ଅନ୍ତର୍ଜାତୀୟ

ଫେଲ୍‌ ମାରିଲା ଦକ୍ଷିଣ କୋରିଆର ପ୍ରଥମ ସ୍ପେସ୍‌ ରକେଟ୍‌ ପରୀକ୍ଷଣ

ସିଓଲ, ୨୨।୧୦: ଦକ୍ଷିଣ କୋରିଆ ପ୍ରଥମ ଥର ପାଇଁ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ସ୍ପେସ୍‌ ରକେଟ୍‌ ‘ନୁରୀ’ର ପରୀକ୍ଷଣ କରାଯାଇଛି। ମହାକାଶକୁ ଉପଗ୍ରହ ପ୍ରେରଣ ଦିଗରେ ଏହି ରକେଟ୍‌ ଟେଷ୍ଟ ଦେଶ ପାଇଁ ଏକ ବଡ଼ ପଦକ୍ଷେପ ବୋଲି ଅଧିକାରୀମାନେ…

କାବୁଲରେ ପହଞ୍ଚିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ଇସଲାମାବାଦ,୨୧ା୧୦: ଆଫଗାନିସ୍ତାନର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହ ଆଲୋଚନା କରିବା ପାଇଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେଶି ଗୁରୁବାର ଆଇଏସ୍‌ଆଇ ମୁଖ୍ୟ ଲେଫ୍ଟ ଜେନେରାଲ ଫେଜ୍‌ ହମିଦଙ୍କ ସହ କାବୁଲରେ ପହଞ୍ଚିଛନ୍ତି। ଏହି ଯାତ୍ରା ଗୋଟିଏ ଦିନ ପାଇଁ। ପାକିସ୍ତାନର…

ଭାରତକୁ ଶୁଭେଚ୍ଛା ଜଣାଇଲା ଡବ୍ଲୁଏଚଓ

ଜେନେଭା,୨୧ ।୧୦: ଦେଶରେ କରୋନା ମହାମାରୀ ସହ ଲଢିବାକୁ ଦିଆଯାଉଥିବା ଟିକା ଗୁରୁବାର ୧୦୦କୋଟି ଅତିକ୍ରମ କରିଛି । ଏହି ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ତେଦ୍ରୋସ ଅଧାନୋମ ଗେବ୍ରେୟେସସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଶେଷଜ୍ଞ, ସ୍ୱାସ୍ଥ୍ୟକର୍ମୀ ଓ…

ଚିକିତ୍ସା ବିଜ୍ଞାନରେ ନୂଆ ବିପ୍ଳବ: ମଣିଷ ଜୀବନ ରକ୍ଷା କରିବ ଘୁଷୁରି କିଡ୍‌ନୀ

ଓ୍ବାଶିଂଟନ,୨୧ା୧୦: ମେଡିକାଲ ସାଇନ୍ସ ବା ଡାକ୍ତରୀ ବିଜ୍ଞାନ କେତେ ଯେ ଅଗ୍ରଗତି କରିଛି, ତାହା ଆପଣ ଠିକ୍‌ରେ ଅନୁମାନ କରିପାରୁଥିବେ। ଏବେ ଆମେରିକାର ଜଣେ ବ୍ୟକ୍ତିଙ୍କ ଶରୀରରେ ଘୁଷୁରି କିଡ୍‌ନୀ ଲଗାଯାଇଛି। ନ୍ୟୁୟର୍କର ସର୍ଜନମାନେ ଘୁଷୁରିର କିଡ୍‌ନୀକୁ ଜଣେ ରୋଗୀଙ୍କ ଶରୀରରେ…

ତାଲିବାନ୍‌ ସହ ୧୦ ଦେଶର ବୈଠକ

ମସ୍କୋ, ୨୧ା୧୦: ଆଫଗାନିସ୍ତାନ ପ୍ରସଙ୍ଗରେ ତାଲିବାନ୍‌ ପ୍ରତିନିଧିଙ୍କ ଉପସ୍ଥିତିରେ ରୁଷିଆ ବୁଧବାର ଏକ ଅନ୍ତର୍ଜାତୀୟ ବୈଠକ ଆୟୋଜନ କରିଛି। ଆଫଗାନିସ୍ତାନରେ ଶାନ୍ତି ଓ ସ୍ଥିରତା ଆଣିବା ପାଇଁ ତାଲିବାନ୍‌ ଖୁବଶୀଘ୍ର ଏକ ପୂର୍ଣ୍ଣ ସରକାର ଗଢ଼ୁ ବୋଲି ରୁଷିଆ ପରାମର୍ଶ ଦେଇଛି।…

‘ଟ୍ରୁଥ୍ ସୋସିଆଲ’ ନାଁରେ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିବେ ଟ୍ରମ୍ପ

ୱାଶିଂଟନ,୨୧ ।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିବା କଥା ଗୁରୁବାର ଘୋଷଣା କରିଛନ୍ତି । ଏହାର ନାଁ ରହିବ ‘ଟ୍ରୁଥ ସୋସିଆଲ’ । କୁହାଯାଉଛି କି ଏହା ଟୁଇଟର ଭଳିହେବ,…

ଇସ୍ତଫା ଦେବେ ଗୀତା ଗୋପୀନାଥ

ୱାଶିଂଟନ୍‌,୨୦।୧୦: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ତାଙ୍କ ପଦରୁ ଇସ୍ତଫା ଦେବେ। ଏ ନେଇ ଆଇଏମ୍‌ଏଫ୍‌ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଗୋପୀନାଥ ଇସ୍ତଫା ଦେବା ପରେ ଆସନ୍ତା ଜାନୁୟାରୀରେ ହାଭାର୍ଡ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗକୁ ଫେରିବା…

କାବୁଲରେ ବଡ଼ ଧରଣର ବିସ୍ଫୋରଣ, ମୃତାହତଙ୍କ ସୂଚନା ଦେବାକୁ ତାଲିବାନ ମନାକଲା…

କାବୁଲ,୨୦।୧୦: ଆଫଗାନିସ୍ତାନ ରାଜଧାନୀ କାବୁଲରେ ବୁଧବାର ସକାଳ ୭ଟା ୫୦ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ କେତେ ସଂଖ୍ୟକ ଲୋକ ମୃତାହତ ହୋଇଛନ୍ତି ତାହାର ସୂଚନା ଦେବାକୁ ତାଲିବାନ ରୋକ୍‌ ଠୋକ୍‌ ମନା କରି ଦେଇଛି। ବିସ୍ଫୋରଣ ପୂର୍ବରୁ…

ଇଣ୍ଟରନେଟ୍‌କୁ ନୂଆ ରୂପ ଦେବ ମେଟାଭର୍ସ

ଲଣ୍ଡନ, ୨୦ା୧୦: ଦୁନିଆର ସବୁଠୁ ବଡ଼ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସ୍‌ବୁକ୍‌ ପାଇବ ନୂଆ ପରିଚୟ। ସୋସିଆଲ ମିଡିଆ ବଦଳରେ ଫେସ୍‌ବୁକ୍‌କୁ ‘ମେଟାଭର୍ସ’ରେ ପରିଣତ କରିବାକୁ ଯାଉଛନ୍ତି ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ। ସବୁକିଛି ଯୋଜନା ଅନୁଯାୟୀ ଚାଲିଲେ ଫେସ୍‌ବୁକ୍‌ ଆଗାମୀ…

ବିବାହ କଲେ ବିଲ୍‌ ଗେଟ୍‌ସଙ୍କ ଝିଅ

ଲଣ୍ଡନ,୧୯।୧୦: ବିଲ୍‌ ଗେଟ୍‌ସଙ୍କ ଝିଅ ଜେନିଫର୍‌ ଗେଟ୍‌ସ ବିବାହ କରିଛନ୍ତି। ଶନିବାର ସେ ତାଙ୍କର ପୁରୁଷ ବନ୍ଧୁ ନାଏଲ ନାସାରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନ୍ୟୁୟର୍କର ୱେଷ୍ଟଚେଷ୍ଟରରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି। ନାଏଲ ନାସାର ଜଣେ ଇଜିପ୍ଟିଆନ୍‌…

ବାଇଡେନଙ୍କୁ ଟ୍ରମ୍ପଙ୍କ ଚ୍ୟାଲେଞ୍ଜ

ଓ୍ବାଶିଂଟନ,୧୯ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର କୋର୍ଟରେ ହାଜର ହୋଇ ଜାନୁୟାରୀ ୬ରେ ସଂସଦ ଉପରେ ହୋଇଥିବା ଆକ୍ରମଣର ଡକ୍ୟୁମେଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ସେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିଷ୍ପତ୍ତିକୁ…

ଜାପାନ ମୁହାଁ ଉତ୍ତର କୋରିଆ କ୍ଷେପଣାସ୍ତ୍ର…

ଟୋକିଓ,୧୯।୧୦: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ବାରଣ ସତ୍ତ୍ୱେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଆମେରିକା ଆଣବିକ ନିରସ୍ତ୍ରୀକରଣ ନେଇ କିମ୍‌ଙ୍କ ତାଗିଦ୍‌ କରିବାର କିଛି ଘଣ୍ଟା ପରେ ମଙ୍ଗଳବାର ଏହି କ୍ଷେପଣାସ୍ତ୍ରକୁ ଜାପାନ ମୁହାଁ କରାଯାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri