ଅନ୍ତର୍ଜାତୀୟ

ପ୍ରଭାବ ପକାଇଲା ଇସ୍ତାନବୁଲ ବାର୍ତ୍ତା: ପୁଟିନ୍‌-ଜେଲେନ୍‌ସ୍କିଙ୍କ ମଧ୍ୟରେ ହୋଇପାରେ ସାକ୍ଷାତକାର

ଇସ୍ତାନବୁଲ,୨୯।୩: ତୁର୍କୀର ଇସ୍ତାନବୁଲରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ମଙ୍ଗଳବାର ଶାନ୍ତିପୂର୍ଣ୍ଣ ଆଲୋଚନା ହୋଇଛି। ଦିର୍ଘ ୩ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ଏହି ବୈଠକ ପରେ ରୁଷିଆ ମୁଖ୍ୟ ମଧ୍ୟସ୍ଥି ଭ୍ଲାଡିମିର ମେଣ୍ଡେସ୍କି ସକାରାତ୍ମକ ବୟାନ ଦେଇଛନ୍ତି। ରୁଷିଆ ଓ…

ଇମ୍ରାନ ସରକାରଙ୍କ କାଉଣ୍ଟଡାଉନ୍‌ ଆରମ୍ଭ: ଏପ୍ରିଲ ୩ରେ ହେବ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ

ଇସ୍‌ଲାମାବାଦ୍‌,୨୯।୩: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଏପ୍ରିଲ ୩ରେ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଭୋଟିଂ କରାଯିବ। ମଙ୍ଗଳବାର ଏନେଇ ପାକିସ୍ତାନର ଗୃହମନ୍ତ୍ରୀ ଶେଖ୍‌ ରସିଦ ଦାବି କରିଛନ୍ତି। ସୋମବାର ପାକିସ୍ତାନ ସଂସଦରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ…

ରମଜାନ ସମୟରେ ଏଠାରେ ଖୋଲିବନି ରେଷ୍ଟୁରାଷ୍ଟ

ରିଆଦ,୨୯।୩: ମୁସଲିମ୍‌ ସମ୍ପ୍ରଦାୟର ସବୁଠାରୁ ପବିତ୍ର ମାସ ରମଜାନ ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି। ପେଗମ୍ବର ମୁହମ୍ମଦଙ୍କ ଜନ୍ମସ୍ଥାନ ମକ୍କାରେ ଏହାକୁ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ଇତିମଧ୍ୟରେ ସାଉଦି ଆରବରେ ଏବେଠାରୁ ରମଜାନ ପାଇଁ…

ରୁଷିଆ ଯବାନ ବଳାତ୍କାର କରିଥିବା ଦାବି କଲେ ୟୁକ୍ରେନ ମହିଳା

କ୍ୱିଭ,୨୯।୩ : ସ୍ବାମୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଦୁଇ ରୁଷିଆ ଯବାନ ବଳାତ୍କାର କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ୟୁକ୍ରେନ ମହିଳା। ତାଙ୍କ ଅଭିଯୋଗର ତଦନ୍ତ କରାଯିବ ବୋଲି ଅଧିକାରୀ କହିଛନ୍ତି। ମାର୍ଚ୍ଚ ୯ ତାରିଖରେ ଦୁଇ ରୁଷିଆ…

ଦାଢ଼ି ନ ଥିଲେ ଅଫିସ ମନା

କାବୁଲ,୨୯।୩: ଆଫଗାନିସ୍ତାନର ସରକାରୀ କର୍ମଚାରୀ ଦାଢ଼ି ରଖି ନ ଥିଲେ ସେମାନଙ୍କୁ ଅଫିସରେ ପ୍ରବେଶ ଅନୁମତି ମିଳିବ ନାହିଁ। ସେହିପରି ଡ୍ରେସ୍‌ କୋଡ୍‌ ନିୟମ ପାଳନ କରୁ ନ ଥିଲେ ଚାକିରିରୁ ବିଦା ହେବେ। ତାଲିବାନ ପ୍ରଶାସନର ସାଧାରଣ ନୈତିକତା ମନ୍ତ୍ରଣାଳୟ…

ଇମ୍ରାନଙ୍କୁ ମାଙ୍କଡ଼ ସହ ତୁଳନା କଲେ ମରୀୟମ

ଇସଲାମାବାଦ୍‌,୨୯।୩: ପାକିସ୍ତାନରେ ରାଜନୈତିକ ସଙ୍କଟ ଦେଖାଦେଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଚେୟାରକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ ଅନେକ ବିରୋଧୀଦଳ ନେତା ତାଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ଏହି କ୍ରମରେ ପାକିସ୍ତାନର ବିରୋଧୀ ଦଳ ପିଏମ୍‌ଏ-ଏନ୍‌ର ଜାତୀୟ ଉପାଧ୍ୟକ୍ଷା…

ହାଇଓ୍ବେରେ ପଛକୁ ପଛ ବାଡେଇ ହେଲା ୬୦ ଗାଡ଼ି

ପେନ୍ନସିଲଭେନିଆ,୨୯।୩: ଆମେରିକାର ପେନ୍ନସିଲଭେନିଆ ହାଇଓ୍ବେରେ ପଛକୁ ପଛ ବାଡ଼େଇ ହୋଇ ୫୦ରୁ ୬୦ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ପ୍ରବଳ ତୁରଷାପାତ ଯୋଗୁ ସ୍କୁକିଲ କାଉଣ୍ଟିରେ ଇଣ୍ଟରଷ୍ଟେଟ୍‌ ୮୧ ହାଇଓ୍ବେରେ ସୋମବାର ସକାଳ ପ୍ରାୟ ୧୦ଟା ୩୦ରେ ଏଭଳି ଭୟଙ୍କର ସିରିଜ୍‌ ଦୁର୍ଘଟଣା…

ୟୁକ୍ରେନ୍ ଛାଡିଲେଣି ୪୦ ଲକ୍ଷ ଲୋକ

କ୍ୱିଭ୍‌,୨୯ ।୩: ଏକ ମାସରୁ ଅଧିକ ସମୟ ଧରି ଚାଲିଲାଣି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଏଥିରେ ଶହ ଶହ ସେନାଙ୍କ ସମେତ ବହୁ ସାଧାରଣ ନାଗରିକଙ୍କର ମୃତ୍ୟୁ ବି ହେଲାଣି । କେବଳ ସେତିକି ନୁହେଁ ଏହି ଯୁଦ୍ଧରେ ବହୁ ଧନ…

ରାଗରେ ନିଆଁବାଣ ପୁଟିନ: କହିଲେ,ମୁଁ ତାଙ୍କୁ ବର୍ବାଦ କରିଦେବି

ମସ୍କୋ,୨୯।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୩୪ ଦିନ ହେବ ଜାରି ରହିଛି। ଉଭୟ ଦେଶର ପ୍ରତିନିଧୀମାନେ ଗୋଟିଏ ପରେ ଗୋଟିଏ ବୈଠକ ପାଇଁ ଇସ୍ତାନବୁଲରେ ପହଞ୍ଚିଛନ୍ତି। ଯୁଦ୍ଧ ଶେଷ କରିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କ ସହ…

‘ମୁଁ ସର୍ବଧାରଣରେ କ୍ଷମା ମାଗୁଛି’

ଲସ୍‌ ଏଞ୍ଜେଲ୍ସ,୨୯।୩: ଓସ୍କାର ଭାବେ ଜଣାଶୁଣା ଏକାଡେମୀ ପୁରସ୍କାର ଉତ୍ସବରେ ଉପସ୍ଥାପକ ଖ୍ରିସ ରକଙ୍କୁ ହଲିଉଡ୍‌ ଅଭିନେତା ଓ୍ବିଲ ସ୍ମିଥ୍‌ ଷ୍ଟେଜ ଉପରେ ମୁଥା ମାରିବା ଘଟଣା ଏବେ ଜଙ୍ଗଲରେ ନିଆଁ ଭଳି ବ୍ୟାପୁଛି। ଏହି ପୁରସ୍କାର ତଦାରଖ କରୁଥିବା ସଂସ୍ଥା…

ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ମାରିଉପୋଲରେ ହେଲାଣି ୫ ହଜାର ଲୋକଙ୍କ ମୃତ୍ୟୁ

କ୍ୱିଭ,୨୯ ।୩: ରୁଷିଆ ଆକ୍ରମଣରେ ବେଳକୁ ବେଳ ଧ୍ୱଂସ ହେବାରେ ଲାଗିଛି ୟୁକ୍ରେନର ବଡ ବଡ ସହର । ରୁଷିଆ ସେନାଙ୍କ ଦ୍ୱାରା ୟୁକ୍ରେନର ମାରିଉପୋଲ ସହରରେ ହୋଇଥିବା ଆକ୍ରମଣ ପରେ ଯେଉଁ ଖବର ଆସିଛି ତାହା ଛାତି ଥରାଇ ଦେଇଛି…

ପୁଟିନଙ୍କ ନାଁ ନେଇ ଚାକିରି ହରାଇଲେ ରେଡିଓ ହୋଷ୍ଟ

ନୁର ସୁଲତାନ,୨୯ ।୩: ରୁଷିଆ-ୟକ୍ରେନ୍ ଯୁଦ୍ଧମଧ୍ୟରେ କାଜାକସ୍ତାନର ଜଣେ ରେଡିଓ ହୋଷ୍ଟଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଟିପ୍ପଣି ମହଙ୍ଗା ପଡିଛି । ରେଡିଓ ହୋଷ୍ଟ ଫେସବୁକ ଚ୍ୟାଟ ସମୟରେ କହିଥିଲେ ଯଦି ଆପଣ ଅଧିକ କଥା କହୁଛନ୍ତି ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?