ସୀମାରେ କୁକୁର ରୋବଟ ଚଳାଇବ ଗୁଳି…

ଓ୍ବାଶିଂଟନ, ୫।୨ : ଖୁବ୍‌ ଶୀଘ୍ର ଆମେରିକା ସୀମା ସୁରକ୍ଷା ଦାୟିତ୍ୱ ରୋବଟ କୁକୁରକୁ ପ୍ରଦାନ କରାଯିବ। ଏହି କୁକୁର ସୀମାରେ ପାଟ୍ରୋଲିଂ କରିବା ସହିତ ଆବଶ୍ୟକ ପଡ଼ିଲେ ଶତ୍ରୁ ଉପରକୁ ଗୁଳି ମଧ୍ୟ ଚଳାଇବ। ମେକ୍ସିକୋ ସୀମାର ଦକ୍ଷିଣ ପ୍ରାନ୍ତରେ ଏହାକୁ ମୁତୟନ କରାଯିବା ଲାଗି ଯୋଜନା କରାଯାଉଛି।

ଏହା ଘୋଷ୍ଟ ରୋବଟିକ୍ସ୍‌ର ଲୋକପ୍ରିୟ ମଡେଲ। ଏହା ୨.୫ ଫୁଟ ଉଚ୍ଚ, ଏହାର ଘୋଷ୍ଟ ଭିଜନ୍‌ ୬୦ ମିଟର ରହିଛି। ଏହାର ଓଜନ ୩୨ କିଲୋଗ୍ରାମ୍‌ । ଥରେ ଏହାର ବ୍ୟାଟେରୀ ଚାର୍ଜ କଲେ ଏହା ୩ ଘଣ୍ଟାରେ ସାଢ଼େ ୭ ମାଇଲ୍‌ ବାଟ ଯାଇ ପାରିବ। ଏଥିରେ ଥର୍ମାଲ୍‌ ଉପକରଣ ସହିତ ନାଇଟ୍‌ ଭିଜନ କ୍ୟାମେରା ମଧ୍ୟ ରହିଛି। ସମ୍ପ୍ରତିି ଏହା ଉପରେ ଅଧିକ ପରୀକ୍ଷା ନିରୀକ୍ଷା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ: ଜଣେ ମୃତ

କିଭ୍‌,୧୮ା୫: ରୁଷିଆ- ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି। ଗୁରୁବାର ରୁଷିଆର ଏକ କ୍ଷେପଣାସ୍ତ୍ର ଓଡେସାର ଏକ ଶିଳ୍ପାନୁଷ୍ଠାନରେ ମାଡ଼ ହେବାରୁ ଜଣଙ୍କର...

ପାକିସ୍ତାନ ଭାତଥାଳିରୁ ଡାଲି ଅଦୃଶ୍ୟ,ବନ୍ଦରରେ ପଡ଼ି ରହିଛି ୬ ହଜାରରୁ ଅଧିକ କଣ୍ଟେନର…

ଇସଲାମାବାଦ,୧୪।୧ : ଅନ୍ୟ ଏକ ଅତ୍ୟାବଶ୍ୟକ ରୋଷେଇ ସାମଗ୍ରୀ ପାକିସ୍ତାନରେ ମୁଦ୍ରାସ୍ଫୀତି ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ମହଙ୍ଗା ହେବା ଆରମ୍ଭ କରିଛି। ଡନ ଖବରକାଗଜ...

ରଶ୍‌ଡିଙ୍କ ଆକ୍ରମଣକାରୀ ପୁରସ୍କୃତ

ଦୁବାଇ,୨୨।୨: ଖ୍ୟାତନାମା ଔପନ୍ୟାସିକ ସଲ୍‌ମାନ ରଶ୍‌ଡିଙ୍କ ଆକ୍ରମଣକାରୀଙ୍କୁ ଇରାନର ଏକ ଫାଉଣ୍ଡେଶନ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ୧,୦୦୦ ବର୍ଗମିଟର ଚାଷଜମି ପୁରସ୍କାର ଦେଇଛି।...

ଟ୍ରମ୍ପ ପାଳିବେ ଦୀପାବଳି

ଓ୍ବାଶିଂଟନ,୨୨।୧୦: ଆସନ୍ତା ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ଦୀପାବଳି ପାଳନ କରିବେ ବୋଲି ଜଣାପଡିଛି। ଭାରତରେ ପାଳନ କରାଯାଉଥିବା ଦୀପାବଳି ଉତ୍ସବର...

୫୦ ଦିନରେ କରୋନା: ୯୦ ହଜାର କୋଟି ଖର୍ଚ୍ଚ କଲାଣି ଚାଇନା; ୭୬ କୋଟିରୁ ଅଧିକ ଲୋକ ଘରେ ବନ୍ଦ !

ବେଜିଂ,୧୮।୨: ଇତିମଧ୍ୟରେ ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣକୁ ୫୦ ଦିନ ବିତିଛି। ୨୦୧୯ ଡିସେମ୍ବର ୩୧ରେ ପ୍ରଥମ କରୋନା ସଂକ୍ରମଣ ଘଟଣା ଘଟିଥିଲା। କରୋନା...

ବାପାଙ୍କ ରାସ୍ତାରେ ଯିବେ କି ସାରା

ମାନିଲା, ୨୦ା୯: କାର୍ଯ୍ୟକାଳ ସରିଆସୁଥିଲେ ବି କ୍ଷମତା ଛାଡ଼ିବାକୁ ନାରାଜ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁଟେର୍ଟେ। ଦ୍ୱିତୀୟ ପାଳି ପରେ ଜଣେ ଆଉଥରେ ଦେଶର ଶାସନ...

ଗ୍ଲୋବାଲ ଟାକ୍ସ ଦେବେ ବହୁରାଷ୍ଟ୍ରୀୟ କମ୍ପାନୀ

ପ୍ୟାରିସ, ୧୦ା୧୦: ଅନ୍ତର୍ଜାତୀୟସ୍ତରରେ ଟିକସ ପ୍ରଦାନ ଉପରେ ଅର୍ଥନୈତିକ ସହଯୋଗ ଓ ବିକାଶ ସଙ୍ଗଠନ (ଓଇସିଡି)ର ଏକ ବୈଠକରେ କେତେକ ସଂସ୍କାରକୁ ଅନୁମୋଦନ ମିଳିଛି। ଭାରତ...

ଆମେରିକା ଗସ୍ତ ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ଜେଲେନସ୍କି

ଓ୍ବାଶିଂଟନ୍‌,୨୨।୯: ଆଜିକାଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ଗସ୍ତରେ ଅଛନ୍ତି। ଜେଲେନସ୍କି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଥିଲେ। ଜେଲେନସ୍କି ଏବଂ ତାଙ୍କ ସ୍ତ୍ରୀ...

Advertisement
Archives

Model This Week