ଚାଇନାରେ ଦ୍ରୁତ ଗତିରେ ବଢୁଛି ଆଣବିକ ଅସ୍ତ୍ରଶସ୍ତ୍ର ଭଣ୍ଡାର

ବେଜିଂ,୪।୧୧: ଆଜିକାଲି ଚାଇନା ଆଣବିକ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢାଇବାରେ ବ୍ୟସ୍ତ ଅଛି। ଆମେରିକାର ଅଧିକାରୀମାନେ ଏକ ବର୍ଷ ପୂର୍ବେ ଆକଳନ କରିଥିବା ତୁଳନାରେ ଚାଇନା ଏହାର ଆଣବିକ ଅସ୍ତ୍ର ସଂଖ୍ୟା ଦ୍ରୁତ ଗତିରେ ବଢାଇବାକୁ ପ୍ରୟାସ କରୁଛି। ଆମେରିକାର ସମାନ ହେବା ପାଇଁ ଚାଇନା ଏହା କରୁଛି ବୋଲି ଓ୍ବାଶିଂଟନ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ପେଣ୍ଟାଗନ ରିପୋର୍ଟରେ କୁହାଯାଇଛି ଯେ, ଚାଇନା ୬ ବର୍ଷରେ ୭୦୦ପରମାଣୁ ଅସ୍ତ୍ର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରୁଛି। ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ଚାଇନା ଆଣବିକ ଅସ୍ତ୍ର ସଂଖ୍ୟାକୁ ୧୦୦୦କୁ ବୃଦ୍ଧି କରିବ। ଏକ ବର୍ଷ ପୂର୍ବେ ପେଣ୍ଟାଗନ ଚାଇନାର ଆଣବିକ ଅସ୍ତ୍ରଶସ୍ତ୍ରକୁ ପ୍ରାୟ ୨୦୦ରେ ରଖିଥିଲା, ଯାହା ଦଶନ୍ଧି ଶେଷ ସୁଦ୍ଧା ଦୁଇଗୁଣ କିମ୍ବା ୪୦୦ ହେବ ବୋଲି ଆକଳନ କରାଯାଇଥିଲା।
ଯୁକ୍ତରାଷ୍ଟ୍ର ଆମେରିକାରେ ଏବେ ୩,୭୫୦ ପରମାଣୁ ଅସ୍ତ୍ରଶସ୍ତ୍ର ଅଛି ଏବଂ ବର୍ତ୍ତମାନ ଏହି ସଂଖ୍ୟା ବୃଦ୍ଧି କରିବାକୁ ଇଚ୍ଛା କରୁନାହାଁନ୍ତି। ସ୍ତ୍‌ ୨୦୦୩ମସିହାରେ ଆମେରିକାରେ ୧୦,୦୦୦ ପରମାଣୁ ଅସ୍ତ୍ର ଥିଲା । ପରେ ଚୁକ୍ତିନାମା ଏବଂ ଅନ୍ୟାନ୍ୟ କାରଣ ଆମେରିକାର ଆଣବିକ ଅସ୍ତ୍ର ସଂଖ୍ୟାକୁ ହ୍ରାସ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ଏଲନ ମସ୍କଙ୍କ ବିବାଦୀୟ ବୟାନ, କହିଲେ କମଲା-ବାଇଡେନଙ୍କୁ ତ କେହି…

ଓ୍ବାଶିଂଟନ,୧୬ା୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଦ୍ୱିତୀୟଥର ଗୁଳିମାଡ଼ ହୋଇ ହତ୍ୟା ଉଦ୍ୟମ କରାଯାଇଛି। ଏହା ପରେ ବିଶ୍ୱର ପ୍ରତିଷ୍ଠିତ ଶିଳ୍ପପତି ଏଲନ୍‌...

ମଣିଷ ଉପରେ ମହାକାଶ ଯାତ୍ରାର ପ୍ରଭାବ ଗବେଷଣା ସମୃଦ୍ଧ ହେବ

ଓ୍ବାଶିଂଟନ, ୧୬।୯: ଆମେରିକୀୟ ମହାକାଶଯାନ ନିର୍ମାତା କମ୍ପାନୀ ‘ସ୍ପେସ୍‌ଏକ୍ସ’ର ‘ପୋଲାରିସ୍‌ ଡନ୍‌’ ମିଶନ ସଫଳତାର ସହ ସମାପ୍ତ ହୋଇଛି। ଫ୍ଲୋରିଡାର ଡ୍ରାଏ ଟର୍ଟୁଗାସ ଦ୍ୱୀପ ଉପକୂଳରେ ୪...

କେନ୍ଦ୍ରୀୟ ଇସ୍ରାଏଲ୍‌ରେ ହୁଟିର ମିଶାଇଲ ମାଡ଼

ଜେରୁଜେଲମ୍‌,୧୬ା୯: ଉତ୍ତର ୟେମେନ୍‌କୁ ନିୟନ୍ତ୍ରଣରେ ରଖିଥିବା ଇରାନ ସମର୍ଥତ୍ତ ହୁଟି ବିଦ୍ରୋହୀମାନେ ରବିବାର ପ୍ରଥମ ଥର ପାଇଁ କେନ୍ଦ୍ରୀୟ ଇସ୍ରାଏଲ୍‌ରେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ସେମାନଙ୍କୁ...

ପୁଣି ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ, ନିନ୍ଦା କଲେ ବାଇଡେନ କହିଲେ ଯିଏ ଦୋଷୀ…

ଓ୍ବାଶିଂଟନ,୧୬ା୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପୁଣି ହତ୍ୟା ଉଦ୍ୟମ ହୋଇଛି। ଫ୍ଲୋରିଡାରେ ଗଲ୍ଫ ଖେଳୁଥିବା ବେଳେ ତାଙ୍କୁ ଗୁଳିମାଡ଼ ହୋଇଛି। ତେବେ ଅଳ୍ପକେ...

ଦୁର୍ଘଟଣା ପରେ ଗ୍ୟାସ୍‌ ଟ୍ୟାଙ୍କରରେ ବଡ଼ ଧରଣର ବିସ୍ଫୋରଣ: ୨୪ ମୃତ, ୨୦ଜଣଙ୍କ ଅବସ୍ଥା ଗୁରୁତର

ପୋର୍ଟ-ଅଉ-ପ୍ରିନ୍ସ,୧୫ା୯: ହାଇତିର ଦକ୍ଷିଣ ଭାଗରେ ଶନିବାର ଏକ ଗ୍ୟାସ୍‌ ଟ୍ୟାଙ୍କରରେ ବିସ୍ଫୋରଣ ଘଟି ୨୪ ଜଣଙ୍କ ମୃତ୍ୟୁ ହେବା ସହ ୪୦ଜଣ ପୋଡ଼ିଯାଇ ଆହତ ହୋଇଛନ୍ତି।...

ପାକିସ୍ତାନବାସୀ ଭାରତଠାରୁ କିଛି ଶିଖନ୍ତୁ, ପଡୋଶୀ ଦେଶକୁ କାହିଁକି ଏମିତି ଉପଦେଶ ଦେଲା ଏଡିବି

ଇସଲାମାବାଦ,୧୫।୯: ଦି ଏକ୍ସପ୍ରେସ ଟ୍ରିବ୍ୟୁନର ଏକ ରିପୋର୍ଟ ଅନୁଯାୟୀ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଏହାର ସଂଘର୍ଷପୂର୍ଣ୍ଣ ଶିକ୍ଷା କ୍ଷେତ୍ରକୁ ସମାଧାନ କରିବା ପାଇଁ ଭାରତର...

ବାଂଲାଦେଶକୁ ନୂଆ ଉପହାର ଦେଲା ଭାରତ, ପ୍ରତି ପରିବାର ହେବେ ଖୁସି!

ନୂଆଦିଲ୍ଲୀ/ଢାକା,୧୫।୯: ଶେଖ ହାସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦ ଓ ଦେଶ ଛାଡିବା ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଆଉ ପୂର୍ବଭଳି ନାହିଁ। ବାଂଲାଦେଶରେ...

ଶେଖ ହାସିନାଙ୍କ ଫୋନ କଲ ଲିକ୍‌!, ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ/ଢାକା,୧୫।୯: ବାଂଲାଦେଶରେ ଘଟିଥିବା ହିଂସା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଭାରତ ପଳାଇ ଆସିଥିଲେ। ବର୍ତ୍ତମାନ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ପଡୋଶୀ ଦେଶରେ ଗଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri