ଫାଇଜର ଟିକାକୁ ସିଙ୍ଗାପୁରରେ ମଞ୍ଜୁରୀ

ସିଙ୍ଗାପୁର,୧୫।୧୨: ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକାକୁ ସିଙ୍ଗାପୁରରେ ଦିଆଯିବା ଲାଗି ମଞ୍ଜୁରୀ ମିଳିଛି। ଚଳିତ ମାସରେ ପ୍ରଥମ ଅର୍ଡର ଟିକା ଏଠାରେ ପହଞ୍ଚିବ ବୋଲି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ଶେନ୍‌ ଲାଙ୍ଗ୍‌ ଜାତୀୟ ଟେଲିଭିଜନରେ ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏବଂ କ୍ଲିନିକାଲ ଟ୍ରାଏଲ୍‌ ପରେ ଟିକାକୁ ସାର୍ବଜନୀକ ଭାବେ ଦେଶରେ ଦିଆଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସେ କହିଛନ୍ତି। ସରକାର ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି। ଆସନ୍ତା ୨୦୨୧ ବର୍ଷର ମାର୍ଚ୍ଚ ସୁଦ୍ଧା ଦେଶରେ ସମସ୍ତଙ୍କୁ ଟିକା ଦିଆ ସରିଥିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଦେଶରେ ଟିକାକରଣ କାର୍ଯ୍ୟ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମିଳିତ ସହଯୋଗରେ ବିଶେଷଜ୍ଞ ଏବଂ ଚିକିତ୍ସକଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋଦି ଏୟାରଓ୍ବେଜ’ରେ ସିଡନୀ ପହଞ୍ଚୁଛନ୍ତି ପ୍ରବାସୀ ଭାରତୀୟ

ସିଡନୀ,୨୩।୫: ପ୍ରଧାନମନ୍ତ୍ରୀ ମୋଦି ଏବେ ଜାପାନର ହିରୋଶିମା ଏବଂ ପାପୁଆ ନ୍ୟୁ ଗିନି ଦେଇ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଯେଉଁଠାରେ ତାଙ୍କୁ ସ୍ବାଗତ କରାଯାଇଛି। ସିଡନୀ ଅଲିମ୍ପିକ...

ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: କେବଳ ଖୋର୍ଦ୍ଧାରୁ…

ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୮,୭୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ରାଜ୍ୟରେ ଚିହ୍ନଟ ହେଲେ ନୂଆ ୮୨ ପଜିଟିଭ: ସର୍ବାଧିକ ମୟୂରଭଞ୍ଜରୁ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ରାଜ୍ୟରେ କରୋନାକୁ ବର୍ଷେ ପୁରିଛି। ଏବେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି କ୍ରମରେ ବୁଧବାର ରାଜ୍ୟରୁ ୮୨ ନୂଆ କରୋନା...

କରୋନା ଟିକା ଉଦ୍ଭାବନରେ କୁଇନ୍ସଲାଣ୍ଡ ବିଶ୍ୱବିଦ୍ୟାଳୟକୁ ସଫଳତା

କୁଇନ୍ସଲାଣ୍ଡ,୨୨ା୨(ପି.ଟି.) କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଟିକା ବାହାର କରିବାରେ ଅଷ୍ଟ୍ରେଲିଆର ବିଶ୍ୱବିଦ୍ୟାଳୟର ଏକ ଟିମ୍‌କୁ ସଫଳତା ମିଳିଛି। ଏହି ଟିମ୍‌ ଗବେଷଣାଗାରରେ ପ୍ରସ୍ତୁତ...

ରାଜ୍ୟରୁ ଚିହ୍ନଟ ହେଲେ ୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର...

ଶହେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରୁ ୨୯ ମୃତ ଦେହ ଜବତ: ପୋଲିସର ତନାଘନା

ମେକ୍ସିକୋ ସିଟି,୧୮।୯: ଏକ କବରସ୍ତାନରେ ପଡ଼ିଥିବା ଶହେଟି ପ୍ଲାଷ୍ଟିକ୍‌ ବ୍ୟାଗ୍‌ରୁ ପୋଲିସ ୨୯ଟି ମୃତ ଦେହ ଜବତ କରିଛି। ଏଭଳି ଏକ ଘଟଣା ମେକ୍ସିକୋର ଜଲିସ୍କୋସ୍ଥିତ...

୨୪ ଘଣ୍ଟାରେ ରାଜ୍ୟରୁ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୭।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୩୬ ଜଣ ଚିହ୍ନଟ ହୋଇଥିବା ବେଳେ ୯୭...

ଚନ୍ଦ୍ରୟାନ-୨କୁ ନେଇ ଭାରତକୁ କଟାକ୍ଷ କଲା ପାକିସ୍ତାନ

ଇସ୍‌ଲାମାବାଦ,୭।୯: ପାକିସ୍ତାନ ପୁଣିଥରେ ଭାରତ ପ୍ରତି ଥିବା ତା’ର ନକରାତ୍ମକ ଭାବର ପ୍ରକାଶ କରିଛି। ଭାରତର ମହତ୍ତ୍ୱାକାଂକ୍ଷୀ ଚନ୍ଦ୍ରୟାନ-୨ର ବିଫଳତା ପରେ ପାକିସ୍ତାନ ଏହାକୁ ନେଇ...

Advertisement
Archives

Model This Week