ଅନ୍ତର୍ଜାତୀୟ

ଡ୍ରାଗନର ଦାଦାଗିରି: ଦକ୍ଷିଣ ଚାଇନା ସାଗରରେ ଆମେରିକାର ପରମାଣୁ ଜାହାଜ ଉପରେ ଆକ୍ରମଣ

ୱାଶିଂଟନ,୮ ।୧୦: ଦକ୍ଷିଣ ଚାଇନା ସାଗରରେ ଆମେରିକା ଓ ଚାଇନା ମଧ୍ୟରେ ଉତ୍ତେଜନା ପରିସ୍ଥିତି ବେଳକୁ ବେଳ ବଢିବାରେ ଲାଗିଛି । ଅନ୍ୟପଟେ ତାଇୱାନ ମାମଲାରେ ମଧ୍ୟ ଦୁଇ ଦେଶ ଆକ୍ରମଣାତ୍ମକ ଢଙ୍ଗିରେ ମୁହାଁମୁହିଁ ହୋଇଥିଲେ । ଇତିମଧ୍ୟରେ ଦକ୍ଷିଣ ଚାଇନା…

ମୁଣ୍ଡ ନୂଆଁଇଲା ଇଂଲଣ୍ଡ

ନୂଆଦିଲ୍ଲୀ,୭।୧୦: ଭାରତ ଆଗରେ ମୁଣ୍ଡ ନୂଆଁଇଛି ଇଂଲଣ୍ଡ। ଉଭୟ ଡୋଜ୍‌ ନେଇଥିବା ଭାରତୀୟଙ୍କୁ ଆଉ ଇଂଲଣ୍ଡରେ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡିବ ନାହିଁ। ଏହି ନିୟମ ଅକ୍ଟୋବର ୧୧ତାରିଖରୁ ଲାଗୁ ହେବ ବୋଲି ଭାରତର ହାଇ କମିଶନର ଗୁରୁବାର ଟୁଇଟ୍‌ କରି ସୂଚନା…

ଅବଦୁଲ୍‌ ରଜାକ୍‌ ଗୁରନାହଙ୍କୁ ସାହିତ୍ୟରେ ନୋବେଲ…

ଷ୍ଟକହୋମ୍‌,୭।୧୦: ସାହିତ୍ୟରେ ୨୦୨୧ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଅବଦୁଲ୍‌ ରଜାକ୍‌ ଗୁରନାହଙ୍କୁ  ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ରୟାଲ ସୁଇଡିସ୍‌ ଏକାଡେମୀ ଅଫ୍‌ ସାଇନ୍ସ୍‌ ପକ୍ଷରୁ ଏ…

୧୦ ଲକ୍ଷରୁ ଅଧିକ ଶିଶୁଙ୍କ ଜୀବନ ଉପରେ ବିପଦ, ଆଫଗାନିସ୍ତାନରେ କୁପୋଷଣ ସଙ୍କଟ …

ଜେନେଭା,୭।୧୦: ଆଫଗାନିସ୍ତାନରେ କୁପୋଷଣ ସଙ୍କଟ ଉଗ୍ରରୂପ ନେବାରେ ଲାଗିଛି। ଏହା ଦ୍ୱାରା ୧୦ ଲକ୍ଷରୁ ଅଧିକ ଶିଶୁଙ୍କ ଜୀବନ ଉପରେ ବିପଦ ରହିଛି। ଦେଶରେ ୫ ବର୍ଷରୁ କମ୍‌ ବୟସ୍କ ୩୨ ଲକ୍ଷ ଶିଶୁ କୁପୋଷଣ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା…

ପ୍ରଥମ ମ୍ୟାଲେରିଆ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ

ଜେନେଭା, ୭।୧୦: ମ୍ୟାଲେରିଆ ନିରାକରଣ ପାଇଁ ପ୍ରସ୍ତୁତ ପ୍ରଥମ ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ମ୍ୟାଲେରିଆ ବିରୋଧୀ ଲଢ଼େଇରେ ଏହା ଏକ ଐତିହାସିକ ସଫଳତା ବୋଲି ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେୟେସସ୍‌ କହିଛନ୍ତି।…

ଥରିଲା ପାକିସ୍ତାନ: ୬.୦ ତୀବ୍ରତାର ଭୂକମ୍ପରେ ୨୦ ମୃତ ୨୦୦ଶହରୁ ଊର୍ଦ୍ଧ୍ୱ ଆହତ

ଇସଲାମାବାଦ,୭ ।୧୦: ପାକିସ୍ତାନରେ ଗୁରୁବାର ଭୋର ପ୍ରାୟ ୩ଟା ୩୦ରେ ଏକ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଏହାର ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୬.୦ । ଏଥିରେ ୨୦ ଜଣଙ୍କ ମୃତ୍ୟୁ ହେବା ସହ ୨୦୦ଶହରୁ ଊର୍ଦ୍ଧ୍ୱ ଲୋକ…

ଫୋର୍ବସ୍‌ ଧନୀ ତାଲିକାରୁ ବାଦ୍‌ ପଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ, ୬।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫୋର୍ବସ ପତ୍ରିକାର ୪୦୦ ଜଣିଆ ଧନୀ ଆମେରିକୀୟଙ୍କ ତାଲିକାରୁ ପ୍ରଥମ ଥର ପାଇଁ ବାଦ୍‌ ପଡ଼ିଛନ୍ତି। ଦୀର୍ଘ ୨୫ ବର୍ଷ ହେବ ସେ ଏହି ତାଲିକାରେ ରହିଆସିଥିଲେ। ବର୍ତ୍ତମାନ ଟ୍ରମ୍ପ୍‌ଙ୍କ ସମ୍ପତ୍ତିର…

୫୦୦ କୋଟି ଲୋକ ଶୋଷରେ ହେବେ ଆଉଟୁପାଉଟୁ…

ଓ୍ବାଶିଂଟନ,୬।୧୦: ଏବେ ପୃଥିବୀରେ ଜାରି ରହିଥିବା ବିଶ୍ୱ ତାପନ ଏବଂ ଜଳବାୟୁ ପରିବର୍ତ୍ତନ ଧାରାରେ ପରିବର୍ତ୍ତନ ନ ଆସିଲେ ଆଉ ୩୦ ବର୍ଷ ପରେ ୨୦୫୦ ବେଳକୁ ସ୍ଥିତି ଅଣାୟତ ହେବ। ପୃଥିବୀର ୫୦୦ କୋଟି ଲୋକ ପିଇବା ପାଣି ମୁନ୍ଦେ…

୨୦୨୫ ମଧ୍ୟରେ ଆମ ଉପରେ ଆକ୍ରମଣ କରିପାରେ ଚାଇନା: ତାଇଓ୍ବାନ

ତାଇପେଇ,୬ା୧୦: ଚାଇନା ୨୦୨୫ ମଧ୍ୟରେ ଆମ ଉପରେ  ବ୍ୟାପକ ଆକ୍ରମଣ କରିପାରେ। ଏନେଇ ବୁଧବାର ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରୀ ଚିୟୁ କୁଓ-ଚେଙ୍ଗ କହିଛନ୍ତି ଯେ, ଚାଇନା ସହିତ ବର୍ତ୍ତମାନର ଅବସ୍ଥା ୪୦ ବର୍ଷ ମଧ୍ୟରେ ସବୁଠାରୁ ଖରାପ। ନିକଟ ଅତୀତରେ ଚାଇନା…

ରସାୟନ ବିଜ୍ଞାନରେ ବେଞ୍ଜାମିନ୍‌-ମ୍ୟାକ୍‌ମିଲନଙ୍କୁ ନୋବେଲ…

ଓ୍ବାଶିଂଟନ,୬।୧୦: ରସାୟନ ବିଜ୍ଞାନରେ ୨୦୨୧ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ରସାୟନ ବିଜ୍ଞାନ କ୍ଷେତ୍ରରେ ଉଲେ୍‌ଲଖନୀୟ ଅବଦାନ ଲାଗି ୨ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଏନେଇ ଜର୍ମାନୀର ବେଞ୍ଜାମିନ୍‌ ଲିଷ୍ଟ ଏବଂ ଆମେରିକାର ଡାଭିଡ୍‌ ଡବ୍ଲ୍ୟୁ.ସି.…

ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଲା ଚାଇନା…

ବେଜିଂ,୬।୧୦: ତାଇଓ୍ବାନ ଆକାଶ ମାର୍ଗରେ ଆଣବିକ ବୋମାବର୍ଷୀ ଯୁଦ୍ଧ ବିମାନ ଉଡ଼ାଇ ଉତ୍ତେଜନା ସୃଷ୍ଟି କରୁଥିବା ଚାଇନା ଏବେ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି। ଦକ୍ଷିଣ ଚାଇନା ସାଗରରେ ଆମେରିକା, ବ୍ରିଟେନ, କାନାଡ଼ ଏବଂ ଅଷ୍ଟ୍ରେଲିଆର ଯୁଦ୍ଧପୋତ ଲଗାତାର ପଇଁତରା ମାରୁ…

‘ମୋତେ ବାହା ହେବ’ ଏମିତି ଲେଖା ଥାଇ ଉଡୁଥିଲା ବିମାନ, ହଠାତ୍‌ ଇଞ୍ଜିନ ହେଲା ଖରାପ; ଆଉ ତା’ ପରେ…

ଓଟଓ୍ବା,୬ା୧୦: କାନାଡାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ପାଇଲଟ୍‌ ମଧ୍ୟ ଆହତ ହୋଇଛନ୍ତି। ଏହି ବିମାନ ଏକ ବ୍ୟାନର ନେଇ ଉଡ଼ାଣ ଆରମ୍ଭ କରିଥିଲା। ବ୍ୟାନରଟି ବିମାନ ବାହାରେ ଉଡୁଥିଲା। ଯେଉଁଥିରେ ବିବାହ ପ୍ରସ୍ତାବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri