ପୁଣି ମାଡ଼ି ଆସିଲା ବିପଦ: ନୂଆ କରୋନା ଭୂତାଣୁର ସନ୍ଧାନ, ସରକାର ଜାରି କଲେ ଲକ୍‌ଡାଉନ୍‌

ଲଣ୍ଡନ,୧୫।୧୨: କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏବେ ପୁଣି ବିପଦ ମାଡ଼ି ଆସୁଛି। ବ୍ରିଟେନରେ ସାର୍ବଜନୀକ ଭାବେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା ପ୍ରଦାନ କାର୍ଯ୍ୟ ଜାରି ରହିଛି। ତେବେ ଏଠାରେ ନୂଆର ପ୍ରକାର କରୋନା ଭୂତାଣୁର ସନ୍ଧାନ ମିଳିଛି। ଏହା କୋଭିଡ୍‌-୧୯ ଭୂତାଣୁ ତୁଳନାରେ ଅଧିକ ଶୀଘ୍ର ବ୍ୟାପିବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଧବାରଠାରୁ ରାଜଧାନୀ ଲଣ୍ଡନ ଏବଂ ଏହାର ଆଖପାଖ ଅଞ୍ଚଳରେ ପୁଣି ଲକ୍‌ଡାଉନ୍‌ ଜାରି କରାଯାଇଥିବା ସ୍ବାସ୍ଥ୍ୟ ସଚିବ ମାଟ୍‌ ହାନ୍‌କକ୍‌ ସୂଚନା ଦେଇଛନ୍ତି। ଏହି ନୂଆ ଭୂତାଣୁ ଦୁଇଗୁଣା ଅଧିକ ବେଗରେ ସଂକ୍ରମଣ କରାଇବାକୁ ସକ୍ଷମ ବୋଲି ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲାକ ଫଙ୍ଗସକୁ ଡରି ଆତ୍ମହତ୍ୟା କଲେ ଦମ୍ପତି!

ମେଙ୍ଗାଲୁରୁ,୧୭ ।୮: କର୍ନାଟକର ମେଙ୍ଗାଲୁରୁରେ ଏକ ଦମ୍ପତି ବ୍ଲାକ ଫଙ୍ଗସକୁ ଡରି ଆତ୍ମହତ୍ୟା କରିଥିବା ଜଣାପଡିଛି । ଉଭୟ କରୋନାରେ ସଂକ୍ରମିତ ଥିଲେ । ସୁଇସାଇଟ...

ମିଛ କରୋନା ନେଗେଟିଭ ରିପୋର୍ଟ ନେଇ ବୁଲିବାକୁ ଯାଇଥିବା ୧୩ ପର୍ଯ୍ୟଟକ ଗିରଫ

ଡେରାଡୁନ,୧୫ ।୭: ପର୍ଯ୍ୟଟନସ୍ଥଳି ବୁଲିବାକୁ ଗଲେ କରୋନା ନେଗେଟିଭ ରିପୋର୍ଟ ସାଙ୍ଗରେ ଧରିବା ବାଧ୍ୟତାମୂଳକ ହୋଇଯାଇଛି । ଉତ୍ତରାଖଣ୍ଡ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା...

ରେଡ୍‌ ହାର୍ଟ ଇମୋଜି ପଠାଇଲେ ୨୦ ଲକ୍ଷ ଜରିମାନା, ସରକାରଙ୍କ ନୂଆ ନିୟମ…

ରିୟାଦ୍‌,୧୭।୨ : ସୌଦି ଆରବର କଠୋର ନିୟମ ବିଷୟରେ ସଭିଙ୍କୁ ଜଣା। ଅପରାଧୀଙ୍କ ଲାଗି ତ କଠୋର ନିୟମ ରହିଛି। ଏହା ସହିତ ନିତି ଦିନିଆ...

ଶେଷନାରାୟଣ ସିଂଙ୍କ ପରଲୋକ

ନୋଏଡ଼ା, ୮।୫: ବର୍ଷୀୟାନ ସାମ୍ବାଦିକ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଳେଷକ ଶେଷନାରାୟଣ ସିଂଙ୍କର ଉତ୍ତରପ୍ରଦେଶ ଗ୍ରେଟର ନୋଇଡ଼ାସ୍ଥିତ ଏକ ସରକାରୀ ହସ୍ପିଟାଲରେ ଶୁକ୍ରବାର ପରଲୋକ ହୋଇଯାଇଛି।...

କ୍ଷମା ମାଗିଲେ ମୋରିସନ୍‌

କାନ୍‌ବେରା, ୮ା୨:  ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ ଜଣେ ପୂର୍ବତନ ମହିଳା କର୍ମଚାରୀଙ୍କୁ ବଳାତ୍କାର ମାମଲାରେ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ମଙ୍ଗଳବାର ତାଙ୍କୁ କ୍ଷମା ମାଗିଛନ୍ତି। ପାର୍ଲାମେଣ୍ଟର ପ୍ରତିରକ୍ଷା...

ଜର୍ମାନ ଶାସକ ଦଳର ନୂଆ ନେତା ଅର୍ମିନ

ବର୍ଲିନ, ୧୭।୧: ଜର୍ମାନ ଚାନ୍‌ସେଲର ଆଞ୍ଜେଲା ମର୍କେଲ୍‌ଙ୍କ ସେଣ୍ଟର-ରାଇଟ୍‌ ପାର୍ଟି ଗଭର୍ଣ୍ଣର ଅର୍ମିନ ଲାସେଟ୍‌ଙ୍କୁ ଦଳର ନୂଆ ନେତା ଚୟନ କରିଛି। ନିର୍ବାଚନ ପୂର୍ବରୁ ନୂଆ...

ଘୋର ମାନ୍ଦାବସ୍ଥା: ଜିଡିପି ଖସିବ ୪୫%

ନୂଆଦିଲ୍ଲୀ,୧୯।୫: ଦେଶର ଜିଡିପି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ଖସି ଚାଲିଥିବା ବେଳେ ଚଳିତ ବର୍ଷ ଏହା ପ୍ରାୟ ୧.୯% ରହିବ ବୋଲି...

କରୋନା ପଢ଼ାଇବ ସମାନୁଭୂତିର ଗଣିତ

ନୂଆଦିଲ୍ଲୀ,୨୩ା୪: ଆମେ ସମସ୍ତେ ଏକ। ବର୍ତ୍ତମାନର କୋଭିଡ୍‌-୧୯ ମହାମାରୀ ଏ ବିଷୟକୁ ସିଦ୍ଧ କରିବା ଲାଗି ସଚେତନତା ଜଗାଉଛି। ଏହି ସଙ୍କଟ ଟଳିଯିବା ପରେ ସମାନୁଭୂତି,...

Advertisement
Archives

Model This Week