ଅନ୍ତର୍ଜାତୀୟ

ସନ୍ତାନ ପ୍ରସବ ସମୟରେ ବାହାରକୁ ବାହାରିଆସିଲା ମହିଳାଙ୍କ ଗର୍ଭାଶୟ, ଆଉ ତା’ ପରେ…

ସନ୍ତାନ ପ୍ରସବ କରିବା ଜଣେ ମା’ ପାଇଁ କେତେ କଷ୍ଟ ତାହା କେବଳ ଜଣେ ମା ହିଁ କହିପାରିବେ। ଏମିତି ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି। ସନ୍ତାନ ପ୍ରସବ ସମୟରେ ଏକ ଭୟାନକ ପରିସ୍ଥିତିର ସାମ୍ନା କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ଜଣେ…

ବସ୍‌ ବିସ୍ଫୋରଣରେ ୩ ସୁରକ୍ଷାକର୍ମୀ ମୃତ, ୨୦ରୁ ଅଧିକ ଆହତ…

କ୍ୱେଟା,୫।୯: ପାକିସ୍ତାନର ଅଶାନ୍ତ ବାଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାରେ ରବିବାର ସକାଳେ ଏକ ବସ୍‌ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୩ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହେବା ସହିତ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ଉଦ୍ଧାର କରି ଚିକିିତ୍ସା…

ରକ୍ତାକ୍ତ ସଂଘର୍ଷ, ୬୦୦ ତାଲିବାନୀ ନିହତ, ୧୦୦୦ରୁ ଅଧିକଙ୍କ ଆତ୍ମସମର୍ପଣ…

କାବୁଲ,୫।୯: ଆଫଗାନିସ୍ତାନର ପଞ୍ଜଶିରରେ ନର୍ଦନ ଆଲାଏନ୍ସ୍‌ ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ରକ୍ତାକ୍ତ ସଂଘର୍ଷ ଜାରି ରହିଛି। କ୍ଷମତା ଦଖଲ ନେଇ ପଞ୍ଜଶିର ଏବେ ରକ୍ତରେ ଲାଲ ହୋଇଯାଇଛି। ପଞ୍ଜଶିରର ଉତ୍ତର-ପୂର୍ବ ଅଞ୍ଚଳରେ ୬୦୦ ତାଲିବାନୀଙ୍କ ମୃତ୍ୟୁ ଘଟିଛି। ସେହିପରି…

ଆସନ୍ତା ସପ୍ତାହକୁ ଅପେକ୍ଷା

କାବୁଲ,୪।୯: ଆଫଗାନିସ୍ତାନରେ ନୂଆ ସରକାର ଗଠନକୁ ତାଲିବାନ ଆସନ୍ତା ସପ୍ତାହକୁ ସ୍ଥଗିତ ରଖିଛି। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍‌ ଶନିବାର ଏହି ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ ସମୁଦାୟରେ ଗ୍ରହଣୀୟ ହେବା ଭଳି ସହମତି ଭିତ୍ତିକ ସମାବେଶୀ ପ୍ରଶାସନ ଗଠନ କରିବା ଲାଗି…

ଉତ୍ସବରେ ନାଚି ନାଚି ଗୁଳି ଚଲାଉଥିଲେ, ଚାଲିଗଲା ୧୭ ଜୀବନ

କାବୁଲ,୪।୯: ପଞ୍ଜଶିର ପ୍ରଦେଶକୁ ଦଖଲ କରିବା ସହ ପୂରା ଆଫଗାନିସ୍ତାନକୁ କବ୍‌ଜା କରି ନେଇଛି ତାଲିବାନ୍‌। ଏଥି ଲାଗି ଦେଶର ବିଭିନ୍ନ ପ୍ରଦେଶରେ ଉତ୍ସବର ମାହୋଲ। ମାତ୍ର ଉତ୍ସବ ମନାଉଥିବା ତାଲିବାନୀମାନେ ନାଚି ନାଚି ଖୋଲା ଗୁଳି ଚଲାଉଛନ୍ତି। ଏଥି ଯୋଗୁ…

ପୁଣି ସପ୍ତାହେ ଘୁଞ୍ଚିଲା ତାଲିବାନ ସରକାର ଗଠନ ପ୍ରକ୍ରିୟା

ପେଶାୱର,୪ ।୯: ଆଫଗାନିସ୍ତାନରେ ନୂଆ ସରକାର ଗଠନ ଆସନ୍ତା ସପ୍ତାହରେ ହେବ । ଏହାକୁ ନେଇ ତାଲିବାନ ପକ୍ଷରୁ ଅଫିସିୟାଲି ଘୋଷଣା କରାଯାଇଛି । ସରକାର ଗଠନକୁ ନେଇ ଶନିବାର ହୋଇଥିବା ବୈଠକ ପରେ ତାଲିବାନ ନେତା କହିଛନ୍ତି ସରକାରରେ ସାମିଲ…

ଆଫଗାନିସ୍ତାନ ଛାଡ଼ିଥିବା ଆମେରିକୀୟ ଶେଷ ସୈନିକ କିଏ ଜାଣନ୍ତି…

ଓ୍ବାଶିଂଟନ,୪ା୯: ଆଫଗାନିସ୍ତାନରୁ ୧୯ ବର୍ଷ ୧୦ ମାସ ୧୦ ଦିନ ପରେ ଆମେରିକା ଫେରିଯାଇଛି। ଏହାର ୧୩ ସୈନିକ ସହିଦ ହେବା ପରେ ଆମେରିକାର ଶେଷ ବାଟାଲିୟନ କାବୁଲ ଛାଡ଼ିଥିଲେ। ଆମେରିକାର ସୈନିକମାନେ ଆମେରିକାର JC-୧୭ ବିମାନରେ ବାହାରିଥିଲେ। ଏହି ବିମାନରେ…

ତାଲିବାନ ସରକାର ଗଠନ ପୂର୍ବରୁ କାବୁଲ ପହଞ୍ଚିଲେ ଆଇଏସ୍ ମୁଖ୍ୟ, ପାକିସ୍ତାନ ରାଷ୍ଟ୍ରଦୂତଙ୍କ ସହ ସାକ୍ଷାତ୍ କରିବାର କଲେ ବାହାନା

କାବୁଲ,୪ ।୯: ତାଲିବାନ ଖୁବଶୀଘ୍ର ଆଫଗାନିସ୍ତାନରେ ସରକାର ଗଠନ କରିବାକୁ ଯାଉଛି । ଏହି ସମୟରେ ତାଲିବାନର ବଡ ବଡ ନେତା ପାକିସ୍ତାନ ସହ କୌଣସି ସମ୍ପର୍କ ନ ଥିବା କହୁଥିବା ବେଳେ ଏମାନଙ୍କ ସମ୍ପର୍କ କିନ୍ତୁ ଦାଣ୍ଡରେ ପଡି ହାଟରେ…

ତାଲିବାନ ଭୟ: ବିମାନ ବନ୍ଦରରେ ଝିଅଙ୍କ ନିକାହ କରି ପଠାଇଲେ ବିଦେଶ

କାବୁଲ,୪ ।୯: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଏହାର ଖରାପ ପ୍ରଭାବ ସବୁଠାରୁ ଅଧିକ ମହିଳା ଓ ମାନବାଧିକାର କର୍ମୀଙ୍କ ଉପରେ ପଡିଛି । ପ୍ରଥମେ ମହିଳାଙ୍କୁ ସେମାନଙ୍କ ଅଧିକାର ଦେବା କଥା ତାଲିବାନ କହିଥିଲେ ବି ଆଫଗାନ…

ତାଲିବାନ ବିରୋଧରେ ମହିଳା ଆନ୍ଦୋଳନ ତେଜିଲା…

କାବୁଲ,୪।୯: ସରକାର ଗଠନ ପାଇଁ ତାଲିବାନ ଯୋଜନା ପୁଣି ଥରେ ଲଟକିଛି। ପୂର୍ବରୁ କୁହାଯାଇଥିଲା ଯେ ତାଲିବାନ ଶନିବାର କାବୁଲରେ ନୂଆ ସରକାର ଗଠନ କରିବ। କିନ୍ତୁ ବିଳମ୍ବିତ ରାତିରେ କିଛି କାରଣରୁ ଏହା ହୋଇପାରିଲା ନାହିଁ। ଏହା ପରେ ନୂଆ…

ଆମେରିକା-ୟୁରୋପ ମଧ୍ୟରେ ବଢ଼ିଲା ଫାଟ…

ଓ୍ବାଶିଂଟନ,୪।୯: ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତି ଯୋଗୁ ଆମେରିକା ଏବଂ ୟୁରୋପ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏଭଳି ପଦକ୍ଷେପକୁ ୟୁରୋପର କେତେକ ଦେଶ ନାପସନ୍ଦ କରିଛନ୍ତି। ଉପରେ ଓଜନ କରୁଥିବା ଜଣାପଡିଛି। ଆମେରିକାରେ ତାଙ୍କ ବିରୋଧରେ…

ଆତଙ୍କରେ ୨୫୦ ମହିଳା ବିଚାରପତି

ହେଗ୍‌/କାବୁଲ,୪।୯: ଆଫଗାନିସ୍ତାନରେ ପାଶ୍ଚାତ୍ୟ ସମର୍ଥତ୍ତ ନାଗରିକ ସରକାର ଚାଲିଥିବା ପର୍ଯ୍ୟନ୍ତ ମହିଳା ବିଚାରପତିମାନେ କୋର୍ଟକୁ ଯାଇ ଶୁଣାଣି କରୁଥିଲେ। ତାଲିବାନ୍‌ର କାବୁଲ ଦଖଲ ସହ ବିଦେଶୀ ସୈନ୍ୟ ଫେରିଯିବା ପରେ ସେମାନେ ଆତଙ୍କରେ ଜୀବନ ବିତାଉଛନ୍ତି। କାରଣ ମହିଳା ଜଜ୍‌ମାନେ ଯେଉଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri