କୋଭିଡ୍ ଟିକାର ଚତୁର୍ଥ ଡୋଜ୍ ଦେବାକୁ ଘୋଷଣା କଲା ଇସ୍ରାଏଲ
ଇସ୍ରାଏଲ,୨୨।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବିସ୍ତାରକୁ ନେଇ ଦେଶରେ ଚିନ୍ତା ବଢାଇଛି। ଏହାରି ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କୋଭିଡ ଟିକାର ଚତୁର୍ଥ ଡୋଜ୍ ଦିଆଯିବା ନେଇ ଇସ୍ରାଏଲ ଘୋଷଣା କରିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିଶେଷଜ୍ଞ…
ବାବର କ୍ରୁଜ ମିଶାଇଲର ସଫଳ ପରୀକ୍ଷଣ କଲା ପାକିସ୍ତାନ
ଇସଲାମାବାଦ,୨୨ ।୧୨: ପାକିସ୍ତାନ ସ୍ୱଦେଶ ନିର୍ମିତ ବାବର କ୍ରୁଜ ମିଶାଇଲର ଅପଡେଟ ଭର୍ସନର ସଫଳ ପରୀକ୍ଷା ମଙ୍ଗଳବାର କରିଛି । ଏହା ୯୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ । ଏହା ପୂର୍ବ ମିଶାଇଲ ତୁଳନାରେ ୨ ଗୁଣା…
ଉଜ୍ରା ତିବ୍ବତ ପ୍ରସଙ୍ଗରେ ଆମେରିକା ପ୍ରତିନିଧି
ଓ୍ବାଶିଂଟନ/ଚାଇନା,୨୨।୧୨: ଭାରତୀୟ ବଂଶୋଦ୍ଭବ କୂଟନୀତିଜ୍ଞ ଉଜ୍ରା ଜେୟାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତିବ୍ବତ ପ୍ରସଙ୍ଗରେ ସ୍ପେଶାଲ କୋଅର୍ଡିନେଟର ଭାବେ ନିଯୁକ୍ତ କରିଛନ୍ତି। ଚାଇନା ଓ ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ମଧ୍ୟରେ ଆଲୋଚନା ପାଇଁ ମଧ୍ୟ ତାଙ୍କୁ ଦାୟିତ୍ୱ ଦିଆଯାଇଛି।…
ସାଙ୍ଗିଆ ଚୟନ ସ୍ବାଧୀନତା
ପ୍ୟାରିସ୍, ୨୨।୧୨: ନାରୀ ସଶକ୍ତୀକରଣର ପ୍ରସଙ୍ଗ ଉଠିଲେ ପ୍ରଥମେ ଆଲୋଚନା ହୁଏ ମହିଳା ସ୍ବାଧୀନତା ଉପରେ। ହେଲେ ଶିଶୁ ଜନ୍ମ ହେବା ପରେ ତା’ର ସାଙ୍ଗିଆ (ସର୍ନେମ୍) ବାପାଙ୍କ ନାମ ଅନୁଯାୟୀ ନିର୍ଦ୍ଧାରଣ କରାଯିବା କେବଳ ପ୍ରାଚ୍ୟ ନୁହେଁ, ପାଶ୍ଚାତ୍ୟ ଚଳଣିରେ…
ଓମିକ୍ରନରେ ଅଧିକ ସଂକ୍ରମିତ ହେଉଛନ୍ତି ୨୦-୩୦ ବର୍ଷ ବୟସର ଯୁବବର୍ଗ, ରହିଛି ଏସବୁ ଲକ୍ଷଣ..
ୱାଶିଂଟନ,୨୨ ।୧୨: କମ୍ ପ୍ରଭାବି କୁହାଯାଉଥିବା କରୋନା ଭାଇରସର ନୂଆ ଭାରିଏଣ୍ଟ ଏବେ ତା’ର ଅସଲ ରୂପ ଦେଖାଇବା ଆରମ୍ଭ କଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ଓମିକ୍ରନ୍ ଯୋଗୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…
କରୋନା ମହାମାରୀ ଯୋଗୁ ଆମେରିକାରେ କମିଛି ଜନସଂଖ୍ୟା ବୃଦ୍ଧି
ୱାଶିଂଟନ,୨୨ ।୧୨: ପୂର୍ବରୁ ଜନସଂଖ୍ୟା ବୃଦ୍ଧି ଅର୍ଥାତ୍ ଆମେରିକାରେ ଜନସଂଖ୍ୟା ବୃଦ୍ଧି ହାର କମ୍ ଥିବା ବେଳେ କରୋନା ମହାମାରୀ ପରେ ଏହା ଆହୁରି କମ୍ ହୋଇ ଯାଇଥିବା କୁହାଯାଉଛି । ଦେଶ ସ୍ଥାପନ ହେବା ପରଠାରୁ ଏହାସବୁଠାରୁ କମ୍ ଜନ୍ମହାର…
ଆମେରିକା ପରେ ଇସ୍ରାଏଲରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ
ଜେରୁଜେଲମ,୨୨ ।୧୨: ଡରାଇଲାଣି କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ । ଆମେରିକା ପରେ ଏବେ ଇସ୍ରାଏଲରେ ଓମିକ୍ରନର ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି । ଇସ୍ରାଏଲର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେଠାରେ ଓମିକ୍ରନରେ ସଂକ୍ରମିତ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ…
ଓମିକ୍ରନ୍ ଯୋଗୁ ୟୁରୋପରେ ଆସିବ ଆଉ ଏକ ଝଡ଼: ଡବ୍ଲୁଏଚଓ
ଜେନେଭା,୨୨ ।୧୨: ବିଶ୍ୱକୁ ଭୟ ଓମିକ୍ରନ୍ । ଏବେ ଏହା ଅନେକ ଦେଶକୁ ବ୍ୟାପିଥିବା ବେଳେ ଭବିଷ୍ୟତରେ ୟୁରୋପରେ ଏହା ଝଡ଼ ଆଣିବ ବୋଲି କହିଛନ୍ତି ଡବ୍ଳୁଏଚଓର ସ୍ଥାନୀୟ ନିର୍ଦ୍ଦେଶକ ଡା. ହୈସ କ୍ଲୁଜ । ଭିୟାନରେ ଏକ ପ୍ରେସ୍ କନଫରେନ୍ସରେ…
ପୂର୍ବତନ ସ୍ତ୍ରୀଙ୍କୁ ୫,୫୦୦ କୋଟି ଦେବେ ଦୁବାଇ ଶାସକ
ଲଣ୍ଡନ, ୨୧ା୧୨: ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ୍-ଅଲ୍-ମୁକ୍ତମ୍ ଏବଂ ତାଙ୍କ ପୂର୍ବତନ ସ୍ତ୍ରୀ ହାୟା ବିଣ୍ଟ ଅଲ୍ ହୁସେନ୍(୪୭)ଙ୍କ ମଧ୍ୟରେ ଚାଲିଥିବା ଦୁଇ ଛୁଆଙ୍କ ହେପାଜତ ମାମଲାରେ ମଙ୍ଗଳବାର ରାୟ ଶୁଣାଇଛନ୍ତି ଲଣ୍ଡନ ହାଇକୋର୍ଟ। ଶେଖ୍…
ସାଧାରଣ କାଶ ବି ହୋଇପାରେ ଓମିକ୍ରନ୍ ଲକ୍ଷଣ…
ଲଣ୍ଡନ/ନୂଆଦିଲ୍ଲୀ, ୨୧।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ ଆକ୍ରାନ୍ତଙ୍କୁ ବିଶ୍ଳେଷଣ କରୁଥିବା ବୈଜ୍ଞାନିକମାନେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଦକ୍ଷିଣଆଫ୍ରିକାରେ ଓମିକ୍ରନ ଆକ୍ରାନ୍ତଙ୍କଠାରେ ଦେଖାଯାଉଥିବା ଏକ…
ସର୍ବବୃହତ୍ କ୍ରୁଜ୍ ଶିପ୍ରେ ୪୮ କରୋନା ଆକ୍ରାନ୍ତ, ଆତଙ୍କରେ ୬୦୦୦ ଯାତ୍ରୀ…
ମିୟାମୀ, ୨୧।୧୨: ପୃଥିବୀର ସର୍ବବୃହତ୍ କ୍ରୁଜ୍ ଶିପ୍ ରୟାଲ କାରିବିୟାନ୍ର ୪୮ ଯାତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏହି ଶିପ୍ରେ ଥିବା ୬,୦୦୦ ଯାତ୍ରୀ ଏବେ ଆତଙ୍କରେ ରହିଛନ୍ତି। କଡ଼ା କଟକଣା ଏବଂ ମାର୍ଗଦର୍ଶିକା ତଥା ସୁରକ୍ଷା ବ୍ୟବସ୍ଥା…
ଟିକା ନେଇଥିବା ଲୋକ ସହଜରେ ହେଉଛନ୍ତି ଓମିକ୍ରନ୍ରେ ଆକ୍ରାନ୍ତ…
ଜେନେଭା/ନୂଆଦିଲ୍ଲୀ, ୨୧।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ପୃଥିବୀରେ ସଙ୍କଟ ବଢ଼ିବାରେ ଲାଗିଛି। ତେବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞଙ୍କ ଅନୁସାରେ ଟିକା ନେଇଥିବା ଲୋକ ସହଜରେ ଓମିକ୍ରନ୍ରେ ଆକ୍ରାନ୍ତ ହେଉଛନ୍ତି। ଏହା ସହିତ ଓମିକ୍ରନ୍ ପୂର୍ବର ସମସ୍ତ ଭାରିଆଣ୍ଟ୍…
Archives


