ଅନ୍ତର୍ଜାତୀୟ

ପତଳା ହୋଇଗଲେଣି କ୍ରୁର ଶାସକ

ପ୍ୟୋଙ୍ଗୟାଙ୍ଗ୍‌,୩୦।୧୨: ଉତ୍ତର କୋରିଆର କ୍ରୁର ଶାସକ କିମ୍‌ ଜୋଙ୍ଗ ଉନ୍‌ ନିଜ ଅଜବ ନିୟମ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। କିଛି ଦିନ ତଳେ ୧୧ ଦିନ ପାଇଁ ଦେଶର ନାଗରିକ ହସିବା, କାନ୍ଦିବା, ଶପିଂ କରିବା ଏବଂ ମଦ ପିଇବା…

ମଝି ଆକାଶରେ ଦୁଇ ବିମାନ ହେଲେ ନିକଟତର, ଭାଙ୍ଗିଲା ଝରକା

ଲଣ୍ଡନ,୩୦ା୧୨: ଆକାଶରେ ପ୍ରାୟ ୩୫୦୦୦ ଫୁଟ ଉଚ୍ଚରେ ଉଡୁଥିବା ଏକ ବିମାନ ସହ ଆଉ ଏକ ବିମାନ ଅତି ନକଟତର ହୋଇଯାଇଥିଲା। ଫଳରେ ୨୦୦ ଯାତ୍ରୀ ଥିବା ବିମାନର ଉଇଣ୍ଡୋ ସ୍କ୍ରିନ୍‌ରେ ଅନ୍ୟ ବିମାନଟି ବାଡ଼େଇ ହୋଇଯାଇଥିଲା। ଫଳରେ ଝରକା ଭାଙ୍ଗିଯାଇଛି।…

ନଷ୍ଟ ହୋଇନି ୩୫ଶହ ବର୍ଷ ପୁରୁଣା ମମିର ଦାନ୍ତ

କାଏରୋ, ୩୦ା୧୨: ଇଜିପ୍ଟର ଅନେକ ରାଜା, ରାଜ ପରିବାର ସଦସ୍ୟ, ପୂଜାରୀ ଆଦିଙ୍କୁ ମୃତ୍ୟୁ ପରେ ମମିରେ ପରିଣତ କରାଯିବା ବିଷୟ ସର୍ବଦା ଲୋକଙ୍କ ପାଇଁ ନୂଆ କିଛି ଜାଣିବାର ଉତ୍ସ ହୋଇଆସିଛି। ପୂର୍ବ ସଭ୍ୟତାର ଲୋକଙ୍କ ବିଷୟରେ ଏହା ଦ୍ୱାରା…

ପାର୍ଲାମେଣ୍ଟରେ ମୁଥ ମରାମରି

ଅମ୍ମାନ, ୩୦ା୧୨: ଲିଙ୍ଗଗତ ସମାନତାକୁ ନେଇ ସମ୍ବିଧାନରେ ସଂଶୋଧନ ନିମନ୍ତେ ଏକ ବିଧେୟକ ଉପରେ ଆଲୋଚନାବେଳେ ମଙ୍ଗଳବାର ଜୋର୍ଡାନ ପାର୍ଲାମେଣ୍ଟରେ ଏମ୍‌ପିମାନେ ପରସ୍ପର ମଧ୍ୟରେ ମାରପିଟ ହୋଇଛନ୍ତି। ସେହି ସମୟରେ ମାଡ଼ ମରାମରି ବେଳର ଲାଇଭ୍‌ ଟେଲିକାଷ୍ଟ ହେବା ସହ ସୋସିଆଲ…

ଓମିକ୍ରନ୍‌ ନିରୋଧୀ ଆଣ୍ଟିବଡି ଚିହ୍ନଟ

ଓ୍ବାଶିଂଟନ, ୩୦।୧୨: ଓମିକ୍ରନ୍‌ ଏବଂ କରୋନା ଭୂତାଣୁର ଅନ୍ୟ ଭାରିଆଣ୍ଟଗୁଡ଼ିକୁ ନିଷ୍କ୍ରିୟ କରିବା ଲାଗି ଆଣ୍ଟିବଡି ଚିହ୍ନଟ ହୋଇଛି। ବୈଜ୍ଞାନିକମାନଙ୍କର ଏକ ଅନ୍ତର୍ଜାତୀୟ ଟିମ୍‌ ନିକଟରେ କରିଥିବା ଅଧ୍ୟୟନରୁ ଏହା ଜାଣିବାକୁ ପାଇଛନ୍ତି। ଉକ୍ତ ଆଣ୍ଟିବଡିଗୁଡ଼ିକ ଭୂତାଣୁର ସ୍ପାଇକ୍‌ ପ୍ରୋଟିନ୍‌ ଅଞ୍ଚଳକୁ…

ଓମିକ୍ରନକୁ ନେଇ ଏପରି ଚେତାବନୀ ଦେଲା ଡବ୍ଲୁଏଚ୍‌ଓ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯ା୧୨: ସାରା ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତା ବଢ଼ାଉଛି। ଦିନକୁ ଦିନ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାର ପ୍ରଭାବ ମଧ୍ୟ ଭାରତ ଉପରେ ପଡ଼ିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୮୨ରେ ପହଞ୍ଚିଛି। ତେବେ…

ଥରିଲା ଗ୍ରୀସ୍‌

ଆଥେନ୍ସ,୨୯ା୧୨: ଗ୍ରୀସ୍‌ର ଦକ୍ଷିଣ ଦ୍ୱୀପ କ୍ରିଟ୍‌ରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୭ ଥିଲା। ରିପୋର୍ଟ ଅନୁଯାୟୀ, ଭୂକମ୍ପ ଯୋଗୁ କୌଣସି ଧନଜବୀନ ନଷ୍ଟ ହୋଇଥିବା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ବୁଧବାର…

ନା ଟାଇପ୍‌ କଲେ, ନା କହିଲେ- ପ୍ରଥମଥର ସିଧା ମସ୍ତିଷ୍କରୁ ମେସେଜ୍‌ କଲେ ଏହି ବ୍ୟକ୍ତି

ସିଡନୀ,୨୯।୧୨:ଅଷ୍ଟ୍ରେଲିଆର ଜଣେ ପକ୍ଷାଘାତ ବ୍ୟକ୍ତି ବିନା ଟାଇପ୍‌ ତଥା ବିନା ଶରୀର ହଲାଇ ପ୍ରଥମଥର ଏକ ମେସେଜ୍‌ ଲେଖିଛନ୍ତି। ସେ ଏହି ମେସେଜ୍‌କୁ ଟୁଇଟର୍‌ରେ ଶେୟାର କରିଛନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ବ୍ୟକ୍ତିଙ୍କ ନାମ ଫିଲିପ୍‌ ଓ…

ଫ୍ରାନ୍ସ୍‌-ବ୍ରିଟେନ୍‌ରେ କରୋନା ତାଣ୍ଡବ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ…

ପ୍ୟାରିସ୍‌/ଲଣ୍ଡନ, ୨୯।୧୨: କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଫ୍ରାନ୍ସ ଏବଂ ବ୍ରିଟେନର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ ରେକର୍ଡ ସଂଖ୍ୟକ ୧,୭୯, ୮୦୭ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଫ୍ରାନ୍ସରେ…

ଦୁର୍ନୀତି ଗ୍ରସ୍ତ ନେତାଙ୍କ ତାଲିକାରେ ପୂର୍ବତନ ରାଷ୍ଟ୍ରପତି ଆଶରଫ୍‌ ଘନି…

ଓ୍ବାଶିଂଟନ, ୨୯।୧୨: ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ୍‌ ଘନି ପୃଥିବୀର ଦୁର୍ନୀତି ଗ୍ରସ୍ତ ନେତାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ସଂଗଠିତ ଅପରାଧ ଏବଂ ଦୁର୍ନୀତି ରିପୋର୍ଟିଂ ପ୍ରୋଜେକ୍ଟ (ଓସିସିସିଆରପି) ନାମକ ଏକ ସଂଗଠନ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌…

ରିସେପ୍‌ଶନ ପାର୍ଟି ବାତିଲ ଟଙ୍କାରେ ନବଦମ୍ପତି କଲେ ଏମିତି କାର୍ଯ୍ୟ

ଆବୁଧାବି,୨୯ା୧୨: ବିବାହ କରିଥିବା ନବଦମ୍ପତ୍ତି ରିସେପଶନ ପାର୍ଟିକୁ ବାତିଲ କରିଛନ୍ତି। ଏହି ଦମ୍ପତି ଯେଉଁ ମହାନ କାମ କରିଛନ୍ତି, ଆପଣ ବି ଜାଣିଲେ ପ୍ରଶଂସା କରିବେ। ବିଶାଳ ଜୈନ ଏବଂ ସେଜଲ ଯୋଶୀ ନାମକ ଯୋଡ଼ି ନଭେମ୍ବର ୧୫ରେ ଆବୁଧାବିରେ ବିବାହ…

ଲିଙ୍ଗଗତ-ଭେଦଭାବ ମାମଲାରେ ୨ ହଜାର ମହିଳା କର୍ମଚାରୀଙ୍କୁ ୭୫୦ କୋଟି କ୍ଷତିପୂରଣ…

କାଲିଫର୍ନିଆ, ୨୯।୧୨: ଲିଙ୍ଗଗତ ଭେଦଭାବ ମାମଲାର ସମାଧାନ ପାଇଁ ଭିଡିଓ ଗେମ ନିର୍ମାତା ରୟଟ ଗେମ୍ସ ପକ୍ଷରୁ କମ୍ପାନୀରେ କାର୍ଯ୍ୟ କରୁଥିବା ୨,୦୦୦ ମହିଳା କର୍ମଚାରୀଙ୍କୁ ୭୫୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ରାଜି ହୋଇଛି। ଏବେ କମ୍ପାନୀରେ କାର୍ଯ୍ୟ କରୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri