୧୮ ହଜାର ଟଙ୍କାରେ ବିକ୍ରି ହେଉଛି ଫେକ୍‌ କରୋନା ଭାଇରସ ଭାକ୍‌ସିନ

ବେଙ୍ଗାଲୁରୁ,୧୫।୧୨: କରୋନା ପାଣ୍ଡେମିକ୍‌ ପରିସ୍ଥିତିକୁ ପରାସ୍ତ କରିବାର ଏକମାତ୍ର ଉପାୟ ହେଉଛି ଭାକ୍‌ସିନ। ବିକ୍ରି ପାଇଁ କରୋନା ଟିକା ଉପଲବ୍ଧ ଥିବା ଡାର୍କନେଟରେ ଶହ ଶହ ଡୋମେନ ଦାବି କରୁଛନ୍ତି। କେତେକ କ୍ଷେତ୍ରରେ ଟିକାର ମୂଲ୍ୟ ୨୫୦ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୧୮ ହଜାରରୁ ଅଧିକ ଟଙ୍କା) ରଖାଯାଇଛି।

ଇଣ୍ଟରନେଟରେ କିଛି ଡୋମେନ ବିକ୍ରି ପାଇଁ କରୋନା ଟିକା ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥିବା ଦାବି କରୁଛନ୍ତି। ଚେକ୍‌ ପଏଣ୍ଟ ରିସର୍ଚ୍ଚ ନାମକ ଏକ ଗ୍ଲୋବାଲ ସାଇବର ସିକ୍ୟୁରିଟି ଫାର୍ମ ତା’ର ରିପୋର୍ଟରେ ଏହା ପ୍ରକାଶ କରିଛି। କରୋନା ଭାକ୍‌ସିନ ବିକ୍ରି ଲାଗି ବ୍ୟବହାର କରାଯାଉଥିବା କିଛି ବିଜ୍ଞାପନ ସମ୍ପର୍କରେ ମଧ୍ୟ ଚେକ୍‌ ପଏଣ୍ଟ ରିସର୍ଚ୍ଚ ପ୍ରକାଶ କରିଛି। ଏକ ବିଜ୍ଞାପନରେ ଦେଖିବାକୁ ମିଳୁଛି, ୨୫୦ ଡଲାରରେ କରୋନା ଭାକ୍‌ସିନ ଉପଲବ୍ଧ। ଆଉ ଏକ ଆଡ୍‌ଭର୍ଟାଇଜମେଣ୍ଟରେ ଉଲ୍ଲେଖ ରହିଛି, ଶୀଘ୍ର କିଣନ୍ତୁ, ଆସିଲା କରୋନା ଭାଇରସ ଭାକ୍‌ସିନ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ ଆଉ ବଞ୍ଚିବେ ୩ ବର୍ଷ, ଡାକ୍ତରଙ୍କ ଦାବି !…

ମସ୍କୋ, ୨୯।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦିଆଯାଇଛି। ସେ ଆଉ ମାତ୍ର ୩ ବର୍ଷ ବଞ୍ଚିବେ। ରୁଷିଆର ରାଷ୍ଟ୍ରପତି ଭବନ ନେତାଙ୍କ...

ଧମକ ଦେଲା ରୁଷିଆ: ତୃତୀୟ ବିଶ୍ୱଯୁଦ୍ଧ ହେଲେ ପଡ଼ିବ ପରମାଣୁ ବୋମା

ମସ୍କୋ,୨।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ୭ ଦିନ ବିତିଛି। ରୁଷିଆ ସେନାର ଆକ୍ରମଣ କ୍ରମାଗତ ଭାବେ ୟୁକ୍ରେନ ଉପରେ ବଢ଼ି ଚାଲିଛି। ଏଭଳି ସ୍ଥିତିରେ...

ଜରୁରୀ ନୁହେଁ ଲୋକେ ମୋର ସମସ୍ତ ଟୁଇଟ ଉପରେ ଭରସା କରିବେ: ମସ୍କ

ୱାଶିଂଟନ,୨୨ ।୧: ଅରବପତି ଉଦ୍ଦ୍ୟୋଗପତି ଏଲନ ମସ୍କଙ୍କ ବିରୋଧରେ ଟେଲସା ଟୁଇଟ ବିବାଦ ମାମଲାର ଶୁଣାଣି ଆରମ୍ଭ ହୋଇସାରିଛି । ସାନ ଫ୍ରାନସିସକୋରେ ଜୁରୀଙ୍କ ସମ୍ମୁଖରେ...

କରୋନା ଟିକା ‘ସୈତାନ ଟିକା’, ପରିବର୍ତ୍ତନ ହେବ ଡିଏନ୍‌ଏ: ଅଭିଯୋଗ ଆଣିଲେ ଦକ୍ଷିଣ ଆଫ୍ରିକା ପ୍ରଧାନ ବିଚାରପତି

ଜୋହାନ୍ସ୍‌ବର୍ଗ,୧୨।୧୨: ଏବେ ବ୍ରିଟେନ୍‌ରେ କରୋନା ଟିକାଦାନ ଜାରି ରହିଛି। ଆଗାମୀ ଦିନରେ ଅନ୍ୟ ଦେଶରେ ମଧ୍ୟ ସାର୍ବଜନୀକ ଟିକାଦାନ ପାଇଁ ଯୋଜନା କରାଯାଉଛି। ତେବେ କରୋନା...

ସୌଦି ଆରବରେ ଭାରତୀୟ ହିନ୍ଦୁଙ୍କ ମୃତଦେହକୁ ପୋତା ଯାଇଥିବା ଅଭିଯୋଗ

ନୂଆଦିଲ୍ଲୀ,୧୬।୩ : ଦିଲ୍ଲୀ ହାଇକୋର୍ଟଙ୍କ ସାମ୍ନାକୁ ଆସିଛି ଏକ ବିଚିତ୍ର ମାମଲା। ସୌଦି ଆରବରେ ଜଣେ ଭାରତୀୟ ହିନ୍ଦୁଙ୍କୁ ଭୁଲ ବଶତଃ ମୁସଲିମ ପରମ୍ପରା ରୀତିନୀତିରେ...

ପାକିସ୍ତାନରେ ପଡ଼ିଲା ଭାରତୀୟ କ୍ଷେପଣାସ୍ତ୍ର; ପ୍ରତିରକ୍ଷା ମନ୍ତ୍ରଣାଳୟ କହିଲା…

ନୂଆଦିଲ୍ଲୀ,୧୧।୩: ପାକିସ୍ତାନରେ ପଡ଼ିଲା ଭାରତୀୟ କ୍ଷେପଣାସ୍ତ୍ର। ଭାରତପଟୁ ଏକ ମିସାଇଲ୍‌ ଦୁର୍ଘଟଣାବଶତଃ ପାକିସ୍ତାନ ପଟକୁ ଫାୟାରିଂ ହୋଇଯାଇଥିଲା। ହେଲେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ...

ସୁଏଜ୍‌ କେନାଲରେ ଜାହାଜ ଅଚଳ

କାଇରୋ,୨।୨ : ତରଳୀକୃତ ପ୍ରାକୃତିକ ବାଷ୍ପ (ଏଲ୍‌ଏନ୍‌ଜି) ପରିବହନ କରୁଥିବା ଏକ ଜାହାଜ ବୁଧବାର ସୁଏଜ୍‌ କେନାଲରେ ଅଚଳ ହୋଇଯାଇଛି। ତେବେ ଏଥିପାଇଁ ବିଶ୍ୱର ଦ୍ୱାର...

ଟ୍ରମ୍ପ୍‌ ଉଠାଇବେ ଧର୍ମୀୟ ସ୍ବାଧୀନତା ପ୍ରସଙ୍ଗ

ଓ୍ବାଶିଂଟନ,୨୩ା୨(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦୁଇଦିନିଆ ଭାରତ ଗସ୍ତରେ ସୋମବାର ଆସୁଛନ୍ତି। ଅହମଦାବାଦରେ ତାଙ୍କୁ ସ୍ବାଗତ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ମଙ୍ଗଳବାର ନୂଆଦିଲ୍ଲୀରେ...

Advertisement
Archives

Model This Week