ଡ୍ରାଗନ୍ର ରହସ୍ୟମୟ ‘ଏରିଆ-୫୧’, ଏୟାରବେସ୍ ନିର୍ମାଣ ରହିଛି ଜାରି…
ବେଜିଂ,୩।୭: ଭାରତର ପୂର୍ବ ଲଦାଖ ଅଞ୍ଚଳରେ ଲଗାତାର ଉତ୍ତେଜନା ସୃଷ୍ଟି କରୁଥିବା ଚାଇନାର ଏକ ଏୟାର ବେସ୍ ନିର୍ମାଣ କାର୍ଯ୍ୟର ସାଟେଲାଇଟ୍ ଫଟୋକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାଦ୍ୱାରା ଲୋପ୍ ନୁର୍ ମରୁଭୂମି ଅଞ୍ଚଳରେ ଚାଇନା ଅତ୍ୟାଧୁନିକ ଏୟାର…
ସମୁଦ୍ର ମଝିରେ ନିଆଁ…
ମେକ୍ସିକୋ ସିଟି,୩।୭: ଲାଟିନ୍ ଆମେରିକା ଦେଶ ମେକ୍ସିକୋରେ ସମୁଦ୍ର ମଝିରେ ହଠାତ୍ ଭୟଙ୍କର ନିଆଁ ଦେଖିଯାଇଛି। ସମୁଦ୍ର ମଝିରେ ନିଆଁ ଜଳୁଥିବାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଠାରେ ଥିବା ଏକ ପ୍ରାକୃତିକ ତୈଳ…
ରାଫାଲ୍ ଡିଲ୍ ଯାଞ୍ଚ୍ ପାଇଁ ବିଚାରପତି ନିଯୁକ୍ତ, ବହୁ ଭିଆଇପିଙ୍କ ଉପରେ ନଜର…
ପ୍ୟାରିସ୍/ନୂଆଦିଲ୍ଲୀ,୩।୭: ରାଫାଲ୍ ଡିଲ୍ରେ ବ୍ୟାପକ ଅର୍ଥ ହେର୍ଫେର୍ ହୋଇଥିବା ଅଭିଯୋଗ ହେବା ପରେ ଫ୍ରାନ୍ସ୍ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାର ଯାଞ୍ଚ୍ ପାଇଁ ଫ୍ରାନ୍ସ୍ ପକ୍ଷରୁ ବିଚାରପତି ନିଯୁକ୍ତ କରାଯାଇଛି। ଦେଶର ପବ୍ଲିକ୍ ପ୍ରସ୍ୟୁକିଶନ ସର୍ଭିସେଜ୍ର ଫାଇନାନ୍ସିଆଲ କ୍ରାଇମ୍…
ବଗ୍ରାମ ଛାଡ଼ିଲେ ଆମେରିକା ସୈନ୍ୟ
କାବୁଲ,୩ା୭: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରୁ କିଛି ସମୟ ଧରି ଆମେରକୀୟ ସେନା ପର୍ଯ୍ୟାୟକ୍ରମେ ସ୍ବଦେଶକୁ ଫେରିବାରେ ଲାଗିଛନ୍ତି। ଏହି କ୍ରମରେ ବଗ୍ରାମ ବାୟୁସେନା ଘାଟିରୁ ଆମେରିକା ଓ ନାଟୋ ସୈନ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଫଗାନ ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା ବଳକୁ…
ବେଜୋସ୍ଙ୍କ ପୂର୍ବରୁ ମହାକାଶ ଯିବେ ବ୍ରାନ୍ସନ
ବ୍ଲୁ ଅରିଜିନ୍ ତଥା ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଜୁଲାଇ ୨୦ରେ ମହାକାଶ ଯାତ୍ରା ପାଇଁ ଯୋଜନା କରିଥିବାବେଳେ ଏହା ପୂର୍ବରୁ ଅନ୍ୟ ଜଣେ ଅରବପତି ଉଦ୍ୟୋଗୀ ରିଚାର୍ଡ ବ୍ରାନ୍ସନ ଭିର୍ଜିନ୍ ଗାଲାକ୍ଟିକ୍ ହୋଲ୍ଡିଂସ୍ ଆଇଏନ୍ଏସ୍ର (ଏସ୍ପିସିଇ.ଏନ୍)ର ପରୀକ୍ଷାମୂଳକ ଉଡ଼ାଣରେ ମହାକାଶ…
ପାଣିରେ ଜରୁରୀ ଅବତରଣ କଲା ବିମାନ
ନ୍ୟୁୟର୍କ,୨।୭: ଦୁଇ କ୍ରୁ ମେମ୍ବରକୁ ନେଇ ଉଡାଣ ଆରମ୍ଭ କରିଥିବା ଏକ ବୋଇଂ ୭୩୭ କାଗ୍ରୋ ବିମାନ ଶୁକ୍ରବାର ସକାଳେ ହୋନୋଲୁଲୁ ପାଣିରେ ଜରୁରୀକାଳିନ ଅବତରଣ କରିଛି। ବିମାନର ଇଞ୍ଜିନରେ ତ୍ରୁଟି ଦେଖା ଦେବାରୁ ପାଇଲଟଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଲା…
ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ୟୁଏଇ
ଆବୁଧାବି,୨।୭: ଭାରତକୁ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ପକ୍ଷରୁ ଏକ ବଡ଼ ଝଟ୍କା ମିଳିଛି। ଭାରତୀୟ ନାଗରିକଙ୍କ ଯାତ୍ରା ଉପରେ ୟୁଏଇ ପ୍ରତିବନ୍ଧକ ଲଗାଇଛି। ଭାରତ ସମେତ ୧୩ଟି ଦେଶର ଯାତ୍ରା ଉପରେ ୟୁଏଇ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଶୁକ୍ରବାର ୟୁଏଇର…
ସୋସିଆଲ ମିଡିଆରେ ଏବେ ମହିଳା ରହିବେ ସୁରକ୍ଷିତ, ପ୍ରତିଶ୍ରୁତି ଦେଲେ…
ପ୍ୟାରିସ୍,୨ା୭: ଟୁଇଟର, ଗୁଗଲ୍, ଫେସବୁକ୍ ଏବଂ ଟିକ୍ଟକ୍ ଭଳି ଟେକ୍ କମ୍ପାନୀଗୁଡ଼ିକ ଅନ୍ଲାଇନ୍ ଅପରାଧକୁ ଦୂର କରିବା ସହିତ ଡିଜିଟାଲ ପ୍ଲାଟ୍ଫର୍ମରେ ମହିଳାଙ୍କ ସୁରକ୍ଷା ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଓ୍ବାଲର୍ଡ ଓ୍ବାଇଡ୍ ଓ୍ବେବ୍ ଫାଉଣ୍ଡେଶନ (WWWF) ସହିତ ଯୋଗାଯୋଗ କରିବା ପରେ…
ଖୁସି ଖବର: ଡେଲ୍ଟା ପ୍ଲସ ଭାରିଏଣ୍ଟ ପାଇଁ ଭଲ କାମ କରିବ ଜନସନ ଆଣ୍ଡ ଜନସନ ଭ୍ୟାକ୍ସିନ!
ୱାଶିଂଟନ,୨ ।୭: କରୋନା ଭାଇରସର ନୂଆ ଡେଲ୍ଟା ପ୍ଲସ ଭାରିଏଣ୍ଟ ଏବେ ବିଶ୍ୱପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଏହା ଏମିତି ଏକ ଭାରିଏଣ୍ଟ ଯାହା ସିଧାସଳଖ ଫୁସ ଫୁସ ଉପରେ ପ୍ରଭାବ ପକାଉଛି ବୋଲି କୁହାଯାଉଛି । ସବୁଠାରୁ…
ମାର୍କ ଜୁକରବର୍ଗଙ୍କ ଭଳି ଦେଖାଯାଉଥିବା ଅପରାଧୀଙ୍କୁ ଖୋଜି ଆଣିଲେ ମିଳିବ ୨୨ କୋଟି ଟଙ୍କା ପୁରସ୍କାର
କଲମ୍ବିଆ,୨।୭: କଲମ୍ବିଆ ପୋଲିସ ଦେଶର ରାଷ୍ଟ୍ରପତିଙ୍କ ହେଲିକପ୍ଟରକୁ ଗୁଳି ଚଳାଇବା ମାମଲାରେ ଦୁଇ ଅଭିଯୁକ୍ତଙ୍କ ସ୍କେଚ ଫେସବୁକରେ ଜାରି କରିଛି। ସେମାନଙ୍କ ଠିକଣା ପ୍ରକାଶ ପାଇଁ ୨୨ କୋଟି ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ବିଶେଷ କଥା ହେଉଛି ଏକ ସ୍କେଚରେ…
ବାପାଙ୍କଠୁ ହାରିଗଲେ ବ୍ରିଟ୍ନି
ଲସ୍ ଏଞ୍ଜେଲ୍ସ, ୨ା୭:ନିଜ ଜୀବନରେ ବାପାଙ୍କ ହସ୍ତକ୍ଷେପଠାରୁ ମୁକ୍ତି ଚାହୁଁଥିବା ଆମେରିକାର ପପ୍ ସିଙ୍ଗର୍, ଡ୍ୟାନ୍ସର ତଥା ଅଭିନେତ୍ରୀ ବ୍ରିଟ୍ନି ସ୍ପିୟର୍ସ ଆଇନଗତ ଲଢ଼େଇରେ ହାରିଯାଇଛନ୍ତି। ୧୩ ବର୍ଷ ଧରି ଏକପ୍ରକାର ବନ୍ଦୀ ଜୀବନ ବିତାଉଥିବା ବ୍ରିଟ୍ନି ପୂର୍ବଭଳି ପିତା ଜେମ୍ସ…
ବ୍ରିଟେନରେ ଲୋକଙ୍କୁ ଦିଆଯିବ ତୃତୀୟ ଡୋଜ୍
ଲଣ୍ଡନ,୧।୭: କୋଭିଡ୍ ଟିକାର ୨ଟି ଡୋଜ୍ ନେଇଥିବା ବ୍ରିଟେନ ଜନସାଧାରଣଙ୍କୁ ତୃତୀୟ ଡୋଜ୍(ବୁଷ୍ଟର ଡୋଜ୍) ଦେବା ଲାଗି ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶୀତଦିନ ଆସିବା ପୂର୍ବରୁ କରୋନା ଭୂତାଣୁର ନୂଆ ଭାରିଆଣ୍ଟରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସେପ୍ଟେମ୍ବରରୁ ବୁଷ୍ଟର…
Archives


