ମୋଦି, ମମତାଙ୍କୁ ହାସିନାଙ୍କ ଆମ୍ବ ଭେଟି

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ତାଙ୍କ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ୨,୬୦୦ କିଲୋଗ୍ରାମ ଆମ୍ବ ପଠାଇଛନ୍ତି। ବାଂଲାଦେଶରୁ ଟ୍ରକ୍‌ରେ ଏହି ପ୍ରସିଦ୍ଧ ‘ହରିଭାଙ୍ଗା’ ଆମ୍ବ ରବିବାର ଅପରାହ୍ନରେ ସୀମା ଅତିକ୍ରମ କରି ଭାରତ ଆସିଛି। ବାଂଲାଦେଶର ରଙ୍ଗପୁର ଜିଲାରେ ଏହି ଆମ୍ବ ଅମଳ ହୋଇଥାଏ। କୋଭିଡ୍‌ ଟିକା ଯୋଗାଣରେ ନୂଆଦିଲ୍ଲୀ ବିଳମ୍ବ କରୁଥିବାରୁ ଢାକା ଅସନ୍ତୋଷ ପ୍ରକାଶ କରିବା ସହ ଇଲିଶି ରପ୍ତାନି ବନ୍ଦ କରିଥିବାବେଳେ ଆମ୍ବ ଉପହାର ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତଃବସ୍ତ୍ରକୁ ପୋତା ଯାଉଛି ମାଟିରେ…

ଜୁରିଚ୍‌,୧୯।୪: ଅନ୍ତଃବସ୍ତ୍ରକୁ ପୋଷାକ ତଳେ ପିନ୍ଧା ଯାଏ। ତେବେ ଏହାକୁ ମାଟିରେ ପୋତିଯାଉଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏଭଳି କାର୍ଯ୍ୟ ସ୍ବିଜରଲାଣ୍ଡରେ...

ଯୋଡ଼ାମୁଣ୍ଡ ଶିଶୁ ଅଲଗା ହେଲେ

ଢାକା: ହଙ୍ଗେରୀର ଏକ ଚିକିତ୍ସକ ଦଳ ସଫଳତାର ସହିତ ବାଂଲାଦେଶର ମୁଣ୍ଡଯୋଡା ଯମଜ ଶିଶୁଙ୍କୁ ଅଲଗା କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ଉକ୍ତ ଡାକ୍ତରୀ ଟିମ୍‌କୁ...

ଇଛାମୃତ୍ୟୁ ସପକ୍ଷରେ ୬୫ ପ୍ରତିଶତରୁ ଅଧିକ ଜନମତ: ଖୁବ୍‌ ଶୀଘ୍ର ଆସିବ ଆଇନ

ଓ୍ବିଲିଙ୍ଗଟନ୍‌,୩୧।୧୦: ଇଛାମୃତ୍ୟୁକୁ ନ୍ୟୁଜିଲାଣ୍ଡର ୬୫.୨ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି। ଏନେଇ ଦେଶର ସାଧାରଣ ନିର୍ବାଚନ ସମୟରେ ଜନସାଧାରଣଙ୍କ ମତାମତ ଲୋଡ଼ା ଯାଇଥିଲା। ଜନମତ ଇଛାମୃତ୍ୟୁ...

ଚାଇନାରେ ନୂଆ ମହାମାରୀ: ୩ ହଜାରରୁ ଅଧିକ ପଜିଟିଭ୍‌

ବେଜିଂ, ୧୯।୯: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାରେ ଏବେ ଏକ ନୂଆ ମହାମାରୀ ଦେଖାଦେଇଛି। ଏହି ନୂଆ ମହାମାରୀରେ ଚାଇନାର ୩ ହଜାର...

୧୮ ହଜାର କିଲୋଗ୍ରାମ୍‌ର ବିରାଟ ବୋମା ପରୀକ୍ଷା କଲା ଆମେରିକା, ସମୁଦ୍ରରେ ସୃଷ୍ଟି ହେଲା ଭୂକମ୍ପ…

ଓ୍ବାଶିଂଟନ,୨୧।୬: ଚାଇନା ନିଜର ସାମୁଦ୍ରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏପରିସ୍ଥଳେ ଆମେରିକା ନିଜର ଶକ୍ତି ପ୍ରଦର୍ଶନ କରିବା ସହିତ ସମୁଦ୍ରରେ ୧୮ ହଜାର କିଲୋଗ୍ରାମ୍‌ର...

୯/୧୧ରେ ସରକାର ଗଠନ କରିପାରେ ତାଲିବାନ୍‌…

କାବୁଲ,୭।୯: ତାଲିବାନ୍‌ ଆଫଗାନିସ୍ତାନରେ ଏକ ନୂତନ ସରକାର ଗଠନ ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି। ସରକାରୀ ଗଠନକୁ ନେଇ ନିରନ୍ତର ବୈଠକ ଜାରି ରହିଛିି।...

ନିଜ ଗାଈକୁ ବଞ୍ଚାଇବା ପାଇଁ ଚାଷୀ ମଗାଇଲେ ହେଲିକାପ୍ଟର: ଆଉ ତା’ପରେ…

ଏକ ଗାଈ ହେଲିକପ୍ଟର ସହାୟତାରେ ଆକାଶରେ ଉଡୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ସ୍ବିଜରଲାଣ୍ଡର ଏକ ପାହାଡିଆ ଅଞ୍ଚଳର...

କରାଚି ନେତା ଗାଇଲେ ‘ସାରେ ଜହାଁସେ ଆଚ୍ଛା, ହିନ୍ଦୁସ୍ତାନ୍‌ ହମାରା’

କରାଚି,୧।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଯେଉଁଠି ପାକିସ୍ତାନ ଭାରତକୁ ନିନ୍ଦା କରିବା ସହ ବହୁ ଭାରତ ବିରୋଧୀ କଥା କହି ଚାଲିଛି। ସେତେବେଳେ...

Advertisement


Archives

Model This Week