ଅନ୍ତର୍ଜାତୀୟ

ପୃଷ୍ଠା ଲେଉଟାଇବା ସମୟ

ଓ୍ବାଶିଂଟନ,୧୬ା୧୨ ଆମେରିକା ନିର୍ବାଚନରେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ୭୮ ବର୍ଷୀୟ ଡେମୋକ୍ରାଟ ଜୋ ବାଇଡେନ୍‌ ବିଜୟୀ ହୋଇଛନ୍ତି। ଇଲେକ୍ଟୋରାଲ କଲେଜ ସୋମବାର ଏହି ବିଷୟ ଘୋଷଣା କରିଛି। ୫୩୮ ସଦସ୍ୟ ବିଶିଷ୍ଟ ଇଲେକ୍ଟୋରାଲ କଲେଜ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍‌...

୧୮ ହଜାର ଟଙ୍କାରେ ବିକ୍ରି ହେଉଛି ଫେକ୍‌ କରୋନା ଭାଇରସ ଭାକ୍‌ସିନ

ବେଙ୍ଗାଲୁରୁ,୧୫।୧୨: କରୋନା ପାଣ୍ଡେମିକ୍‌ ପରିସ୍ଥିତିକୁ ପରାସ୍ତ କରିବାର ଏକମାତ୍ର ଉପାୟ ହେଉଛି ଭାକ୍‌ସିନ। ବିକ୍ରି ପାଇଁ କରୋନା ଟିକା ଉପଲବ୍ଧ ଥିବା ଡାର୍କନେଟରେ ଶହ ଶହ ଡୋମେନ ଦାବି କରୁଛନ୍ତି। କେତେକ କ୍ଷେତ୍ରରେ ଟିକାର ମୂଲ୍ୟ ୨୫୦ ଆମେରିକୀୟ ଡଲାର...

କାବୁଲ ଉପ ରାଜ୍ୟପାଳଙ୍କୁ ହତ୍ୟା କଲେ ଆତଙ୍କବାଦୀ

କାବୁଲ,୧୫।୧୨: ଆଫଗାନିସ୍ଥାନର ରାଜଧାନୀ କାବୁଲର ଉପ ରାଜ୍ୟପାଳ ଓ ତାଙ୍କ ସହାୟକ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ଏ ନେଇ ଦେଶର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଉପ ରାଜ୍ୟପାଳ ମେହବୁବୁଲା ମୋହେବି ମଙ୍ଗଳବାର ତାଙ୍କ ସୁରକ୍ଷାକର୍ମୀଙ୍କ ସହ ଅଫିସକୁ...

ଶେଷରେ ବାଇଡେନ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ ପୁଟିନ୍‌

ଓ୍ବାଶିଂଟନ,୧୫।୧୨: ନଭେମ୍ବର ୩ରେ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିଛନ୍ତି ଜୋ ବାଇଡେନ୍‌। ପପୁଲାର ଭୋଟିଂ ପରେ ଏବେ ଇଲେକ୍ଟୋରାଲ କଲେଜ ଭୋଟିଂର ଫଳାଫଳ ବାଇଡେନ୍‌ଙ୍କ ପକ୍ଷରେ ଯାଇଛି। ଏନେଇ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯିବା ପରେ...

ମୋଦି-ଶାହାଙ୍କ ବିରୋଧରେ ୧୦ କୋଟି ଡଲାରର ମାମଲା ଖାରଜ

ଓ୍ବାଶିଂଟନ,୧୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଦାଖଲ କରାଯାଇଥିବା ୧୦ କୋଟି ଡଲାରର ଏକ ମାମଲା ଖାରଜ ହୋଇଛି। ଲ୍ୟୁଟନାଟ୍‌ ଜେନେରାଲ କନଓ୍ବଲଜିତ୍‌ ସିଂ ଧିଲୋନଙ୍କ ନାମ ମଧ୍ୟ ଏହି ମାମଲାରେ ଉଲ୍ଲେଖ...

ଘରେ ପାଦ ଦେଉ ଦେଉ ଘଟିଲା ଏମିତି…

ନିଜର ଗୋଟିଏ ଘର ହେଉ ଏହି ସ୍ବପ୍ନ ସମସ୍ତେ ଦେଖିଥାନ୍ତି। ମାତ୍ର ବେଳେବେଳେ ଏହି ସ୍ବପ୍ନ ଡରାଇ ଦେଇଥାଏ। ଏମିତି କିଛି ଘଟିଛି ଲଣ୍ଡନରେ ରହୁଥିବା ଜେମି ଭିଲକିସଙ୍କ କ୍ଷେତ୍ରରେ। ଜେମି ଅନେକ ଦିନ ହେବ ନିଜ ପାଇଁ ଏକ...

ଟ୍ରମ୍ପଙ୍କ ଆଶାର ଘଟିଲା ଅନ୍ତ, ବାଇଡେନ୍‌ଙ୍କ ବିଜୟରେ ଲାଗିଲା ମୋହର

ୱାଶିଂଟନ,୧୫ ।୧୨: ପପୁଲାର ଭୋଟିଂ ପରେ ଏବେ ଇଲେକ୍ଟୋରାଲ କଲେଜ ଭୋଟିଂର ଫଳାଫଳ ଆସିଯାଇଛି । ଏହା ମଧ୍ୟ ଜୋ ବାଇଡେନ୍‌ଙ୍କ ପକ୍ଷରେ ଯାଇଛି । ଫଳରେ ଜୋ ବାଇଡେନ୍‌ଙ୍କ ବିଜୟରେ ଅଧିକାରୀ ସ୍ତରରେ ମୋହର ଲାଗିଯାଇଛି । ଏହାସହ...

ପୁଣି ମାଡ଼ି ଆସିଲା ବିପଦ: ନୂଆ କରୋନା ଭୂତାଣୁର ସନ୍ଧାନ, ସରକାର ଜାରି କଲେ ଲକ୍‌ଡାଉନ୍‌

ଲଣ୍ଡନ,୧୫।୧୨: କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏବେ ପୁଣି ବିପଦ ମାଡ଼ି ଆସୁଛି। ବ୍ରିଟେନରେ ସାର୍ବଜନୀକ ଭାବେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା ପ୍ରଦାନ କାର୍ଯ୍ୟ ଜାରି ରହିଛି। ତେବେ ଏଠାରେ...

ଫାଇଜର ଟିକାକୁ ସିଙ୍ଗାପୁରରେ ମଞ୍ଜୁରୀ

ସିଙ୍ଗାପୁର,୧୫।୧୨: ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକାକୁ ସିଙ୍ଗାପୁରରେ ଦିଆଯିବା ଲାଗି ମଞ୍ଜୁରୀ ମିଳିଛି। ଚଳିତ ମାସରେ ପ୍ରଥମ ଅର୍ଡର ଟିକା ଏଠାରେ ପହଞ୍ଚିବ ବୋଲି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ଶେନ୍‌ ଲାଙ୍ଗ୍‌ ଜାତୀୟ...

ପାକିସ୍ତାନରେ ୩ ତାଲିବାନ ଆତଙ୍କବାଦୀ ଗିରଫ

ଲାହୋର,୧୪।୧୨: ରାଓ୍ବଲପିଣ୍ଡି ବିସ୍ଫୋରଣ ଘଟଣାରେ ଜଡ଼ିତ ଥିବା ୩ ତାଲିବାନ ଆତଙ୍କବାଦୀଙ୍କୁ ଗିରଫ କରିଛି ପାକିସ୍ତାନର ସୁରକ୍ଷା ସଂସ୍ଥା। ରାଓ୍ବଲପିଣ୍ଡର ଗ୍ୟାରିସନ୍‌ ସହରର ଗଞ୍ଜ ମଣ୍ଡି ଅଞ୍ଚଳରେ ପୋଲିସ ଷ୍ଟେଶନ ନିକଟରେ ରବିବାର ଘଟିଥିବା ବିସ୍ଫୋରଣରେ ମହିଳା ଓ ଶିଷୁଙ୍କ...

ଚାକିରି ଛାଡିଥିବା ମଡେଲ୍‌ଙ୍କ ଦାବି: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କଠାରୁ କରିବି ଅଧିକ ରୋଜଗାର, ଜାଣନ୍ତୁ କିପରି

ବ୍ରିଟେନ୍‌ର ୨୪ ବର୍ଷୀୟ ମଡେଲ ଆଲିଆ ମର୍ସିଡିଜ ଦାବି କରିଛନ୍ତି, ସେ ଚଳିତ ବର୍ଷ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କଠାରୁ ଅଧିକ ରୋଜଗାର କରିବାକୁ ଯାଉଛନ୍ତି। ଆଲିଆ ବହୁତ କମ ଲୋକଙ୍କ ମଧ୍ୟରୁ ଜଣେ, ଯେଉଁମାନଙ୍କ ପାଇଁ କରୋନା ଏକ...

ଏହି ଅନନ୍ୟ ଜିନିଷକୁ ସମୁଦ୍ର କୂଳରୁ ଘରକୁ ନେଇ ଆସିଥିଲେ ମା’-ଝିଅ: ଘଟିଲା ଏଭଳି ଅଘଟଣ

ବ୍ରିଟେନର କେଣ୍ଟରେ ରହୁଥିବା ୩୮ ବର୍ଷୀୟା ଯୋଡି କ୍ରୁଜ ଏବଂ ତାଙ୍କର ୮ ବର୍ଷର ଝିଅ ଇସାବେଲା ସମୁଦ୍ର କୂଳରେ ଏକ ଅନନ୍ୟ ଜିନିଷ ପାଇଥିଲେ। ତାହାକୁ ସେମାନେ ଘରକୁ ଆଣିଥିଲେ, ପରେ ସେମାନଙ୍କ ସହ ଯାହା ଘଟିଲା ଆପଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri