ଅନ୍ତର୍ଜାତୀୟ

ବାଲକୋନିରେ ମଡେଲଙ୍କ ସହ ରୋମାନ୍ସରେ ମାତିଥିଲେ ସିଙ୍ଗର, ସ୍ତ୍ରୀ ଚାଲି ଆସିବାରୁ…

ବ୍ରାସିଲିଆ,୨୧ା୫: ବ୍ରାଜିଲର ଜଣାଶୁଣା ଜଣେ ସିଙ୍ଗରଙ୍କ ମୃତ୍ୟୁ ଘଟିଛି। ଏହି ମୃତ୍ୟୁର କାରଣ ହେଲା ତାଙ୍କ ରୋମାନ୍ସ। ୨୩ ବର୍ଷୀୟ ଏମ୍‌ସି କେବିନ ଦୁଇ ସପ୍ତାହ ପୂର୍ବରୁ ବିବାହ କରିଥିଲେ। ମାତ୍ର ସେ ତାଙ୍କ ନବବିବାହିତା ସ୍ତ୍ରୀଙ୍କୁ ଲୁଚି ଜଣେ...

୧୧ ଦିନ ପରେ ଥମିଲା ଯୁଦ୍ଧ!

ତେଲ ଅଭିଭ୍‌,୨୧।୫: ଗତ ୧୧ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ସଂଘର୍ଷ ଶେଷରେ ଶାନ୍ତ ପଡିଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସୁରକ୍ଷା ମନ୍ତ୍ରିମଣ୍ଡଳ ଘାଜା ଅଞ୍ଚଳରେ ୧୧ ଦିନ ଧରି ଚାଲିଥିବା ସାମରିକ କାର୍ଯ୍ୟକୁ...

ଆଣ୍ଟାର୍କଟିକାରେ ସର୍ବବୃହତ୍‌ ହିମଶୈଳ

ଲଣ୍ଡନ,୨୧ା୫: ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ବରଫ ତରଳିବାରେ ଲାଗିଥିବାବେଳେ ଆଣ୍ଟାର୍କଟିକା ମହାଦେଶ ପୃଥିବୀର ସର୍ବବୃହତ୍‌ ବରଫଖଣ୍ଡକୁ ଜନ୍ମ ଦେଇଛି। ଭୂମଧ୍ୟସାଗରରେ ଥିବା ସ୍ପେନ୍‌ର ଲୋକପ୍ରିୟ ପର୍ଯ୍ୟଟନ କେନ୍ଦ୍ର ମାଜୋରିକା(୩୬୪୦ ବର୍ଗ କି.ମି. ବା ୧,୪୦୫ ବର୍ଗ ମାଇଲ୍‌)...

ପୁଣି ପୃଥିବୀ ଉପରେ ମାଡ଼ି ଆସିଲା ବିପଦ: ପାଣିରେ ବହୁ ଉପକୂଳ ସହର ବୁଡ଼ିଯିବା ଆଶଙ୍କା !…

ଲଣ୍ଡନ/ନୂଆଦିଲ୍ଲୀ,୨୦।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ପୃଥିବୀ ଉପରେ ପୁଣି ନୂଆ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକାରେ ଏକ ବିରାଟକାୟ ହିମଖଣ୍ଡ ଭାଙ୍ଗିଯାଇଛି। ଏହାର ଲମ୍ବ ୧୭୫ କିଲୋମିଟର ହୋଇଥିବାବେଳେ ପ୍ରସ୍ଥ...

ଭାକ୍ସିନ୍‌ ବିକି ୯ ଜଣ ପାଲଟିଛନ୍ତି କୋଟିପତି: ମୋଡେର୍ନା ସିଇଓ ଶୀର୍ଷରେ..

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ସଂକ୍ରମଣ ରୋକିବା ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଥିବା ସାନିଟାଇଜର, ମାସ୍କ୍‌, ହ୍ୟାଣ୍ଡ୍‌ଓ୍ବାଶ୍‌ ଆଦିର ଚାହିଦା ବଢ଼ିଛି। ଏସବୁ ପ୍ରସ୍ତୁତ କରି ବହୁ ଲୋକଙ୍କ...

ଡିଏନ୍‌ଏ କହିବ କଲମ୍ବସ୍‌ କାହାଣୀ

ମାଦ୍ରିଦ୍‌, ୨୦ା୫: ସମୁଦ୍ର ପଥରେ ଆମେରିକାକୁ ବାଟ ଖୋଜିଥିବା ଖ୍ରୀଷ୍ଟୋଫର କଲମ୍ବସ୍‌ ୟୁରୋପର ଉପନିବେଶକୁ ସେଠାରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ। ହେଲେ ବାସ୍ତବରେ ସେ କେଉଁ ଦେଶର ନାଗରିକ ତାହା ଏବେ ବି ରହସ୍ୟ ଘେରରେ। ଏହା ସ୍ପଷ୍ଟ କରିବା...

ନେପାଳରେ ଭୂକମ୍ପ

କାଠମାଣ୍ଡୁ, ୧୯।୫: ନେପାଳର କେନ୍ଦ୍ରୀୟ ଲମଜୁଙ୍ଗ୍‌ ଜିଲାରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୮ ରହିଥିଲା। ଏଥିରେ ୬ ଜଣ ଆହତ ହୋଇଥିବା ବେଳେ ଅନେକ ଘର ଭାଙ୍ଗି ଯାଇଛି। ଭଗ୍ନାବଶେଷ ତଳେ ପୋତିହୋଇଥିବା...

ରଖେ ହରି ମାରେ କିଏ; ମୃତ ମା’ କୋଳରୁ ଉଦ୍ଧାର ହେଲା ଶିଶୁ

ଗାଜା ସିଟି,୧୯।୫: କଥାରେ ଅଛି ରଖେ ହରି ମାରେ କିଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ସମ୍ପୂର୍ଣ୍ଣ ଧ୍ୱଂଶ ହୋଇଯାଇଥିବା ଗାଜାର ଏକ ହସ୍ପିଟାଲରେ। ଶନିବାର ରାତି ଇସ୍ରାଏଲ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକରେ...

ନିଜ ପରିସ୍ରା ନିଜେ ପିଇ ଓଜନ କମାଇଲେ ଏହି ମହିଳା, କହିଲେ ଦୃଷ୍ଟିଶକ୍ତି ବି ବଢୁଛି

ଓ୍ବାଶିଂଟନ,୧୯।୫: ଆମେରିକାର ଜଣେ ମହିଳା ଏକ ଅଜବ ଦାବି କରିବା ପରେ ଏହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ୩୨ ବର୍ଷୀୟା ଗେସ୍‌ ଜୋନ୍ସ ନାମକ ଏହି ମହିଳା ନିଜ ପରିସ୍ରା ନିଜେ ପିଉଛନ୍ତି। ଏଥିସହିତ ଏହାକୁ ସେ...

୬କେଶର ଦାମ୍‌ ୧୦ଲକ୍ଷ ଟଙ୍କା

ଓ୍ବାଶିଂଟନ୍‌,୧୯।୫: ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ରକ୍‌ଷ୍ଟାରଙ୍କ ମଧ୍ୟରେ ଆମେରିକାର ଗାୟକ କୁର୍ଟ କୋବେନ ଅନ୍ୟତମ। କୁର୍ଟ ଜଣେ ଗୀତିକାର ଓ ଗିଟାରିଷ୍ଟ ହେବା ସହ ନିର୍ବାଣା ବ୍ୟାଣ୍ଡର ମୁଖ୍ୟ ସସଦସ୍ୟ ଥିଲେ। ୧୯୯୪ରେ ମାତ୍ର ୨୭ବର୍ଷରେ ସେ ଆତ୍ମହତ୍ୟା କରିଥିଲେ।...

ଦ୍ୱିତୀୟ ଧନୀରୁ ଖସିଲେ ମସ୍କ

ଓ୍ବାଶିଂଟନ୍‌: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ଆମେରିକା ଉଦ୍ୟୋଗପତି ତଥା ଟେସ୍‌ଲା କମ୍ପାନୀ ମାଲିକ ଏଲନ ମସ୍କ(୪୯)ଙ୍କ ସମ୍ପତ୍ତି ଗତ ଜାନୁୟାରୀରୁ ୨୪ ପ୍ରତିଶତ ହ୍ରାସ ପାଇଛି। ଫଳରେ ସେ ତାଙ୍କ ଦ୍ୱିତୀୟ ଧନୀ...

ଭୁଲ୍‌ କୋଭିଡ୍‌ ତଥ୍ୟ ପ୍ରତି ସତର୍କ ରୁହ

ଓ୍ବାଶିଂଟନ୍‌, ୧୯ା୫: ଭାରତରେ କରୋନାର ଘାତକ ଦ୍ୱିତୀୟ ଲହର ଜାରି ଥିବାବେଳେ ଭାରତୀୟ-ଆମେରିକୀୟ ଏବଂ ଭାରତୀୟଙ୍କୁ କରୋନା ସମ୍ପର୍କିତ ମିଥ୍ୟା ଖବର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆମେରିକାର ସର୍ଜନ ଜେନେରାଲ ବିବେକ ମୂର୍ତ୍ତି। ବିଶେଷ କରି ସୋସିଆଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri