ଅନ୍ତର୍ଜାତୀୟ

ପୁଣି ଟୁଇଟର୍‌କୁ ଫେରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌

ଓ୍ବାଶିଂଟନ,୩ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାରେ ଜଣେ ସଂଘୀୟ ଜଜ୍‌ଙ୍କୁ ତାଙ୍କ ଟୁଇଟର ଆକାଉଣ୍ଟକୁ ପୁନଃ ଚାଲୁ କରିବାକୁ ଅନୁରୋଧ କରିଛନ୍ତି। ଜାନୁୟାରୀରେ କ୍ୟାପିଟାଲ ହିଂସା (ସଂସଦ ଭବନ) ପରେ ଟୁଇଟର ତାଙ୍କ ଆକାଉଣ୍ଟକୁ ବନ୍ଦ କରି ଦେଇଥିଲା।…

ଦେଢ଼ ବର୍ଷର ଶିଶୁ ପୁତ୍ରକୁ ବିକ୍ରି କଲେ ଆଫଗାନୀ ମହିଳା…

କାବୁଲ,୩।୧୦: ତାଲିବାନ୍‌ ଆଫଗାନିସ୍ତାନକୁ ନିଜ ଦଖଲକୁ ନେବା ପରେ ଏବେ ଦେଶର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଖାଇବାକୁ ନ ପାଇ ଲୋକେ ନିଜ ପିଲାଙ୍କୁ ବିକ୍ରି କରିବା ଆରମ୍ଭ କରିଛନ୍ତି। ସମ୍ପ୍ରତି ଜଣେ ଆଫଗାନୀ ମହିଳା…

୩୫ ବର୍ଷର ରହସ୍ୟ ହଟାଇଲା ଡିଏନ୍‌ଏ ଟେଷ୍ଟ

ପ୍ୟାରିସ୍‌, ୩ା୧୦: ଫ୍ରାନ୍ସରେ ୮୦ ଓ ୯୦ ଦଶକର ଅନେକ ନାବାଳିକା ଓ ଯୁବତୀଙ୍କ ହତ୍ୟା ଘଟଣା ଉପରୁ ଏବେ ରହସ୍ୟ ହଟିଛି। ୩୫ ବର୍ଷରୁ ଅଧିକ ସମୟ ଧରି ଅସମାହିତ ପ୍ରଶ୍ନର ଉତ୍ତର ଏବେ ଡିଏନ୍‌ଏ ଟେଷ୍ଟରୁ ମିଳିଛି। ହତ୍ୟାକାରୀଙ୍କୁ…

ତାଲିବାନ୍‌ର ଆତ୍ମଘାତୀ ବୋମାଧାରୀ ବାଟାଲିୟନ

କାବୁଲ, ୩।୧୦: ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିବା ତାଲିବାନ ତାଜିକ୍‌ସ୍ତାନ ଓ ଚାଇନା ସୀମାକୁ ଲାଗିଥିବା ଏହାର ବଡ଼ଖାଶାନ ପ୍ରଦେଶର ଉତ୍ତରପୂର୍ବାଞ୍ଚଳରେ ଆତ୍ମଘାତୀ ବୋମାଧାରୀମାନଙ୍କୁ ମୁତୟନ କରିବ। ଏଥିପାଇଁ ତାଲିବାନ ‘ଲଶ୍କର-ଇ-ମନ୍‌ସୁରି’ ନାମରେ ଏକ ସ୍ବତନ୍ତ୍ର ସୁଇସାଇଡ୍‌ ବମ୍ବର ବାଟାଲିୟନ ଗଠନ…

ଶହେ ବର୍ଷ ପରେ ରାଜକୀୟ ବିବାହ

ସେଣ୍ଟପିଟର୍ସବର୍ଗ, ୩ା୧୦: ଦୀର୍ଘ ଶହେ ବର୍ଷ ପରେ ରୁଷିଆ ରାଜ ପରିବାରର ବିବାହ ରାଜକୀୟ ଢଙ୍ଗରେ ହୋଇଛି। ଦିନେ ଶାସନଚ୍ୟୁତ ହୋଇଥିବା ଏହି ରୟାଲ ଫ୍ୟାମଲି ପୁଣି ଥରେ ରୁଷିଆରେ ସେମାନଙ୍କ ଉପସ୍ଥିତି ଜାହିର କରିବେ ବୋଲି କେହି ଆଶା କରି…

କୋଭିଶିଲ୍ଡ ଟିକା ନେଲେ ୟୁଏନ୍‌ଜିଏ ଅଧ୍ୟକ୍ଷ

ଜାତିସଂଘ, ୨।୧୦: ଜାତିସଂଘ ସାଧାରଣ ସଭା ୭୬ତମ ଅଧିବେଶନର ଅଧ୍ୟକ୍ଷ ଅବଦୁଲ୍ଲା ଶହିଦ କୋଭିଶିଲ୍ଡ ଟିକା ନେଇଛନ୍ତି। ବ୍ରିଟିଶ-ସୁଇଡିଶ୍‌ ଔଷଧ କମ୍ପାନୀ ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ ଏବଂ ପୁଣେସ୍ଥିତ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରସ୍ତୁତ କୋଭିଶିଲ୍ଡ ଟିକାର ସେ ଦୁଇଟି ଡୋଜ୍‌ ନେଇଛନ୍ତି।…

ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଦୁବାଇ, ୨।୧୦: ଆବୁଧାବିର ଏକ ଏୟାର ଆମ୍ବୁଲାନ୍ସ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। କ’ଣ ପାଇଁ ଦୁର୍ଘଟଣା ଘଟିଲା ତାହା ଜଣାପଡି ନାହିଁ। ମୃତକଙ୍କ ମଧ୍ୟରେ ୨ ଜଣ ପାଇଲଟ, ଜଣେ ଡାକ୍ତର ଓ ଜଣେ…

ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଜାତିସଂଘ ମହାସଚିବ

ଜେନେଭା,୨ ।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜୟନ୍ତି ଅବସରରେ କେବଳ ଦେଶ ନୁହେଁ ବିଦେଶରେ ବି ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏମିତିକି ଅକ୍ଟୋବର ୨କୁ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭାବେ ପାଳନ କରାଯାଇଥାଏ । ଏହି…

ଚାଇନାର ଦାଦାଗିରି, ତାଇଓ୍ବାନ ସୀମାରେ ଉଡ଼ାଇଲା ୩୮ ଯୁଦ୍ଧ ବିମାନ…

ବେଜିଂ,୨।୧୦: ବାୟୁସେନା ଦିବସ ପାଳନ ଅବସରରେ ଚାଇନା ତାଇଓ୍ବାନ ଉପରେ ଦାଦାଗିରି ଦେଖାଇଛି। ଚାଇନାର ୩୮ଟି ଯୁଦ୍ଧ ବିମାନ ତାଇଓ୍ବାନ ସୀମାରେ ଉଡ଼ାଣ କରିଛି। ତାଇଓ୍ବାନର ପ୍ରତାସ ଦ୍ୱୀପସମୁହର ଆକାଶ ମାର୍ଗରେ ଦୁଇଟି ପର୍ଯ୍ୟାୟରେ ଚାଇନା ବାୟୁସେନା ପକ୍ଷରୁ ଏଭଳି କରାଯାଇଛି।…

ଆମେରିକାରେ କରୋନା ନେଇଛି ୭ ଲକ୍ଷ ମୁଣ୍ଡ, ସାଢ଼େ ୩ ମାସରେ ଲକ୍ଷେରୁ ଅଧିକ…

ଓ୍ବାଶିଂଟନ,୨।୧୦: ଆମେରିକାରେ କରୋନା ମହାମାରୀ ୭ ଲକ୍ଷରୁ ଅଧିକ ଲୋକଙ୍କ ମୁଣ୍ଡ ନେଇଛି। ଗତ ସାଢ଼େ ୩ ମାସ ମଧ୍ୟରେ ସ୍ଥିତି ଅତି ଭୟଙ୍କର ଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛିି। ଏହି ସମୟରେ ଲକ୍ଷେରୁ ଅଧିକ ଲୋକଙ୍କ ମୃତ୍ୟୁ କରୋନା…

କମୁଛି ପୃଥିବୀର ଉଜ୍ଜ୍ୱଳତା

ଓ୍ବାଶିଂଟନ, ୨।୧୦(ପି.ଟି.): ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ର ଜଳର ଉତ୍ତାପ ବଢ଼ିବା ଫଳରେ ପୃଥିବୀର ଉଜ୍ଜ୍ୱଳତା ହ୍ରାସ ପାଉଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ୨୦ ବର୍ଷ ପୂର୍ବେ ପୃଥିବୀ ପ୍ରତି ବର୍ଗମିଟରରେ ଯେତିକି ଆଲୋକ ପ୍ରତିଫଳନ କରୁଥିଲା ଏବେ ତା’ଠାରୁ ଅଧା…

ଗଲଓ୍ବାନରେ ନିହତ ସୈନ୍ୟଙ୍କ ଭିଡିଓ ଶେୟାର କଲା ଚାଇନା

ବେଜିଂ,୨।୧୦: ୨୦୨୦ ଜୁନ୍‌ ୧୫ରେ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତୀୟ ଯବାନ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୪ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ବେଜିଂ କହୁଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri