ମୁଣ୍ଡ ନୂଆଁଇଲା ଇଂଲଣ୍ଡ

ନୂଆଦିଲ୍ଲୀ,୭।୧୦: ଭାରତ ଆଗରେ ମୁଣ୍ଡ ନୂଆଁଇଛି ଇଂଲଣ୍ଡ। ଉଭୟ ଡୋଜ୍‌ ନେଇଥିବା ଭାରତୀୟଙ୍କୁ ଆଉ ଇଂଲଣ୍ଡରେ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡିବ ନାହିଁ। ଏହି ନିୟମ ଅକ୍ଟୋବର ୧୧ତାରିଖରୁ ଲାଗୁ ହେବ ବୋଲି ଭାରତର ହାଇ କମିଶନର ଗୁରୁବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ, କୋଭିଡ୍‌-୧୯ କୋଭିଶିଲ୍ଡ ଟିକାର ଉଭୟ ଡୋଜ୍‌ ନେଇ ଇଂଲଣ୍ଡ ଯାଉଥିବା ଭାରତୀୟଙ୍କୁ ସେଠାରେ ୧୦ ଦିନ କ୍ୱାରେଣ୍ଟିନ୍‌ରେ ରଖାଯାଉଥିଲା। ଏହି ନିୟମ ବିରୋଧରେ ଭାରତ ମଧ୍ୟ ଇଂଲଣ୍ଡରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସମାନ କ୍ୱାରେଣ୍ଟିନ୍‌ ବ୍ୟବସ୍ଥା କରିଥିଲା। ଫଳରେ ବାଧ୍ୟ ହୋଇ ଇଂଲଣ୍ଡ ସରକାର କ୍ୱାରେଣ୍ଟିନ୍‌ ନିୟମକୁ ପରିବର୍ତ୍ତନ କରିବାକୁ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କ ହତ୍ୟା ମାମଲରେ ସଚିନ ଓ୍ବାଜେ ମୁଖ୍ୟ ଅଭିଯୁକ୍ତ : ମହାରାଷ୍ଟ୍ର ଏଟିଏସ୍‌

ନୂଆଦିଲ୍ଲୀ,୨୩।୩: ବ୍ୟବସାୟୀ ମନସୁଖ ହିରନଙ୍କ ହତ୍ୟା ମାମଲାରେ ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର ସଚିନ ଓ୍ବାଜେ ମୁଖ୍ୟ ଅଭିଯୁକ୍ତ। ଏ ନେଇ ମହାରାଷ୍ଟ୍ର ଆଣ୍ଟି ଟେରରିଜମ ସ୍କ୍ବାଡ...

ରାସାୟନିକ ପଦାର୍ଥ ମୁକ୍ତ ହେବ ଚାଷ ଜମି…

ନୂଆଦିଲ୍ଲୀ, ୫।୬ : ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତ୍ତିକା ସଂରକ୍ଷଣ ଆନ୍ଦୋଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଚାଷ ଜମିକୁ ରାସାୟନିକ...

ଭୂକମ୍ପରେ ଥରିଲା ଦିଲ୍ଲୀ-ଏନ୍‌ସିଆର

ନୂଆଦିଲ୍ଲୀ,୩।୭: ଦିଲ୍ଲୀ-ଏନ୍‌ସିଆରରେ ଶୁକ୍ରବାର ସନ୍ଧ୍ୟା ୭ଟାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହରିଆଣାର...

ଝିଅଙ୍କୁ ଟାର୍ଗେଟ କରା ନ ଯାଉ

ମୁମ୍ବାଇ, ୨୮ା୩: ହିଜାବ ପ୍ରସଙ୍ଗରେ ଝିଅମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି ମିସ୍‌ ୟୁନିଭର୍ସ-୨୦୨୧ ହର୍‌ନାଜ ସାନ୍ଧୁ। ଗଣମାଧ୍ୟମକୁ ଏ ବାବଦରେ ପ୍ରତିକ୍ରିୟା ଦେଇ ହରନାଜ...

ବିବାହ କରିବାକୁ ମନା କରିଦେବାରୁ ଏସିଡ୍‌ ମାଡ଼

ବେଙ୍ଗାଲୁରୁ,୧୧।୬: ବିବାହ ପ୍ରସ୍ତାବକୁ ମନା କରିଦେବାରୁ ଜଣେ ୩୨ ବର୍ଷୀୟା ମହିଳାଙ୍କୁ ତାଙ୍କ ପୁରୁଷ ସହକର୍ମୀ ଏସିଡ୍‌ ମାଡ଼ କରିଥିବା ଜଣାପଡିଛି। ମହିଳା ଜଣକ ଗୁରୁତର...

ଭାରତ ମହାସାଗରରେ ଚାଇନା ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ,୧୬।୯: ଭାରତ ମହାସାଗରରେ ନିଜର କାୟା ବିସ୍ତାର କରୁଥିବା ଚାଇନାର ଯୁଦ୍ଧ ଜାହାଜକୁ ନଜର କରିଛି ଭାରତୀୟ ନୌସେନା। ଭାରତୀୟ ଜଳସୀମା ନିକଟରେ ଚାଇନାର ଜାହାଜକୁ...

କରୋନା କହର: ଟଲିଉଡ୍‌ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ,୭।୪: ଦେଶରେ କରୋନା ସ୍ଥିତି ପୁଣି ଥରେ ସଙ୍ଗୀନ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବା ସହ ପ୍ରତିଦିନ ପ୍ରାୟ ଏକ...

ମେହୁଲ ଚୋକ୍‌ସିଙ୍କ ସ୍ବଦେଶ ଫେରିବା ପଥ ପରିଷ୍କାର : ଭାରତ ଚାପରେ ଆଣ୍ଟିଗୁଆ ରଦ୍ଦ କରିବ ନାଗରିକତା

ସେଣ୍ଟଜୋନ୍ସ୍‌,୨୫।୬: ଭାରତ ଚାପରେ ଆଣ୍ଟିଗୁଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି। ଆଣ୍ଟିଗୁଆ ସରକାର ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ନାଗରିକତା ରଦ୍ଦ କରିବେ ବୋଲି...

Advertisement
Archives

Model This Week