ଇମ୍ରାନ୍ଙ୍କ ମୁଣ୍ଡରେ ଚଡ଼କ
ଇସ୍ଲାମାବାଦ/ନୂଆଦିଲ୍ଲୀ,୫ା୩:୨୦୧୮ ଅଗଷ୍ଟ ୧୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ପାକିସ୍ତାନ-ତେହରିକ୍-ଇ-ଇନ୍ସାଫ୍ (ପିଟିଆଇ) ମୁଖ୍ୟ ଇମ୍ରାନ୍ ଖାନ୍ଙ୍କ କାର୍ଯ୍ୟକାଳ ଶେଷ ହୋଇଆସୁଛି କି? ଏହି ପ୍ରଶ୍ନ ଏଇଥିପାଇଁ ଉଠୁଛି ଯେ ଇମ୍ରାନ୍ଙ୍କ ଘନିଷ୍ଠ ସହଯୋଗୀ ତଥା ଅର୍ଥମନ୍ତ୍ରୀ ଅବ୍ଦୁଲ୍ ହାଫିଜ୍...
ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ଚାଇନା ବିପଦ
ନ୍ୟୁୟର୍କ, ୫।୩(ଆଇଏଏନ୍ଏସ୍):ଚାଇନାରୁ ଅନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ବିପଦ ବଢ଼ୁଥିବାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ହାଇ ଆଲର୍ଟ ଜାରି କରିଛନ୍ତି। ଏଥିସହିତ ସମଭାବାପନ୍ନ ଦେଶଗୁଡ଼ିକ ସହ ମେଣ୍ଟ ଗଠନ ଲାଗି ବାଇଡେନ ଆହ୍ବାନ ଦେଇଛନ୍ତି। ଆମେରିକା ଭାରତ ସହ ସମ୍ପର୍କକୁ...
ଭାବିଥିଲେ ପଥର, ମୂଲ୍ୟ ଜାଣି ଚକିତ ହୋଇଗଲେ
ଜାକର୍ତ୍ତା,୪।୩ : ସମୁଦ୍ର କୂଳରେ ବୁଲିଥିବା ଥାଇଲାଣ୍ଡର ଜଣେ ମହିଳାଙ୍କ ଭାଗ୍ୟ ବଦଳି ଯାଇଛି। ସିରିପର୍ନ ନିଆମ୍ରିନ ନାମକ ମହିଳା ନାଖୋନ ସି ଥାମାରାଟ୍ କୂଳରେ ଗତ ୨୩ ତାରିଖରେ ବୁଲୁଥିଲେ। ହଠାତ୍ ତାଙ୍କ ନଜର ପଡ଼ିଥିଲା ମାଛ ଭଳି...
ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମି ଭୟ
ଅକ୍ଲାଣ୍ଡ,୪।୩ : ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପରେ ଶୁକ୍ରବାର ସକାଳେ ୭.୨ ତିବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହାପରେ ପାସିଫିକ ସୁନାମି ଓ୍ବାର୍ନିଂ ସେଣ୍ଟର (ପିଟିଡବ୍ଲ୍ୟୁସି) ପକ୍ଷରୁ ପୂରା ଦେଶରେ ସୁନାମି ପାଇଁ ଜାରି କରାଯାଇଛି ଚେତାବନୀ । ପ୍ରଥମେ...
ନିର୍ଦ୍ଦୋଷ ଥାଇ ୨୩ ବର୍ଷ ଜେଲ୍ରେ ରହିଲେ ଏହି ବ୍ୟକ୍ତି, ଏବେ ସରକାର ଗଣିବେ…
ଓ୍ବାଶିଂଟନ,୪।୩: ଆମେରିକାର ଜଣେ ବ୍ୟକ୍ତି ନିର୍ଦ୍ଦୋଷ ହୋଇ ବି ୨୩ ବର୍ଷ ପର୍ଯ୍ୟନ୍ତ ଜେଲ୍ରେ ସଜା କାଟିଲେ। ଏବେ ତାଙ୍କୁ ନ୍ୟାୟ ମିଳିଛି। କୋର୍ଟଙ୍କ କହିବା ଅନୁଯାୟୀ, କ୍ଷତିପୂରଣ ହିସାବରେ ଏହି ବ୍ୟକ୍ତିଙ୍କୁ ୫ ହଜାର ଡଲାର ଅର୍ଥାତ୍ ପ୍ରାୟ...
ଉଡ଼ନ୍ତା ବିମାନରେ ପାଇଲଟଙ୍କୁ ଆକ୍ରମଣ କଲା ବିଲେଇ, ପରେ ଘଟିଲା ଏମିତି…
ଖାର୍ତୁମ,୪।୩: ସୁଡାନର ଏକ ଯାତ୍ରୀବାହୀ ବିମାନକୁ ଅଜବ କାରଣ ପାଇଁ ଜରୁରୀ ଅବତରଣ କରାଯାଇଛି। ଏହି ବିମାନର କକ୍ପିଟ୍ରେ ଏକ ବିଲେଇ ପଶି ଆସି ପାଇଲଟଙ୍କୁ ହଇରାଣ କରିଥିଲା। ସୂଚନାନୁଯାୟୀ, ଟାର୍କୋ ଏବିକେଶନ କେ ବିମାନ (3T-234) ସୁଡାନର ରାଜଧାନୀ...
ଫିଲ୍ମ ଉରିର ‘ଗରୁଡ’ ଭଳି ଦେଖାଯାଉଥିବା ଡ୍ରୋନ୍ ତିଆରି କଲା ଚାଇନା !
ବେଜିଂ,୪ ।୩: ବଲିଉଡ୍ ଫିଲ୍ମ ‘ଉରି’ରେ ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ଆତଙ୍କବାଦୀଙ୍କ ଉପରେ ନଜର ରଖିବାକୁ ଯେଉଁଭଳି ଏକ ଡ୍ରୋନ୍ ତିଆରି କରାଯାଇଥିଲା ଠିକ୍ ସେହିଭଳି ଏକ ଗରୁଡ ଡ୍ରୋନ୍ ତିଆରି କରାଯାଇଛି । ଏହି ରୋବର୍ଟ ଡ୍ରୋନକୁ ଚାଇନାର...
ଐତିହାସିକ ରାୟ: ଏହି ମହିଳାଙ୍କୁ ମିଳିଲା ଇଚ୍ଛା ମୃତ୍ୟୁର ଅଧିକାର, ଖୁସି କହିଲେ ନ ସରେ…
ଲିମା,୪।୩: ୪୪ ବର୍ଷୀୟା ଜଣେ ମହିଳା କିଛି ବର୍ଷ ଧରି ‘ଇଚ୍ଛା ମୃତ୍ୟୁ ଅଧିକାର’ ପାଇଁ ଲଢୁଥିଲେ। ବର୍ତ୍ତମାନ ପେରୁ ସରକାର ଏକ ଐତିହାସିକ ରାୟ ଶୁଣାଇଛନ୍ତି। ସରକାର ତାଙ୍କୁ ମରିବା ପାଇଁ ଅଧିକାର ଦେଇଛନ୍ତି। ଏନା ଏଷ୍ଟ୍ରାଡା ନାମକ...
ଗୁଳିମାଡ଼ରେ ୩୮ ନିହତ
ୟାଙ୍ଗୁନ୍, ୪।୩: ମ୍ୟାନ୍ମାର ବିକ୍ଷୋଭକାରୀଙ୍କ ଉପରେ ସୁରକ୍ଷା ବଳର ଦମନଲୀଳା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ବିଭିନ୍ନ ସହରରେ ପୋଲିସ ଓ ସେନା ଗୁଳିରେ ୩୮ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ସ୍ଥାନୀୟ ଗଣମାଧ୍ୟମ ତଥା ସୋସିଆଲ ମିଡିଆ ରିପୋର୍ଟରୁ...
ପ୍ରାର୍ଥିତ୍ୱ ପ୍ରତ୍ୟାହାର କଲେ ନୀରା ଟଣ୍ଡନ
ଓ୍ବାଶିଂଟନ, ୪।୩(ପି.ଟି.): ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡନଙ୍କୁ ହ୍ବାଇଟ୍ ହାଉସ ଅଫିସ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟର ନିର୍ଦ୍ଦେଶିକା ଭାବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମନୋନୀତ କରିଥିଲେ। ତେବେ ନିଜ ଦଳ ଡେମୋକ୍ରାଟ ସମେତ ରିପବ୍ଲିକାନ ସିନେଟରଙ୍କ ବିରୋଧ...
ଏହି ଲ୍ୟାବ୍ରେ କରୋନା ସମ୍ବନ୍ଧିତ ଡାଟା ଲୁଚାଇଛି ଚାଇନା
ଓ୍ବାଶିଂଟନ,୩।୩: ଚାଇନାର ଉହାନ ସହରରେ ସର୍ବପ୍ରଥମେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ମାତ୍ର ଚାଇନା ଏକଥାକୁ ମାନିବାକୁ ନାରାଜ। ତଥାପି ସମ୍ପୂର୍ଣ୍ଣ ଅସ୍ବୀକାର ବି କରୁନି। ଏବେ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି, ଚାଇନା ଉହାନ ଲ୍ୟାବ୍ରେ ରହସ୍ୟମୟୀ ଡାର୍କ ଡାଟାବେସକୁ...
ମୁକୁଳିଲେ ୨୭୯ ଅପହୃତା ଛାତ୍ରୀ
ଆବୁଜା, ୩ା୩: ନାଇଜେରିଆର ଉତ୍ତରପଶ୍ଚିମ ରାଜ୍ୟ ଜାମ୍ଫ୍ରାର ଏକ ବୋର୍ଡିଂ ସ୍କୁଲରୁ ଅପହରଣ ହୋଇଥିବା ୨୭୯ ଛାତ୍ରୀ ବନ୍ଧୁକଧାରୀଙ୍କ କବଳରୁ ମୁକୁଳିଛନ୍ତି। ଏ ନେଇ ଜାମ୍ଫ୍ରା ଗଭର୍ନର ବେଲ୍ଲୋ ମାଟଓ୍ବୋଲେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଗତ ଶୁକ୍ରବାର କେତେଜଣ...
Archives


