ୟୁକ୍ରେନ୍ ସାଂସଦଙ୍କ ବଡ ଅଭିଯୋଗ ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର ପରେ ଦିଆଯାଉଛି ଫାଶୀ!

କ୍ୱିଭ୍‌,୧୯ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୨୪ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ରୁଷିଆ ୟୁକ୍ରେନର ପ୍ରାୟ ସବୁ ବଡ ବଡ ସହରକୁ ଧ୍ୱଂସ କରି ସାରିଛି କହିଲେ ଚଳେ । ରୁଷିଆ ସେନାଙ୍କ ଗୋଟିଏ ପରେ ଗୋଟିଏ ବର୍ବରତାକୁ ନେଇ ୟୁକ୍ରେନ ଅଭିଯୋଗ କରୁଥିବା ବେଳେ ଏବେ ୟୁକ୍ରେନ୍ ସାଂସଦ ଏକ ବଡ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ରୁଷିଆ ସେନାମାନେ ୟୁକ୍ରେନରେ ୬୦ରୁ ଊର୍ଦ୍ଧ୍ୱ ବୟସର ମହିଳାଙ୍କୁ ବଳାତ୍କାର କରିବା ପରେ ଫାଶୀ ଦେଉଛନ୍ତି ।
ୟୁକ୍ରେନର ବିରୋଧି ହୋଲୋସ ପାର୍ଟିର ସାଂସଦ ଲେସିୟା ୱାସିଲେଙ୍କୋ ଦାବି କରିଛନ୍ତି ଯେ ରୁଷିଆ ସେନା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରୁଛନ୍ତି । ଏମିତିକି କେତେଜଣ ମହିଳା ବଳାତ୍କାର ପରେ ନିଜେ ଆତ୍ମହତ୍ୟା କରି ଦେଉଥିବା ବେଳେ କେତେଜଣ ମହିଳାଙ୍କର ବଳାତ୍କାର ସମୟରେ ହିଁ ମୃତ୍ୟୁ ହେଉଛି । ୟୁକ୍ରେନ୍ ସାଂସଦଙ୍କ ଏଭଳି ଅଭିଯୋଗ ଏବେ ସମସ୍ତଙ୍କୁ ଚମକାଇ ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୩ରେ ପ୍ରବଳ ତାତି: ୩ ବର୍ଷ ପରେ ଫେରୁଛି ଏଲ ନିନୋ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୧ : ପାଣିପାଗ ଘଟଣା ଏଲ ନିନୋ ୩ ବର୍ଷ ପରେ ଫେରିବାକୁ ଯାଉଛି। ଏହା ଯୋଗୁ ୨୦୨୩ ରେ, ପୃଥିବୀକୁ ପ୍ରବଳ ଉତ୍ତାପର ସମ୍ମୁଖୀନ...

ବାଲିରେ ପରସ୍ପରକୁ ଭେଟିବେ ମୋଦି-ସୁନକ

ଲଣ୍ଡନ/ନୂଆଦିଲ୍ଲୀ୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇବା ସହ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ...

ପୁଣି ଆମେରିକାରେ ଗୁଳିକାଣ୍ଡ: ୭ ମୃତ

କାଲିଫର୍ନିଆ,୨୪।୧: ଆମେରିକାର କାଲିଫର୍ନିଆରେ ପୁଣି ଗୁଳିକାଣ୍ଡ ଘଟିଛି। ଦୁଇ ଦିନ ମଧ୍ୟରେ ଏଠାରେ ଗୁଳିକାଣ୍ଡର ଦୁଇଟି ପ୍ରମୁଖ ଘଟଣା ସାମ୍ନାକୁ ଆସିଛି। ସୋମବାର ରାତିରେ ହାଫ୍‌...

ତୁର୍କୀ ଭୂକମ୍ପ ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲା, ୧୬୪,୦୦୦ କୋଠା କ୍ଷତିଗ୍ରସ୍ତ…

ଇସ୍ତାନବୁଲ,୫।୩ : ତୁର୍କୀରେ ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଲେମାନ ସୋଏଲୁ କହିଛନ୍ତି ଯେ ଗତ ମାସରେ ତୁର୍କୀରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୪୫,୯୬୮କୁ ବୃଦ୍ଧି...

ଆଦାନୀଙ୍କ କ୍ଷତି ୨.୮୩ ଲକ୍ଷ କୋଟି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧: ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକାର ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ରିପୋର୍ଟ ପ୍ରଘଟ ପରେ କମ୍ପାନୀ ମୁଖ୍ୟ ଗୌତମ ଆଦାନୀ ବିଶ୍ୱର ଧନୀ...

ପୁଣି ୟୁକ୍ରେନକୁ ସହାୟତାର ହାତ ବଢ଼ାଇଲା ଆମେରିକା

କିଭ୍‌,୫।୧୦: ଚଳିତ ବର୍ଷ ଫେବୃଆରୀରୁ ଏପର୍ଯ୍ୟନ୍ତ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ଯେତେବେଳେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା, ସେତେବେଳେ କାହାରି...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କଲା ଆମେରିକା

ୱାଶିଂଟନ,୨୧।୧୧: ଜି-୨୦ ଶିଖର ସମ୍ମିଳନୀରେ ଭାରତର ଅଂଶଗ୍ରହଣ ପାଇଁ ଆମେରିକା ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛି। ହ୍ବାଇଟ ହାଉସର ଉପ ଜାତୀୟ ସୁରକ୍ଷା...

ବହୁ ଚର୍ଚ୍ଚିତ ଆମେରିକା ଅଭିନେତ୍ରୀ ବିଟ୍ଟି ହ୍ୱାଇଟଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ୱାଶିଂଟନ,୧ ।୧: ଆମେରିକା ନାଗରିକଙ୍କୁ ୭ ଦଶକରୁ ଅଧିକ ସମୟ ପର୍ଯ୍ୟନ୍ତ ମନୋରଞ୍ଜନ ଦେଉଥିବା ଅଭିନେତ୍ରୀ ବିଟ୍ଟି ହ୍ୱାଇଟଙ୍କର ୯୯ ବର୍ଷ ବୟସରେ ପରଲୋକ ହୋଇଛି...

Advertisement
Archives

Model This Week