ଘୋଡ଼ା ସହ ଏମିତି କାମ କଲେ ଶିକ୍ଷୟିତ୍ରୀ, ଶେଷରେ ଗଲା ଚାକିରି
ଲଣ୍ଡନ,୨୨ା୧୨: ବ୍ରିଟେନରେ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଏମିତି କିଛି କାର୍ଯ୍ୟ କରିଛନ୍ତି, ଯାହା ଜାଣିଲେ ଆପଣ ମଧ୍ୟ ନିନ୍ଦା କରିବେ। ସୋସିଆଲ ମିଡିଆରେ ତାଙ୍କ କାର୍ଯ୍ୟକଳାପ ଭାଇରାଲ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଭାଇରାଲ ଭିଡିଓରେ ସାରା…
୨୦୨୨ରେ କରୋନାକୁ ହରାଇବା, ଡବ୍ଲ୍ୟୁଏଚ୍ଓ ମୁଖ୍ୟଙ୍କ ଆହ୍ବାନ…
ନୂଆଦିଲ୍ଲୀ, ୨୨।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଏହା ନୂଆ ନୂଆ ଦେଶକୁ ସଂକ୍ରମିତ ହେବାରେ ଲାଗିଛି। ଏପରିସ୍ଥଳେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟେସସ କହିଛନ୍ତି ଯେ…
କୋଭିଡ୍ ଟିକାର ଚତୁର୍ଥ ଡୋଜ୍ ଦେବାକୁ ଘୋଷଣା କଲା ଇସ୍ରାଏଲ
ଇସ୍ରାଏଲ,୨୨।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବିସ୍ତାରକୁ ନେଇ ଦେଶରେ ଚିନ୍ତା ବଢାଇଛି। ଏହାରି ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କୋଭିଡ ଟିକାର ଚତୁର୍ଥ ଡୋଜ୍ ଦିଆଯିବା ନେଇ ଇସ୍ରାଏଲ ଘୋଷଣା କରିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିଶେଷଜ୍ଞ…
ବାବର କ୍ରୁଜ ମିଶାଇଲର ସଫଳ ପରୀକ୍ଷଣ କଲା ପାକିସ୍ତାନ
ଇସଲାମାବାଦ,୨୨ ।୧୨: ପାକିସ୍ତାନ ସ୍ୱଦେଶ ନିର୍ମିତ ବାବର କ୍ରୁଜ ମିଶାଇଲର ଅପଡେଟ ଭର୍ସନର ସଫଳ ପରୀକ୍ଷା ମଙ୍ଗଳବାର କରିଛି । ଏହା ୯୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ । ଏହା ପୂର୍ବ ମିଶାଇଲ ତୁଳନାରେ ୨ ଗୁଣା…
ଉଜ୍ରା ତିବ୍ବତ ପ୍ରସଙ୍ଗରେ ଆମେରିକା ପ୍ରତିନିଧି
ଓ୍ବାଶିଂଟନ/ଚାଇନା,୨୨।୧୨: ଭାରତୀୟ ବଂଶୋଦ୍ଭବ କୂଟନୀତିଜ୍ଞ ଉଜ୍ରା ଜେୟାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତିବ୍ବତ ପ୍ରସଙ୍ଗରେ ସ୍ପେଶାଲ କୋଅର୍ଡିନେଟର ଭାବେ ନିଯୁକ୍ତ କରିଛନ୍ତି। ଚାଇନା ଓ ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ମଧ୍ୟରେ ଆଲୋଚନା ପାଇଁ ମଧ୍ୟ ତାଙ୍କୁ ଦାୟିତ୍ୱ ଦିଆଯାଇଛି।…
ସାଙ୍ଗିଆ ଚୟନ ସ୍ବାଧୀନତା
ପ୍ୟାରିସ୍, ୨୨।୧୨: ନାରୀ ସଶକ୍ତୀକରଣର ପ୍ରସଙ୍ଗ ଉଠିଲେ ପ୍ରଥମେ ଆଲୋଚନା ହୁଏ ମହିଳା ସ୍ବାଧୀନତା ଉପରେ। ହେଲେ ଶିଶୁ ଜନ୍ମ ହେବା ପରେ ତା’ର ସାଙ୍ଗିଆ (ସର୍ନେମ୍) ବାପାଙ୍କ ନାମ ଅନୁଯାୟୀ ନିର୍ଦ୍ଧାରଣ କରାଯିବା କେବଳ ପ୍ରାଚ୍ୟ ନୁହେଁ, ପାଶ୍ଚାତ୍ୟ ଚଳଣିରେ…
ଓମିକ୍ରନରେ ଅଧିକ ସଂକ୍ରମିତ ହେଉଛନ୍ତି ୨୦-୩୦ ବର୍ଷ ବୟସର ଯୁବବର୍ଗ, ରହିଛି ଏସବୁ ଲକ୍ଷଣ..
ୱାଶିଂଟନ,୨୨ ।୧୨: କମ୍ ପ୍ରଭାବି କୁହାଯାଉଥିବା କରୋନା ଭାଇରସର ନୂଆ ଭାରିଏଣ୍ଟ ଏବେ ତା’ର ଅସଲ ରୂପ ଦେଖାଇବା ଆରମ୍ଭ କଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ଓମିକ୍ରନ୍ ଯୋଗୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…
କରୋନା ମହାମାରୀ ଯୋଗୁ ଆମେରିକାରେ କମିଛି ଜନସଂଖ୍ୟା ବୃଦ୍ଧି
ୱାଶିଂଟନ,୨୨ ।୧୨: ପୂର୍ବରୁ ଜନସଂଖ୍ୟା ବୃଦ୍ଧି ଅର୍ଥାତ୍ ଆମେରିକାରେ ଜନସଂଖ୍ୟା ବୃଦ୍ଧି ହାର କମ୍ ଥିବା ବେଳେ କରୋନା ମହାମାରୀ ପରେ ଏହା ଆହୁରି କମ୍ ହୋଇ ଯାଇଥିବା କୁହାଯାଉଛି । ଦେଶ ସ୍ଥାପନ ହେବା ପରଠାରୁ ଏହାସବୁଠାରୁ କମ୍ ଜନ୍ମହାର…
ଆମେରିକା ପରେ ଇସ୍ରାଏଲରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ
ଜେରୁଜେଲମ,୨୨ ।୧୨: ଡରାଇଲାଣି କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ । ଆମେରିକା ପରେ ଏବେ ଇସ୍ରାଏଲରେ ଓମିକ୍ରନର ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି । ଇସ୍ରାଏଲର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେଠାରେ ଓମିକ୍ରନରେ ସଂକ୍ରମିତ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ…
ଓମିକ୍ରନ୍ ଯୋଗୁ ୟୁରୋପରେ ଆସିବ ଆଉ ଏକ ଝଡ଼: ଡବ୍ଲୁଏଚଓ
ଜେନେଭା,୨୨ ।୧୨: ବିଶ୍ୱକୁ ଭୟ ଓମିକ୍ରନ୍ । ଏବେ ଏହା ଅନେକ ଦେଶକୁ ବ୍ୟାପିଥିବା ବେଳେ ଭବିଷ୍ୟତରେ ୟୁରୋପରେ ଏହା ଝଡ଼ ଆଣିବ ବୋଲି କହିଛନ୍ତି ଡବ୍ଳୁଏଚଓର ସ୍ଥାନୀୟ ନିର୍ଦ୍ଦେଶକ ଡା. ହୈସ କ୍ଲୁଜ । ଭିୟାନରେ ଏକ ପ୍ରେସ୍ କନଫରେନ୍ସରେ…
ପୂର୍ବତନ ସ୍ତ୍ରୀଙ୍କୁ ୫,୫୦୦ କୋଟି ଦେବେ ଦୁବାଇ ଶାସକ
ଲଣ୍ଡନ, ୨୧ା୧୨: ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ୍-ଅଲ୍-ମୁକ୍ତମ୍ ଏବଂ ତାଙ୍କ ପୂର୍ବତନ ସ୍ତ୍ରୀ ହାୟା ବିଣ୍ଟ ଅଲ୍ ହୁସେନ୍(୪୭)ଙ୍କ ମଧ୍ୟରେ ଚାଲିଥିବା ଦୁଇ ଛୁଆଙ୍କ ହେପାଜତ ମାମଲାରେ ମଙ୍ଗଳବାର ରାୟ ଶୁଣାଇଛନ୍ତି ଲଣ୍ଡନ ହାଇକୋର୍ଟ। ଶେଖ୍…
ସାଧାରଣ କାଶ ବି ହୋଇପାରେ ଓମିକ୍ରନ୍ ଲକ୍ଷଣ…
ଲଣ୍ଡନ/ନୂଆଦିଲ୍ଲୀ, ୨୧।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ ଆକ୍ରାନ୍ତଙ୍କୁ ବିଶ୍ଳେଷଣ କରୁଥିବା ବୈଜ୍ଞାନିକମାନେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଦକ୍ଷିଣଆଫ୍ରିକାରେ ଓମିକ୍ରନ ଆକ୍ରାନ୍ତଙ୍କଠାରେ ଦେଖାଯାଉଥିବା ଏକ…

