ଭାରତ ଯାତ୍ରା ସମୟରେ ଥିବା କୋଭିଡ ନିୟମକୁ କୋହଳ କଲା ଆମେରିକା
ୱାଶିଂଟନ/ନୂଆଦିଲ୍ଲୀ,୨୯ ।୩: ୟୁଏସ୍ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରୋବେଶନ(ସିଡିସି) ସୋମବାର ଭାରତ ପାଇଁ ତା’ର କୋଭିଡ ୧୯ ଯାତ୍ରା ଆଡଭାଇଜରୀ ସ୍ତର ୩(ହାଇ ରିସ୍କ)ସ୍ତର ୧(ଲୋ ରିସ୍କ)କୁ ବଦଳାଇ ଦେଇଛି । ସିଡିସି ତା’ର ପରାମର୍ଶରେ କହିଛି ଯେ…
ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ୩୩ ଦିନ: ମୋରିଉପୋଲ ପାର୍କ-ସ୍କୁଲରେ ପୋତି ଦିଆଯାଉଛି ମୃତ ଶରୀର
କ୍ୱିଭ୍,୨୯ ।୩: ୟୁକ୍ରେନ୍-ରୁଷିଆ ଯୁଦ୍ଧକୁ ୩୩ ଦିନ ପୂରଣ ହୋଇଥିବା ବେଳେ ଏବେବି ସେଠାରେ ଉତ୍ତେଜନା ପରିସ୍ଥିତି ଲାଗି ରିଛି । ଏକ ରିପୋର୍ଟ ଅନୁଯାୟୀ, ୟୁକ୍ରେନ୍ ସେନା ଦାବି କରିଛି କି ଏହି ଯୁଦ୍ଧରେ ରୁଷିଆର ବହୁ କ୍ଷତି ହୋଇଥିବା…
ପାକ୍ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା
ଇସ୍ଲାମାବାଦ,୨୯।୩: ପାକିସ୍ତାନ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିବାବେଳେ ତାଙ୍କ ଦଳର ସଦସ୍ୟ ତଥା ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଉସ୍ମାନ ବୁଜଦର ସୋମବାର ଇସ୍ତଫା ଦେଇଛନ୍ତି। କେବଳ ଉସ୍ମାନ ନୁହନ୍ତି, ହାଉସିଂ ମନ୍ତ୍ରୀ ତତା ପିଏମ୍ଏଲ୍-କ୍ୟୁ ନେତା…
ନିରପେକ୍ଷ ରହିପାରେ ୟୁକ୍ରେନ୍
କିଭ୍, ୨୯ା୩: ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ ସୋମବାର ୩୩ ଦିନରେ ପହଞ୍ଚିଥିବାବେଳେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଏହି ପୂର୍ବ ୟୁରୋପୀୟ ଦେଶ ଏବେ ଅବିଳମ୍ବେ ଶାନ୍ତି ଚାହୁଁଛି। ଦୁଇ ଦେଶ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଶାନ୍ତି ଆଲୋଚନା ଉପରେ ସମଗ୍ର ବିଶ୍ୱର…
ଛାତ୍ରୀଙ୍କୁ ସ୍କୁଲ ଛାଡୁ ତାଲିବାନ: ୟୁଏନ୍ଏସ୍ସି
ଓ୍ବାଶିଂଟନ, ୨୯।୩: ଆଫଗାନିସ୍ତାନ ଛାତ୍ରୀମାନଙ୍କୁ ସ୍କୁଲରେ ପାଠ ପଢ଼ିବା ପାଇଁ ଅନୁମତି ଦେବାଲାଗି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ତାଲିବାନ ସରକାରଙ୍କୁ ପରାମର୍ଶ ଦେଇଛି। ଗତ ୨୩ ତାରିଖରେ ସ୍କୁଲ ଖୋଲିବାର କିଛି ସମୟ ପରେ ଛାତ୍ରୀ ପାଠ ପଢୁଥିବା ସ୍କୁଲଗୁଡ଼ିକୁ…
ରୁଷିଆ ଅରବପତିଙ୍କୁ ବିଷ ଦିଆଯାଇଥିବା ଆଶଙ୍କା
କିଭ୍,୨୯୩: ରୁଷୀୟ ଅରବପତି ରୋମାନ ଆବ୍ରାମୋଭିଚ୍ ଏବଂ ୟୁକ୍ରେନ୍ର ଦୁଇ ଶାନ୍ତି ପ୍ରତିନିଧିଙ୍କୁ କିଭ୍ରେ ବିଷ ଦିଆଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଶାନ୍ତି ଆଲୋଚନାକୁ ଭଣ୍ଡୁର କରିବାକୁ ମସ୍କୋ ଏପରି କରିଥାଇପାରେ ବୋଲି ସୋମବାର ଓ୍ବାଲ୍ ଷ୍ଟ୍ରିଟ୍ ଜର୍ନାଲରେ ପ୍ରକାଶିତ ଏହି…
ମହିଳାଙ୍କ ପାଇଁ ତାଲିବାନର ଆଉ ଏକ ନୂଆ ନିୟମ: ବିନା ପୁରୁଷ ଅଭିଭାବକରେ ବିମାନରେ ଯାତ୍ରା ମନା
କାବୁଲ,୨୯ ।୩: ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ତାଲିବାନର ଶାସନ ବେଳକୁ ବେଳ କଠୋର ହୋଇ ଚାଲିଛି । ଯାହା ଅନୁମାନ କରାଯାଉଥିଲା ଏବେ ତାହାହିଁ ଘଟୁଥିବା ପରିଲକ୍ଷିତ ହେଉଛି । ବିଶେଷ କରି ମହିଳାଙ୍କ ଉପରେ ବିଭିନ୍ନ ପ୍ରକାରର…
ଇସ୍ତଫା ଦେଲେ ପାକ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ
ଲାହୋର,୨୮।୩: ପାକିସ୍ତାନ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିବା ବେଳେ ତାଙ୍କ ଦଳର ସଦସ୍ୟ ତଥା ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଉସ୍ମାନ ବୁଜଦର ସୋମବାର ଇସ୍ତଫା ଦେଇଛନ୍ତି। କେବଳ ଉସ୍ମାନ ନୁହନ୍ତି, ହାଉସିଂ ମନ୍ତ୍ରୀ ତତା ପିଏମ୍ଏଲ୍-କ୍ୟୁ…
ଇମ୍ରାନ୍ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ
ଇସ୍ଲାମାବାଦ,୨୮।୩: ପାକିସ୍ତାନ ବିରୋଧୀ ଦଳ ନେତା ତଥା ପିଏମ୍ଏଲ୍-ଏନ୍ ଅଧ୍ୟକ୍ଷ ଶେହବାଜ ଶରିଫ୍ ସୋମବାର ନ୍ୟାଶନାଲ ଆସେମ୍ବ୍ଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ୨୦୧୮ରେ ଇମ୍ରାନ୍ କ୍ଷମତାକୁ ଆସିବା ପରେ ସବୁଠୁ କଠିନ ରାଜନୈତିକ ପରୀକ୍ଷାର…
ସରକାରୀ କର୍ମଚାରୀଙ୍କୁ ତାଲିବାନର କଡ଼ା ନିର୍ଦ୍ଦେଶ
କାବୁଲ,୨୮।୩: ଆଫଗାନିସ୍ତାନର ସରକାରୀ କର୍ମଚାରୀ ଦାଢ଼ି ରଖି ନ ଥିଲେ ସେମାନଙ୍କୁ ଅଫିସରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏଥିସହ ଡ୍ରେସ୍ କୋଡ୍ ନିୟମ ପାଳନ ନ କଲେ ମଧ୍ୟ ସେମାନେ ଚାକିରିରୁ ବିଦା ହେବେ। ସରକାରୀ କର୍ମଚାରୀଙ୍କୁ କିଛି…
ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ପ୍ରାଣ ହାରାଇଲେଣି ୧୪୩ ଶିଶୁ, ୨୧୬ ଆହତ
କ୍ୱିଭ,୨୮ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୩୩ ଦିନରେ ପହଞ୍ଚିଲାଣି । ହେଲେ ପୂର୍ବଭଳି ଏଠାରେ ଯୁଦ୍ଧ ଲାଗି ରହିଛି । ରୁଷିଆର ଆକ୍ରମଣ ଫଳରେ ୟୁକ୍ରେନର ବଡ ବଡ ସହର ଧ୍ୱଂସ ହୋଇ ଗଲାଣି । କେବଳ ସେତିକି ନୁହେଁ ଏହି…
ରୁଷିଆରେ ମିଶିବା ପାଇଁ ଲୁହାନ୍ସ୍କରେ ହୋଇପାରେ ଭୋଟ
କ୍ୱିଭ୍,୨୮ା୩: ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖି ୟୁରୋପୀୟ ଦେଶକୁ ଦୁଇଭାଗ କରିବାକୁ ଚାହୁଁଛି ବୋଲି ୟୁକ୍ରେନ୍ ଗୋଇନ୍ଦା ମୁଖ୍ୟ କିରିଲୋ ବୁଦାନୋଭ୍ କହିଛନ୍ତି। ଆକ୍ରମଣ ପୂର୍ବରୁ ଫେବୃୟାରୀ ୨୧ରେ ବିଚ୍ଛିନ୍ନତାବାଦୀଙ୍କ କବଳରେ ଥିବା ଡୋନ୍ବାସ୍ ଅଞ୍ଚଳର ଡୋନେସ୍କ ଓ ଲୁହାନ୍ସ୍କକୁ…

