ଅନ୍ତର୍ଜାତୀୟ

ଏହି ଦେଶରେ ଏବେ ମାସ୍କ ପିନ୍ଧିବା ଜରୁରୀ ନୁହେଁ

ରୋମ୍‌,୨୮ା୬: ଫେବୃୟାରୀ ୨୦୨୦ରେ ବିଶ୍ୱରେ ମହାମାରୀ କରୋନା ବ୍ୟାପିବା ପରେ ଲୋକମାନେ ମାସ୍କ ପିନ୍ଧିବା ଆରମ୍ଭ କରିଥିଲେ। ୟୁରୋପର ଲୋକମାନେ ମଧ୍ୟ ମାସ୍କ ପିନ୍ଧି ଏହି ମହାମାରୀରୁ ନିଜକୁ ରକ୍ଷା କରିଥିଲେ। ଏଥି ସହିତ ୨୦୨୧ ମଧ୍ୟଭାଗରେ ୟୁରୋପୀୟ ଦେଶ ଇଟାଲୀର…

ଏକ ଛତ୍ରବାଦୀ ଶାସକଙ୍କ ଓଜନ କମୁଛି, ଦେଶବାସୀଙ୍କ ଚିନ୍ତା ବଢୁଛି…

ପୋୟାଙ୍ଗୟଙ୍ଗ,୨୮।୬: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ ନେଇ ଏବେ ଦେଶବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ କିଛି ମାସ ଧରି ଲଗାତାର କିମ୍‌ଙ୍କ ଶରୀର ଓଜନ ଲଗାତାର କମିବାରେ ଲାଗିଛି। କିମ୍‌ ଦୁର୍ବଳ ହେଉଥିବାରୁ ଏନେଇ ଜନସାଧାରଣଙ୍କ…

ବସ୍‌ଷ୍ଟାଣ୍ଡରେ ବ୍ରିଟେନ ପ୍ରତିରକ୍ଷା ଦସ୍ତାବିଜ୍‌

ଲଣ୍ଡନ, ୨୮ା୬: ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟର ୫୦ ପୃଷ୍ଠା ସମ୍ବଳିତ ଗୋପନୀୟ ଦସ୍ତାବିଜ୍‌ ମଙ୍ଗଳବାର ଦକ୍ଷିଣ ଇଂଲଣ୍ଡର କେଣ୍ଟଠାରେ ଥିବା ଏକ ବସ୍‌ଷ୍ଟାଣ୍ଡରୁ ମିଳିବା ଘଟଣା ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ଡକ୍ୟୁମେଣ୍ଟରେ ବ୍ରିଟେନ ଯୁଦ୍ଧ ଜାହାଜ ଏବଂ ବ୍ରିଟିଶ…

ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପାଟିରୁ ଭୁଲ ବଶତଃ ବାହାରି ଯାଇଥିଲା ‘ଶହୀଦ ଲାଦେନ’

ଇସ୍ଲାମାବାଦ,୨୭।୬: ଆମେରିକା ଦ୍ୱାରା ଆବ୍ବତାବାଦରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଓସାମା ବିନ ଲାଦେନଙ୍କୁ ଶହୀଦ କରି ଦିଆଯାଇଥିଲା। ଗତବର୍ଷ ଜୁନରେ ଆମେରିକାରେ ଜାତୀୟ ସଭାକୁ ସମ୍ବୋଧିତ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏଭଳି ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ସେତେବେଳେ ବିଶ୍ୱ…

ଟିକ୍‌ଟକ୍‌ରେ ଭାଇରାଲ ହେବା ପରେ ଜବତ ହେଲା ସିଂହ

ଫନୋମ ପେନ (କମ୍ବୋଡିଆ),୨୭।୬: ଟିକ୍‌ଟକ୍‌ ଭିଡିଓ ଭାଇରାଲ ହେବା ପରେ ଚାଇନିଜ ବ୍ୟକ୍ତିଙ୍କ ଠାରୁ ରବିବାର ଏକ ପୋଷା ସିଂହ ଜବତ କରିଛନ୍ତି କମ୍ବୋଡିଆ ଅଧିକାରୀ। ୧୮ ମାସର ପୁରୁଷ ସିଂହର ଓଜନ ୭୦ କିଲୋ। ଏହି ସିଂହକୁ ବିଦେଶରୁ ଆଣି…

କରୋନାରୁ ସୁସ୍ଥ ହେବା ପରେ ସମ୍ପୂର୍ଣ୍ଣ ସ୍ବାଦ, ଗନ୍ଧ ଫେରିବାକୁ ୧ ବର୍ଷ ଲାଗିପାରେ: ବିଶେଷଜ୍ଞ

ପ୍ୟାରିସ୍,୨୭ା୬: କରୋନାରୁ ସୁସ୍ଥ ହେବା ପରେ ଯଦି ସ୍ବାଦ ଏବଂ ଗନ୍ଧ ବାରି ନ ହୁଏ ତେବେ ଏହା ଫେରିବାକୁ ୧ ବର୍ଷ ଲାଗିପାରେ ବୋଲି ଏକ ନୂତନ ଅନୁସନ୍ଧାନରୁ ଜଣାପଡ଼ିଛି। କରୋନା ଭାଇରସକୁ ୨୦୨୦ ଆରମ୍ଭରେ ମହାମାରୀ ଘୋଷଣା କରାଯାଇଥିଲା।…

କେତେ ଦିନ ବଲିଉଡ୍‌ର ନକଲ କରିବ, ପାକିସ୍ତାନ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଇମ୍ରାନଙ୍କ ପ୍ରଶ୍ନ..

ଲାହୋର,୨୭।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଦେଶର ଫିଲ୍ମ ଇଣ୍ଡଷ୍ଟ୍ରିକୁ ପ୍ରଶ୍ନ କରି କହିଛନ୍ତି ଯେ, ଆଉ କେତେ ଦିନ ବଊିଉଡ୍‌କୁ ନକଲ କରିବ, ଏବେ ନିଜର ପ୍ରକୃତ ପ୍ରତିଭାର ପରିଚୟ ଦିଅ। ସବୁବେଳେ ଓରିଜିନାଲିଟିକୁ ହିଁ ପ୍ରାଧାନ୍ୟ ମିଳିଥାଏ। ମାତ୍ର…

ଜେଲ୍‌ରେ ଥାଇ କଲ୍‌ଗର୍ଲଙ୍କୁ ଡାକିଲେ କଏଦୀ, ଅଶ୍ଳୀଳ ଫଟୋ ସାମ୍ନାକୁ ଆସିବା ପରେ…

ଲଣ୍ଡନ,୨୭ା୬: ଜେଲ୍‌ରେ ସଜା କାଟୁଥିବା ଜଣେ କଏଦୀ କଲ୍‌ଗର୍ଲଙ୍କୁ ଡାକିଥିଲେ। ଏହି ଘଟଣାର ଖୁଲାସା ହେଲା ଯେତେବେଳେ ମୋବାଇଲରେ ଉଠା ଯାଇଥିବା ଅଶ୍ଳୀଳ ଫଟୋ ଭାଇରାଲ ହେଲା। ତେବେ ଏହି ଫଟୋ ସାମ୍ନାକୁ ଆସିବା ପରେ ଜେଲ୍‌ର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ…

ଏହି ଦେଶରେ ରହିଛି ଶିଶୁଙ୍କ ଫ୍ୟାକ୍ଟ୍ରି, ଲକ୍ଷାଧିକ ଟଙ୍କା ଦେଇ ମନ ପସନ୍ଦର ସନ୍ତାନ କିଣି ନିଅନ୍ତି ଦମ୍ପତି

ଲଣ୍ଡନ,୨୭ା୬: ମା’ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ସବୁଠୁ ଖୁସିର ମୁହୂର୍ତ୍ତ। କୁହାଯାଏ, ଜଣେ ନାରୀ ମା’ ହେଲେ ଯାଇ ତା’ ନାରୀ ଜୀବନର ସାର୍ଥକତା ମିଳିଥାଏ। ମାତ୍ର ବେଳେବେଳେ ଶରୀରରେ ସମସ୍ୟା ହେତୁ ମହିଳାମାନେ ମା’ ହେବାକୁ ଅସମର୍ଥ ହୋଇଥାନ୍ତି।…

ରାଫାଲର ନୂଆ ରେକର୍ଡ, ଲଗାତାର ଉଡ଼ିଲା ୧୨ ଘଣ୍ଟା …

ପ୍ୟାରିସ୍‌/ନୂଆଦିଲ୍ଲୀ,୨୭।୬: ଫ୍ରାନ୍ସ୍‌ ଯୁଦ୍ଧ ବିମାନ ରାଫାଲ ଲଗାତାର ୧୨ ଘଣ୍ଟା ଉଡ଼ି ଏକ ନୂଆ ରେକର୍ଡ କରିଛି। ଏହି ସମୟ ମଧ୍ୟରେ ରାଫାଲ ୧୭ ହଜାର କିଲୋମିଟର ଅତିକ୍ରମ କରିଛି। ପ୍ରଶାନ୍ତ ମହାସାଗର ସ୍ଥିତ ଏୟାର ବେସ୍‌ ଅଭିମୁଖେ ଯାତ୍ରା ସମୟରେ…

ନେଶର ରାମିଲା ହୋମୋ

ଜେରୁଜେଲମ୍‌,୨୭ା୬: ଇସ୍ରାଏଲ୍‌ର ରାମିଲା ସହରରେ ହେବ୍ର୍ୟୁ ୟୁନିଭର୍ସିଟି ଅଫ୍‌ ଜେରୁଜେଲମ୍‌ର ପ୍ରତ୍ନତତ୍ତ୍ୱ ଟିମ୍‌ ପ୍ରାକ୍‌ ଐତିହାସିକ ଯୁଗର ମଣିଷଙ୍କ ଦେହାବଶେଷ ଠାବ କରିଛିି। ହୋମୋ ଜାତୀୟ ସମେତ ଆଧୁନିକ ମଣିଷ ସହ ଏହା ମେଳ ଖାଉନାହିଁ। ଇସ୍ରାଏଲ୍‌ର ଗବେଷକମାନେ ଗୁରୁବାର ଦାବି…

ରାଷ୍ଟ୍ରପତିଙ୍କ ହେଲିକପ୍ଟରକୁ ଟାର୍ଗେଟ

କଲମ୍ବିଆ ରାଷ୍ଟ୍ରପତି ଇଭାନ ଡ୍ୟୁକ ଯାତ୍ରା କରୁଥିବା ହେଲିକପ୍ଟର ଉପରେ ଶୁକ୍ରବାର ଆକ୍ରମଣ ହୋଇଛି। କାଟାଟୁମ୍ବୋ ଅଞ୍ଚଳ ଦେଇ ନର୍ଟେ ଡି ସାଣ୍ଟାଣ୍ଡର ପ୍ରଦେଶର ରାଜଧାନୀ କୁକୁଟା ସହର ଅଭିମୁଖେ ରାଷ୍ଟ୍ରପତିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀ ଯାଉଥିବାବେଳେ ହେଲିକପ୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri