ସମୁଦ୍ରରେ ଖସିଲା ରୁଷିଆ ବିମାନ
ମସ୍କୋ, ୭ା୭: ରୁଷିଆର ଏକ ବିମାନ ଆଣ୍ଟୋନଭ୍ ଏଏନ୍-୨୬ ପେଟ୍ରୋପାଭ୍ଲୋଭସ୍କ-କାମ୍ଚାଟସ୍କାଏରୁ ଉତ୍ତର କାମ୍ଚାଟ୍ସ୍କାଏର ପାଲାନା ଗ୍ରାମ ଅଭିମୁଖେ ଯାଉଥିବାବେଳେ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି କାମ୍ଚାଟ୍କା ଉପଦ୍ୱୀପଠାରେ ସମୁଦ୍ର ମଧ୍ୟରେ ଖସିପଡ଼ିଥିବା କୁହାଯାଉଛି। ଏଥିରେ ୨୨ ଯାତ୍ରୀ ଏବଂ ୬...
ମଝି ଆକାଶରୁ ଯାତ୍ରୀବାହୀ ବିମାନ ଅନ୍ତର୍ଦ୍ଧାନ…
ମସ୍କୋ,୬।୭: ରୁଷିଆରେ ମଝି ଆକାଶରୁ ହଠାତ୍ ଏକ ଯାତ୍ରୀବାହୀ ବିମାନ ଅନ୍ତର୍ଦ୍ଧାନ ହୋଇଯାଇଛି। ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଏବେ ସ୍ଥିତି ସଙ୍କଟ ଜନକ ହୋଇପଡ଼ିଥିବା କୁହାଯାଉଛି। ରାଡ଼ାରରୁ ବିମାନର ଯାତ୍ରାକାଳୀନ ରୁଟ୍ ଉଭେଇ ଯିବାରୁ ବିମାନ ବନ୍ଦର...
ବିପଦ ଆସୁଛି ମାଡ଼ି, ବୁଡ଼ିଯିବ ଉପକୂଳ ସହର…
ବେଜିଂ,୬।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱତାପନ ବୃଦ୍ଧି ପାଇବାରେ ଲାଗିଛି। ଏହାଯୋଗୁ ମେରୁ ଅଞ୍ଚଳରେ ବରଫ ପାହାଡ଼ ତରଳିବାରେ ଲାଗିଛି। ଏହାର ପ୍ରଭାବରେ ସମୁଦ୍ର ଜଳସ୍ତର ୧୯୫୧ ତୁଳନାରେ ଯଥେଷ୍ଟ ବୃଦ୍ଧି ପାଇଛି। ଏହିଧାରା ଜାରି ରହିଲେ ୨୦୫୦ ବେଳକୁ...
ସଂକ୍ରମଣ ବଢୁଥିଲେ ବି ମାସ୍କ ପିନ୍ଧିବା ହେବ ନାହିଁ ବାଧ୍ୟତାମୂଳକ
ଲଣ୍ଡନ,୬ ।୭: ସାରା ବିଶ୍ୱରେ କରୋନା ମହାମାରୀ ଏବେବି ତା’ର ତାଣ୍ଡବ ରଚି ଚାଲିଛି । ଧିରେ ଧିରେ ଏହି ମହାମାରୀ ସହ ଲୋକେ ବଞ୍ଚିବା ଶିଖିବାକୁ ପ୍ରୟାସ ଜାରି ରଖିଛନ୍ତି । ସୋମବାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ...
ମଦ ଶୁଙ୍ଘିଲେ ଆଉ ହେବନି କରୋନା ସଂକ୍ରମଣ, ଦାବି କଲେ ବୈଜ୍ଞାନିକ…
ଓ୍ବାଶିଂଟନ,୬।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ମାର୍ଗଦର୍ଶିକା ଅନ୍ତର୍ଗତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ନିରନ୍ତର ସାନିଟାଇଜରରେ ହାତ ସଫା କରିବାକୁ ପରାମର୍ଶ ଦିଆଯାଉଛି। ସାନିଟାଇଜରରେ ଆଲକୋହଲ...
ତାଲିବାନ୍ କବ୍ଜାରେ ଆଫଗାନ ସୈନ୍ୟଙ୍କ ୭୦୦ ଟ୍ରକ୍
କାବୁଲ, ୬।୭: ତାଲିବାନ ଉଗ୍ରପନ୍ଥୀମାନେ ଗତ ମାସରେ ଆଫଗାନିସ୍ତାନ ସୈନ୍ୟବାହିନୀର ପ୍ରାୟ ୭୦୦ ଟ୍ରକ୍ ଓ ଅନ୍ୟ ସାମରିକ ଯାନ କବ୍ଜା କରିଥିବା ଜଣାପଡ଼ିଛି। ତାଲିବାନ ଚାପ ଯୋଗୁ କେତେକ ଜିଲାରେ ସ୍ଥାନୀୟ ସୁରକ୍ଷା ବଳ ଉଭାନ ହୋଇଗଲେଣି। ଆଫଗାନିସ୍ତାନରୁ...
ମୋଦି, ମମତାଙ୍କୁ ହାସିନାଙ୍କ ଆମ୍ବ ଭେଟି
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ତାଙ୍କ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ୨,୬୦୦ କିଲୋଗ୍ରାମ ଆମ୍ବ ପଠାଇଛନ୍ତି। ବାଂଲାଦେଶରୁ ଟ୍ରକ୍ରେ ଏହି ପ୍ରସିଦ୍ଧ ‘ହରିଭାଙ୍ଗା’ ଆମ୍ବ ରବିବାର ଅପରାହ୍ନରେ ସୀମା ଅତିକ୍ରମ...
ବିତର୍କ ବେଳେ ମହିଳା ସଦସ୍ୟଙ୍କୁ ମାଡ଼ ମାରିଲେ ଏମ୍ପି
ଟ୍ୟୁନିଶ୍,୫।୭: ଟ୍ୟୁନେଶିଆର ସଂସଦରେ ହିଂସାର ଏକ ମାମଲା ସାମ୍ନାକୁ ଆସିଛି। ବିତର୍କ ସମୟରେ ଜଣେ ମହିଳା ସଦସ୍ୟଙ୍କୁ ଅନ୍ୟ ଜଣେ ଏମ୍ପି ମାଡ଼ ମାରିଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।...
ଶ୍ରୀଲଙ୍କାରେ ଡ୍ରାଗନ ସୈନ୍ୟ…
କଲମ୍ବୋ,୫।୭: ଭାରତ ପାଇଁ ସମସ୍ୟା ସୃଷ୍ଟି କରିବା ଲାଗି ଚାଇନା ଉଦ୍ୟମ ଅବ୍ୟାହତ ରଖିଛି। ପୂର୍ବରୁ ପାକିସ୍ତାନରେ ଡ୍ରାଗନ ସୈନ୍ୟ ନିଜର ସଂଖ୍ୟା ବୃଦ୍ଧି କରିସାରିଛି। ନିଜର ବିସ୍ତାରବାଦୀ ଯୋଜନା ଆଧାରରେ ଚାଇନା ଏଭଳଳି କାର୍ଯ୍ୟ ଜାରି ରଖଛି। ଏବେ...
ବଡ଼ ଧନୀଙ୍କ ମହାକାଶ ଦୌଡ଼
ଓ୍ବାଶିଂଟନ/ନୂଆଦିଲ୍ଲୀ,୫ା୭ : ଚନ୍ଦ୍ରରେ ପ୍ରଥମେ କିଏ ପାଦ ଥାପିଥିଲେ? ଏହି ପ୍ରଶ୍ନର ଉତ୍ତର ‘ନିଲ୍ ଆର୍ମଷ୍ଟ୍ରଙ୍ଗ୍’ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଦ୍ୱିତୀୟ ବ୍ୟକ୍ତିଙ୍କ ନାମ ପଚରାଗଲେ ପ୍ରାୟତଃ କେହି ସ୍ମରଣ କରିପାରନ୍ତି ନାହିଁ। କାରଣ...
‘ଇଚ୍ଛା ହେଲେ ପିନ୍ଧନ୍ତୁ ମାସ୍କ ନ ହେଲେ ନାହିଁ’
ଲଣ୍ଡନ,୪।୭: ଇଚ୍ଛା ହେଲେ ମାସ୍କ ପିନ୍ଧନ୍ତୁ ନ ହେଲେ ନାହିଁ। ୟୁନାଇଟେଡ୍ କିଙ୍ଗ୍ଡମ (ୟୁକେ)ରେ ଖୁବ୍ଶୀଘ୍ର ଏଭଳି ନିୟମ ଆସିବ। ଏ ନେଇ ରବିବାର ଅନ୍ତର୍ଜାତୀୟ ଗଣମାଧ୍ୟମ ରଏଟର୍ସକୁ ସୂଚନା ଦେଇଛନ୍ତି ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଯଦି ଅନୁମତି...
କରୋନା ସମୟରେ ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ!
ଭର୍ମୋଣ୍ଟ,୪ ।୭: ଆମେରିକାର ଏକ ରାଜ୍ୟ ହେଉଛି ଭର୍ମୋଣ୍ଟ । ନ୍ୟୁ ଇଂଲଣ୍ଡ ଅଞ୍ଚଳରେ ଥିବା ଏହି ରାଜ୍ୟ ବର୍ନି ରେଣ୍ଡର୍ସ, ମ୍ୟାପଲ ସିରପ, ଓ ବେନ ଆଣ୍ଡ ଜେରି ଆଇସକ୍ରିମ ପାଇଁ ବେଶ ଜଣାଶୁଣା । ଏବେ ଘୋଷଣା...
Archives


