ଶ୍ରୀଲଙ୍କାରେ ପେଟ୍ରୋଲଠାରୁ ମହଙ୍ଗା ହେଲା କ୍ଷୀର

କଲମ୍ବୋ,୨ ।୪: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା ବେଳକୁ ବେଳ ଖରାପ ହେବାରେ ଲାଗିଛି । ସେଠାରେ ଏବେ ହସ୍ପିଟାଲରେ ଔଷଧ ମିଳୁନାହିଁ । ପେଟ୍ରୋଲ ଡିଜେଲର ସମସ୍ୟା ଦେଖାଦେବା ପରେ ଏବେ ପେଟ୍ରୋଲ ପମ୍ପରେ ସେନା ମୁତୟନ କରାଯାଇଛି । ତେବେ ୨୦୧୫ ପରେ ଶ୍ରୀଲଙ୍କାରେ ମହଙ୍ଗା ମାଡ ରେକର୍ଡ ଭାଙ୍ଗିଛି । ଏବେ ଲୋକେ ପନିପରିବା ଓ ସାଧାରଣ ଆବଶ୍ୟକ ସାମଗ୍ରୀ ପାଇଁ ବି ହଟହଟା ହେଉଛନ୍ତି ।
ଏଠାରେ ଦେଖାଦେଇଥିବା ବିଜୁଳି ସଙ୍କଟ ଯୋଗୁ ଟ୍ରେନ୍ ଓ ବସ ସେବା ବାଧାପ୍ରାପ୍ତ ହୋଇଛି । ଏଠାରେ ଏବେ ମହଙ୍ଗା ମାଡ ସବୁ ରେକର୍ଡ ଭାଙ୍ଗିଥିବା ବେଳେ ଲଙ୍କା କିଲୋର ଦାମ୍ ପହଞ୍ଚିଛି ୭୧୦ ଟଙ୍କାରେ । ସେହିପରି ଆଳୁ କିଲୋ ସାଧାରଣ ଜନତାଙ୍କ ପାଇଁ ୨୦୦ଟଙ୍କାରୁ ଅଧିକ ରହିଛି । ଏବେ ଶ୍ରୀଲଙ୍କାରେ ୧ ଲିଟର ପେଟ୍ରୋଲର ଦାମ ୨୫୪ ଟଙ୍କା ଥିବା ବେଳେ, ଲିଟର ପିଛା କ୍ଷୀରର ଦାମ ରହିଛି ୨୬୩ ଟଙ୍କା । ଗୋଟିଏ ପାଉଁରୁଟିର ଦାମ ୧୫୦ ଟଙ୍କାରେ ପହଞ୍ଚିଲାଣି ।
ଏହି ସମୟରେ ଶ୍ରୀଲଙ୍କାକୁ ସହଯୋଗର ହାତ ବଢାଇଛି ଭାରତ । ବୈଦେଶିକ ମୁଦ୍ରା ଅଭାବ ଯୋଗୁ ଗତ ସପ୍ତାହରେ ଭାରତ ୧ ଅରବ ଡଲାର ଆର୍ଥିକ ସହାୟତା ଦେଇଛି । ଜାନୁୟାରୀରୁ ଏବେ ପର୍ଯ୍ୟନ୍ତ ଭାରତ ଶ୍ରୀଲଙ୍କାକୁ ୨.୪ ବିଲିୟନ ଡଲାର ଆର୍ଥିକ ସହାୟତା ଯୋଗାଇ ସାରିଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କଠାରୁ ଅଲଗା ହେଲେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି

କାର୍ଲିଫର୍ନିଆ,୨୬।୯: ବିଶ୍ୱରର ଦ୍ୱିତୀୟ ଧନୀ ବ୍ୟକ୍ତି ଏଲୋନ ମସ୍କ ତାଙ୍କ ଗର୍ଲଫ୍ରେଣ୍ଡ ଗ୍ରିମସଙ୍କ ଠାରୁ ଅଲଗା ହୋଇଛନ୍ତି। ପେସାରେ ଗାୟିକା ଗ୍ରିମସ ଏବଂ ସ୍ପେସ ଏକ୍ସ,...

ଆସାମରେ ଏନ୍‌ଆର୍‌ସି ପରେ ୨ ମାସରେ ଘର ବାହୁଡ଼ିଛନ୍ତି ୪୪୫ ବାଂଲାଦେଶୀ

ଢ଼ାକା,୩।୧: ଆସାମରେ ଜାତୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି) ପ୍ରକାଶ ପାଇବା ପରେ ଗତ ୨ ମାସ ମଧ୍ୟରେ ୪୪୫ ବାଂଲାଦେଶୀ ଘର ବାହୁଡ଼ିଛନ୍ତି। ଏନେଇ ବାଂଲାଦେଶ ସୀମା...

କାନାଡ଼ାରେ ଜଷ୍ଟିନ୍‌ ଟ୍ରୁଡୋଙ୍କ ସରକାର: କିଙ୍ଗ୍‌ମେକର ମୂଳ ଭାରତୀୟ ଜଗମିତ୍‌ ସିଂ

ଓଟାଓ୍ବା,୨୩।୧୦: କାନାଡ଼ାରେ ହୋଇଥିବା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ଲିବେରାଲ ପାର୍ଟି ଅଫ୍‌ କାନାଡ଼ା ଅଧିକ ସଂଖ୍ୟକ ଆସନରେ ସଫଳ...

ମସ୍କଙ୍କୁ ପୁଣି ଚ୍ୟାଲେଞ୍ଜ ଦେଲେ ଜୁକରବର୍ଗ

କାଲିଫର୍ନିଆ,୧୬।୮: ବୈଷୟିକ ଜଗତର ଦୁଇ ପ୍ରତିଷ୍ଠତା ଏଲନ ମସ୍କ ଏବଂ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ପୁଣିଥରେ ଲଢେଇ ଆରମ୍ଭ ହୋଇଛି। ଯେଉଁଥିରେ, ‘X’ର ମାଲିକ ଜୁକରବର୍ଗଙ୍କ...

ଇରାନରେ ପ୍ରତି ୬ ଘଣ୍ଟାରେ ଜଣଙ୍କୁ ଫାଶୀ, ୨୦୨୩ରେ ଇତିମଧ୍ୟରେ ୧୯୪ ଜଣଙ୍କୁ ମୃତ୍ୟୁଦଣ୍ଡ…

ତେହେରାନ,୮।୫ : ଏକ ମାନବାଧିକାର ଗୋଷ୍ଠୀ ଦାବି କରିଛନ୍ତି, ଗତ ୧୦ ଦିନ ମଧ୍ୟରେ ଇରାନ ଶାସନ ପ୍ରତି ୬ ଘଣ୍ଟାରେ ହାରାହାରି ଜଣେ ବ୍ୟକ୍ତିଙ୍କୁ...

ବୋଲିଭିଆରେ ରାଜନୈତିକ ସଙ୍କଟ: ନିର୍ବାଚନରେ ଅନିୟମିତତା ଅଭିଯୋଗ; ବିକ୍ଷୋଭରେ ୨୩ ମୃତ ୭ଶହରୁ ଅଧିକ ଆହତ

ସାଣ୍ଟିଆଗୋ,୧୭।୧୧: ବୋଲିଭିଆରେ ହୋଇଥିବା ନିର୍ବାଚନରେ ଅନିୟମିତତା ଅଭିଯୋଗ ଅଣାଯାଇଛି। ଏହାକୁ ନେଇ ବିକ୍ଷୋଭ ଜାରି ରହିଛି। ଏଥିରେ ୨୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ଶହରୁ ଅଧିକ...

ପେଟୁଆ ପୋଲିସଙ୍କ ଓଜନ ହ୍ରାସ ପାଇଁ ଥାଇଲାଣ୍ଡ ସରକାରଙ୍କ ଅଭିନବ ଯୋଜନା

ଥାଇଲାଣ୍ଡ, ୨୭।୫: ପେଟୁଆ ପୋଲିସଙ୍କ ଓଜନ କମାଇବା ପାଇଁ ଥାଇଲାଣ୍ଡ ସରକାର ଅଭିନବ ଯୋଜନା ଆପଣାଇଛନ୍ତି। ପେଟ ବାହାରିଥିବା ପୋଲିସ ଅଫିସରଙ୍କ ପାଇଁ ସେଠାରେ ଏକ...

୧୫ରେ ବନ୍ଦ ହେବ ଇଣ୍ଟରନେଟ୍‌ ଏକ୍ସପ୍ଲୋରର

ଓ୍ବାଶିଂଟନ୍‌, ୧୩ା୬: ମାଇକ୍ରୋସଫ୍ଟର ସର୍ବପୁରାତନ ବ୍ରାଉଜର ଇଣ୍ଟରନେଟ୍‌ ଏକ୍ସପ୍ଲୋରର (ଆଇଇ) ଦୀର୍ଘ ୨୭ ବର୍ଷ ଧରି ସେବା ପ୍ରଦାନ ପରେ ଆସନ୍ତା ୧୫ ତାରିଖରେ ବନ୍ଦ...

Advertisement
Archives

Model This Week