ଅନ୍ତର୍ଜାତୀୟ

କରୋନାକୁ ନେଇ ଚମକାଇବା ଭଳି କଥା କହିଲେ ‘ବ୍ୟାଟ ଓମ୍ୟାନ’

ବେଜିଂ,୮ ।୮: କରୋନା ଭାଇରସକୁ ନେଇ ଏବେ ସାରା ଦେଶରେ ହାହାକାର ପଡିଥିବା ବେଳେ ‘ବ୍ୟାଟ ଓମ୍ୟାନ’ ଭାବେ ପରିଚିତ ଚାଇନାର ଏହି ମହିଳା ଚମକାଇବା ଭଳି କଥା କହିଛନ୍ତି । ‘ବ୍ୟାଟ ଓମ୍ୟାନ’ ସି ଜେଙ୍ଗଲିଙ୍କ ମତରେ କରୋନା ଭାଇରସ…

ଆକାଶରୁ ବୋମା ବର୍ଷା, ୫୭୨ ତାଲିବାନ୍‌ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା..

କାବୁଲ,୮।୮: ଆଫଗାନିସ୍ତାନର କାନ୍ଧାହାର ଏବେ ଯୁଦ୍ଧକ୍ଷେତ୍ର ପାଲଟିଛି। ତାଲିବାନ ଆତଙ୍କବାଦୀ ଏବଂ ସରକାରୀ ସୈନ୍ୟ ବାହିନୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ଆଫଗାନିସ୍ତାନ ସୈନ୍ୟ ବାହିନୀର ସହାୟତା କରିଛି ଆମେରିକାର ବାୟୁସେନା। ସ୍ଥାନୀୟ ଶେବର୍ନ ସହରରେ ଆମେରିକା…

ପ୍ରି-ଓ୍ବେଡିଂ ଫଟୋ ଶୁଟ୍‌ କରୁଥିଲେ କପଲ, ହଠାତ୍‌ ଲାଗିଗଲା କରେଣ୍ଟ୍‌; ଆଉ ତା’ ପରେ…

ବ୍ରାସିଲିଆ,୮ା୮: ଜଣେ ଯୁବ ଡାକ୍ତର ବିବାହ ପୂର୍ବରୁ ଭାବି ସ୍ତ୍ରୀଙ୍କ ସହ ଫଟୋ ଶୁଟ୍‌ କରୁଥିବାବେଳେ ହଠାତ୍‌ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଫଳରେ ଦୁଇଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ବ୍ରାଜିଲର ୩୧ ବର୍ଷୀୟ ଯୁବ ଡାକ୍ତର ଡେନିଶ ରିକାଡୋ ଫାରିଆ ଗୁର୍‌ଗେଲଙ୍କ…

ବିପଦ ମାଡ଼ି ଆସୁଛି, ଏନ୍ତୁଡ଼ିଶାଳକୁ ପୁଣି ଫେରିଲା କରୋନା…

ବେଜିଂ,୮।୮: କରୋନା ମହାମାରୀର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାର ହୁବେଇ ପ୍ରଦେଶର ଉହାନ୍‌ ସହରରେ ସଙ୍କଟ ସୃଷ୍ଟି ହୋଇଛି। ଏଠାକୁ ପୁଣି କରୋନା ଫେରିଛି। ସହରରେ କେରାନା ସଂକ୍ରମଣ ଆରମ୍ଭ ହେବାରୁ ସୁରକ୍ଷା ଦୃଷ୍ଟିରୁ ଇତିମଧ୍ୟରେ କୋଟିଏରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା…

ତାଲିବାନ ଦଖଲରେ ଦ୍ୱିତୀୟ ପ୍ରାଦେଶିକ ରାଜଧାନୀ

କାବୁଲ, ୮।୮(ଆଇଏଏନ୍‌ଏସ୍‌): ସପ୍ତାହେ ବ୍ୟାପୀ ସଂଘର୍ଷ ପରେ ତାଲିବାନ ଆତଙ୍କବାଦୀମାନେ ଶନିବାର ଆଫଗାନିସ୍ତାନର ଉତ୍ତର ଭାଗରେ ଅବସ୍ଥିତ ଜଜାନ୍‌ ପ୍ରଦେଶର ରାଜଧାନୀ ଶେବେରଗାନ୍‌କୁ ନିଜ ଦଖଲକୁ ନେଇଛନ୍ତି। ସୂତ୍ର ଅନୁଯାୟୀ ସୁରକ୍ଷା ବଳ କେବଳ ଖ୍ବାଜା ଡାକୋ ଜିଲାର ପ୍ରାଦେଶିକ ବିମାନବନ୍ଦରରେ…

ଉତ୍କଟ ଖାଦ୍ୟ ସଙ୍କଟରେ ୪୪ ଲକ୍ଷ ନାଇଜେରୀୟ

ଜାତିସଂଘ, ୮।୮(ଆଇଏଏନ୍‌ଏସ୍‌): ଉତ୍ତରପୂର୍ବ ନାଇଜେରିଆରେ ଗୁରୁତର ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଛି। ସେଠାର ୪୪ ଲକ୍ଷ ଲୋକ ଖାଦ୍ୟାଭାବର ସମ୍ମୁଖୀନ ହୋଇଥିବା ଜାତିସଂଘ ମୁଖପାତ୍ର ଫାର୍‌ହାନ ହକ୍‌ କହିଛନ୍ତି। ସେମାନଙ୍କ ମଧ୍ୟରୁ ୭.୭୫ ଲକ୍ଷ ଖାଦ୍ୟ ଅସୁରକ୍ଷାଜନିତ ବିପଦର ସମ୍ମୁଖୀନ ବୋଲି…

ନିଆଁ ଆଁରେ ୩ ଦେଶ

ଜେନେଭା,୮ା୮: ଗ୍ରୀସ୍‌ରେ ଜଙ୍ଗଲ ନିଆଁ ଭୟାବହ ରୂପ ଧାରଣ କରିଛି। ଚତୁର୍ଦ୍ଦିଗକୁ ବନାଗ୍ନି ବ୍ୟାପିବାରେ ଲାଗିଥିବାରୁ ହଜାର ହଜାର ପର୍ଯ୍ୟଟକ ଓ ବାସିନ୍ଦାଙ୍କୁ ରାଜଧାନୀ ଏଥେନ୍ସରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଖୁବ୍‌ ଜୋର୍‌ରେ ପବନ ବହିବା ସହ ଉଚ୍ଚ ତାପମାତ୍ରା…

ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିରୋଧି

ଲଣ୍ଡନ,୭ ।୮: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଜଣେ ସହଯୋଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ ବି ବୋରିସ ଜନସନ ନିଜକୁ ଆଇସୋଲେଟ କରିବାକୁ ମନା କରିଦେଇଛନ୍ତି । ଜନସନଙ୍କ ଏହି ନିଷ୍ପତ୍ତି ପରେ ବିରୋଧି ଶନିବାର ହଙ୍ଗାମା କରିଛନ୍ତି…

୭୦% ଟିକାକରଣ ପରେ ମଧ୍ୟ ଥମୁନି ଦୈନିକ ସଂକ୍ରମଣ

ୱାଶିଂଟନ,୭।୮: ଆମେରିକା ମହାମାରୀ କରୋନା ବିରୋଧରେ ଲଢେଇ ଜାରି ରଖିଛି। ଏନେଇ ଟିକାକରଣକୁ ଦେଶରେ ଜୋରଦାର କରାଯାଉଛି। ଆମେରିକାରେ ୭୦% ଲୋକଙ୍କୁ ଟିକା ଦିଆଗିଲାଣି। ହେଲେ ଏବେ ବି ଦେଶରେ ଦୈନିକ ସଂକ୍ରମଣ ହାରାହାରି ୧ ଲକ୍ଷରେ ପହଞ୍ଚିଛି। କରୋନାର ଡେଲ୍ଟା…

ଆଫଗାନିସ୍ତାନ: କୁନ୍ଦୁଜ ସହରରେ ହିଂସା ୧୧ ମୃତ, ୩୯ ଆହତ

କାବୁଲ,୭ ।୮: ଆଫଗାନିସ୍ତାନର କୁନ୍ଦୁଜ ସହରରେ ହୋଇଥିବା ହିଂସାରେ ଅତିକମରେ ୧୧ ଜଣଙ୍କ ମୃତ୍ୟୁ ହେବା ସହ ୩୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । କୁନ୍ଦୁଜ ସାର୍ବଜନିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ମୁଖ୍ୟ ଏହସାନୁଲ୍ଲା ଫାଜଲି ଏହାର ସୂଚନା ଦେଇଛନ୍ତି…

ଆକାଶରେ ଉଡ଼ିଲା ସୁଇମିଂ ପୁଲ୍‌ ପାଣି, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମେଲବୋର୍ନ: କିଛିଦିନ ହେବ ଗ୍ଲୋବାଲ ଓ୍ବାର୍ମିଂ ସହ ଜଡ଼ିତ ଅନେକ ଆଶ୍ଚର୍ଯ୍ୟକର ଘଟଣାସବୁ ସାମ୍ନାକୁ ଆସୁଛି। କାନାଡାରେ ପ୍ରବଳ ଗ୍ରୀଷ୍ମ, ଚାଇନାରେ ୧୦୦୦ ବର୍ଷ ମଧ୍ୟରେ ସବୁଠୁ ଅଧିକ ବର୍ଷା, ଜର୍ମାନୀରେ ପ୍ରବଳ ବନ୍ୟା ଦେଖିବାକୁ ମିଳିଥିବାବେଳେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଜୋର୍‌ରେ…

୨୬୦୦ ବର୍ଷ ତଳର ସର୍ବ ପୁରାତନ ଟଙ୍କାଶାଳର ମିଳିଲା ସନ୍ଧାନ…

ବେଜିଂ,୭।୮: ଚାଇନାରେ ପୃଥିବୀର ସର୍ବ ପୁରାତନ ଟଙ୍କା ଶାଳର ସନ୍ଧାନ ମିଳିଛି। ଏଠାରେ ଖ୍ରୀଷ୍ଟପୂର୍ବ ୬୪୦ ରୁ ୫୫୦ ମଧ୍ୟରେ ଟଙ୍କା ତିଆରି ଆରମ୍ଭ କରାଯାଇଥିବା ପ୍ରତ୍ନତତ୍ତ୍ୱବିତ୍‌ ମାନେ ପ୍ରକାଶ କରିଛନ୍ତି। ୨୬ ଶହ ବର୍ଷ ତଳେ ଏଠାରେ ପ୍ରଥମ ଧାତୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri