ଅନ୍ତର୍ଜାତୀୟ

ଚାଇନା ଭଳି ଅନ୍ଧାରରେ ବୁଡି ଯାଇପାରେ କାବୁଲ

କାବୁଲ,୫ ।୧୦: ତାଲିବାନ ଆଫଗାନିସ୍ତାନକୁ ନିଜ କବଳକୁ ନେଇ ଯାଇଛି ସତ । ହେଲେ ଏବେ ବେଳକୁ ବେଳ ତାଲିବାନ ଆଗରେ ନୂଆ ନୂଆ ସମସ୍ୟା ଠିଆ ହେଉଛି । ତାଲିବାନ ଆଫଗାନିସ୍ତାନରେ ବିଜୁଳି ଯୋଗାଇ ଦେଉଥିବା କମ୍ପାନୀ ଗୁଡିକର ବାକିଥିବା…

ଦୁଃଖିତ ହେଲେ ଜୁକରବର୍ଗ

ୱାଶିଂଟନ,୫ ।୧୦: ସୋମବାର ରାତିରେ ପ୍ରାୟ ସମସ୍ତ ସୋସିଆଲ ମିଡିଆ ସର୍ଭର ଡାଉନ୍ ନେଇ ସୂଚନା ମିଳିଥିଲା । ଏହାର ବ୍ୟବହାରକାରୀମାନେ ସର୍ଭର ଡାଉନକୁ ନେଇ ଅସୁବିଧାର ସମ୍ମୁଖୀନ ବି ହୋଇଥିଲେ । ଏମିତି ଖବର ପ୍ରାୟ ସମସ୍ତ ଗଣମାଧ୍ୟମରେ ପ୍ରସାରି…

ପେଟ୍ରୋଲ ପମ୍ପରେ ତେଲ ପହଞ୍ଚାଇବ ସେନା

ଲଣ୍ଡନ, ୪।୧୦: ଟ୍ୟାଙ୍କର ଚଳାଇବା ପାଇଁ ଡ୍ରାଇଭର ମିଳୁ ନ ଥିବାରୁ ବ୍ରିଟେନରେ ଗୁରୁତର ତୈଳ ସଙ୍କଟ ସୃଷ୍ଟି ହୋଇଛି। ସମସ୍ୟାର ସମାଧାନ ପାଇଁ ସୋମବାରଠାରୁ ପେଟ୍ରୋଲ ପମ୍ପଗୁଡ଼ିକୁ ତେଲ ଯୋଗାଣ କାର୍ଯ୍ୟରେ ସୈନ୍ୟବାହିନୀର ଡ୍ରାଇଭରମାନଙ୍କୁ ନିୟୋଜିତ କରାଯାଇଛି। ତେଲ ଅଭାବକୁ…

ସୋସିଆଲ ମିଡିଆ ସର୍ଭର ଡାଉନ

ନୂଆଦିଲ୍ଲୀ,୪।୧୦: ପାଖାପାଖି ୩୦ମିନିଟ୍‌ ଧରି ସୋସିଆଲ ମିଡିଆ ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ,ହ୍ବାଟ୍ସଆପ୍‌ରେ ସର୍ଭର ଡାଉନ ରହିଛି। ବ୍ୟବହାରକାରୀମାନେ ପରସ୍ପର ସହ ଯୋଗଯୋଗ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ବିଭିନ୍ନ ଗଣମାଧ୍ୟମରେ ଏହି ବିଷୟରେ ସୂଚନା ଦିଆଯାଉଛି।

ଚିକିତ୍ସାରେ ଡାଭିଡ୍‌-ଆର୍ଡେନଙ୍କୁ ନୋବେଲ…

ଓ୍ବାଶିଂଟନ,୪।୧୦: ଚିକିତ୍ସାରେ ୨୦୨୧ ବର୍ଷ ପାଇଁ ଡାଭିଡ୍‌ ଜୁଲିୟସ୍‌ ଏବଂ ଆର୍ଡନ ପାଟାପୋର୍ଟିୟନଙ୍କୁ ପ୍ରଦାନ କରାଯିବା ଲାଗି ଘୋଷଣା କରାଯାଇଛି। ଏହି ଦୁଇ ଗବେଷକଙ୍କୁ ଶରୀରରେ ତାପମାତ୍ରା ଚାପ ଏବଂ ଯନ୍ତ୍ରଣା ସୃଷ୍ଟିକାରୀ ରେସେପ୍‌ଟର ପାଇଁ ମିଳିତ ଭାବେ ନୋବେଲ ପୁରସ୍କାର…

ବିମାନରେ ଥିଲେ ୧୦୦ ଯାତ୍ରୀ, ହଠାତ୍‌ ଲାଗିଗଲା ନିଆଁ; ଆଉ ତା’ ପରେ…

ଓ୍ବାଶିଂଟନ,୪ା୧୦: ଆମେରିକାରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଟଳି ଯାଇଛି। ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବିମାନଟି ଉଡ଼ାଣ କରିବାର ଥିଲା। ଏହି ସମୟରେ ଏକ ପକ୍ଷୀ ଇଞ୍ଜିନରେ ପିଟି ହୋଇଯିବାରୁ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଦେଖି…

ଟିକସ ଠକେଇର ସବୁଠୁ ବଡ଼ ପ୍ରଘଟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୪।୧୦: ଶତାଧିକ ବିଲିଓନେୟାର, ୩୦ ବିଶ୍ୱନେତା ଓ ୩୦୦ ସରକାରୀ ଅଧିକାରୀଙ୍କ ଗୁପ୍ତ ଡିଲ୍‌ ଏବଂ ସମ୍ପତ୍ତିକୁ ନେଇ ଲକ୍ଷ ଲକ୍ଷ ଦସ୍ତାବିଜ ପାଣ୍ଡୋରା ପେପର୍ସ ଜରିଆରେ ସାମ୍ନାକୁ ଆସିଛି। ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନେ କିପରି ନିଜ କ୍ଷମତାର ଅପବ୍ୟବହାର…

ଖୋଲିବାକୁ ଯାଉଛି ଇତିହାସର ସବୁଠୁ ବଡ଼ ଦୁର୍ନୀତି

ପାନାମା ସିଟି, ୩।୧୦: ପାନାମା ପେପର୍ସ ଭଳି ଆଉ ଏକ ବିଶ୍ୱସ୍ତରୀୟ ବଡ଼ ଦୁର୍ନୀତିର ରହସ୍ୟ ଉନ୍ମୋଚନ ହେବାକୁ ଯାଉଛି। ପାନାମା ପେପର୍ସ ସ୍କାଣ୍ଡାଲ ୨.୦ କୁହାଯାଉଥିବା ପାଣ୍ଡୋରା ପେପର୍ସକୁ ଇଣ୍ଟରନ୍ୟାଶନାଲ କନ୍‌ସୋର୍ଟିୟମ ଅଫ୍‌ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ନାଲିଷ୍ଟସ୍‌ (ଆଇସିଆଇଜେ) ପ୍ରକାଶ କରିବାକୁ…

କାର୍ଯ୍ୟ ଆରମ୍ଭ କଲା ଆଫଗାନ୍‌ ମିଡିଆ

କାବୁଲ,୩।୧୦: ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବାର ୪୫ ଦିନ ପରେ ଗଣମାଧ୍ୟମ ସଂଗଠନ ଆଫଗାନ୍‌ ଜର୍ନାଲିଷ୍ଟସ୍‌ ସେଫ୍ଟି କମିଟି (ଏଜେଏସ୍‌ସି) କାର୍ଯ୍ୟରେ ଯୋଗ ଦେଇଛି। ଦେଶରେ ରାଜନୈତିକ ପରିବର୍ତ୍ତନ ପରେ ଏଜେଏସ୍‌ସି ଏହାର ଅଧିକାଂଶ କାର୍ଯ୍ୟ ବନ୍ଦ କରିଦେଇଥିଲା। ଏବେ…

ଘର ଉପରେ ଖସି ପଡ଼ିଲା ବିମାନ

ମିଲନ,୩।୧୦: ଇଟାଲିର ମିଲନ ସହରର ଏକ ଦୁଇ ମହଲା ବିଶିଷ୍ଟ କୋଠା ଉପରେ ରବିବାର ଖସି ପଡ଼ିଛି ଏକ ବେସରକାରୀ ବିମାନ। ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାଥମିକ ଭାବେ ବିମାନ ଚାଳକ ସମେତ ୬ଜଣଙ୍କ ମୃତ୍ୟୁ ଘଟିଥିବା…

କାବୁଲରେ ବଡ଼ ଧରଣର ବିସ୍ଫୋରଣ

କାବୁଲ,୩।୧୦: ଆଫଗାନିସ୍ତାନର କାବୁଲର ଇଦଗାହ ମସଜିଦ ନିକଟରେ ରବିବାର ଅପରାହ୍ନରେ ଏକ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଘଟିଥିବା ମସଜିଦରେ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ତାଲିବାନ ମୁଖପାତ୍ର ଜବିବୁଉଲ୍ଲା…

ସମୁଦ୍ରକୂଳରେ ଶହ ଶହ ମୃତ ପକ୍ଷୀ, ଭୂତାଣୁ ସଂକ୍ରମଣ ଆଶଙ୍କା…

ମସ୍କୋ,୩।୧୦: ରୁଷିଆର ସମୁଦ୍ର କୂଳରେ ଶହ ଶହ ମୃତ ପକ୍ଷୀ ପଡ଼ି ରହିଛନ୍ତି। ସ୍ଥାନୀୟ ଅଜୋଭ ସାଗର କୂଳରେ ଥିବା ଆରାବାଟ୍‌ ସ୍ପିଟ୍‌ରେ ଏତେ ସଂଖ୍ୟକ ମୃତ ପକ୍ଷୀଙ୍କୁ ଦେଖି ପରିବେଶବିତ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ୭୦୦୦ରୁ ଅଧିକ ପକ୍ଷୀଙ୍କ ମୃତ୍ୟୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri