରେ ପାକିସ୍ତାନ ସେନାର ନାହିଁ ଭରସା

ଇସଲାମାବାଦ୍‌,୫।୪: ଆଜିକାଲି ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଚରମ ସୀମାରେ ପହଞ୍ଚିଛି। ଏହି ପରିସ୍ଥିତିରେ ପାକିସ୍ତାନ ସରକାର ଏବଂ ସେନା ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ...

ଲକ୍‌ଡାଉନ୍‌ରେ ଘରେ କଏଦ୍‌ ଥିବା ଲୋକଙ୍କ ଶୁଭୁଛି ଚିତ୍କାର

ବେଜିଂ,୧୧।୪: ଚାଇନା ବର୍ତ୍ତମାନ ଜିରୋ କୋଭିଡ ପଲିସି ଅନୁସରଣ କରୁଛି। ଚାଇନାର ସବୁଠୁ ବଡ଼ ସହର ସଂଘାଇରେ କୋଭିଡ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଚାଇନାର...

ରୁଷିଆ ଭ୍ୟାକ୍ସିନ ପାଇଁ ୧ ବିଲିୟନ ଡୋଜର ଅର୍ଡର ଦେଲେ ଏହି ଦେଶ

ମସ୍କୋ,୧୧।୮: ଗତ କିଛି ମାସରୁ ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। କରୋନା ଯୋଗୁଁ କୋଟି କୋଟି ଲୋକଙ୍କ ଜୀବନ ଯାଇଥିବା ବେଳେ...

ବାଇଡେନ୍‌ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୭।୧୧-ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ ଶନିବାର ବିଜୟୀ ହୋଇଛନ୍ତି। ସେ ରିପବ୍ଲିକାନ ପାର୍ଟି ନେତା ତଥା ରାଷ୍ଟ୍ରପତି ଡୋନାଲ୍ଡ...

ଚାଇନା ସବୁଠୁ ଧନୀ ଦେଶ, ପଛରେ ପଡ଼ିଲା ଆମେରିକା…

ବେଜିଂ,୧୬।୧୧: ଆମେରିକାକୁ ପଛରେ ପକାଇ ଚାଇନା ପୃଥିବୀର ସବୁଠୁ ଧନୀ ଦେଶ ପାଲଟିଛି। ଏହି ଲକ୍ଷ୍ୟ ହାସଲ କରିବାକୁ ଚାଇନାକୁ ୨୦ ବର୍ଷ ଲାଗିଛି। ମ୍ୟାନେଜମେଣ୍ଟ...

୧୨ ବର୍ଷ ଧରି ପ୍ରତିଦିନ ମାତ୍ର ୩୦ ମିନିଟ୍‌ ଶୋଉଛନ୍ତି ଏହି ଯୁବକ, ତଥାପି ନାହିଁ ଥକ୍କାପଣ, କହିଲେ…

ଜାପାନର ଜଣେ ଯୁବକ ୧୨ ବର୍ଷ ହେଲା ଦିନକୁ ମାତ୍ର ୩୦ ମିନିଟ୍‌ ନିଦରେ ଶୋଇଥାନ୍ତି। ଏହା ପରେ ବି ତାଙ୍କୁ ଥକ୍କା ଲାଗେ ନାହିଁ।...

କରତାର୍‌ପୁର ଭିଡ଼ିଓ ଜାରି କଲା ପାକିସ୍ତାନ: ୩ ଖଲିସ୍ତାନୀଙ୍କ ଫଟୋ

ଇସଲାମାବାଦ୍‌,୬।୧୧: ପାକିସ୍ତାନ ପକ୍ଷରୁ କରତାର୍‌ପୁର ସମ୍ପର୍କିତ ଏକ ଭିଡ଼ିଓ ଜାରି କରିଛି। ଏଥିରେ ୧୯୮୪ ଜୁନରେ ଅମୃତସରଠାରେ ଥିବା ସ୍ବର୍ଣ୍ଣମନ୍ଦିରରେ ହୋଇଥିବା ବ୍ଲୁଷ୍ଟାର ଅପରେଶନରେ ମୃତ୍ୟୁ...

କିଲି ପଲ୍‌ଙ୍କୁ ଆକ୍ରମଣ, ଦିନେ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ପ୍ରଶଂସା

ଡୋଡୋମା,୨।୫:ତାଞ୍ଜାନିଆର ସୋସିଆଲ ମିଡିଆ ତାରକା କିଲି ପଲଙ୍କୁ ଅଜ୍ଞାତ ବ୍ୟକ୍ତି ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ସାଂଘାତିକ ଆକ୍ରମଣ କରାଯାଇଥିଲା, କିନ୍ତୁ ସେ...

Advertisement
Archives

Model This Week