ସ୍ବୀକୃତି ନ ମିଳିଲେ ପରିଣାମ ଭୋଗିବ ବିଶ୍ୱ
କାବୁଲ, ୧ା୧୧: ଆଫଗାନିସ୍ତାନରେ ତାଲିବାନ୍ ସରକାରକୁ ସ୍ବୀକୃତି ଦେବାରେ ସମୟ ନଷ୍ଟ ନ କରିବାକୁ ଆମେରିକା ସମେତ ଅନ୍ୟ ବିଶ୍ୱ ଶକ୍ତିକୁ କହିଛି ଏହି ସଙ୍ଗଠନ। ଏଥିରେ ବିଫଳ ହେଲେ କେବଳ ସେହି ଦେଶ ନୁହେଁ ବରଂ ସମଗ୍ର ବିଶ୍ୱ ଏହାର…
ବିଶ୍ୱତାପନ ବୃଦ୍ଧି ୧.୫ ଡିଗ୍ରୀରେ ସୀମିତ ପାଇଁ ସହମତି
ରୋମ୍, ୧।୧୧: ବିଶ୍ୱ ତାପନ ପ୍ରାକ୍ ଶିଳ୍ପାୟନ ସ୍ତରଠାରୁ ୧.୫ ଡିଗ୍ରୀ ସେଲ୍ସିୟସ୍ ଊର୍ଦ୍ଧ୍ୱରେ ସୀମିତ ରଖିବା ଆବଶ୍ୟକତା ଉପରେ ଜି-୨୦ ସମିଟ୍ରେ ୨୦ ସଦସ୍ୟ ରାଷ୍ଟ୍ର ସହମତ ହୋଇଛନ୍ତି। ୨୦୧୫ ପ୍ୟାରିସ୍ ଚୁକ୍ତିନାମାରେ ବିଶ୍ୱ ଉତ୍ତାପ ବୃଦ୍ଧିକୁ ୧.୫ ଡିଗ୍ରୀ…
ବିବାହରେ ମ୍ୟୁଜିକ ପାଇଁ ୩ ଜଣଙ୍କୁ ହତ୍ୟା
କାବୁଲ,୧।୧୧: ତାଲିବାନୀ ପରିଚୟ ଦେଇ ଆଫଗାନିସ୍ତାନର ପୂର୍ବାଞ୍ଚଳରେ ଏକ ବିବାହ ଭୋଜିରେ ମ୍ୟୁଜିକ ଚାଲୁ କରିବାରୁ ୩ ଜଣଙ୍କୁ ହତ୍ୟା କରିଥିଲେ କିଛି ବନ୍ଧୁକଧାରୀ। ହତ୍ୟାକାଣ୍ଡ ଘଟାଇଥିବା ୨ ବନ୍ଧୁକଧାରୀଙ୍କୁ ଗିରଫ କରାଯାଇଛି ଓ ଇସ୍ଲାମିକ୍ ଏମିରେଟ୍ ସହ ସେମାନଙ୍କ କୌଣସି…
ଜୋକର ଡ୍ରେସ ପିନ୍ଧି ଟୋକିଓ ଟ୍ରେନରେ ଖେଳାଇଲେ ଆତଙ୍କ
ଟୋକିଓ,୩୧।୧୦: ବ୍ୟାଟ୍ମ୍ୟାନ ଫିଲ୍ମର ଜୋକର ଡ୍ରେସ ପିନ୍ଧି ଜଣେ ବ୍ୟକ୍ତି ଜାପାନର ରାଜଧାନୀ ଟୋକିଓର ଟ୍ରେନରେ ଯାତ୍ରୀଙ୍କୁ ଛରାମାଡ଼ କରିଛନ୍ତି। ରବିବାର ସନ୍ଧ୍ୟାରେ ଘଟିଥିବା ଆକ୍ରମଣରେ ୧୦ ଜଣ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ହିଁ ୨୪ ବର୍ଷୀୟ ସଂଦିଗ୍ଧଙ୍କୁ ପୋଲିସ…
ପ୍ରସିଦ୍ଧ ଟ୍ରେଭି ଫାଉଣ୍ଟେନ୍ ବୁଲିବାକୁ ଗଲେ ମୋଦି
ରୋମ,୩୧।୧୦: ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଇଟାଲୀର ରାଜଧାନୀ ରୋମରେ ଅଛନ୍ତି। ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେବା ଅବସରରେ ସେ ରୋମର ଐହିହ୍ୟ ଉପଭୋଗ କରୁଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ଅନ୍ୟ ବିଶ୍ୱ…
୧୨ ହଜାର ବାୟୁସେନା କର୍ମଚାରୀଙ୍କ ଚାକିରି ଯିବ, ନେଇ ନାହାନ୍ତି କରୋନା ଟିକା…
ଓ୍ବାଶିଂଟନ,୩୧।୧୦: ଆମେରିକାର ୧୨ ହଜାର ବାୟୁସେନା କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ଯୋଜନା ଆରମ୍ଭ ହୋଇଛି। ସମ୍ପୃକ୍ତ କର୍ମଚାରୀମାନେ କରୋନା ଟିକା ନେଇ ନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କୁହାଯାଉଛି। ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କରୋନା ଟିକା ନେବାକୁ…
ପାକିସ୍ତାନକୁ ଆତଙ୍କବାଦୀ ସଂଗଠନ ଆଇଏସ୍ର ଧମକ…
ଇସଲାମାବାଦ୍,୩୧।୧୦: ଆତଙ୍କବାଦୀ ସଂଗଠନ ଆଇଏସ-ଖୋରାସାନ (ଆଇଏସ-କେ) ସାରା ବିଶ୍ୱରେ ଶାରିଆ ଆଇନ କାର୍ଯ୍ୟକାରୀ କରିବାକୁ ଚାହୁଁଛି। ଏହି ସଂଗଠନ ଚେତାବନୀ ଦେଇଛି ଯେ ବିଶ୍ୱରେ ଯେ କେହି ଇସଲାମ କିମ୍ବା କୁରାନ ବିରୁଦ୍ଧରେ ଯିବେ ସେ ଆଇଏସଆଇଏସ-କେର ପରିଣାମ ଭୋଗିବେ। ଆତଙ୍କବାଦୀ…
ଆମେରିକା-ବ୍ରାଜିଲ-ସୌଦି ମୁଣ୍ଡରେ ଅଠା ବୋଳିଲା ଚାଇନା…
ବେଜିଂ,୩୧।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀର ଉତ୍ପତ୍ତି ନେଇ ଚାଇନା ଅନ୍ୟ ମୁଣ୍ଡରେ ଅଠା ବୋଳିବା ଲାଗି ଅଣ୍ଟା ଭିଡ଼ିଛି। ଆମେରିକା ତଦନ୍ତକାରୀ ସଂସ୍ଥା ପକ୍ଷରୁ କରୋନା ସୃଷ୍ଟି ଆଉ କେବେ ଜଣାପଡ଼ିବ ନାହି…
୫ରୁ ୧୧ ବର୍ଷର ପିଲା ନେବେ ଫାଇଜର ଟିକା
ଓ୍ବାଶିଂଟନ, ୩୧।୧୦: ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍ଡିଏ) ଫାଇଜର-ବାୟୋଏନ୍ଟେକ୍ ପ୍ରସ୍ତୁତ କୋଭିଡ୍ ଟିକାକୁ ୫ରୁ ୧୧ ବର୍ଷ ବୟସ ବର୍ଗର ପିଲାମାନଙ୍କ ନିମନ୍ତେ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବୟସବର୍ଗର ପିଲାଙ୍କୁ କୋଭିଡ୍ ସଂକ୍ରମଣରୁ…
ଭାରତୀୟ ମୂଳ ସିଇଓଙ୍କୁ ଗୁଳି କରି ହତ୍ୟା, ୮୦ କିଲୋମିଟର ଦୂରରୁ ଦୁର୍ବୃତ୍ତ କରିଥିଲେ ପିଛା
ଓ୍ବାଶିଂଟନ,୩୦ା୧୦: ଆମେରିକାର ନ୍ୟୁଜର୍ସିରେ ଡକାୟତି ଉଦ୍ଦେଶ୍ୟରେ ଏକ ଔଷଧ କମ୍ପାନୀର ଜଣେ ଭାରତୀୟ ମୂଳ ସିଇଓଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ କାଜିନୋରେ ପ୍ରାୟ ୧୦ ହଜାର ଡଲାର (ଅର୍ଥାତ୍ ଭାରତୀୟ ମୁଦ୍ରାରେ ୭ ଲକ୍ଷ ଟଙ୍କା) ଜିତିଥିଲେ। ଏହା…
ପୋପ୍ଙ୍କୁ ଭେଟି ଭାରତ ଆସିବାକୁ ଆମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ…
ଭଟିକାନ୍ ସିଟି/ନୂଆଦିଲ୍ଲୀ,୩୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଟିକାନ୍ ସିଟିରେ ପୋପ୍ ଫ୍ରାନ୍ସିସ୍ଙ୍କୁ ଭେଟିଛନ୍ତି। ଏହି ବନ୍ଧୁତ୍ୱପୂର୍ଣ୍ଣ ପରିବେଶରେ ସେ ପୋପ୍ଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ ଜଣାଇଛନ୍ତି। ଏହି ଅବସରରେ ଦୁହିଁଙ୍କ ମଧ୍ୟରେ ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। କାରୋନା…
ଉଭୟ ଡୋଜ୍ ବି କରୋନାରୁ ସୁରକ୍ଷା ଦେବାରେ ବିଫଳ, ଲାସେଣ୍ଟ୍ ରିପୋର୍ଟ…
ଲଣ୍ଡନ/ନୂଆଦିଲ୍ଲୀ,୩୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଦୀପାବଳି ପୂର୍ବରୁ ଦେଶରେ ପୁଣି ଥରେ କରୋନା ସଂକ୍ରମଣର ଘଟଣା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ସେମାନେ…

