ରୁଷିଆ-ବେଲାରୁସରେ ସମସ୍ତ ସେବା ବନ୍ଦ କଲା ଆମେରିକାନ ଏକ୍ସପ୍ରେସ୍‌

ୱାଶିଂଟନ,୭ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ୧୨ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ରୁଷିଆ ଉପରେ ବିଭିନ୍ନ ଦେଶ ପକ୍ଷରୁ ଭିନ୍ନ ଭିନ୍ନ ପ୍ରତିବନ୍ଧକ ଲଗାଗଲାଣି । ଏହାପରେ ବି ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରି ଚାଲିଛି । ଏବେ ରୁଷିଆ ଓ ଏହାର ସହଯୋଗୀ ବେଲାରୁସ ଉପରେ ଆର୍ଥିକ ପ୍ରତିବନ୍ଦକ ଲଗାଇବାକୁ ଯାଇ ଆମେରିକା କ୍ରେଡିଟ କାର୍ଡ କମ୍ପାନୀ ଆମେରିକାନ ଏକ୍ସପ୍ରେସ୍ ଏହାର ସମସ୍ତ ସେବାକୁ ବନ୍ଦ କରି ଦେଇଛି । ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ବିରୋଧ କରି ୟୁରୋପୀୟ ଶେ ସହ ଏହି ÷ାମେରିକୀୟ କମ୍ପାନୀ ମିଶି ଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି କି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ଦେଖି ଆମେରିକାନ ଏକ୍ସପ୍ରେସ୍ ରୁଷିଆରେ ଏହାର ସମସ୍ତ ସେବାକୁ ବନ୍ଦ କରି ଦେଇଛି । ଏହାସହ କମ୍ପାନୀ ବେଲାରୁସରେ ବି ସମସ୍ତ ସେବା ବନ୍ଦ କରି ଦେଇଛି । ଅନ୍ୟପଟେ ରୁଷିଆ ସହ ଆର୍ଥିକ କାରବାର ବନ୍ଦ କରିବାକୁ ଯାଇ ମାଷ୍ଟରକାର୍ଡ ଓ ଭିଜା ସେମାନଙ୍କର ସେବା ବନ୍ଦ କରି ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋଭାକ୍ସିନ ନେଇଥିଲେ ବିନା ବାଧାରେ କରିପାରିବେ ବ୍ରିଟେନ ଯାତ୍ରା

ଲଣ୍ଡନ,୯ ।୧୧: ଭାରତ ବାୟୋଟେକର କୋଭିଡ-୧୯ ଭ୍ୟାକ୍ସିନ ‘କୋଭାକ୍ସିନ’ ନେଇଥିବା ଲୋକେ ଏଣିକି ବିନା ବାଧାରେ ବ୍ରିଟେନ ଯାତ୍ରା କରିପାରିବେ । ବ୍ରିଟିଶ ସରକାର ଘୋଷଣା...

୧୦୦ ଫୁଟ ଉପରୁ ହଠାତ୍‌ ଖସିପଡ଼ିଲା ବାଲକୋନି, ତଳେ ଥିଲେ ମହିଳା; ଆଉ ତା’ ପରେ…

ସେଣ୍ଟପିଟର୍ସବର୍ଗ,୨।୫: ରୁଷିଆର ଏକ ବହୁତଳ ପ୍ରାସାଦର ବାଲକୋନି ଖସିପଡ଼ିଛି। ଠିକ୍‌ ଏହି ସମୟରେ ତଳେ ଠିଆ ହୋଇଥିବା ଦୁଇ ମହିଳା ପ୍ରାଣ ବିକଳରେ ଦୌଡ଼ିଥିଲେ। ସିସିଟିଭିରେ...

ଆଫଗାନିସ୍ତାନକୁ ସହାୟତାର ହାତ ବଢ଼ାଇଲା ନେପାଳ

କାଠମାଣ୍ଡୁ,୧୬ା୧: ଭାରତ ସହିତ ପଡ଼ୋଶୀ ଦେଶ ନେପାଳ ଆଫଗାନିସ୍ତାନକୁ ସହାୟତା ପଠାଇଛି। ଗତବର୍ଷ ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିଲା। ସେବେଠାରୁ ଦେଶର ଆଭ୍ୟନ୍ତରୀଣ ପରିସ୍ଥିତି...

ଶେଷରେ ବାଇଡେନ୍‌ଙ୍କ ବିଜୟରେ ଲାଗିଲା ମୋହର: ୨୦ରେ ଶପଥ ଗ୍ରହଣ

ଓ୍ବାଶିଂଟନ୍‌,୭।୧: ବହୁ ବାଦବିବାଦ ଏବଂ ହିଂସାକାଣ୍ଡ ପରେ ଶେଷରେ ଆମେରିକା କଂଗ୍ରେସ ଜୋ ବାଇଡେନ୍‌ଙ୍କ ବିଜୟରେ ମୋହର ମାରିଛି। ଆମେରିକା ସଂସଦ ଗୁରୁବାର ବାଇଡେନଙ୍କ ବିଜୟକୁ...

ବ୍ରିଟେନରେ ହେବ ଭୟଙ୍କର ପରୀକ୍ଷଣ: ମାନବ ଶରୀରରେ ଛାଡି ଦିଆଯିବ କରୋନା ଭାଇରସ!

ଲଣ୍ଡନ,୨୬ ।୯: ବ୍ରିଟେନରେ ହେବାକୁ ଯାଉଛି ଏକ ଭୟଙ୍କର ପରୀକ୍ଷଣ । ଜାଣିଶୁଣି ମାନବ ଶରୀରରେ କରୋନା ଭାଇରସକୁ ଛାଡି ଦିଆଯାଇ ଏହି ପରୀକ୍ଷା କରାଯିବ...

ରାଜପରିବାରରେ ଭେଦଭାବ ନାହିଁ

ବ୍ରିଟେନ ରାଜପରିବାରରେ ବର୍ଣ୍ଣବୈଷମ୍ୟତା ଥିବା ନେଇ ପ୍ରିନ୍ସ ହ୍ୟାରୀ ଓ ତାଙ୍କ ସ୍ତ୍ରୀ ମେଘାନ ଏକ ସାକ୍ଷାତକାର ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିନ୍ସ...

ବାଂଲାଦେଶରେ ପ୍ରବଳ ବନ୍ୟା, ୨୫ ମୃତ

ଢାକା,୧୮ା୬: ବାଂଲାଦେଶରେ ପ୍ରବଳ ବନ୍ୟା ଯୋଗୁ ୨୫ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଦେଶର ବିଭିନ୍ନ ସହରରେ ୪୦ ଲକ୍ଷରୁ ଅଧିକ ଲୋକ ବନ୍ୟାପାଣିରେ ଫସି...

ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ବିଶ୍ୱ, ଆମେରିକା ବୁଡ଼ା ଜାହାଜ ରୁଷିଆ ସମୁଦ୍ରରେ…

ମସ୍କୋ/ଓ୍ବାଶିଂଟନ, ୧୩।୨ : ୟୁକ୍ରେନକୁ ନେଇ ବିଶ୍ୱର ଦୁଇଟି ମହାଶକ୍ତି, ଆମେରିକା ଏବଂ ରୁଷିଆ ମଧ୍ୟରେ ପରିସ୍ଥିତି ଅତ୍ୟନ୍ତ ତିକ୍ତ ହୋଇପଡ଼ିଛି। ୟୁରୋପର ୱେଷ୍ଟର୍ଣ୍ଣ ଫ୍ରଣ୍ଟରେ...

Advertisement
Archives

Model This Week